ଆଜି ବିଶ୍ୱ ଶିଶୁ ଦିବସ, ଚଳିତ ବର୍ଷର ଥିମ୍ ‘ଫର୍‌ ଏଭ୍ରି ଚାଇଲ୍ଡ, ଏଭ୍ରି ରାଇଟ୍‌’

ଭୁବନେଶ୍ଵର, ୨୦/୧୧ : ସାରା ବିଶ୍ୱର ସମସ୍ତ ଦେଶରେ ଶିଶୁମାନଙ୍କର କଲ୍ୟାଣକୁ ପ୍ରାଥମିକତା ଦେବା ତଥା ସେମାନଙ୍କ ଲାଗି ଏକ ଉନ୍ନତ ବିଶ୍ୱ ଗଠନ ପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୨୦ ତାରିଖରେ ବିଶ୍ୱ ଶିଶୁ ଦିବସ ପାଳିତ ହୋଇଥାଏ । ୧୯୫୪ ମସିହାରେ ଏହାକୁ ପ୍ରଥମ ଥର ଲାଗି ପାଳନ କରାଯାଇଥିଲା । ସେବେଠାରୁ ପ୍ରତିବର୍ଷ ଏହା ପାଳିତ ହୋଇ ଆସୁଛି । ଏହି ଦିନ ଜାତିସଂଘ ସମେତ ବିଶ୍ୱର ବିଭିନ୍ନ…

Read More

ପିଲା ଯଦି ଜିଦିଆ ହୋଇଥାନ୍ତି, ତାହେଲେ କଣ କରିବେ ?

ଭୁବନେଶ୍ଵର, ୦୯/୧୧ : କିଛି ପିଲା ଖୁବ୍‌ ଜିଦିଆ ହୋଇଥାନ୍ତି । ସେମାନେ ଥରେ ଜିଦି ଆରମ୍ଭ କଲେ ବାପାମା’ଙ୍କୁ ନିଜ କଥା ମନାଇବା ପରେ ହିଁ ଜିଦି ଛାଡ଼ିଥାନ୍ତି । ଏହାଦ୍ୱାରା ପିଲାର ପ୍ରକୃତି କ୍ରମଶଃ ସେମିତି ହୋଇଚାଲେ, ଯାହା ପିଲାର ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଯଥାସମ୍ଭବ ପିଲାକୁ ଛୋଟ ବେଳୁ ହିଁ ବିଗିଡିବାକୁ ଦିଅନ୍ତୁନି । ନଚେତ୍‌ ପିଲାର ସ୍ୱଭାବ ଧୀରେ ଧୀରେ ଘରେ ବାହାରେ ସମସ୍ତଙ୍କ ପାଇଁ ସମସ୍ୟା…

Read More

ପିଲାକୁ ହଷ୍ଟେଲ ପଠାଉଥିଲେ ଜାଣନ୍ତୁ ଏହି ସବୁ ଟିପ୍ସ…

ଭୁବନେଶ୍ଵର, ୦୨/୧୧ : ପିଲାକୁ ସୁନିଶ୍ଚିତ ଭବିଷ୍ୟତ ଦେବା ପାଇଁ ସବୁ ବାପାମା’ପ୍ରୟାସ କରିଥାନ୍ତି । ଅନେକ ସମୟରେ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ଆଶାରେ ଅଭିଭାବକ ପିଲାକୁ ଦୂର ସହରରେ ପାଠ ପଢିବାକୁ ପଠାଇଥାନ୍ତି । ସେଠାରେ ପିଲାକୁ ହଷ୍ଟେଲ ଜୀବନ ବଞ୍ଚିବାକୁ ପଡିଥାଏ । ପିଲାର ହଷ୍ଟେଲ ଜୀବନକୁ ନେଇ ପ୍ରାୟ ଅଭିଭାବକଙ୍କ ଭିତରେ ଅଜଣା ଭୟ ରହିଥାଏ । ଏଯପରିକି ପିଲା ହଷ୍ଟେଲରେ କେମିତି ରହିବ? ସେଠାରେ ଆଡ୍‌ଜଷ୍ଟ କରିପାରିବ କି ନା? ଏପରି…

