ବିଛା ରାଶି ପାଇଁ କେମିତି ରହିବ 2026 ଜାଣନ୍ତୁ

ଆସନ୍ତୁ ନଜର ପକାଇବା ବିଛା ରାଶିଙ୍କ ପାଇଁ ବର୍ଷ 2026 କେମିତି ରହିବ । ଏହି ବର୍ଷ ରାହୁ ଏବଂ କେତୁ ଦଶମ ଏବଂ ଚତୁର୍ଥ ଘରେ ଗୋଚର ରହିବେ । ଏହା ଆପଣଙ୍କୁ ରୋଗରେ ପୀଡିତ କରିପାରେ। ମାର୍ଚ୍ଚ ମାସରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ, ଯେଉଁଥିରେ ଫୁସଫୁସ ସମସ୍ୟା ମଧ୍ୟ ସାମିଲ। ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଆପଣ ପେଟ ଯନ୍ତ୍ରଣା ଭୋଗିପାରନ୍ତି । ପ୍ରାଣାୟମ ଏବଂ ଯୋଗକୁ ଆପଣଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟାରେ ସାମିଲ କରନ୍ତୁ। ଯଦି…

Read More

ସିଂହ ରାଶି ପାଇଁ କେମିିତି ରହିବ 2026 ଜାଣନ୍ତୁ

ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବର୍ଷ 2026 କିଛି ଉତ୍ତମ ଫଳ ଆଣିବାର ସମ୍ଭାବନା ରଖିଛି। ଏହି ବର୍ଷ, ଆପଣଙ୍କ ରାଶି ଉପରେ ଶନି ଦୃଷ୍ଟି ରହିବ ଯାହାର ପ୍ରଭାବରେ କିଛି ପୁରୁଣା ରୋଗ ଆପଣଙ୍କୁ ହଇରାଣ କରିପାରେ । ତଥାପି, ଯଦି ଆପଣ ଅସାବଧାନତା ବଶତଃ କାର୍ଯ୍ୟ ନକରନ୍ତି, ତେବେ ଆପଣ ସୁସ୍ଥ ରହିବେ। ଅର୍ଶ ଏବଂ କୋଷ୍ଠକାଠିନ୍ୟରେ ପୀଡିତ ବ୍ୟକ୍ତିମାନେ ସେମାନଙ୍କର ଖାଦ୍ୟ ଏବଂ ଦୈନନ୍ଦିନ କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦେବା…

Read More

କ୍ଷୁଦ୍ର ଗଳ୍ପ ଅନ୍ଧାରର ହାତ”

“ସେତେବେଳକୁ ତମେ କେଡ଼େ ବଡ଼ ହୋଇଥିଲ ? ମାନେ ମାମା ଠାରୁ ବଡ଼ ହେଇଥିଲ ନା ସାନ ?” “କେଡ଼େ ବଡ଼ …. ? …..ହା .. ହା ଏଡ଼େ ବଡ଼ …” ଦୁଇ ହାତକୁ ଲମ୍ବେଇ କହିଲେ ଜେଜେ ମା …. “ସେତେବେଳକୁ ମୁଁ ତୋ ବୋଉଠାରୁ ବଡ଼ ହୋଇଥିଲି, ତୋ ବାପା ପରା କାଖରେ ଥିଲା ….” “ହା … ହା … ବାବା କାଖ ହଉଥିଲେ … କେଡ଼େ ଫନି କଥା ….”…

Read More

ସରଳା ଦେବୀଙ୍କ ବିଷୟରେ ଜାଣିଛନ୍ତି କି?

• ବିଂଶ ଶତାବ୍ଦୀର ଆଦ୍ୟ କାଳଖଣ୍ଡରେ ଓଡ଼ିଶାର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଆକାଶରେ ସରଳା ଦେବୀ ଏକ ଉଜ୍ଜଳ ନକ୍ଷତ୍ର । ଏହି ଅସାଧାରଣ ଧୀସଂପନ୍ନ ପ୍ରତିଭାମୟୀ ନାରୀଙ୍କ ଜନ୍ମ ୧୯୦୪, ଅଗଷ୍ଟ ୧୯ ତାରିଖରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କରିଲୋ ଗ୍ରାମର ଏକ ଆଭିଜାତ୍ୟ ପରିବାରରେ । ସରଳାଙ୍କର ଶିକ୍ଷା ପ୍ରତି ପ୍ରବଳ ଆଗ୍ରହ ଦେଖି ତାଙ୍କ ପିତା ବାଳମୁକୁନ୍ଦ ଘରେ ଜଣେ ଖ୍ରୀଷ୍ଟିଆନ୍ ଗୁରୁମା’ଙ୍କୁ ନିଯୁକ୍ତ କରିଥିଲେ | ସରଳା…

Read More

ଶୁଭେନ୍ଦ୍ର କୁମାର ସାମଲଙ୍କ ଗଳ୍ପ ‘ସେ ଯୁଗର ହ୍ୱାଟ୍ସଆପ୍’

