ଶାଢ଼ୀ ଫେସନ ବିଦ୍ୟା ବିଦ୍ୟା ବାଲାନଙ୍କୁ ଜଣା-ଜାଣନ୍ତୁ ଦାମ୍

ଶାଢ଼ୀକୁ ନେଇ ନାନା ଏକ୍ସପେରିମେଣ୍ଟ କରିବାର ବିଦ୍ୟା ବିଦ୍ୟା ବାଲାନଙ୍କୁ ହିଁ ଜଣା। ଏବେ ପୁଣି ଥରେ ସେ ଏକ ଶାଢ଼ୀ ଲୁକ୍ ରେ ପୋଷ୍ଟ ସେୟାର କରିଛନ୍ତି ।  ଖାଲି ସେତିକି ନୁହେଁ ସେ ଇକତ ପ୍ରିଣ୍ଟକୁ କେତେ ଭଲ ପାଆନ୍ତି ଏବଂ ଏହି ପ୍ରିଣ୍ଟର ଶାଢୀ ମହିଳାମାନଙ୍କୁ କେମିତି ନୂଆ ଲୁକ୍ ଦିଏ ତାହା ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ବିଦ୍ୟା ବାଲାନ ଶାଢ଼ୀ ପୋଜରେ ଠିଆ ହୋଇଛନ୍ତି। ଏହି ଶାଢ଼ୀର…

Read More

କରୋନାରୁ ସୁସ୍ଥ ହେଲା ବେଳକୁ ବାଳ ଝଡ଼ି ଗଲାଣି

କରୋନାରୁ ସୁସ୍ଥ ହେବା ପରେ ଅଧିକାଂଶ ଲୋକଙ୍କ ନିକଟରେ ଦେଖାଯାଉଛି ସେମାନଙ୍କର ବାଳ ଝଡ଼ି ପଡୁଛି । ଜଣେ ଦୁଇ ଜଣଙ୍କ ପାଖରେ ନୁହେଁ ଅଧିକାଂଶଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହେଉଛି। ଯ଼ାହାକୁ  ଅଳ୍ପେ ଅଧିକେ ଚିନ୍ତିତ ବି ହେଉଛନ୍ତି । କିଛି ଲୋକଙ୍କ କ୍ଷେତ୍ରରେ ବାଳ ଝଡ଼ିବା ମାତ୍ରାଧିକ ମଧ୍ୟ ଦେଖାଯାଉଛି, ଯ଼ାହା ସେମାନଙ୍କୁ ଚିନ୍ତିତ କରିବା ସ୍ବାଭାବିକ।   ତେବେ କରୋନାରୁ ସୁସ୍ଥ ହେବା ପରେ ବାଳ ଝଡ଼ିବା ସାଧାରଣ କଥା ବୋଲି ଡାକ୍ତରମାନେ…

Read More

କରୋନା ସମୟ, ଏବେ ମିଶ୍ରି ଖାଆନ୍ତୁ, ଅଛି ବହୁତ ଫାଇଦା

ଖାଦ୍ୟ ଖାଇବା ପରେ ଆପଣ ନିଶ୍ଚିତ ଭାବରେ ମିଶ୍ରି ଏବଂ ପାନମହୁରୀ ଖାଇଥିବେ । ଏହି ଦୁଇଟି ଜିନିଷକୁ ମାଉଥ୍‌ ଫ୍ରେସନର୍‌ ଭାବରେ ଖିଆଯାଏ । କିନ୍ତୁ ଆପଣ ଜାଣନ୍ତି କି ମିଶ୍ରି ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ମିଶ୍ରିର ଉପକାରିତା ବିଷୟରେ କାଶ ଏବଂ ଥଣ୍ଡାରେ ଲାଭଦାୟକ ହୋଇଥାଏ: ଶୀତ ଋତୁରେ ବ୍ୟକ୍ତି ଅନେକ ରୋଗର ଶିକାର ହୁଅନ୍ତି, ଯେଉଁଥିରେ କାଶ, ଥଣ୍ଡା ଅଧିକ ଦେଖାଯାଏ ।…

Read More

ବାର୍ବି କହିବ ନୂଆ କାହାଣୀ : ପିଲାଏ ବୁଝିବେ ସମୁଦ୍ରର ଦୁଃଖ

ଖେଳନା ଦୁନିଆରେ ସବୁବେଳେ ପସନ୍ଦରେ ରହି ଆସିଛି ବାର୍ବି ଡଲ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି କିଶୋରୀମାନଙ୍କ ପର୍ଯ଼୍ୟନ୍ତ ସଭିଏଁ କାହିଁକି କେଜାଣି ବାର୍ବି ଡଲ ପସନ୍ଦ କରିଥାନ୍ତି। ଆମେରିକାର ଟଏ କମ୍ପାନି ମ୍ୟାଟେଲ ଘୋଷଣା କରିଛି ଯେ ଏବେ କମ୍ପାନି ବାର୍ବି ଡଲ ତିଆରି କରୁଛି ରିସାଇକେଲ୍ଡ ପ୍ଲାଷ୍ଟିକରୁ । ସେ ପୁଣି ସମୁଦ୍ର କୂଳରୁ କିମ୍ବା ସମୁଦ୍ରରୁ ମିଳୁଥିବା ପ୍ଲାଷ୍ଟିକକୁ ଉପଯ଼ୋଗ କରି । ସୁନ୍ଦର ସୁନ୍ଦର ବାର୍ବି ଖେଳନା ପ୍ରସ୍ତୁତ କରିବାରେ…