Read More

୧୦ ବର୍ଷୀୟ ବାଳକଙ୍କୁ ବନ୍ୟଜୀବ ଫଟୋଗ୍ରାଫର୍‌ ସମ୍ମାନ

ବେଙ୍ଗାଲୁରୁ, ୦୧/୧୧ : ଚଳିତ ବର୍ଷର ବନ୍ୟଜୀବ ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତା ହୋଇଛନ୍ତି ବେଙ୍ଗାଲୁରୁର ୧୦ ବର୍ଷୀୟ ବିହାନ ତାଲ୍ୟ ବିକାଶ । ଲଣ୍ଡନଠାରେ ଅନୁଷ୍ଠିତ ଏହି ପ୍ରସିଦ୍ଧ ପ୍ରତିଯୋଗିତା ନାଚ୍ୟୁରାଲ ହିଷ୍ଟ୍ରୀ ମ୍ୟୁଜିୟମ୍‌ ଦ୍ୱାରା ଆୟୋଜିତ ହୋଇଥିଲା । ‘ଫଟୋଗ୍ରାଫିର ଅସ୍କାର’ ଭାବେ ପରିଚିତ ଏହି ପ୍ରତିଯୋଗିତା ବିଶ୍ୱର ସବୁଠୁ ଅସାଧାରଣ ଫଟୋଗ୍ରାଫି ପ୍ରଦର୍ଶନର ଏକ ବିଶ୍ୱସ୍ତରୀୟ ମଞ୍ଚ । ବିହାନଙ୍କୁ ବିଜେତା କରିଥିବା ଫଟୋ ଭଗବାନ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ସହିତ ଏକ ବୁଢ଼ିଆଣୀର ଅଜବ…

Read More

ଛୋଟପିଲାଙ୍କୁ ବ୍ଲଡ ପ୍ରେସର, ଜାଣନ୍ତୁ ରକ୍ଷା ପାଇବାର ଉପାୟ

ଭୁବନେଶ୍ଵର, ୩୦/୧୦ : ଚିନ୍ତା ବଢ଼ାଇଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସମସ୍ୟା । ବିଶେଷଜ୍ଞଙ୍କ କହିବା ଅନୁସାରେ ସାରା ବିଶ୍ୱରେ ୩ପ୍ରତିଶତରୁ ୬ପ୍ରତିଶତ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରାକ୍ତଚାପ ପରି ସମସ୍ୟା ଦେଖିବାକୁ ମିଳୁଛି । ଆଉ ଏଥିପାଇଁ ବଦଳୁଥିବା ଜୀବନଶୈଳୀକୁ ଦାୟୀ କରାଯାଇଛି । ଏହାସହ ମୋଟାପଣ ଯୋଗୁଁ ମଧ୍ୟ ଅନେକ କ୍ଷେତ୍ରରେ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଉଛି । ୧୨ରୁ ୧୬ବର୍ଷ…

Read More

ସାଙ୍ଗ କରିପାରୁନାହାଁନ୍ତି କି ଆପଣଙ୍କ ପିଲା ? ହୁଅନ୍ତୁ ରୋଲ୍ ମଡେଲ୍…

ଭୁବନେଶ୍ବର, ୨୯/୧୦ : ସାଙ୍ଗ କରିବା ପିଲାମାନଙ୍କ ପାଇଁ କଷ୍ଟକର ହୋଇଥାଏ । ଏହା ପିଲାର ସାମାଜିକ ସମ୍ପର୍କ ବଢାଇବାରେ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ । ଅଭିଭାବକ ବାହାରେ ଏପରି ପିଲାଙ୍କ ହାବଭାବକୁ ଲକ୍ଷ୍ୟ କରିବା ଦରକାର । ତେବେ ଯାଇ ସେମାନଙ୍କୁ ସହଯୋଗ କରିବା ସହଜ ହେବ । ପିଲାଦିନର ସାଙ୍ଗ ଖୁବ୍‌ ଖାସ୍‌ ହୋଇଥାନ୍ତି । କାରଣ ସେମାନଙ୍କ ସହ ଆମ ଜୀବନର ଆରମ୍ଭ ସମୟ ବିତିଥାଏ । କିନ୍ତୁ ଯଦି କୌଣସି…

Read More

ଆପଣଙ୍କ ପିଲା ଅଧିକ ରାଗୁଛନ୍ତି କି ? ଦିଅନ୍ତୁ ତୁଳସୀ, କମିବ କ୍ରୋଧ

ଭୁବନେଶ୍ୱର, ୨୩/୧୦ : ପିଲା ଯଦି କଥାକେ କଥାକେ ଅତିରିକ୍ତ ରାଗିଯାଉଥାଏ ତେବେ ବାପା, ମା’ ତଥା ପରିବାରର ଅନ୍ୟ ଗୁରୁଜନମାନେ ଚିନ୍ତିତ ହେବା ସ୍ୱାଭାବିକ । ତେବେ ପିଲାର ଏହି କ୍ରୋଧଭାବ କମାଇବା ଲାଗି ନିଜର ଆଚରଣ ପ୍ରତି ବାପା, ମା’ ସର୍ବଦା ଜାଗ୍ରତ ରହିବା ଜରୁରି । ପିଲାକୁ ସର୍ବଦା ଶାନ୍ତ ତଥା ଧୈର୍ଯ୍ୟର ସହ ବୁଝାଇବା ଦରକାର । ଗ୍ରହ ପ୍ରଭାବରୁ ମଧ୍ୟ ପିଲା ରାଗି ହୋଇଥାଏ । ଏଣୁ ନିଜ ଆଚରଣ…

