ଓମିକ୍ରନର ଏହି ଦୁଇ ସବଭ୍ୟାରିଆଣ୍ଟ ପାଇଁ ବେଶୀ ସଂକ୍ରମଣ ବ୍ୟାପୁଛି

ନଜର କରିଥିବେ ମାତ୍ର କିଛି ଦିନ ଭିତରେ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି .   ଦେଶରେ ଦୈନିକ ସଂକ୍ରମଣ 20 ହଜାର ଡେଇଁଥିବା ବେଳେ ଓଡ଼ିଶାରେ ଏହା 8ଶହ ଧରିଲାଣି . ଏବେ ଓମିକ୍ରନ ପାଇଁ ହିଁ ଦେଶରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ଗତ କିଛି ଦିନ ଭିତରେ ଏଥିରେ ଦ୍ରୁତ ପରିବୃଦ୍ଧି ଦେଖାଦେବାରେ ଲାଗିଛି. ବିଶ୍ବବ୍ୟାପୀ କରୋନାର ଦୁଇଟି ଭ୍ୟରିଆଣ୍ଟ ଚିନ୍ତାର ବିଷୟ ହୋଇଛି.BA.2.75 ଏବଂ BA.5 ଏହି…

Read More

ଓମିକ୍ରନ ପେସଣ୍ଟ ନମ୍ବର 2 କେମିତି ସଂକ୍ରମିତ ହେଲେ?

ଭାରତରେ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଅନେକଗୁଡିଏ ପ୍ରଶ୍ନ ଉଠିବାରେ ଲାଗିଛି। କର୍ଣ୍ଣାଟକରେ ଦୁଇ ଜଣ B.1.1.529 ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଜଣେ 66 ବର୍ଷିୟ ଏବଂ ଅନ୍ୟଜଣେ 46 ବର୍ଷିୟ। ପ୍ରଥମ ରୋଗୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିଥିଲେ। ତେବେ କୋଭିଡ ପ୍ରୋଟୋକଲ ଅନୁସାରେ ସେ ରିସ୍କ ଦେଶରୁ ଆସିଥିବାରୁ ତୁରନ୍ତର ତାଙ୍କର କୋଭିଡ ପରୀକ୍ଷା କରାଯ଼ାଇଥିଲା। ସେ କୋଭିଡ ପଜିଟିଭ ଆସିଥିଲେ। ତାଙ୍କୁ କ୍ବାରାଣ୍ଟାଇନରେ ରଖାଯିବା ସହିତ ତାଙ୍କର ଜିନମ…

Read More

ଜାଣନ୍ତୁ ଓମିକ୍ରନର ଲକ୍ଷଣ କଣ ?

ଦକ୍ଷିଣ ଆଫ୍ରିକାରେ ନୂଆ କରୋନା ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରଠାରୁ ସାରା ବିଶ୍ବ ଯେମିତି ପୁଣି କଟକଣା ମୁହାଁ ହେବାରେ ଲାଗିଛି । ଭାରତ ସମେତ ବିଭିନ୍ନ ଦେଶ ବିମାନ କଟକଣା ଆରମ୍ଭ କରିଦେଲେଣି। ଭାରତ ବିଦେଶରୁ ଆସୁଥିବା ଯାତ୍ରୀଙ୍କର ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଟକଣା କରିବା ଲାଗି ଘୋଷଣା କରିଛି। ଏଣିକି ବିଦେଶରୁ ଆସୁଥିବା ଯ଼ାତ୍ରୀମାନେ ସେମାନଙ୍କର ଆଗୁଆ ସୂଚନା ଦେବେ। ଏପରିକି ୟୁରୋପୀୟ ଦେଶ ସମେତ ଦକ୍ଷିଣ ଆଫ୍ରିକା ଓ ଅନ୍ୟ 10ଟି ଦେଶରୁ…

Read More

ଚୀନକୁ ଡରି ନାଁ ହେଲା ଓମିକ୍ରନ !

  ସାରା ବିଶ୍ବରେ ଏବେ ଗୋଟିଏ ଶବ୍ଦକୁ ନେଇ ଚାଲିଛି ଚର୍ଚ୍ଚା। ଓମିକ୍ରନ। ଓମିକ୍ରନ ଏବେ ଭୟର ଏକ ପ୍ରତିଶବ୍ଦ ବି ହୋଇଯାଇଛି। ଓମିକ୍ରନ ହେଉଛି ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ନାଁ। ପ୍ରଥମେ ଏହାକୁ B.1.1.529 ଭାବେ ଚିହ୍ନଟ କରାଯାଇଥିଲା। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାର ସଂକ୍ରାମକ କ୍ଷମତାକୁ ଉପଲବ୍ଧି କରି ଏହାକୁ ଭ୍ୟାରିଆଣ୍ଟ ଅଫ କନସର୍ଣ୍ଣ ଘୋଷଣା କରିବା ସହିତ ଏହାର ନାଁ ଦେଇଛି ଓମିକ୍ରନ।…

Read More