ଗୁରୁ ଆସିଲେ ଏମିତି, ଗୁରୁ ବି ବେହୋସ- ସବୁ ସେହି କାଳିଆର ମହିମା

ଇଣ୍ଟରନେଟରେ ଭିଡିଓ କିମ୍ବା ଫଟୋ ଯ଼ଦି ଭାଇରାଲ ହେଉଛି ଏବଂ ଏହାକୁ ନେଇ ନ୍ୟୁଜ ଓ ବିଶ୍ଳେଷଣ କରାଯାଉଛି , ତେବେ ଇଣ୍ଟରନେଟରେ ଭାଇରାଲ ହେଉଥିବା ଲେଖାକୁ ମଧ୍ୟ ଆପଣଙ୍କ ସାମ୍ନାକୁ ଆଣିବାକୁ ଚାହିଁଥିଲୁ l   ହ୍ବାଟସ ଆପ ଗ୍ରୁପରେ ଏହି ଛୋଟ ଗପଟି ଭାଇରାଲ ହେଉଛି l ଗପଟିର ଲେଖା କାହାର ଜାଣିନାହୁଁ ତେବେ ସେହି ଅଜଣା ଲେଖକଙ୍କୁ କ୍ରେଡିଟ ଦେଉଛୁ l ଏଥିସହିତ ଏହି ଗଳ୍ପର ସତ୍ୟାସତ୍ୟ ବିଷୟରେ ମଧ୍ୟ ଆମେ ତର୍ଜମା କରିବା…

Read More

+2 ପରୀକ୍ଷା ମୂଲ୍ୟାୟନ ପାଇଁ କମିଟି ଗଢ଼ିଲେ ରାଜ୍ୟ ସରକାର

ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍‌ ହେବା ପରେ କେମିତି ହେବ ମୂଲ୍ୟାୟନ ଏବେ ସବୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଚିନ୍ତିତ । କାରଣ ଏହା ଉପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଭର କରୁଛି। କରୋନା ସଂକ୍ରମଣ ବୃଦ୍ଧି ସମୟରେ ସିବିଏସଇ ଢାଞ୍ଚାରେ  ଓଡ଼ିଶାରେ ମଧ୍ୟ +2 ପରୀକ୍ଷା ବାତିଲ କରାଯାଇଛି । ତେବେ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ଵ ଦୂର କରିବାକୁ ରାଜ୍ୟସରକାର ପଦକ୍ଷେପ ନେଇଛନ୍ତି। ଛାତ୍ର-ଛାତ୍ରୀଙ୍କ ମୂଲ୍ୟାୟନ କେମିତି ହେବ ଏବଂ…

Read More

‘ଶଲା ବୁଢ଼ା’ ଚାଲିଗଲେ କିନ୍ତୁ ଛାଡ଼ିଗଲେ ଅଧୁରା ସ୍ବପ୍ନ

  ତାଙ୍କୁ ଥରେ ଯିଏ ଦେଖିଥିବ ସେ ଏକ ଅଜବ ସମ୍ମୋହନରେ ପଡ଼ିଯିବ ।  ତାଙ୍କ ସହିତ କଥା ହେଲେ ତାଙ୍କ ନିଶ୍ଚୟ ତାଙ୍କର ଫ୍ୟାନ ହୋଇଯିବ।  ନିଜର ପରିଣତ ବୟସରେ ବି ସେ ସୃଷ୍ଟି କରିପାରିଥିଲେ ଅଭିନୟର ଏକ ନୂଆ ଧାରା ।  ସେହି ଧାରାରେ ସେ ଓଡ଼ିଆ ସିନେମାକୁ ପହଞ୍ଚାଇପାରିଥିଲେ ସାତ ଦରିଆପାରି ।   ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ ଅଭିନେତା ଲେଖକ , ଯାହାଙ୍କୁ ଶରଧାରେ ଲୋକେ ଡାକନ୍ତି ଶଲା ବୁଢ଼ା ସେହି ଲୋକ…

