ବେଶୀ ପାଣି ପିଉଛନ୍ତି କି ଏ କଥା ଜାଣିନିଅନ୍ତୁ

ଭୁବନେଶ୍ଵର,  : ବାରମ୍ବାର ଅଧିକ ପାଣି ପିଇବା କାରଣରୁ ଶରୀରରେ ‘ୱାଟର୍‌ ଟକ୍ସିଟି’ ହୋଇପାରେ । ଏହାଦ୍ୱାରା ଶରୀରରେ କେତେକ ଗମ୍ଭୀର ସମସ୍ୟା ଆସିଥାଏ । ଏପରିକି ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍ସର ସନ୍ତୁଳନ ବିଗିଡ଼ି ଯାଇପାରେ । ସୁସ୍ଥ ରହିବା ତଥା ଶରୀରର ଠିକ୍‌ ଭାବେ ପରିଚାଳନା ପାଇଁ ପର୍ଯ୍ୟାପ୍ତ ମାତ୍ରାର ପାଣି ପିଇବା ଆବଶ୍ୟକ । ଯଦି ଆପଣ କମ୍‌ ପାଣି ପିଅନ୍ତି, ତେବେ ଶରୀରର ଅନେକ ପ୍ରକାରର କ୍ଷତି ହୋଇଥାଏ । ଜଳାଭାବ ଯୋଗୁ…

Read More

ସୁନ୍ଦର ଦିଶିବା ପାଇଁ ବ୍ୟବହାର କରୁଛନ୍ତି କି କସମେଟିକ୍ସ?

ଭୁବନେଶ୍ୱର,୦୬/୧୧: ସୁନ୍ଦର ଦେଖା ଯିବା ପାଇଁ ଏବେ ସାରା ବିଶ୍ୱରେ ସ୍କିନ ଲାଇଟନିଂ ପଡକ୍ଟ ତଥା ତ୍ୱଚା ଉଜ୍ୱଳକାରୀ ସାମଗ୍ରୀ ଚାହିଦା ବଢୁଛି । ବିଶେଷକରି ଆଫ୍ରିକା, ଏସିଆ ଏବଂ କାରବିଆନ ଦେଶଗୁଡିକରେ ଉଭୟ ମହିଳା ଓ ପୁରୁଷ, ଉଜ୍ୱଳ ତ୍ୱଚା ପାଇଁ ଏସବୁ ପ୍ରସାଧନ ସାମଗ୍ରୀ ଉପରେ ବେଶ୍ ନିର୍ଭର କରନ୍ତି । ବଡ କଥା ହେଉଛି ଏସବୁ କ୍ରିମ୍ ଓ ଲୋସନରେ ମରକ୍ୟୁରୀର ମାତ୍ରା ରହୁଛି । ମରକ୍ୟୁରୀ ମିଶିଥିବା ଓ ନ ମିଶିଥିବା…

Read More

ପାର୍ଲର ପରି ସିଧା ଚୁଟି ଚାହୁଁଛନ୍ତି କି ? କରନ୍ତୁ ଏହି ଘରୋଇ ଉପାୟ

ଭୁବନେଶ୍ଵର, ୧୩/୧୧ : ଆଜିକାଲି ସୁନ୍ଦର ଦେଖାଯିବା ପାଇଁ କେବଳ ଚେହେରାର ଯତ୍ନ ଓ ସାଜସଜ୍ଜା ଉପରେ ନୁହେଁ ବରଂ କେଶ ସଜା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ମହିଳା । ବର୍ତ୍ତମାନ ସୁନ୍ଦର ଦେଖାଯିବା ଆଳରେ ହେୟାର ଷ୍ଟ୍ରେଟନିଙ୍ଗ କରାଇବାକୁ ଅନେକ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି । ତା’ ଛଡା କୁଞ୍ଚକୁଞ୍ଚିଆ କେଶ କୁଣ୍ଡାଇବା ବେଳେ ଅଧିକ ଜଟ ହେଉଥିବାରୁ ବି ଅନେକ ଷ୍ଟ୍ରେଟନିଙ୍ଗ କରୁଛନ୍ତି । ତେବେ ଏଥିପାଇଁ ସେମାନଙ୍କୁ ବ୍ୟୁଟିପାର୍ଲର ଯାଇ…

