ପାର୍ଲର ପରି ସିଧା ଚୁଟି ଚାହୁଁଛନ୍ତି କି ? କରନ୍ତୁ ଏହି ଘରୋଇ ଉପାୟ

ଭୁବନେଶ୍ଵର, ୧୩/୧୧ : ଆଜିକାଲି ସୁନ୍ଦର ଦେଖାଯିବା ପାଇଁ କେବଳ ଚେହେରାର ଯତ୍ନ ଓ ସାଜସଜ୍ଜା ଉପରେ ନୁହେଁ ବରଂ କେଶ ସଜା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ମହିଳା । ବର୍ତ୍ତମାନ ସୁନ୍ଦର ଦେଖାଯିବା ଆଳରେ ହେୟାର ଷ୍ଟ୍ରେଟନିଙ୍ଗ କରାଇବାକୁ ଅନେକ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି । ତା’ ଛଡା କୁଞ୍ଚକୁଞ୍ଚିଆ କେଶ କୁଣ୍ଡାଇବା ବେଳେ ଅଧିକ ଜଟ ହେଉଥିବାରୁ ବି ଅନେକ ଷ୍ଟ୍ରେଟନିଙ୍ଗ କରୁଛନ୍ତି । ତେବେ ଏଥିପାଇଁ ସେମାନଙ୍କୁ ବ୍ୟୁଟିପାର୍ଲର ଯାଇ…

Read More

ସିଆ ବଟର୍‌ ଓ ନଡ଼ିଆ ତେଲ ଦୂର କରେ ତ୍ୱଚାର ଶୁଷ୍କତା

ଭୁବନେଶ୍ଵର, ୦୯/୧୧ : ଶୀତ ଆସିଲେ ତ୍ୱଚା ଶୁଷ୍କ ହୋଇଚାଲେ । ଏହି ସମୟରେ ପ୍ରାୟ ସମସ୍ତ ମହିଳା ନିଜ ଚେହେରାକୁ ନେଇ ଖୁବ୍‌ ଯତ୍ନଶୀଳ ହୋଇଥାନ୍ତି । କିନ୍ତୁ ହାତଗୋଡ଼ ପ୍ରତି ସେତେ ଧ୍ୟାନ ଦେଇ ନଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ । ବରଂ ସାରା ଶରୀରର ଶୁଷ୍କତା ପ୍ରତି ଧ୍ୟାନ ଦେବା ଜରୁରି । ସାଧାରଣରେ ଧାରଣା ରହିଛି ଯେ ଚେହେରା ହିଁ ବ୍ୟକ୍ତିତ୍ୱକୁ ପ୍ରସ୍ଫୁଟିତ କରିଥାଏ । ମାତ୍ର ଏହା ଠିକ୍‌…

Read More

ସ୍ବାସ୍ଥ୍ଯ ପାଇଁ କ୍ଷତିକାରକ ଫେସ୍ କ୍ରିମ୍

ଭୁବନେଶ୍ୱର,୦୬/୧୧: ସୁନ୍ଦର ଦେଖା ଯିବା ପାଇଁ ଏବେ ସାରା ବିଶ୍ୱରେ ସ୍କିନ ଲାଇଟନିଂ ପଡକ୍ଟ ତଥା ତ୍ୱଚା ଉଜ୍ୱଳକାରୀ ସାମଗ୍ରୀ ଚାହିଦା ବଢୁଛି । ବିଶେଷକରି ଆଫ୍ରିକା, ଏସିଆ ଏବଂ କାରବିଆନ ଦେଶଗୁଡିକରେ ଉଭୟ ମହିଳା ଓ ପୁରୁଷ, ଉଜ୍ୱଳ ତ୍ୱଚା ପାଇଁ ଏସବୁ ପ୍ରସାଧନ ସାମଗ୍ରୀ ଉପରେ ବେଶ୍ ନିର୍ଭର କରନ୍ତି । ବଡ କଥା ହେଉଛି ଏସବୁ କ୍ରିମ୍ ଓ ଲୋସନରେ ମରକ୍ୟୁରୀର ମାତ୍ରା ରହୁଛି । ମରକ୍ୟୁରୀ ମିଶିଥିବା ଓ ନ ମିଶିଥିବା…

Read More

ସୁନ୍ଦର ଦେଖାଯିବାକୁ ପିନ୍ଧୁଛନ୍ତି କି ଆକର୍ଷଣୀୟ ପୋଷାକ, ଆରାମଦାୟକ ନହେଲେ ସ୍ଵାସ୍ଥ୍ୟ ପାଇଁ ସୃଷ୍ଟି କରେ ସମସ୍ୟା