Read More

ରେଜିୟା ସୁଲତାନାକୁ ପାରାଦୀପରେ ଗୁଡ ବାଏ

    ଭାରତୀୟ ତଟରକ୍ଷୀ ବାହିନୀର ସେ ଥିଲା ଗର୍ବ ଓ ଗୌରବ । ଦେଶର ବହୁ ଗୁରୁତ୍ବପୂର୍ଣ୍ଣ ମିଶନରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲା । ତେବେ ତାକୁ ସସମ୍ମାନେ ଦିଆଯାଇଛି ବିଦାୟ। ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ରେଜିୟା ସୁଲତାନାକୁ ଆଜି ପାରାଦୀପଠାରେ କାର୍ଯ୍ୟାନ୍ତର କରାଯାଇଛି । ଏହି ଜାହାଜକୁ ପାରମ୍ପରିକ ପରେଡ ମାଧ୍ୟମରେ ବିଦାଯ ଦିଆଯାଇଛି। After 21 years of service, Indian Coast Guard Ship Raziya Sultana was…

Read More

ଏଇଥି ପାଇଁ କୁହାଯ଼ାଏ ଶିଶୁଙ୍କୁ ଏକୁଟିଆ ରାସ୍ତାରେ ଛାଡନ୍ତୁ ନାହିଁ

ଏଇଥି ପାଇଁ ବାରମ୍ବାର କୁହାଯ଼ାଏ ଶିଶୁଙ୍କୁ ଏକୁଟିଆ ରାସ୍ତାରେ ଛାଡନ୍ତୁ ନାହିଁ । କିଛିବି ଅଘଟଣ ଘଟିବାର ଆଶଙ୍କା ଥାଏ । କୋରାପୁଟରେ ଏକ କୁନି ଶିଶୁକୁ ରାସ୍ତାର ବୁଲା କୁକୁର ଝୁଣି କାମୁଡି ମାରିଦେଇଛନ୍ତି । ଏହି  ୫ ବର୍ଷର ଶିଶୁଟି ଘରକୁ ଫେରୁଥିବା ବେଳେ କୁକୁରମାନେ ଘେରି ଯାଇଥିଲେ । ଶିଶୁକୁ ଝୁଣି ଖାଇଗଲେ ଏକାଧିକ କୁକୁର। ରବିବାର ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ଦୋରଗୁଡ଼ା…

Read More

ପିଲାଏ ପଢ଼ିବେ ବାତ୍ୟା ବନ୍ୟା ପାଠ

() ରାଜ୍ୟ ପ୍ରତିବର୍ଷ ବିପର୍ଯ଼୍ୟୟର ସମ୍ମୁଖୀନ ହେଉଥିବା ବେଳେ ଏବେ ଏହାର ସ୍ଥାୟୀ ପ୍ରତିକାର ଉପରେ ଜୋର ଦେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ଏକ ଦୀର୍ଘ ମିଆଦି ଯ଼ୋଗନା ପ୍ରସ୍ତୁତ କରିବାକୁ ଯାଉଛନ୍ତି।  ନବୀନ ସରକାରଙ୍କ ପଞ୍ଚମ ପାଳିର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ବିପର୍ଯ଼୍ୟଯ ମୁକିବାଲା ନେଇ ନିଆଯାଇଛି କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।ଏଣିକି ସ୍କୁଲ ଓ କଲେଜରେ ବିପର୍ଯ୍ୟୟ ମୁକାବିଲାର ପାଠ ପଢ଼ିବେ ପିଲା । ସରକାରୀ…

