“ଚମତ୍କାରୀ କରୋନା ଔଷଧ”କୁ ଆନ୍ଧ୍ର ସରକାରଙ୍କ ଅନୁମତି

() କରୋନାକୁ ନେଇ ବିଶ୍ବବ୍ୟପୀ ହାହାକାର ପଡ଼ିଥିବା ବେଳେ ଆନ୍ଧ୍ରପ୍ରଦେଶର ଚମତ୍କାରୀ ଔଷଧ ଏବେ ଦେଶରେ ନୂଆ ଆଶା ସୃଷ୍ଟି କରିଛି । ହଜାର ହଜାର ଲୋକ ଏବେ ଏହି ଚକତ୍କାରୀ ଔଷଧକୁ ଭରସା କରି ଚିକିତ୍ସିତ ହେବାକୁ ଆଗେଇ ଆସୁଛନ୍ତି । ଆଉ ଏତିକିବେଳେ ଏହି ଔଷଧକୁ ରୋଗୀଙ୍କ ଇଚ୍ଛା ଅନୁସାରେ ବ୍ୟବହାର କରିବାକୁ ଅନୁମତି ଦେବା ଲାଗି ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି । ସୋମବାର ଆନ୍ଧ୍ର ସରକାର ଏହି ଔଷଧକୁ ମଞ୍ଜୁରୀ ଦେଇଛନ୍ତି, ଯାହାକି…

Read More

ପୁରୀରେ କୋଭିଡ ହସ୍ପିଟାଲ କଲା ସମ୍

ଏବେ ପୁରୀବାସୀଙ୍କୁ କରୋନା ଚିକିତ୍ସାରେ ମିଳିବ ଉନ୍ନତମାନର ସ୍ଵାସ୍ଥ୍ୟ ସେବା। ପୁରୀ ବାଲିଗୁଆଳିରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜରେ ୧୫୦ ଶଯ୍ୟାର କୋଭିଡ୍ ହସ୍ପିଟାଲ୍ ଲୋକାର୍ପିତ ହୋଇଛି। ଭିଡିଓ କନଫରେନ୍ସି ଜରିଆରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲର ଲୋକାର୍ପଣ କରିଛନ୍ତି। ଆଇଏମ୍ଏସ୍ ଏଣ୍ଡ ସମ୍ ହସ୍ପିଟାଲ ତତ୍ତ୍ବାବଧାନରେ ଚାଲିବ ଏହି କୋଭିଡ୍ ହସ୍ପିଟାଲ। ୨୦ଟି ଆଇସିୟୁ, ୪୦ଟି ଏଚଡିୟୁ ଓ ୯୦ଟି ଜେନେରାଲ୍ ବେଡ୍ ବ୍ୟବସ୍ଥା କରାଯାଇଛି। District COVID hospital, in partnership with…

Read More

ଗର୍ଭବତୀ ମହିଳାଙ୍କ ସହାୟତା ପାଇଁ ଅନୁଷ୍କାଙ୍କ ବିରାଟ ଉଦ୍ୟମ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ସାମାଜିକ କାର୍ଯ୍ୟରେ ଆଗ୍ରହ ଦେଖାଉଛନ୍ତି। ନିକଟରେ ଅନୁଷ୍କା ତାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହ କୋଭିଡ ରିଲିଫ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ। ଏହା ବ୍ୟତୀତ ସେ ବର୍ତ୍ତମାନ ଗର୍ଭବତୀ ଏବଂ ନିକଟରେ ମା’ ହେବାକୁ ଥିବା ମହିଳାମାନଙ୍କୁ ସାହାଯ୍ୟ କରିବାର ଦାୟିତ୍ୱ ଗ୍ରହଣ କରିଛନ୍ତି।ଅନୁଷ୍କା ଏଥିପାଇଁ ଏକ ହେଲ୍ପଲାଇନ ନମ୍ବର ସେୟାର କରିଛନ୍ତି । ଯାହାଦ୍ୱାରା ମହିଳାମାନଙ୍କୁ ଚିକିତ୍ସା ସହାୟତା ଯୋଗାଇବାରେ ସାହାଯ୍ୟ ମିଳିପାରିବ ।…

Read More

ପ୍ରିଯଙ୍କା ଚୋପ୍ରାଙ୍କ ସୁନ୍ଦର ହୃଦୟ ଅଜାଡ଼ି ଦେଲେ ସହାୟତା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶରେ ରହି ମଧ୍ୟ କ୍ରମାଗତ ଭାବରେ ଭାରତକୁ ସାହାଯ୍ୟ କରୁଛନ୍ତି । ବିଦେଶରେ ରହୁଥିବା ବେଳେ ପ୍ରିୟଙ୍କା ନିଜ ଦେଶକୁ ଭୁଲି ନାହାଁନ୍ତି। ଅଭିନେତ୍ରୀ ଗିଭ୍ ଇଣ୍ଡିଆ ମାଧ୍ୟମରେ ଦେଶରେ କରୋନା ପୀଡିତମାନଙ୍କୁ ସାହାଯ୍ୟ କରୁଛନ୍ତି । ପ୍ରିୟଙ୍କାଙ୍କ ଏହି ଉତ୍ତମ କାର୍ଯ୍ୟରେ ଅନେକ ବଡ ବ୍ୟକ୍ତିତ୍ୱ ତାଙ୍କୁ ସମର୍ଥନ କରୁଛନ୍ତି । ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀର କିଛି ସୂଚନା ସେୟାର କରିଛନ୍ତି। ସେ ଏହି ପୋଷ୍ଟ ସେୟାର କରି…