Read More

ସିଆ ବଟର୍‌ ଓ ନଡ଼ିଆ ତେଲ ଦୂର କରେ ତ୍ୱଚାର ଶୁଷ୍କତା

ଭୁବନେଶ୍ଵର, ୦୯/୧୧ : ଶୀତ ଆସିଲେ ତ୍ୱଚା ଶୁଷ୍କ ହୋଇଚାଲେ । ଏହି ସମୟରେ ପ୍ରାୟ ସମସ୍ତ ମହିଳା ନିଜ ଚେହେରାକୁ ନେଇ ଖୁବ୍‌ ଯତ୍ନଶୀଳ ହୋଇଥାନ୍ତି । କିନ୍ତୁ ହାତଗୋଡ଼ ପ୍ରତି ସେତେ ଧ୍ୟାନ ଦେଇ ନଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ । ବରଂ ସାରା ଶରୀରର ଶୁଷ୍କତା ପ୍ରତି ଧ୍ୟାନ ଦେବା ଜରୁରି । ସାଧାରଣରେ ଧାରଣା ରହିଛି ଯେ ଚେହେରା ହିଁ ବ୍ୟକ୍ତିତ୍ୱକୁ ପ୍ରସ୍ଫୁଟିତ କରିଥାଏ । ମାତ୍ର ଏହା ଠିକ୍‌…

Read More

ସ୍ବାସ୍ଥ୍ଯ ପାଇଁ କ୍ଷତିକାରକ ଫେସ୍ କ୍ରିମ୍

ଭୁବନେଶ୍ୱର,୦୬/୧୧: ସୁନ୍ଦର ଦେଖା ଯିବା ପାଇଁ ଏବେ ସାରା ବିଶ୍ୱରେ ସ୍କିନ ଲାଇଟନିଂ ପଡକ୍ଟ ତଥା ତ୍ୱଚା ଉଜ୍ୱଳକାରୀ ସାମଗ୍ରୀ ଚାହିଦା ବଢୁଛି । ବିଶେଷକରି ଆଫ୍ରିକା, ଏସିଆ ଏବଂ କାରବିଆନ ଦେଶଗୁଡିକରେ ଉଭୟ ମହିଳା ଓ ପୁରୁଷ, ଉଜ୍ୱଳ ତ୍ୱଚା ପାଇଁ ଏସବୁ ପ୍ରସାଧନ ସାମଗ୍ରୀ ଉପରେ ବେଶ୍ ନିର୍ଭର କରନ୍ତି । ବଡ କଥା ହେଉଛି ଏସବୁ କ୍ରିମ୍ ଓ ଲୋସନରେ ମରକ୍ୟୁରୀର ମାତ୍ରା ରହୁଛି । ମରକ୍ୟୁରୀ ମିଶିଥିବା ଓ ନ ମିଶିଥିବା…

Read More

ସୁନ୍ଦର ଦେଖାଯିବାକୁ ପିନ୍ଧୁଛନ୍ତି କି ଆକର୍ଷଣୀୟ ପୋଷାକ, ଆରାମଦାୟକ ନହେଲେ ସ୍ଵାସ୍ଥ୍ୟ ପାଇଁ ସୃଷ୍ଟି କରେ ସମସ୍ୟା

ଭୁବନେଶ୍ଵର, ୦୪/୧୧ : ପୋଷାକ ପ୍ରତିଟି ମଣିଷ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ । ସୁନ୍ଦର ଦେଖାଯିବା ପାଇଁ ଭିନ୍ନ ଭିନ୍ନ ପୋଷାକ ପିନ୍ଧିଥାଉ। କିନ୍ତୁ ଆମେ ଧ୍ୟାନ ଦେବା ଉଚିତ୍‌ ଯେ ପୋଷାକ ଆକର୍ଷଣୀୟ ସହ ଆରାମଦାୟକ ହେବା ମଧ୍ୟ ଜରୁରି । ଅନେକ ସମୟରେ ଆମ ପୋଷାକ ହିଁ ଆମ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଚାଲନ୍ତୁ ଜାଣିବା କ’ଣ ସେ ଭୁଲ୍‌ଗୁଡିକ, ଯାହା ଆମେ ସୁଧାରିପାରିବା । ଟାଇଟ୍‌ ପୋଷାକ : ଆଜିକାଲି…

Read More

ଚର୍ମ ପାଇଁ ବିଷାକ୍ତ ହୋଇପାରେ ଏସବୁ ଜିନିଷ…

ଭୁବନେଶ୍ୱର, ୦୩/୧୧: ଚର୍ମରେ ଫାଇନଲାଇନ୍ସ ବା କୁଞ୍ଚନ ସୃଷ୍ଟି ହେବା କାହାରିକୁ ବି ପସନ୍ଦ ନୁହେଁ । କିନ୍ତୁ ଅନେକ ସମୟରେ ଏହା ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ । ଏପରିକି ବୟସ ପୂର୍ବରୁ ମଧ୍ୟ ଅନେକଙ୍କ ଚେହେରାରେ ରିଙ୍କଲ୍ସ ଦେଖାଯାଏ । ତେବେ ଏଥିପାଇଁ ବିଶେଷ କରି ଖାଦ୍ୟ ପେୟ ଓ ଜୀବନଶୈଳୀ ଦାୟୀ । ଆମେ ଦୈନନ୍ଦିନ ଯାହା ଖାଦ୍ୟ ଭାବେ ଗ୍ରହଣ କରୁ ସେଥିରେ ବ୍ୟବହାର ହେଉଥିବା କିଛି ଜିନିଷ ଆମ…

