ତାପସୀ ପନ୍ନୁଙ୍କ ବିରୋଧରେ ହତ୍ୟା ମାମଲା … କେମିତି ଏ କାହାଣୀ

ଅଭିନେତ୍ରୀ ତାପସୀ ପନ୍ନୁ ଏବେ ଚର୍ଚ୍ଚାରେ । ଚର୍ଚ୍ଚା ଏୟାଯେ ତାଙ୍କ ବିରୋଧରେ ଆସିଛି ହତ୍ୟା ଅଭିଯୋଗ, ସେ ପୁଣି ତାଙ୍କ ସ୍ବାମୀଙ୍କ ହତ୍ୟା ମାମଲାରେ ପୋଲିସ ତାଙ୍କୁ ଜେରା କରୁଛି। କଥା ଟା ବେଶୀ ବୁଲେଇବା ଠିକ ନୁହେଁ। କାରଣ ଅବିଭାହିତା ତାପସୀ ପନ୍ନୁଙ୍କ ବିରୋଧରେ ପୁଣି ସ୍ବାମୀଙ୍କୁ ହତ୍ୟା କରିବାର ଅଭିଯୋଗ ଆସିଛି। କଥା ହେଉଛି ତାପସୀଙ୍କର ନୂଆ ଫିଲ୍ମ ହସିନା ଦିଲରୁବା ର ଟ୍ରେଲର ଆସିଛି। ଫିଲ୍ମରେ ତାପସୀ ପନ୍ନୁ ରାନି ଭୂମିକାରେ…

Read More

‘ଶଲା ବୁଢ଼ା’ ଚାଲିଗଲେ କିନ୍ତୁ ଛାଡ଼ିଗଲେ ଅଧୁରା ସ୍ବପ୍ନ

  ତାଙ୍କୁ ଥରେ ଯିଏ ଦେଖିଥିବ ସେ ଏକ ଅଜବ ସମ୍ମୋହନରେ ପଡ଼ିଯିବ ।  ତାଙ୍କ ସହିତ କଥା ହେଲେ ତାଙ୍କ ନିଶ୍ଚୟ ତାଙ୍କର ଫ୍ୟାନ ହୋଇଯିବ।  ନିଜର ପରିଣତ ବୟସରେ ବି ସେ ସୃଷ୍ଟି କରିପାରିଥିଲେ ଅଭିନୟର ଏକ ନୂଆ ଧାରା ।  ସେହି ଧାରାରେ ସେ ଓଡ଼ିଆ ସିନେମାକୁ ପହଞ୍ଚାଇପାରିଥିଲେ ସାତ ଦରିଆପାରି ।   ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ ଅଭିନେତା ଲେଖକ , ଯାହାଙ୍କୁ ଶରଧାରେ ଲୋକେ ଡାକନ୍ତି ଶଲା ବୁଢ଼ା ସେହି ଲୋକ…

Read More

ଏହି ଅଭିନେତ୍ରୀ କାଷ୍ଟିଂ କାଉଚ କଥା କହିଲେ

କାଷ୍ଟିଂ କାଉଚ୍ ଅଭିଯ଼ୋଗ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଯ଼ୋଡ଼ି ହୋଇ ରହିଛି । ବାରମ୍ବାର ଏହା ବଲିଉଡ଼ରେ ମୁଣ୍ଡ ଟେକୁଥିଲେ ମଧ୍ୟ ଏହାର ଚର୍ଚ୍ଚାରେ ଚର୍ଚ୍ଚାରେ ରହିଯ଼ାଏ । ଏବେ ପୁଣି ଜଣେ ଅଭିନେତ୍ରୀ ସମାନା ଖୁଲାସା କରିଛନ୍ତି। ତାଙ୍କ ସହ ଯ଼ାହା ଘଟିଛି ବଖାଣିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ୍ ଘଟଣା କିଛି ନୂଆ କଥା ନୁହେଁ । ଅନେକ ନିର୍ଦ୍ଦେଶକ ଏବଂ ଅଭିନେତାଙ୍କ ଉପରେ କାମ ସମୟରେ ଶୋଷଣ କରୁଥିବାର ଅଭିଯୋଗ ଲାଗିସାରିଛି। ତେଣୁ…