Read More

ସବୁ କରୋନାକୁ କୋଭାକ୍ସିନ ଭାରି ପଡ଼ିବ

କରୋନାର ଦ୍ୱିତୀୟ ଲହର ସାରା ଭାରତ ପାଇଁ ଚିନ୍ତାଜନକ। ଏହି ସମୟରେ ଭାରତରେ ବିକଶିତ ହୋଇଥିବା କରୋନାର ନୂଆ ଷ୍ଚ୍ରେନ୍ B.1.1.7 ୪୪ଟି ଦେଶକୁ ବିସ୍ତାର କରିଛି। ଆଉ ଏହା ବହୁତ ଶୀଘ୍ର ବ୍ୟାପୁଛି ଯାହାକି ଚିନ୍ତାଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା। ଆଉ ଏହି ନୂଆ ଭେରିଆଣ୍ଟ ବିରୋଧରେ ଦେଶର ସ୍ୱଦେଶୀ ଟିକା କୋଭାକ୍ସିନ କେତେ ପ୍ରଭାବୀ ସାଧାରଣରେ ପ୍ରଶ୍ନ ଉଠିଥିଲା। ରହିବାର ଏହାର ଉତ୍ତର ରଖିଛି କୋଭାକ୍ସିନ ଟିକାର ନିର୍ମାତା ଭାରତ ବାୟୋଟେକ୍।…

Read More

ଟିକା ବଜାରରେ କଣ କଣ ରହିଛି ପ୍ରତିବନ୍ଧକ

ଭାରତର ଫାର୍ମାସ୍ୟୁଟିକାଲ୍ ନିୟାମକ ବ୍ୟବସ୍ଥାର ଏକ ସ୍ଥାୟୀ ବୈଶିଷ୍ଟ୍ୟ ହେଉଛି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ନିୟନ୍ତ୍ରଣ କରିବାରେ ଏହାର ହସ୍ତକ୍ଷେପ – ଗତ ବର୍ଷ ମଧ୍ୟରେ ଏନଡିଏ ସରକାର ଧୀରେ ଧୀରେ ବିସ୍ତାର ହୋଇ ବର୍ତ୍ତମାନ ସୁଦ୍ଧା ଡାକ୍ତରୀ ଉପକରଣ ମଧ୍ୟ ଅନ୍ତର୍ଭୁକ୍ତ କରିଛନ୍ତି। ପାରାସିଟାମୋଲ, ଆଇବୁପ୍ରୋଫେନ୍, ଆମୋକ୍ସିସିଲିନ୍ – ଏକାଧିକ ଭାରତୀୟ ଉତ୍ପାଦକଙ୍କ ସହିତ ସମସ୍ତ ଅଣୁ, ଚାହିଦା-ଯୋଗାଣ ସନ୍ତୁଳନ ଏବଂ ଏକ ପ୍ରତିଯୋଗିତାମୂଳକ ବଜାର ପରିବେଶ – ବର୍ତ୍ତମାନ ମୂଲ୍ୟ ନିୟନ୍ତ୍ରଣରେ ଥିବା 950…

Read More

ଟିକା ନେବା ଲୋକ ସୁରକ୍ଷିତ କିନ୍ତୁ ସଂକ୍ରମିତ କରିପାରିବେ, ଜାଣନ୍ତୁ ଏହା ପଛର କାରଣ

ଯଦିଓ ଲ୍ୟାବ ଥିଓରିକୁ ଚୀନ ବାରମ୍ବାର ମନା କରି ଆସିଛି, ଏମିତିକି ବିଶ୍ବର କିଛି ବଡ଼ ବଡ଼ ବିଶେଷଜ୍ଞମାନେ ମଧ୍ୟ ଏହାକୁ ଖଣ୍ଡନ କରୁଛନ୍ତି କିନ୍ତୁ ଆମେରିକା କିଛି  ଅଲଗା ଧାରାରେ ଚିନ୍ତା କରୁଛି।  ଏହା ଚୀନର ବାୟୋ ୱିପନ ପ୍ରୟୋଗ ହୋଇ ନ ଥାଇପାରେ କିନ୍ତୁ ଏହା ଲାବ୍ରୋଟୋରିରୁ ଆସିଥାଇପାରେ। ହୁଏତ ଲାବ୍ରୋଟୋରିରୁ କେହି ଆକ୍ରାନ୍ତ ହୋଇ ବାହାରକୁ ଆସିବା ପରେ ଏହା ସାରା ବିଶ୍ବକୁ ସଂକ୍ରମିତ ହୋଇଥାଇପାରେ। କିମ୍ବା ଲାବ୍ରୋଟୋରିରେ ଏହା ଉପରେ ଗବେଷଣା…

Read More