ସବୁ କରୋନାକୁ କୋଭାକ୍ସିନ ଭାରି ପଡ଼ିବ

କରୋନାର ଦ୍ୱିତୀୟ ଲହର ସାରା ଭାରତ ପାଇଁ ଚିନ୍ତାଜନକ। ଏହି ସମୟରେ ଭାରତରେ ବିକଶିତ ହୋଇଥିବା କରୋନାର ନୂଆ ଷ୍ଚ୍ରେନ୍ B.1.1.7 ୪୪ଟି ଦେଶକୁ ବିସ୍ତାର କରିଛି। ଆଉ ଏହା ବହୁତ ଶୀଘ୍ର ବ୍ୟାପୁଛି ଯାହାକି ଚିନ୍ତାଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା।

ଆଉ ଏହି ନୂଆ ଭେରିଆଣ୍ଟ ବିରୋଧରେ ଦେଶର ସ୍ୱଦେଶୀ ଟିକା କୋଭାକ୍ସିନ କେତେ ପ୍ରଭାବୀ ସାଧାରଣରେ ପ୍ରଶ୍ନ ଉଠିଥିଲା। ରହିବାର ଏହାର ଉତ୍ତର ରଖିଛି କୋଭାକ୍ସିନ ଟିକାର ନିର୍ମାତା ଭାରତ ବାୟୋଟେକ୍। କମ୍ପାନୀ କହିଛି କରୋନାର ନୂଆ ଷ୍ଟ୍ରେନ୍ B.1.617 ଏବଂ B.1.1.7 ବିରୋଧରେ କୋଭାକ୍ସିନ ପ୍ରଭାବୀ। ଏହି ଦୁଇ ଭେରିଆଣ୍ଟ ଭାରତ ଏବଂ ବ୍ରିଟେନରେ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *