ଆମ୍ବୁଲାନସ ପଛରେ ଧାଇଁଲା କୁକୁର ସେ ବ୍ୟସ୍ତ ଥିଲା

କୁକୁରମାନଙ୍କ ବିଶ୍ବସନୀୟତାର କାହାଣୀ ଆମ ସମସ୍ତଙ୍କ ପାଖରେ ଗୋଟିଏ ନା ଗୋଟିଏ ଥିବ । ଯାହାକୁ ବି ପଚାରିଲେ ନିଶ୍ଚୟ କୁକୁର ଏବଂ ତାର ସାଥୀ ମାଲିକର କାହାଣୀ ସେ ବଖାଣିବ। କିନ୍ତୁ ଏବେ ଆମେ ଯେଉଁ ଚିତ୍ର ଦେଖାଇବାକୁ ଯାଉଛୁ, ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ନେଟ ଦୁନିଆରେ ଏହି ଚିତ୍ରଟି ଖୁବ ଭାଇରାଲ ହୋଇଛି. । ଜଣେ ମହିଳା ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଡକାଇ ହସ୍ପିଟାଲ ନିଆଗଲା । ହେଲେ…

Read More

ଶିଶୁଙ୍କୁ କରୋନା ଭୟ: ଜାଣନ୍ତୁ କିଛି ଜାଣିବା କଥା

ପ୍ରଥମ ଲହରରେ ବୟସ୍କଙ୍କୁ ବେଶୀ ସଂକ୍ରମିତ କରିଥିଲା, ଦ୍ବିତୀୟ ଲହରରେ ଯୁବ ପୀଢ଼ି ବେଶୀ ସଂକ୍ରମିତ ହେଲେ, ଆଉ ତୃତୀୟ ଲହର ଆସିବ ନିଶ୍ଚୟ ଏବଂ ଆସିଲେ ପିଲାମାନଙ୍କୁ ଏହା ଅଧିକ ସଂକ୍ରମିତ କରିବ, ଏମିତି କିଛି ଚେତାବନୀ ଏକାଧିକ ବିଶେଷଜ୍ଞ ଦେଇ ସାରିଲେଣି। ଏପକିକି ଶିଶୁମାନଙ୍କୁ କେମିତି ଟିକାକରଣରେ ସାମିଲ କରାଯାଇପାରିବ, କେମିତି ସେମାନଙ୍କୁ କରୋନା ହେଲେ ଚିକିତ୍ସା କରାଯାଇପାରିବ ସେଥିପାଇଁ ସବୁ ମହଲରେ ଲାଗିଛି ତତ୍ପରତା । ଆମେରିକା ଭଳି କିଛି ଦେଶ କିଶୋରମାନଙ୍କୁ…

Read More

ଗୁରୁ ଆସିଲେ ଏମିତି, ଗୁରୁ ବି ବେହୋସ- ସବୁ ସେହି କାଳିଆର ମହିମା

ଇଣ୍ଟରନେଟରେ ଭିଡିଓ କିମ୍ବା ଫଟୋ ଯ଼ଦି ଭାଇରାଲ ହେଉଛି ଏବଂ ଏହାକୁ ନେଇ ନ୍ୟୁଜ ଓ ବିଶ୍ଳେଷଣ କରାଯାଉଛି , ତେବେ ଇଣ୍ଟରନେଟରେ ଭାଇରାଲ ହେଉଥିବା ଲେଖାକୁ ମଧ୍ୟ ଆପଣଙ୍କ ସାମ୍ନାକୁ ଆଣିବାକୁ ଚାହିଁଥିଲୁ l   ହ୍ବାଟସ ଆପ ଗ୍ରୁପରେ ଏହି ଛୋଟ ଗପଟି ଭାଇରାଲ ହେଉଛି l ଗପଟିର ଲେଖା କାହାର ଜାଣିନାହୁଁ ତେବେ ସେହି ଅଜଣା ଲେଖକଙ୍କୁ କ୍ରେଡିଟ ଦେଉଛୁ l ଏଥିସହିତ ଏହି ଗଳ୍ପର ସତ୍ୟାସତ୍ୟ ବିଷୟରେ ମଧ୍ୟ ଆମେ ତର୍ଜମା କରିବା…

Read More

+2 ପରୀକ୍ଷା ମୂଲ୍ୟାୟନ ପାଇଁ କମିଟି ଗଢ଼ିଲେ ରାଜ୍ୟ ସରକାର

ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍‌ ହେବା ପରେ କେମିତି ହେବ ମୂଲ୍ୟାୟନ ଏବେ ସବୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଚିନ୍ତିତ । କାରଣ ଏହା ଉପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଭର କରୁଛି। କରୋନା ସଂକ୍ରମଣ ବୃଦ୍ଧି ସମୟରେ ସିବିଏସଇ ଢାଞ୍ଚାରେ  ଓଡ଼ିଶାରେ ମଧ୍ୟ +2 ପରୀକ୍ଷା ବାତିଲ କରାଯାଇଛି । ତେବେ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ଵ ଦୂର କରିବାକୁ ରାଜ୍ୟସରକାର ପଦକ୍ଷେପ ନେଇଛନ୍ତି। ଛାତ୍ର-ଛାତ୍ରୀଙ୍କ ମୂଲ୍ୟାୟନ କେମିତି ହେବ ଏବଂ…

Read More

କାଶ୍ମୀରର କୁନି ଝିଅ ପଚାରିଲା ମୋଦିଙ୍କୁ ପ୍ରଶ୍ନ.. ତାପରେ….