Read More

ଆପଣଙ୍କର ଅଛି କି ରୁପି ସମସ୍ୟା, ଜାଣନ୍ତୁ କେମିତି କରିବେ ଦୂର…

ଭୁବନେଶ୍ୱର, ୨୪/୧୦: ଅନେକଙ୍କ କ୍ଷେତ୍ରରେ ଡ୍ୟାଡରଫ୍ ବା ରୁପି ସମସ୍ୟା ଦେଖାଦେଇଥାଏ । କେତେକଙ୍କ କ୍ଷେତ୍ରରେ ବର୍ଷସାରା ରୁପି ସମସ୍ୟା ଲାଗି ରହିଥାଏ । ବିଶେଷକରି ଶୀତଦିନରେ ଏହା ଅତ୍ୟଧିକ ପରିମାଣରେ ହୋଇଥାଏ । ହେଲେ ଏହା ପଛର କାରଣ କ’ଣ ଓ ଏହାକୁ କିପରି ନିୟନ୍ତ୍ରଣରେ ରଖିହେବ, ଜାଣି ରଖିବା ଜରୁରୀ । • ରୁପି ହେବାର ବିଭିନ୍ନ କାରଣ ରହିଛି • ରୁପି ହେବା ଜେନେଟିକ୍ କାରଣରୁ ହୋଇପାରେ • ଏହାସହ କେଉଁ ପରିବେଶରେ…

Read More

ସୌନ୍ଦର୍ଯ୍ୟ ବଢାଏ ସିଲ୍କ ଶାଢି

ଭୁବନେଶ୍ଵର, ୧୯/୧୦ : ସିଲ୍କ ଏକ ପ୍ରାକୃତିକ ଓ ଦାମିକିଆ ଫାବ୍ରିକ୍‌ । ତେଣୁ ଏହାକୁ ‘କ୍ୱିନ୍‌ ଅଫ୍‌ ଫାବ୍ରିକ୍ସ’ ବା ‘ଫାବ୍ରିକ୍‌ ରାଣୀ’ ମଧ୍ୟ କୁହାଯାଏ । ମହିଳାମାନେ ଏହାକୁ ପସନ୍ଦ ନ କରିବେ ଏହା କଣ ସମ୍ଭବ? ଭାରତୀୟ ସିଲ୍‌କର ଗୌରବମୟ ଇତିହାସ : ଭାରତୀୟ ସିଲ୍‌କ କେବଳ ଗୌରବମୟ ଇତିହାସର ପ୍ରମାଣ ଦିଏନା ବରଂ ସାଂସ୍କୃତିକ ବିବିଧତାକୁ ମଧ୍ୟ ଦର୍ଶାଇଥାଏ । ଭାରତୀୟ ସିଲ୍‌କର ବୁଣା ଷ୍ଟାଇଲ୍‌, ପାର୍ଟନ୍‌, ରଙ୍ଗ ଓ ଡିଜାଇନ୍‌ର…

Read More

ନାରୀକୁ ସୁନ୍ଦର କରେ ଗହଣା, ପର୍ଲ ଦିଏ ଷ୍ଟାଇଲିସ୍‌ ଲୁକ୍

ଭୁବନେଶ୍ଵର, ୧୭/୯ : ନାରୀକୁ ସୁନ୍ଦର କରେ ଗହଣା। ଯଦି ଗହଣା କଥା ଉଠେ, ତେବେ ମହିଳାଙ୍କ ମନରେ ଉତ୍ସାହ ଭରିଯାଏ । କାରଣ ନାରୀ ନିଜକୁ ଷ୍ଟାଇଲିସ୍‌ ଓ ସୁନ୍ଦର ଭାବେ ଉପସ୍ଥାପିତ କରିବାକୁ ଭଲ ପାଏ । ଆଉ ପର୍ଲ ବା ମୋତି ଗହଣା ତା’ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ଅବଶ୍ୟ ବିଭିନ୍ନ ଗହଣା ଭିନ୍ନ ଭିନ୍ନ ଲୁକ୍‌ ଦେଇଥାଏ । ବିଭିନ୍ନ ଗହଣା ପିନ୍ଧି ଯଦି ବୋର୍‌ ହୋଇଯାଇଥାନ୍ତି, ତେବେ ପର୍ଲ…

Read More