ଭେଜାଲ ଲାଲ ମିର୍ଚ୍ଚି ପାଉଡରରେ ମିଶୁଛି କଣ? କାହିଁକି ଏହା ସ୍ବାସ୍ଥ୍ୟ ପାଇଁ ବିପଦ ଜାଣନ୍ତୁ
ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଫୁଡ୍ସ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଏଫ୍. ଏସ୍. ଏସ୍. ଏ. ଆଇ. ପତଞ୍ଜଳୀକୁ ଏକ ସମ୍ପୂର୍ଣ୍ଣ ବ୍ୟାଚ୍ ଲାଲ ଲଙ୍କା ପାଉଡର ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ପତଞ୍ଜଳି ବଜାରରୁ 4 ଲକ୍ଷ ଟନ୍ ଲାଲ ଲଙ୍କା ପାଉଡର (200 ଗ୍ରାମ୍ ପ୍ୟାକେଟ) ପ୍ରତ୍ୟାହାର କରିବାକୁ…