ଓମିକ୍ରନର ଏହି ଦୁଇ ସବଭ୍ୟାରିଆଣ୍ଟ ପାଇଁ ବେଶୀ ସଂକ୍ରମଣ ବ୍ୟାପୁଛି

ନଜର କରିଥିବେ ମାତ୍ର କିଛି ଦିନ ଭିତରେ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି .   ଦେଶରେ ଦୈନିକ ସଂକ୍ରମଣ 20 ହଜାର ଡେଇଁଥିବା ବେଳେ ଓଡ଼ିଶାରେ ଏହା 8ଶହ ଧରିଲାଣି . ଏବେ ଓମିକ୍ରନ ପାଇଁ ହିଁ ଦେଶରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ଗତ କିଛି ଦିନ ଭିତରେ ଏଥିରେ ଦ୍ରୁତ ପରିବୃଦ୍ଧି ଦେଖାଦେବାରେ ଲାଗିଛି. ବିଶ୍ବବ୍ୟାପୀ କରୋନାର ଦୁଇଟି ଭ୍ୟରିଆଣ୍ଟ ଚିନ୍ତାର ବିଷୟ ହୋଇଛି.BA.2.75 ଏବଂ BA.5 ଏହି…

Read More

ଚୀନକୁ ଡରି ନାଁ ହେଲା ଓମିକ୍ରନ !

  ସାରା ବିଶ୍ବରେ ଏବେ ଗୋଟିଏ ଶବ୍ଦକୁ ନେଇ ଚାଲିଛି ଚର୍ଚ୍ଚା। ଓମିକ୍ରନ। ଓମିକ୍ରନ ଏବେ ଭୟର ଏକ ପ୍ରତିଶବ୍ଦ ବି ହୋଇଯାଇଛି। ଓମିକ୍ରନ ହେଉଛି ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ନାଁ। ପ୍ରଥମେ ଏହାକୁ B.1.1.529 ଭାବେ ଚିହ୍ନଟ କରାଯାଇଥିଲା। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାର ସଂକ୍ରାମକ କ୍ଷମତାକୁ ଉପଲବ୍ଧି କରି ଏହାକୁ ଭ୍ୟାରିଆଣ୍ଟ ଅଫ କନସର୍ଣ୍ଣ ଘୋଷଣା କରିବା ସହିତ ଏହାର ନାଁ ଦେଇଛି ଓମିକ୍ରନ।…

Read More

ତୃତୀୟ ଲହର ଆସିବା ସମ୍ଭାବନା କମ- ଜାଣନ୍ତୁ କଣ ରହିବ ସ୍ଥିତି

କରୋନାର ତୃତୀୟ ଲହର ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ବିଶେଷଜ୍ଞମାନେ ଆଶ୍ବାସନା ଦେଇ କହିଛନ୍ତି ତୃତୀୟ ଲହର ଆସିବା ଆଶଙ୍କା କମ୍ । ଯଦି ବି ତୃତୀୟ ଲହର ଆସେ, ତେବେ ତାହା ଦ୍ବିତୀୟ ଲହର ଭଳି ସେତେଟା ମାରାତ୍ମକ ହେବନି । ଦ୍ବିତୀୟ ଲହରରେ ସାରା ଭାରତରେ ସ୍ଥିତି ସଙ୍ଗୀନ ରହିଥିଲା ତେବେ ଦ୍ବିତୀୟ ଲହରର ପ୍ରଭାବ ଧିରେ ଧିରେ ହ୍ରାସ ପାଉଛି । ବର୍ତ୍ତମାନ ଭାରତରେ ମହାମାରୀ ଏଣ୍ଡେମିକ ଷ୍ଟେଜରେ…

Read More

କରୋନାରୁ ସୁସ୍ଥ ହେଲା ବେଳକୁ ବାଳ ଝଡ଼ି ଗଲାଣି

କରୋନାରୁ ସୁସ୍ଥ ହେବା ପରେ ଅଧିକାଂଶ ଲୋକଙ୍କ ନିକଟରେ ଦେଖାଯାଉଛି ସେମାନଙ୍କର ବାଳ ଝଡ଼ି ପଡୁଛି । ଜଣେ ଦୁଇ ଜଣଙ୍କ ପାଖରେ ନୁହେଁ ଅଧିକାଂଶଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହେଉଛି। ଯ଼ାହାକୁ  ଅଳ୍ପେ ଅଧିକେ ଚିନ୍ତିତ ବି ହେଉଛନ୍ତି । କିଛି ଲୋକଙ୍କ କ୍ଷେତ୍ରରେ ବାଳ ଝଡ଼ିବା ମାତ୍ରାଧିକ ମଧ୍ୟ ଦେଖାଯାଉଛି, ଯ଼ାହା ସେମାନଙ୍କୁ ଚିନ୍ତିତ କରିବା ସ୍ବାଭାବିକ।   ତେବେ କରୋନାରୁ ସୁସ୍ଥ ହେବା ପରେ ବାଳ ଝଡ଼ିବା ସାଧାରଣ କଥା ବୋଲି ଡାକ୍ତରମାନେ…