Read More

ପିଲାଙ୍କୁ କରାନ୍ତୁ ଏହି ଅଭ୍ୟାସ, ହେବେ ଆତ୍ମନିର୍ଭରଶୀଳ

ନୂଆଦିଲ୍ଲୀ, ୨୨/୧୦ : ପିଲାଙ୍କୁ ସ୍ମାର୍ଟ, ଏକ୍ସପର୍ଟ ଓ ଚତୁର ବୁଦ୍ଧି ସଂପନ୍ନ କରିବାରେ କୌଣସି ଫର୍ମୂଲା ନାହିଁ। କିନ୍ତୁ ଯଦି ଆପଣ ଚାହାଁନ୍ତି କି ପିଲାଙ୍କ ଠାରେ ଅତି କମ୍‌ ବୟରେ ଏସବୁ ଗୁଣ ବିକଶିତ ହେଉ ଏବଂ ସେ ଜଣେ ଭଲ ମଣିଷ ହେବା ସହ ଆତ୍ମନିର୍ଭର ହେଉ , ତାହାଲେ କମ୍‌ ବୟସରୁ ହିଁ ତାଙ୍କୁ କିଛି କାମ ଶିଖାଇବା ଜରୁରୀ। ଯେଉଁଥିରେ ସେ ନିଜର ମସ୍ତିସ୍କକୁ ସଂପୂର୍ଣ୍ଣ ଭାବେ ଏବଂ ସଠିକ୍…

Read More

ପିଲାଙ୍କ ମନରେ ଅଛି କି ଷ୍ଟେଜ୍ ଫିଅର୍ ? କିପରି କରିବେ ଦୂର…

ଭୁବନେଶ୍ଵର, ୨୮/୦୯ : ପିଲାମାନେ ସ୍କୁଲରେ ପଢିବା ସମୟରେ ଅଲଗା ଅଲଗା ଇଭେଣ୍ଟ୍‌ରେ ଅଂଶଗ୍ରହଣ କରିଥାନ୍ତି । ଏହି ସମୟରେ ଅଧିକାଂଶ ପିଲାଙ୍କ ମନରେ ଷ୍ଟେଜ୍‌ ବା ମଞ୍ଚକୁ ନେଇ ଭୟ ରହିଥାଏ ଅର୍ଥାତ ମଞ୍ଚକୁ ଯିବାକୁ ଭୟ କରିଥାନ୍ତି । ଯଦି ଆପଣଙ୍କ ପିଲା ମନରେ ଷ୍ଟେଜ୍‌ ଫିଅର୍‌ ବା ମଞ୍ଚ ଭୟ ରହିଥାଏ, ତେବେ ଅଭିଭାବକ ଭାବେ ତାଙ୍କ ମନରୁ ସେ ଭୟ ଦୂର କରିବା ଆପଣଙ୍କ ଦାୟିତ୍ୱ । ଏଥିପାଇଁ ପିଲା ମନରେ…

Read More

ଚିକେନପକ୍ସ ଠାରୁ ପିଲାଙ୍କୁ କିପରି ରଖିବେ ସୁରକ୍ଷିତ, ଜାଣନ୍ତୁ ଏହାର ଲକ୍ଷଣ…

ଭୁବନେଶ୍ଵର, ୨୦/୯ : ଭେରିସେଲା-ଜୋଷ୍ଟର ଭାଇରସ କାରଣରୁ ହୋଇଥାଏ ଚିକେନପକ୍ସ। ଏହା ଏକ ସଂକ୍ରାମକ ରୋଗ। ବୈଜ୍ଞାନିକଙ୍କୁ ଏହି ପ୍ରାଣଘାତୀ ଚିକେନପକ୍ସର ନୂଆ ଭାରିଆଣ୍ଟ ଭାରତରେ ମିଳିଛି। ଚିକେନପକ୍ସର ଏହି ଭାରିଆଣ୍ଟକୁ କ୍ଲେଡ-୯ କୁହାଯାଉଛି। ଭେରିସେଲା ଜୋଷ୍ଟର ଭାଇରସ ମାଧ୍ୟମରେ ବ୍ୟାପି ଥିବା ଏହି ରୋଗ ଭାରତରୁ ପ୍ରଥମେ ଆମେରିକା, ବ୍ରେଟେନ ଓ ଜର୍ମାନୀ ଭଳି ଦେଶରେ ବ୍ୟାପି ସାରିଛି। ଚିକେନପକ୍ସର ନୂଆ ଭାରିଆଣ୍ଟର ମାମଲା ଭାରତରେ ମିଳିବା ପରେ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି। ଏହି…

Read More