ଭୁବନେଶ୍ଵର, ୦୪/୧୧ : ପୋଷାକ ପ୍ରତିଟି ମଣିଷ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ । ସୁନ୍ଦର ଦେଖାଯିବା ପାଇଁ ଭିନ୍ନ ଭିନ୍ନ ପୋଷାକ ପିନ୍ଧିଥାଉ। କିନ୍ତୁ ଆମେ ଧ୍ୟାନ ଦେବା ଉଚିତ୍‌ ଯେ ପୋଷାକ ଆକର୍ଷଣୀୟ ସହ ଆରାମଦାୟକ ହେବା ମଧ୍ୟ ଜରୁରି । ଅନେକ ସମୟରେ ଆମ ପୋଷାକ ହିଁ ଆମ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଚାଲନ୍ତୁ ଜାଣିବା କ’ଣ ସେ ଭୁଲ୍‌ଗୁଡିକ, ଯାହା ଆମେ ସୁଧାରିପାରିବା । ଟାଇଟ୍‌ ପୋଷାକ : ଆଜିକାଲି…

Read More

ଚର୍ମ ପାଇଁ ବିଷାକ୍ତ ହୋଇପାରେ ଏସବୁ ଜିନିଷ…

ଭୁବନେଶ୍ୱର, ୦୩/୧୧: ଚର୍ମରେ ଫାଇନଲାଇନ୍ସ ବା କୁଞ୍ଚନ ସୃଷ୍ଟି ହେବା କାହାରିକୁ ବି ପସନ୍ଦ ନୁହେଁ । କିନ୍ତୁ ଅନେକ ସମୟରେ ଏହା ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ । ଏପରିକି ବୟସ ପୂର୍ବରୁ ମଧ୍ୟ ଅନେକଙ୍କ ଚେହେରାରେ ରିଙ୍କଲ୍ସ ଦେଖାଯାଏ । ତେବେ ଏଥିପାଇଁ ବିଶେଷ କରି ଖାଦ୍ୟ ପେୟ ଓ ଜୀବନଶୈଳୀ ଦାୟୀ । ଆମେ ଦୈନନ୍ଦିନ ଯାହା ଖାଦ୍ୟ ଭାବେ ଗ୍ରହଣ କରୁ ସେଥିରେ ବ୍ୟବହାର ହେଉଥିବା କିଛି ଜିନିଷ ଆମ…

Read More

ଆପଣଙ୍କର ଅଛି କି ରୁପି ସମସ୍ୟା, ଜାଣନ୍ତୁ କେମିତି କରିବେ ଦୂର…

ଭୁବନେଶ୍ୱର, ୨୪/୧୦: ଅନେକଙ୍କ କ୍ଷେତ୍ରରେ ଡ୍ୟାଡରଫ୍ ବା ରୁପି ସମସ୍ୟା ଦେଖାଦେଇଥାଏ । କେତେକଙ୍କ କ୍ଷେତ୍ରରେ ବର୍ଷସାରା ରୁପି ସମସ୍ୟା ଲାଗି ରହିଥାଏ । ବିଶେଷକରି ଶୀତଦିନରେ ଏହା ଅତ୍ୟଧିକ ପରିମାଣରେ ହୋଇଥାଏ । ହେଲେ ଏହା ପଛର କାରଣ କ’ଣ ଓ ଏହାକୁ କିପରି ନିୟନ୍ତ୍ରଣରେ ରଖିହେବ, ଜାଣି ରଖିବା ଜରୁରୀ । • ରୁପି ହେବାର ବିଭିନ୍ନ କାରଣ ରହିଛି • ରୁପି ହେବା ଜେନେଟିକ୍ କାରଣରୁ ହୋଇପାରେ • ଏହାସହ କେଉଁ ପରିବେଶରେ…

Read More

ସୌନ୍ଦର୍ଯ୍ୟ ବଢାଏ ସିଲ୍କ ଶାଢି

ଭୁବନେଶ୍ଵର, ୧୯/୧୦ : ସିଲ୍କ ଏକ ପ୍ରାକୃତିକ ଓ ଦାମିକିଆ ଫାବ୍ରିକ୍‌ । ତେଣୁ ଏହାକୁ ‘କ୍ୱିନ୍‌ ଅଫ୍‌ ଫାବ୍ରିକ୍ସ’ ବା ‘ଫାବ୍ରିକ୍‌ ରାଣୀ’ ମଧ୍ୟ କୁହାଯାଏ । ମହିଳାମାନେ ଏହାକୁ ପସନ୍ଦ ନ କରିବେ ଏହା କଣ ସମ୍ଭବ? ଭାରତୀୟ ସିଲ୍‌କର ଗୌରବମୟ ଇତିହାସ : ଭାରତୀୟ ସିଲ୍‌କ କେବଳ ଗୌରବମୟ ଇତିହାସର ପ୍ରମାଣ ଦିଏନା ବରଂ ସାଂସ୍କୃତିକ ବିବିଧତାକୁ ମଧ୍ୟ ଦର୍ଶାଇଥାଏ । ଭାରତୀୟ ସିଲ୍‌କର ବୁଣା ଷ୍ଟାଇଲ୍‌, ପାର୍ଟନ୍‌, ରଙ୍ଗ ଓ ଡିଜାଇନ୍‌ର…