ଶୁଭନ୍ଦ୍ର କୁମାର ସାମଲ, ଓଡ଼ିଶା ପ୍ରାଶାସନିକ ସେବାର ଅଧିକାରୀ। ଯାଜପୁର ଜିଲ୍ଲା କୁନ୍ଦଳରେ ତାଙ୍କ ଜନ୍ମ। କେନ୍ଦ୍ରାପଡ଼ା କଲେଜ ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟରେ ପାଠପଢିବା ସମୟରୁ ତାଙ୍କର ସାହିତ୍ୟପ୍ରତି ରହିଥିଲା ଅହେତୁକ ରୁଚି। ତାଙ୍କ ଜୀବନର ଅନୁଭୂତିକୁ ନେଇ ସେ ତାଙ୍କର ଲେଖନୀ ଚାଳନା କରି ଆସୁଛନ୍ତି। 90 ମସିହାର ଗ୍ରାମାଞ୍ଚଳର ଚିତ୍ର ତାଙ୍କର ଏହି ଗଳ୍ପରୁ ପରିସ୍ଫୁଟିତ ହୁଏ। ଆଧୁନିକ ଯୁଗର ହ୍ବାଟସ୍ ଆପ ଆଉ ସେ ଯୁଗର ଜୀବନ ଶୈଳୀକୁ ସେ ଏହି ଗଳ୍ପ ମାଧ୍ୟମରେ…

Read More

ଯୋଗୀଙ୍କୁ ବେଶ୍ୟାର ନିମନ୍ତ୍ରଣ ହେଲେ ….

  ପୁରୁଣା ଦିନର କଥା । ସେତେବେଳର ଏକ ନଗରୀର ଶେଷ ମୁଣ୍ଡରେ ଥିଲା ଏକ ପ୍ରସିଦ୍ଧ ବେଶ୍ୟା ଗଳି। ସେହିବାଟ ଦେଇ ଜଣେ ସନ୍ୟାସୀ ଯାଉଥିଲେ। କାନ୍ଧରେ ତାଙ୍କର ପଡ଼ିଥିଲା ଏକ ଥଳୀ। ଯୋଗୀଙ୍କୁ ଦେଖି ଏକ ଘରୁ ବାହାରକୁ ଆସିଲେ ଜଣେ ସୁନ୍ଦରୀ ତରୁଣୀ। ସେହି ମହିଳା ଯୋଗୀଙ୍କୁ ଦେଖି ଆକର୍ଷିତ ହୋଇଥିଲେ।  ମହିଳା ତାଙ୍କୁ ନିବେଦନ କରି କହିଲେ- ଟିକେ ମୋ ଘର ଭିତରକୁ ଆସନ୍ତୁ। ତାଙ୍କର ଆମନ୍ତ୍ରଣରେ ବାସନାର ସ୍ଵର ଥିଲା।…

Read More

ଋତୁସ୍ରାବ ସମୟରେ ଗୋଡ଼ରେ ଯନ୍ତ୍ରଣା ହେଉଛି କି ? ଜାଣନ୍ତୁ କେମିତି ପାଇବେ ମୁକ୍ତି…

ଭୁବନେଶ୍ଵର, ୨୪/୧୧ : ପିରିୟଡ୍ସ ବା ଋତୁସ୍ରାବ ହେଉଛି ଏକ ପ୍ରାକୃତିକ ପ୍ରକ୍ରିୟା । ଏହି ସମୟରେ ମହିଳାମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସେଥିମଧ୍ୟରୁ କ୍ରାମ୍ପସ୍‌ ବା ମାଂସପେଶୀ ଟାଣି ହେବା ଅନ୍ୟତମ । ପିରିୟଡ୍ସ ଆରମ୍ଭ ହେବା ସହ ଅବା କିଛି ସମୟ ପୂର୍ବରୁ ପାଦ, ଅଣ୍ଟା ଓ ପେଟରେ ଯନ୍ତ୍ରଣା ହୋଇଥାଏ । ଅନେକ ସମୟରେ ମହିଳାମାନେ ଯନ୍ତ୍ରଣା ସହି ନ ପାରି ପେନ୍‌କିଲର୍‌ ଖାଇଥାନ୍ତି, ଯାହା ଆଗାମୀ ଦିନରେ ଅନେକ…

Read More

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ : ଛାତ୍ରଙ୍କୁ ଟପିଲେ ଛାତ୍ରୀ, ବିଜ୍ଞାନରେ ପାସ୍ ହାର ୮୪.୯୩%

ଭୁବନେଶ୍ଵର, ୩୧/୦୫ : ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଛି। ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ରେଜଲ୍ଟ ଘୋଷଣା କରିଛନ୍ତି । ଚଳିତ ବର୍ଷ ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ ଥିବା ବେଳେ ବାଣିଜ୍ୟ ପାସ୍ ହାର ୮୧.୧୨ ପ୍ରତିଶତ ରହିଛି। ଏଥର ୭୭ ହଜାର ୪୬୮ ରେଗୁଲାର ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ ୧ ହଜାର ୪୭୦ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଛାତ୍ରଛାତ୍ରୀମାନେ www.orissaresults.nic.in ରେ ନିଜର ପରୀକ୍ଷା…

Read More