ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧ ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ଫିଲ୍ମଟି ଆପଣଙ୍କୁ ବର୍ତ୍ତମାନ ଯୁଗର ଚଳନ୍ତି କଥା କହୁଛି …ସି ଓଡ଼ିଶା ବ୍ୟାନରରେ ଶ୍ରୁତିରେଖା ମିଶ୍ରଙ୍କ ପ୍ରଯୋଜିତ ଲାଫିଙ୍ଗ ବୁଦ୍ଧ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ପ୍ରୀତିରାଜ ଶତପଥୀ, ଚିତ୍ତରଞ୍ଜନ ବିଶ୍ବାଳ, ସୁଶ୍ରୀ, ଧୋବେଇ ପ୍ରଧାନ, ଦେବଦତ୍ତ ପ୍ରଧାନ ଏବଂ ମାଧୁର୍ଯ୍ୟା। ଲାଫିଙ୍ଗ ବୁଦ୍ଧ ଗୋଲ୍ଡେନ ଲିଫ୍ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ହୋଇଥିଲା। ଫିଲ୍ମଟି ଦେଖିବା ପାଇଁ କ୍ଲିକ କରନ୍ତୁ ତଳେ ଦିଆଯାଇଥିବା ଲିଙ୍କ …
ଏହିଠାରେ ଦେଖନ୍ତୁ ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧ
