Blog

ବେଶୀ ପାଣି ପିଉଛନ୍ତି କି ଏ କଥା ଜାଣିନିଅନ୍ତୁ

ଭୁବନେଶ୍ଵର,  : ବାରମ୍ବାର ଅଧିକ ପାଣି ପିଇବା କାରଣରୁ ଶରୀରରେ ‘ୱାଟର୍‌ ଟକ୍ସିଟି’ ହୋଇପାରେ । ଏହାଦ୍ୱାରା ଶରୀରରେ କେତେକ ଗମ୍ଭୀର ସମସ୍ୟା ଆସିଥାଏ । ଏପରିକି ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍ସର ସନ୍ତୁଳନ ବିଗିଡ଼ି ଯାଇପାରେ । ସୁସ୍ଥ ରହିବା ତଥା ଶରୀରର ଠିକ୍‌ ଭାବେ ପରିଚାଳନା ପାଇଁ ପର୍ଯ୍ୟାପ୍ତ ମାତ୍ରାର ପାଣି ପିଇବା ଆବଶ୍ୟକ । ଯଦି ଆପଣ କମ୍‌ ପାଣି ପିଅନ୍ତି, ତେବେ ଶରୀରର ଅନେକ ପ୍ରକାରର କ୍ଷତି ହୋଇଥାଏ । ଜଳାଭାବ ଯୋଗୁ…

Read More

ସୁନ୍ଦର ଦିଶିବା ପାଇଁ ବ୍ୟବହାର କରୁଛନ୍ତି କି କସମେଟିକ୍ସ?

ଭୁବନେଶ୍ୱର,୦୬/୧୧: ସୁନ୍ଦର ଦେଖା ଯିବା ପାଇଁ ଏବେ ସାରା ବିଶ୍ୱରେ ସ୍କିନ ଲାଇଟନିଂ ପଡକ୍ଟ ତଥା ତ୍ୱଚା ଉଜ୍ୱଳକାରୀ ସାମଗ୍ରୀ ଚାହିଦା ବଢୁଛି । ବିଶେଷକରି ଆଫ୍ରିକା, ଏସିଆ ଏବଂ କାରବିଆନ ଦେଶଗୁଡିକରେ ଉଭୟ ମହିଳା ଓ ପୁରୁଷ, ଉଜ୍ୱଳ ତ୍ୱଚା ପାଇଁ ଏସବୁ ପ୍ରସାଧନ ସାମଗ୍ରୀ ଉପରେ ବେଶ୍ ନିର୍ଭର କରନ୍ତି । ବଡ କଥା ହେଉଛି ଏସବୁ କ୍ରିମ୍ ଓ ଲୋସନରେ ମରକ୍ୟୁରୀର ମାତ୍ରା ରହୁଛି । ମରକ୍ୟୁରୀ ମିଶିଥିବା ଓ ନ ମିଶିଥିବା…

Read More

ଜଳବାୟୁ ପରବର୍ତ୍ତନର ସାଂଘାତିକ ପ୍ରଭାବ, ବାଟବଣା ହେଉଛନ୍ତି ପାଠ

ବନ୍ୟାବାତ୍ୟା ବିଶ୍ବତାପନ, କେବଳ ଜୀବନ ଶୈଳୀକୁ ପ୍ରଭାବିତ କରୁନି, ଏହା ଯୋଗୁଁ ଲକ୍ଷ ଲକ୍ଷ ପିଲାଙ୍କର ଶିକ୍ଷା ବାଟବଣା ହେଉଛି । ୟୁନେସ୍କୋର ବୈଶ୍ବିକ ଶିକ୍ଷା ନିରୀକ୍ଷଣ (ଜିଇଏମ୍‌) ରିପୋର୍ଟ ଅନୁଯାୟୀ, ଉଷ୍ମତା, ବନାଗ୍ନି, ବନ୍ୟା, ମରୁଡ଼ି, ରୋଗ ଓ ସମୁଦ୍ର ପତ୍ତନ ବୃଦ୍ଧି ଆଦି ଘଟଣା ଶିକ୍ଷା ଫଳାଫଳକୁ ପ୍ରଭାବିତ କରୁଛି ଏବଂ ଏହାଦ୍ବାରା ଏ ଦଶନ୍ଧିରେ ହାସଲ ହୋଇଥିବା ଶିକ୍ଷାଗତ ଅଗ୍ରଗତି ବ୍ୟର୍ଥ ହୋଇଯିବାର ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ଅଧିକାଂଶ ନିମ୍ନ…

Read More

ଯୋଗୀଙ୍କୁ ବେଶ୍ୟାର ନିମନ୍ତ୍ରଣ ହେଲେ ….