Read More

ନାରୀକୁ ସୁନ୍ଦର କରେ ଗହଣା, ପର୍ଲ ଦିଏ ଷ୍ଟାଇଲିସ୍‌ ଲୁକ୍

ଭୁବନେଶ୍ଵର, ୧୭/୯ : ନାରୀକୁ ସୁନ୍ଦର କରେ ଗହଣା। ଯଦି ଗହଣା କଥା ଉଠେ, ତେବେ ମହିଳାଙ୍କ ମନରେ ଉତ୍ସାହ ଭରିଯାଏ । କାରଣ ନାରୀ ନିଜକୁ ଷ୍ଟାଇଲିସ୍‌ ଓ ସୁନ୍ଦର ଭାବେ ଉପସ୍ଥାପିତ କରିବାକୁ ଭଲ ପାଏ । ଆଉ ପର୍ଲ ବା ମୋତି ଗହଣା ତା’ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ଅବଶ୍ୟ ବିଭିନ୍ନ ଗହଣା ଭିନ୍ନ ଭିନ୍ନ ଲୁକ୍‌ ଦେଇଥାଏ । ବିଭିନ୍ନ ଗହଣା ପିନ୍ଧି ଯଦି ବୋର୍‌ ହୋଇଯାଇଥାନ୍ତି, ତେବେ ପର୍ଲ…

Read More

କର୍ମଜୀବୀ ମହିଳାଙ୍କ ପାଇଁ ଚ୍ୟାଲେଞ୍ଜ ରୋଷେଇ, ଜାଣନ୍ତୁ କିଛି ଘରୋଇ ଟିପ୍ସ…

ଭୁବନେଶ୍ଵର, ୧୫/୯ : ଆଜିକାଲି ପ୍ରାୟ ମହିଳା କର୍ମଜୀବୀ ଅବା ରୋଜଗାରକ୍ଷମ । ଘର କାମକୁ ସାରି ସେମାନେ ନିଜକୁ ଅନ୍ୟ କାମରେ ବ୍ୟସ୍ତ ରଖୁଛନ୍ତି । ତେଣୁ ରୋଷେଇ କାମକୁ କେତେ ସହଜରେ ଓ କମ୍‌ ସମୟରେ ସାରି ହେବ ତା’ ଉପରେ ଗୁରୁତ୍ୱ ଦେଉଛନ୍ତି । ଚାଲନ୍ତୁ ଜାଣିବା ଏମିତି କିଛି ଉପାୟ, ଯଦ୍ୱାରା ରୋଷେଇ ଖୁବ୍‌ କମ୍‌ ସମୟରେ ହୋଇପାରିବ । ଖାଦ୍ୟ ପ୍ରସ୍ତୁତି ସମୟରେ ଏମିତି ଅନେକ ଚ୍ୟାଲେଞ୍ଜକୁ ସାମ୍‌ନା କରିବାକୁ…

Read More

ମାତ୍ର ୫୦୦ ଟଙ୍କା ବିନିଯୋଗ କରି ମହିଳା ହୋଇପାରିବେ ଇନଭେଷ୍ଟର, ଜାଣନ୍ତୁ କେଉଁଠାରେ କରିବେ ନିବେଶ

ଭୁବନେଶ୍ଵର, ୦୭/୦୮ : ମହିଳାମାନେ ଅଳ୍ପ ପରିମାଣରେ ସଞ୍ଚୟ କରି ନିଜ ପରିବାରକୁ ଆର୍ଥିକ ସହାୟତା କରିପାରିବେ। ସମୟ ଦ୍ରୁତ ଗତିରେ ବଦଳୁଛି। ମହିଳାମାନଙ୍କର ହାରାହାରି ବୟସ ପୁରୁଷଙ୍କ ତୁଳନାରେ ଅଧିକ। ଯଦିଓ ଗୃହିଣୀମାନେ ଆଦୌ ରୋଜଗାର କରନ୍ତି ନାହିଁ ଏବଂ କାର୍ଯ୍ୟରତ ମହିଳାମାନେ ଶିଶୁ ପାଳନର ଦାୟିତ୍ବ ଯୋଗୁଁ ବାଧ୍ୟ ହୋଇ ପୁରୁଷଙ୍କ ତୁଳନାରେ କମ୍ ରୋଜଗାର କରନ୍ତି। ଏପରି ପରିସ୍ଥିତିରେ, ସେଥିରେ ବିନିଯୋଗ କରିବାର ସଠିକ୍ ଉପାୟ ଜାଣିବା ଜରୁରୀ ଅଟେ। ମହିଳାମାନେ କେବଳ…

Read More