Read More

ପାଠ ପଛ, ଏବେ ପରିବାର ବଞ୍ଚିବା ଦରକାର

ଲକଡାଉନରେ ମଣିଷକୁ କେତେକଣ କଷ୍ଟ ସହିବାକୁ ପଡୁଛି ଏବେ ଗୋଟିଏ ପରେ ଗୋଟିଏ ଉଦାହରଣ ସାମ୍ନାକୁ ଆସୁଛି । ସ୍ଥିତି ଏମିତି ହୋଇଛି ଯେ ଦୁଇ ଓଳି ଖାଇବା ପାଇଁ ଘରେ ଆଉ ଦି ଅଣା ନାହିଁ ବାଧ୍ୟ ହୋଇ ବିଷ୍ଣୁପ୍ରିୟା ଭଳି ଜଣେ ମେଧାବୀ ଛାତ୍ରୀ ଜମାଟୋରେ ଫୁଡ ଡେଲିଭରି କରୁଛନ୍ତି। ଉପରେ ଦେଖୁଥିବା ଫଟୋ କଟକର ଶୈଳବାଳା ମହିଳା ମହାବିଦ୍ୟାଳୟର ଛାତ୍ରୀ ବିଷ୍ଣୁପ୍ରିୟାଙ୍କର । ବିଷ୍ଣୁପ୍ରିୟା ଯୁକ୍ତ ଦୁଇରେ ପଢ଼ନ୍ତି। ଇଚ୍ଛା ଡାକ୍ତର ହେବା…

Read More

ଏହି ହସ କରିଛି ମତୁଆଲା ନେଟ ଦୁନିଆରେ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହୋଇଯିବା ପରେ ଅନେକ ରାତାରାତି ଷ୍ଟାର ହୋଇଯ଼ିବାର ନଜିର କିଛି କମ ନାହିଁ  । ସେ ମୋନାଲିସା ଭଦ୍ରା ହୁଅନ୍ତୁ କି ରାନୁ ମଣ୍ଡଳ ହୁଅନ୍ତୁ । ଗୋଟିଏ ଗୋଟିଏ ଭିଡିଓ ଏମାନଙ୍କୁ ଷ୍ଟାର କରିଦେଇଛି । ଏବଂ ଏମାନଙ୍କ ଷ୍ଟାଇଲ ଚର୍ଚ୍ଚାର ବିଷୟ ହୋଇଛି । ନେଟ ଦୁନିଆରେ ଏବେ ଏମିତି ଏକ ଝିଅର ପୋଷ୍ଟ ଖୁବ ଭାଇରାଲ ହେଉଛି । ଭିଓଟି ଆନୋନିମ ଉଇମେନ ପୋଷ୍ଟରେ ସେୟାର…

Read More

“ଚମତ୍କାରୀ କରୋନା ଔଷଧ”କୁ ଆନ୍ଧ୍ର ସରକାରଙ୍କ ଅନୁମତି

() କରୋନାକୁ ନେଇ ବିଶ୍ବବ୍ୟପୀ ହାହାକାର ପଡ଼ିଥିବା ବେଳେ ଆନ୍ଧ୍ରପ୍ରଦେଶର ଚମତ୍କାରୀ ଔଷଧ ଏବେ ଦେଶରେ ନୂଆ ଆଶା ସୃଷ୍ଟି କରିଛି । ହଜାର ହଜାର ଲୋକ ଏବେ ଏହି ଚକତ୍କାରୀ ଔଷଧକୁ ଭରସା କରି ଚିକିତ୍ସିତ ହେବାକୁ ଆଗେଇ ଆସୁଛନ୍ତି । ଆଉ ଏତିକିବେଳେ ଏହି ଔଷଧକୁ ରୋଗୀଙ୍କ ଇଚ୍ଛା ଅନୁସାରେ ବ୍ୟବହାର କରିବାକୁ ଅନୁମତି ଦେବା ଲାଗି ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି । ସୋମବାର ଆନ୍ଧ୍ର ସରକାର ଏହି ଔଷଧକୁ ମଞ୍ଜୁରୀ ଦେଇଛନ୍ତି, ଯାହାକି…

Read More