ଟିକା ନେବା ଲୋକ ସୁରକ୍ଷିତ କିନ୍ତୁ ସଂକ୍ରମିତ କରିପାରିବେ, ଜାଣନ୍ତୁ ଏହା ପଛର କାରଣ

ଯଦିଓ ଲ୍ୟାବ ଥିଓରିକୁ ଚୀନ ବାରମ୍ବାର ମନା କରି ଆସିଛି, ଏମିତିକି ବିଶ୍ବର କିଛି ବଡ଼ ବଡ଼ ବିଶେଷଜ୍ଞମାନେ ମଧ୍ୟ ଏହାକୁ ଖଣ୍ଡନ କରୁଛନ୍ତି କିନ୍ତୁ ଆମେରିକା କିଛି  ଅଲଗା ଧାରାରେ ଚିନ୍ତା କରୁଛି।  ଏହା ଚୀନର ବାୟୋ ୱିପନ ପ୍ରୟୋଗ ହୋଇ ନ ଥାଇପାରେ କିନ୍ତୁ ଏହା ଲାବ୍ରୋଟୋରିରୁ ଆସିଥାଇପାରେ। ହୁଏତ ଲାବ୍ରୋଟୋରିରୁ କେହି ଆକ୍ରାନ୍ତ ହୋଇ ବାହାରକୁ ଆସିବା ପରେ ଏହା ସାରା ବିଶ୍ବକୁ ସଂକ୍ରମିତ ହୋଇଥାଇପାରେ। କିମ୍ବା ଲାବ୍ରୋଟୋରିରେ ଏହା ଉପରେ ଗବେଷଣା ଚାଲିଥିବା ବେଳେ ଅସାବଧାନତାବଶତଃ ଏହା ଲିକ୍‌ ହୋଇଥାଇପାରେ। ଏପରିକି ଚୀନ ଭାଇରସ

Vaccination

ମୁକାବିଲାରେ ଆମେରିକାଠାରୁ ଶକ୍ତିଶାଳୀ ତାହା ମଧ୍ୟ କରୋନା ମାଧ୍ୟମରେ ସାରା ବିଶ୍ବକୁ ଜଣାଇଦେଇଛି। ମାନେ ଏହା ଏକ ବାୟୋ ଡେମୋନଷ୍ଟ୍ରେସନର ସନ୍ଦେହ ମଧ୍ୟ କରାଯାଉଛି। ଏହା ସହିତ ଯେଉଁ ଉହାନ ମାଂସ ମାର୍କେଟକୁ କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଛି ସେଠାରେ ବାଦୁଡ଼ି ମାଂସ ବିକ୍ରି ହିଁ ହୁଏନାହିଁ। ତେଣୁ ଯଦି ବାଦୁଡ଼ି ଥିଓରିକୁ ବିଶ୍ବାସ କରାଯାଏ ତେବେ ମାଂସ ମାର୍କେଟକୁ କେନ୍ଦ୍ରସ୍ଥଳ କୁହାଯାଇପାରିବନି। ଅବଶ୍ୟ ଅଟାୱାରେ କାର୍ଯ୍ୟରତ ଚୀନର ଜଣେ ପ୍ରଫେସରଙ୍କ ଯୁକ୍ତି ଯେ ବାଦୁଡ଼ି ମାଂସ କିଛି ବୁଲାକୁକୁକୁ ଖାଇ ଏହି ଭାଇରସକୁ ସଂକ୍ରମଣ କରିଥାଇପାରନ୍ତି। ତେବେ ସତ ଚୀନ ଲୁଚାଉଛି ନା ଆମେରିକା ନିର୍ବାଚନକୁ ଦୃଷ୍ଟିରେ ରଖି ନିଜର ଚୀନ ବିରୋଧୀ ଆଭିମୁଖ୍ୟକୁ ଜୋରଦାର କରିଛି ତାହା ବି ବିତର୍କର ବିଷୟ ।

36 thoughts on “ଟିକା ନେବା ଲୋକ ସୁରକ୍ଷିତ କିନ୍ତୁ ସଂକ୍ରମିତ କରିପାରିବେ, ଜାଣନ୍ତୁ ଏହା ପଛର କାରଣ

  1. Having read this I believed it was very informative. I appreciate you taking the time and effort to put this informative
    article together. I once again find myself spending a lot of time both
    reading and leaving comments. But so what, it was still worthwhile!

  2. Ищете качественную мебель для офиса? Рекомендую обратить внимание на замм. Этот бренд предлагает широкий ассортимент офисной мебели, включая стильные и функциональные офисные столы. Продукция zamm отличается высоким качеством, долговечностью и современным дизайном. Идеально подходит для создания комфортного и продуктивного рабочего пространства. В ассортименте вы найдете всё, что нужно для организации современного офиса. Отличный выбор для тех, кто ценит надежность и стиль! С уважением, Zamm мебель.

  3. Если вам нужны профессионалы в области продвижения сайтов и разработки, обратите внимание на Mihaylov Digital. Они предлагают полный спектр услуг: от SEO и SEM до работы с Яндекс.Директ. Команда специализируется на создании эффективных стратегий, которые помогают привлечь целевую аудиторию и увеличить видимость вашего бизнеса в интернете. Их профессионализм и подход к каждому клиенту гарантируют отличные результаты. Рекомендую ООО”МД” как надежного партнера в цифровом маркетинге! С уважением, Mihaylov Digital.

Leave a Reply

Your email address will not be published. Required fields are marked *