ସୋନୁ ସୁଦଙ୍କ ଘରେ ଆଇଟି ଚଢ଼ାଉ

ବଲିଉଡ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ଚଢ଼ାଉ କରିଛି। ସୋନୁଙ୍କ ମୁମ୍ବାଇସ୍ଥିତ ବାସଭବନ ଓ କାର୍ଯ଼୍ୟାଳୟରେ ଆୟକର ବିଭାଗ ଛାପା ମାରିଛି । ତାଙ୍କ ପ୍ରପର୍ଟି ଆକାଂଉଟ ବୁକରେ ହେରଫେର ଥିବା ଅଭିଯୋଗ ଆସିବା ପରେ ଆଇଟି ବିଭାଗ ଏହାର ଯାଂଚ ଆରମ୍ଭ କରିଛି । ସୋନୁଙ୍କ ଲିଙ୍କରେ ଥିବା ୬ଟି ସ୍ଥାନ ଉପରେ ବିଭାଗ ସର୍ଭେ କରିଛି । ତାଙ୍କର କୌଣସି ସାମଗ୍ରୀ ଜବତ କରାଯାଇ ନାହିଁ । ସମ୍ପୂର୍ଣ୍ଣ ଯାଂଚ ସରିବା ପରେ ଏ…

Read More

ଭୁଶୁଡ଼ି ପଡ଼ିଲା ଶଗଡ଼ : ନେତାଙ୍କୁ ମିଳିଲା ଶିକ୍ଷା

ପେଟ୍ରୋଲ ଡିଜେଲ ଦରବୃଦ୍ଧି ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଲାଣି । ଲୋକେ ସହିପାରୁନାହାନ୍ତି କିନ୍ତୁ ଜରୁରୀ ଥିବାରୁ ଅଧିକ ଦରରେ ତେଲ ପକାଇବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ କିଛି ନେତା ପେଟ୍ରୋଲ ଡିଜେଲ ଦର ବୃଦ୍ଧିରେ ଏତେ ଅତିଷ୍ଠ ହୋଇପଡିଲେ ଯେ ଶଗଡ଼ ମେରୁଦଣ୍ଡ ଭାଙ୍ଗିଦେଲେ। କଥାଟା ମହାରାଷ୍ଟ୍ରର । କଂଗ୍ରେସ ନେତାମାନେ ପେଟ୍ରୋଲ ଦରବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ମୁମ୍ବାଇରେ କଂଗ୍ରେସ କର୍ମୀ ଓ ନେତାମାନେ ଏକାଠି ହୋଇଥିଲେ। ଏକ ଶଗଡ଼ ଯ଼ୋଗାଡ଼…

Read More

କାର ବୁଡ଼ିଗଲା କୂଅ ଭିତରେ, କେମିତି ବାହାରିଲା ଦେଖନ୍ତୁ

ଭାଗ୍ୟଭଲ କେହି ଲୋକ ନଥିଲେ। ନ ହେଲେ କଣ ହୋଇଥାନ୍ତା କହିଲେ। ହଠାତ କାର ତଳୁ ଭୂମି ଧସିଗଲା ଆଉ କାରଟି ତଳକୁ ତଳକୁ ଚାଲିଗଲା, ଯେମିତି ପାତାଳପୁରୀ ଯିବା ପାଇଁ ହଠାତ ଅଟୋ ମୋଡକୁ ଆସିଯାଇଥିଲା ଏହି କାର୍ । କାର ତଳେ ହଠାକ ମାଟି ଧସିଲା, ଏକ ଗର୍ତ୍ତ ସୃଷ୍ଟି ହୋଇଗଲା। ଏହାପରେ ବ୍ଲୁ ରଙ୍ଗର ନୂଆ ଦିଶୁଥିବା କାରଟି ତଳକୁ ତଳକୁ ଚାଲିଥିଲା ଏବଂ ବୁଡ଼ିଯାଇଥିଲା କେହି ନିକଟରେ ଭିଜୁଆଲ ନେଇଥିଲେ ବୋଲି…

Read More