  ପୁରୁଣା ଦିନର କଥା । ସେତେବେଳର ଏକ ନଗରୀର ଶେଷ ମୁଣ୍ଡରେ ଥିଲା ଏକ ପ୍ରସିଦ୍ଧ ବେଶ୍ୟା ଗଳି। ସେହିବାଟ ଦେଇ ଜଣେ ସନ୍ୟାସୀ ଯାଉଥିଲେ। କାନ୍ଧରେ ତାଙ୍କର ପଡ଼ିଥିଲା ଏକ ଥଳୀ। ଯୋଗୀଙ୍କୁ ଦେଖି ଏକ ଘରୁ ବାହାରକୁ ଆସିଲେ ଜଣେ ସୁନ୍ଦରୀ ତରୁଣୀ। ସେହି ମହିଳା ଯୋଗୀଙ୍କୁ ଦେଖି ଆକର୍ଷିତ ହୋଇଥିଲେ।  ମହିଳା ତାଙ୍କୁ ନିବେଦନ କରି କହିଲେ- ଟିକେ ମୋ ଘର ଭିତରକୁ ଆସନ୍ତୁ। ତାଙ୍କର ଆମନ୍ତ୍ରଣରେ ବାସନାର ସ୍ଵର ଥିଲା।…

Read More

ଭାରତୀୟ ଶାଗୁଣା ବଂଶ ହ୍ରାସରୁ ୫ ଲକ୍ଷ ଲୋକଙ୍କ ମୃତ୍ୟୁ

ଦିନେ ଭାରତରେ ଶାଗୁଣା ସର୍ବବ୍ୟାପୀ ଥିଲେ  । ପଶୁଙ୍କ ଶବ ଅନ୍ଵେଷଣରେ ଏମାନେ ଖୋଲା ପଡ଼ିଆ ଉପରେ ଆକାଶରେ ଘୂରି ବୁଲୁଥିଲେ। କିନ୍ତୁ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲାଣି ଭାରତର ଶାଗୁଣା ବଂଶ ଲୋପ ପାଇବାକୁ ବସିଲେଣି । ଏହାର କାରଣ ଅସୁସ୍ଥ ଗାଈଗୋରୁଙ୍କ ଚିକିତ୍ସା ଲାଗି ବ୍ୟବହୃତ ହେଉଥିବା ଔଷଧ । ୯୦ ଦଶକ ମଧ୍ୟଭାଗରୁ ଶାଗୁଣା ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏହା ଏବେ ଶୂନ ହେବାକୁ ବସିଲାଣି। ଏହାର କାରଣ ଗାଈଗୋରୁଙ୍କୁ…

Read More

ଋତୁସ୍ରାବ ସମୟରେ ଗୋଡ଼ରେ ଯନ୍ତ୍ରଣା ହେଉଛି କି ? ଜାଣନ୍ତୁ କେମିତି ପାଇବେ ମୁକ୍ତି…

ଭୁବନେଶ୍ଵର, ୨୪/୧୧ : ପିରିୟଡ୍ସ ବା ଋତୁସ୍ରାବ ହେଉଛି ଏକ ପ୍ରାକୃତିକ ପ୍ରକ୍ରିୟା । ଏହି ସମୟରେ ମହିଳାମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସେଥିମଧ୍ୟରୁ କ୍ରାମ୍ପସ୍‌ ବା ମାଂସପେଶୀ ଟାଣି ହେବା ଅନ୍ୟତମ । ପିରିୟଡ୍ସ ଆରମ୍ଭ ହେବା ସହ ଅବା କିଛି ସମୟ ପୂର୍ବରୁ ପାଦ, ଅଣ୍ଟା ଓ ପେଟରେ ଯନ୍ତ୍ରଣା ହୋଇଥାଏ । ଅନେକ ସମୟରେ ମହିଳାମାନେ ଯନ୍ତ୍ରଣା ସହି ନ ପାରି ପେନ୍‌କିଲର୍‌ ଖାଇଥାନ୍ତି, ଯାହା ଆଗାମୀ ଦିନରେ ଅନେକ…