Read More
Samrata Dalpat

ଓଡ଼ିଆ ଝିଅକୁ ଆମେରିକା ରାଷ୍ଟ୍ରପତିଙ୍କ ପ୍ରଶଂସା

() ଏକ ଓଡ଼ିଆ ଝିଅ ଆମେରିକା ରାଷ୍ଟ୍ରପତିଙ୍କୁ ଇମ୍ପ୍ରେସ କରିଛି । ଝିଅଟିର କଥା ଓ ପ୍ରତିଭା ଦେଖି ଆମେରିକା ରାଷ୍ଟ୍ରପପତି ଜୋ ବାଇଡେନ ଆବାକାବା ହୋଇଯ଼ାଇଛନ୍ତି । କମାଲ କରିଛି ଏହି କୁନି ଝିଅ। ଏହି ଓଡ଼ିଆ ଝିଅର ପ୍ରତିଭାର ବାସ୍ନା ଆମେରିକାରେ ମହକିଛି। ପାଠ ପଢ଼ାରେ ଶ୍ରେଷ୍ଠ ପ୍ରଦର୍ଶନ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ସମ୍ମାନିତ ହୋଇଛି ଏହି କୁନି ଝିଅ। ସେ ହେଉଛି ସମ୍ରତା ଡଲପତ୍‌। । ବୟସ  ୧୦। ସମ୍ରତା…

Read More

ସେ କହିଗଲେ ହେ ବନ୍ଧୁ ବିଦାୟ …ଲୋକେ କହୁଛନ୍ତି ଫେରିଆ

() ମେଲୋଡି କିଙ୍ଗ ଓଲିଉଡ଼ର ମ୍ୟୁଜିକ୍ ବାଦଶାହ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ. କରୋନା ନେଇଗଲା ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଯ଼ିଏ ଘରେ ଘରେ ନିଜ ସ୍ବତନ୍ତ୍ର ଶୈଳୀର ଗୀତ ପାଇଁ ପରିଚିତ ଥିଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କର କରୋନାରେ ପରଲୋକ ହୋଇଯାଇଛି। କଟକ ଏସ୍‌ସିବି ସ୍ଥିତ କୋଭିଡ୍ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୫୫ ବର୍ଷ ହୋଇଥିଲା। ମେ’ ୨୨ ତାରିଖରେ ଶାନ୍ତିରାଜ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।…

Read More

ପୁରୀରେ କୋଭିଡ ହସ୍ପିଟାଲ କଲା ସମ୍

ଏବେ ପୁରୀବାସୀଙ୍କୁ କରୋନା ଚିକିତ୍ସାରେ ମିଳିବ ଉନ୍ନତମାନର ସ୍ଵାସ୍ଥ୍ୟ ସେବା। ପୁରୀ ବାଲିଗୁଆଳିରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜରେ ୧୫୦ ଶଯ୍ୟାର କୋଭିଡ୍ ହସ୍ପିଟାଲ୍ ଲୋକାର୍ପିତ ହୋଇଛି। ଭିଡିଓ କନଫରେନ୍ସି ଜରିଆରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲର ଲୋକାର୍ପଣ କରିଛନ୍ତି। ଆଇଏମ୍ଏସ୍ ଏଣ୍ଡ ସମ୍ ହସ୍ପିଟାଲ ତତ୍ତ୍ବାବଧାନରେ ଚାଲିବ ଏହି କୋଭିଡ୍ ହସ୍ପିଟାଲ। ୨୦ଟି ଆଇସିୟୁ, ୪୦ଟି ଏଚଡିୟୁ ଓ ୯୦ଟି ଜେନେରାଲ୍ ବେଡ୍ ବ୍ୟବସ୍ଥା କରାଯାଇଛି। District COVID hospital, in partnership with…

Read More

ମା କଣ ଏମିତି କରିପାରେ ?

ସ୍ୱାମୀ ପ୍ରଥମ ବିବାହ କରିଥିଲେ, ପିଲାପିଲି ଥିଲେ, କିନ୍ତୁ ପୁଣି ଆଉ ଗୋଟିଏ ବିବାହ କଲେ । ଏମିତି କି ଦ୍ଵିତୀୟ ସ୍ତ୍ରୀକୁ ଭଡା ଘରେ ରଖୁଥିଲେ ମଧ୍ୟ ପିଲା ହେବା ପରେ ତାଙ୍କ ପାଖକୁ ଗଲେ ନାହିଁ । ସେଥି ପାଇଁ ପୁଣି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେବାରୁ ଦ୍ଵିତୀୟ ସ୍ତ୍ରୀ ନିଜ ପିଲାକୁ ଗାଡି ସମ୍ମୁଖକୁ ଫିଙ୍ଗି ପରେ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ପରେ…

Read More