Read More

ସିଂହକୁ କରୋନା , ଡେଲଟା ଭାଇରସରେ ଆକ୍ରାନ୍ତ

କୋଭିଡ ଭୂତାଣୁ ପାଇଁ ମଣିଷ କଲବଲ ହେଉଥିବା ବେଳେ ପଶୁମାନେ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି। ତାମିଲନାଡୁର ବାନ୍ଦାଲୁରର ଆରିଗନାର ଆନ୍ନା ଚିଡ଼ିଆ ଖାନାର 4 ସିଂହ ଡେଲଟା ଭାଇରସ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହି 4 ସିଂହଙ୍କ ଜେନୋମ ସିକ୍ବେନ୍ସିଂ କରାଯ଼ିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଏମାନେ B.1.617.2 ବା ଡେଲଟା ଭାଇରସ ଦ୍ବାରା ସଂକ୍ରମିତ ହୋଇଛନ୍ତି। ଆରିଗନାର ଆନ୍ନା ଚିଡ଼ିଆ ଖାନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ପୂର୍ବରୁ…

Read More

6 ବର୍ଷ ବର୍ଷ ବୟସରେ କରୋନା ଲଦିଦେଲା ସଂସାର ବୋଝ

ଏହି କୁନି ପିଲାଟିର ଫଟୋ ଦେଖିଲା ପରେ ତା ମୁହଁରେ ଥିବା ସେହି ବାଲ୍ୟ ଚପଳତାକୁ ତ ଆପଣ ନିଶ୍ଚୟ ବାରି ପାରୁଥିବେ । ସେ କାଖ କରିଛି ତାର କୁନି ଭାଇକୁ । ବୟସ ମାତ୍ର 45 ଦିନ। ଯେଉଁ ବୟସରେ ଦୁନିଆ କଣ ଦେଖିବା ପାଇଁ ଏମାନଙ୍କର ଭଲ ଭାବେ ଆଖି ଫିଟି ନାହିଁ।  ଚାଲିବା ପାଇଁ କୁନି କୁନି ପାଦରେ ଏତେ ଶକ୍ତି ବି ଆସିନାହିଁ।  ନିଜେ ଦି ଗଣ୍ଡା ଖାଇବା ପାଇଁ…

Read More

ଜାଣନ୍ତୁ କେଉଁ ଟିକା ଦାମ କେତେ ? ଆପଣ ପାଉଛନ୍ତି କେତେରେ…

ସମସ୍ତଙ୍କୁ ମାଗଣାରେ ଟିକା ଦିଆଯ଼ିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିସହିତ ଘରୋଇ ହସ୍ପିଟାଲରେ ଟିକା ମଧ୍ୟ କିଣିବା ପାଇଁ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ପର ଦିନ କେନ୍ଦ୍ରସରକାର ଟିକା ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଟିକା କେମିତି ଉତ୍ପାଦନକାରୀ କମ୍ପାନିଙ୍କଠାରୁ ଆସିବ ଏବଂ ରାଜ୍ୟଗୁଡ଼ିକୁ ବିତରଣ କରାଯିବ ଏସବୁ ବ୍ୟବସ୍ଥା କରିଛନ୍ତି। ତେବେ ଦେଶରେ ଘରୋଇ ହସ୍ପିଟାଲରେ ଟିକା ମିଳିବା ଆରମ୍ଭ ହେବା ପର ଠାରୁ କିଛି…

Read More

ପିଲାଙ୍କ କଥା ରହିଲା ପରୀକ୍ଷା ବାତିଲ

  ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ରଦ୍ଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀଯ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଚାପ ନ ପକାଇବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ଜଣାଇଛନ୍ତି । Government of India has decided to cancel the Class XII CBSE Board Exams. After…

Read More

କମୁଛି ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା 4 ହଜାର ଉପରେ

ଦେଶରେ କ୍ରମାଗତ ଭାବେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ମୃତ୍ୟୁସଂଖ୍ୟାରେ କୌଣସି ବ୍ରେକ ଲାଗୁନି। ଲଗାତର ୪ ଦିନ ପରେ ଗତକାଲି ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ତଳକୁ ଖସିଥିବା ବେଳେ ଆଜି ପୁଣି ଏହା ୪ ହଜାର ପାର କରିଛି। ୨୪ ଘଣ୍ଟାରେ ୪୨୦୯ ଜଣଙ୍କ ଜୀବନ ନେଇଛି କିଲର କରୋନା। ଗତକାଲି ଏହା ୩୮୭୪ ଥିଲା। ବୁଧବାର ଦେଶରେ ରେକର୍ଡ ୪୫୨୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ।…

Read More

ସବୁ କରୋନାକୁ କୋଭାକ୍ସିନ ଭାରି ପଡ଼ିବ

କରୋନାର ଦ୍ୱିତୀୟ ଲହର ସାରା ଭାରତ ପାଇଁ ଚିନ୍ତାଜନକ। ଏହି ସମୟରେ ଭାରତରେ ବିକଶିତ ହୋଇଥିବା କରୋନାର ନୂଆ ଷ୍ଚ୍ରେନ୍ B.1.1.7 ୪୪ଟି ଦେଶକୁ ବିସ୍ତାର କରିଛି। ଆଉ ଏହା ବହୁତ ଶୀଘ୍ର ବ୍ୟାପୁଛି ଯାହାକି ଚିନ୍ତାଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା। ଆଉ ଏହି ନୂଆ ଭେରିଆଣ୍ଟ ବିରୋଧରେ ଦେଶର ସ୍ୱଦେଶୀ ଟିକା କୋଭାକ୍ସିନ କେତେ ପ୍ରଭାବୀ ସାଧାରଣରେ ପ୍ରଶ୍ନ ଉଠିଥିଲା। ରହିବାର ଏହାର ଉତ୍ତର ରଖିଛି କୋଭାକ୍ସିନ ଟିକାର ନିର୍ମାତା ଭାରତ ବାୟୋଟେକ୍।…

Read More