Read More

ମହିଳାମାନେ କେମିତି କରିବେ ମହଙ୍ଗା ସହ ମୁକାବିଲା, ଜାଣନ୍ତୁ…

ଭୁବନେଶ୍ଵର, ୨୫/୧୧ : ମହଙ୍ଗାକୁ ମୁକାବିଲା କରିବା ପାଇଁ ପ୍ରତ୍ୟେକ ମହିଳାଙ୍କୁ ଚଉଆଖିଆ ହେବାକୁ ପଡିଥାଏ । ବିଭିନ୍ନ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେଇପାରୁଥିବା ମହିଳାମାନେ ହିଁ ମହଙ୍ଗା ମୁକାବିଲା କରିବା ସହଜ ହୋଇଥାଏ। ତେବେ ଜାଣନ୍ତୁ କିଭଳି କରିବା ମହଙ୍ଗା ସହ ମୁକାବିଲା… ଟଙ୍କା ବାହାର କରିବା ଶିଖନ୍ତୁ: ପ୍ରାୟ ଗୃହିଣୀ ସଞ୍ଚିତ ଅର୍ଥକୁ ଘରେ ବା ସଞ୍ଚୟ ଖାତାରେ ପକାଇ ରଖିଥାନ୍ତି, ଯାହାଦ୍ୱାରା ଅର୍ଥ ଏକ ପ୍ରକାର ମୂଲ୍ୟହୀନ ହୋଇପଡିଥାଏ । ବରଂ…

Read More

୩୮ ଦାନ୍ତ ପାଇଁ ମହିଳାଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ, ୨୨/୧୧ : ଭାରତର କଳ୍ପନା ବାଲନ ନାମ୍ନୀ ଜଣେ ୨୬ ବର୍ଷୀୟ ମହିଳା ୩୮ ଦାନ୍ତ ପାଇଁ ମହିଳା ବିଭାଗରେ ଗିନିଜ୍‌ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି । ଗିନିଜ୍‌ ବିଶ୍ୱ ରେକର୍ଡ ଅନୁସାରେ, କଳ୍ପନାଙ୍କ ପାଟିର ତଳ ମାଢ଼ିରେ ୪ ଓ ଉପର ମାଢ଼ିରେ ୨ ଅତିରିକ୍ତ ଦାନ୍ତ ରହିଛି । କୈଶୋରାବସ୍ଥାରେ ଧୀରେ ଧୀରେ ଅତିରିକ୍ତ ଦାନ୍ତ ଉଠୁଥିବା ସେ ଲକ୍ଷ୍ୟ କରିଥିଲେ । ଯନ୍ତ୍ରଣା ଅନୁଭବ ନକଲେ ମଧ୍ୟ ଅତିରିକ୍ତ ଦାନ୍ତରେ…

Read More

ଆଜି ବିଶ୍ୱ ଶିଶୁ ଦିବସ, ଚଳିତ ବର୍ଷର ଥିମ୍ ‘ଫର୍‌ ଏଭ୍ରି ଚାଇଲ୍ଡ, ଏଭ୍ରି ରାଇଟ୍‌’

ଭୁବନେଶ୍ଵର, ୨୦/୧୧ : ସାରା ବିଶ୍ୱର ସମସ୍ତ ଦେଶରେ ଶିଶୁମାନଙ୍କର କଲ୍ୟାଣକୁ ପ୍ରାଥମିକତା ଦେବା ତଥା ସେମାନଙ୍କ ଲାଗି ଏକ ଉନ୍ନତ ବିଶ୍ୱ ଗଠନ ପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୨୦ ତାରିଖରେ ବିଶ୍ୱ ଶିଶୁ ଦିବସ ପାଳିତ ହୋଇଥାଏ । ୧୯୫୪ ମସିହାରେ ଏହାକୁ ପ୍ରଥମ ଥର ଲାଗି ପାଳନ କରାଯାଇଥିଲା । ସେବେଠାରୁ ପ୍ରତିବର୍ଷ ଏହା ପାଳିତ ହୋଇ ଆସୁଛି । ଏହି ଦିନ ଜାତିସଂଘ ସମେତ ବିଶ୍ୱର ବିଭିନ୍ନ…

Read More