ଏକ କୁନିଝିଅର କଥା ପୂରା ଦେଶକୁ ଆନ୍ଦୋଳିତ କରିଦେଲା । ଏମିତି ହେଲା କି ଶେଷରେ ଜାମ୍ମୁ ଓ କାଶ୍ମରର ଉପ ରାଜ୍ୟପାଳ ହସ୍ତକ୍ଷେପ କଲେ ଏବଂ କୁନି ଝିଅର ଦାବିକୁ ଶୁଣିବାକୁ ବାଧ୍ୟ ହେଲେ ସରକାର ।  କାଶ୍ମୀରର ବାଟମାଲୁର ଏହି କୁନି ଝିଅ ମାଇରୂ ଇର୍ଫାନର ଏକ ଭିଡିଓ ଟ୍ବିଟରରେ ଖୁବ ଭାଇରାଲ ହୋଇଥିଲା। Modi saab ko is baat par zaroor gaur farmana chahiye😂 pic.twitter.com/uFjvFGUisI — SrinagarGirl (@SrinagarGirl)…

Read More

ଏଇଥି ପାଇଁ କୁହାଯ଼ାଏ ଶିଶୁଙ୍କୁ ଏକୁଟିଆ ରାସ୍ତାରେ ଛାଡନ୍ତୁ ନାହିଁ

ଏଇଥି ପାଇଁ ବାରମ୍ବାର କୁହାଯ଼ାଏ ଶିଶୁଙ୍କୁ ଏକୁଟିଆ ରାସ୍ତାରେ ଛାଡନ୍ତୁ ନାହିଁ । କିଛିବି ଅଘଟଣ ଘଟିବାର ଆଶଙ୍କା ଥାଏ । କୋରାପୁଟରେ ଏକ କୁନି ଶିଶୁକୁ ରାସ୍ତାର ବୁଲା କୁକୁର ଝୁଣି କାମୁଡି ମାରିଦେଇଛନ୍ତି । ଏହି  ୫ ବର୍ଷର ଶିଶୁଟି ଘରକୁ ଫେରୁଥିବା ବେଳେ କୁକୁରମାନେ ଘେରି ଯାଇଥିଲେ । ଶିଶୁକୁ ଝୁଣି ଖାଇଗଲେ ଏକାଧିକ କୁକୁର। ରବିବାର ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ଦୋରଗୁଡ଼ା…

Read More

ପିଲାଏ ପଢ଼ିବେ ବାତ୍ୟା ବନ୍ୟା ପାଠ

() ରାଜ୍ୟ ପ୍ରତିବର୍ଷ ବିପର୍ଯ଼୍ୟୟର ସମ୍ମୁଖୀନ ହେଉଥିବା ବେଳେ ଏବେ ଏହାର ସ୍ଥାୟୀ ପ୍ରତିକାର ଉପରେ ଜୋର ଦେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ଏକ ଦୀର୍ଘ ମିଆଦି ଯ଼ୋଗନା ପ୍ରସ୍ତୁତ କରିବାକୁ ଯାଉଛନ୍ତି।  ନବୀନ ସରକାରଙ୍କ ପଞ୍ଚମ ପାଳିର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ବିପର୍ଯ଼୍ୟଯ ମୁକିବାଲା ନେଇ ନିଆଯାଇଛି କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।ଏଣିକି ସ୍କୁଲ ଓ କଲେଜରେ ବିପର୍ଯ୍ୟୟ ମୁକାବିଲାର ପାଠ ପଢ଼ିବେ ପିଲା । ସରକାରୀ…

Read More
Samrata Dalpat

ଓଡ଼ିଆ ଝିଅକୁ ଆମେରିକା ରାଷ୍ଟ୍ରପତିଙ୍କ ପ୍ରଶଂସା

() ଏକ ଓଡ଼ିଆ ଝିଅ ଆମେରିକା ରାଷ୍ଟ୍ରପତିଙ୍କୁ ଇମ୍ପ୍ରେସ କରିଛି । ଝିଅଟିର କଥା ଓ ପ୍ରତିଭା ଦେଖି ଆମେରିକା ରାଷ୍ଟ୍ରପପତି ଜୋ ବାଇଡେନ ଆବାକାବା ହୋଇଯ଼ାଇଛନ୍ତି । କମାଲ କରିଛି ଏହି କୁନି ଝିଅ। ଏହି ଓଡ଼ିଆ ଝିଅର ପ୍ରତିଭାର ବାସ୍ନା ଆମେରିକାରେ ମହକିଛି। ପାଠ ପଢ଼ାରେ ଶ୍ରେଷ୍ଠ ପ୍ରଦର୍ଶନ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ସମ୍ମାନିତ ହୋଇଛି ଏହି କୁନି ଝିଅ। ସେ ହେଉଛି ସମ୍ରତା ଡଲପତ୍‌। । ବୟସ  ୧୦। ସମ୍ରତା…

Read More