Read More

ସେ କହିଗଲେ ହେ ବନ୍ଧୁ ବିଦାୟ …ଲୋକେ କହୁଛନ୍ତି ଫେରିଆ

() ମେଲୋଡି କିଙ୍ଗ ଓଲିଉଡ଼ର ମ୍ୟୁଜିକ୍ ବାଦଶାହ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ. କରୋନା ନେଇଗଲା ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଯ଼ିଏ ଘରେ ଘରେ ନିଜ ସ୍ବତନ୍ତ୍ର ଶୈଳୀର ଗୀତ ପାଇଁ ପରିଚିତ ଥିଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କର କରୋନାରେ ପରଲୋକ ହୋଇଯାଇଛି। କଟକ ଏସ୍‌ସିବି ସ୍ଥିତ କୋଭିଡ୍ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୫୫ ବର୍ଷ ହୋଇଥିଲା। ମେ’ ୨୨ ତାରିଖରେ ଶାନ୍ତିରାଜ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।…

Read More

ଗର୍ଭବତୀ ମହିଳାଙ୍କ ସହାୟତା ପାଇଁ ଅନୁଷ୍କାଙ୍କ ବିରାଟ ଉଦ୍ୟମ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ସାମାଜିକ କାର୍ଯ୍ୟରେ ଆଗ୍ରହ ଦେଖାଉଛନ୍ତି। ନିକଟରେ ଅନୁଷ୍କା ତାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହ କୋଭିଡ ରିଲିଫ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ। ଏହା ବ୍ୟତୀତ ସେ ବର୍ତ୍ତମାନ ଗର୍ଭବତୀ ଏବଂ ନିକଟରେ ମା’ ହେବାକୁ ଥିବା ମହିଳାମାନଙ୍କୁ ସାହାଯ୍ୟ କରିବାର ଦାୟିତ୍ୱ ଗ୍ରହଣ କରିଛନ୍ତି।ଅନୁଷ୍କା ଏଥିପାଇଁ ଏକ ହେଲ୍ପଲାଇନ ନମ୍ବର ସେୟାର କରିଛନ୍ତି । ଯାହାଦ୍ୱାରା ମହିଳାମାନଙ୍କୁ ଚିକିତ୍ସା ସହାୟତା ଯୋଗାଇବାରେ ସାହାଯ୍ୟ ମିଳିପାରିବ ।…

Read More

ପ୍ରିଯଙ୍କା ଚୋପ୍ରାଙ୍କ ସୁନ୍ଦର ହୃଦୟ ଅଜାଡ଼ି ଦେଲେ ସହାୟତା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶରେ ରହି ମଧ୍ୟ କ୍ରମାଗତ ଭାବରେ ଭାରତକୁ ସାହାଯ୍ୟ କରୁଛନ୍ତି । ବିଦେଶରେ ରହୁଥିବା ବେଳେ ପ୍ରିୟଙ୍କା ନିଜ ଦେଶକୁ ଭୁଲି ନାହାଁନ୍ତି। ଅଭିନେତ୍ରୀ ଗିଭ୍ ଇଣ୍ଡିଆ ମାଧ୍ୟମରେ ଦେଶରେ କରୋନା ପୀଡିତମାନଙ୍କୁ ସାହାଯ୍ୟ କରୁଛନ୍ତି । ପ୍ରିୟଙ୍କାଙ୍କ ଏହି ଉତ୍ତମ କାର୍ଯ୍ୟରେ ଅନେକ ବଡ ବ୍ୟକ୍ତିତ୍ୱ ତାଙ୍କୁ ସମର୍ଥନ କରୁଛନ୍ତି । ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀର କିଛି ସୂଚନା ସେୟାର କରିଛନ୍ତି। ସେ ଏହି ପୋଷ୍ଟ ସେୟାର କରି…

Read More