ଆଇପିଏସ୍ ଡି ରୁପା କିଏ ? ଯିଏ ଜଣେ ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ଗିରଫ

ନୂଆଦିଲ୍ଲୀ, ୨୮/୧୦ : ଭାରତରେ ନାରୀଙ୍କୁ ଦେବୀର ସ୍ଵରୂପ ବୋଲି ମାନନ୍ତି। ଜଣେ ନାରୀ ମା’ ହୋଇପାରେ ଆଉ ସମୟ ଆସିଲେ ଚଣ୍ଡୀ ବେଶ ଧରି ସଂହାର କରିପାରେ। ଆମେ ଏଭଳି ଜଣେ ସାହାସୀ, ନିର୍ଭୀକ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ତାଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ଖୁବ୍ ପରିଚିତ। ତାଙ୍କର ନାଁ ଶୁଣିଲେ ଅପରାଧୀମାନେ ଥରି ଉଠନ୍ତି। ସେ ହେଉଛନ୍ତି ଆଇପିଏସ୍ ଡି ରୁପା। ତାଙ୍କ ନାମରେ ଅନେକ ସଫଳତା ରହିଛି। ପ୍ରତ୍ୟେକ ମହିଳା ତାଙ୍କ…

Read More

ଆଜିଠୁ ୨୭୧୨ ପଦବି ପାଇଁ ଓଏସ୍‌ଏସ୍‌ଏସ୍‌ସିରେ ଆବେଦନ

ଭୁବନେଶ୍ୱର, ୨୬/୧୦: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ଏସ୍‌ସି) ଲାଇଭଷ୍ଟକ୍‌ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପାଇଁ ଗୁରୁବାର ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆଶାୟୀ ପ୍ରାର୍ଥୀମାନେ ଓଏସ୍‌ଏସ୍‌ଏସ୍‌ସିର ୱେବସାଇଟ www.osssc.gov.in ରେ ଆବେଦନ କରିପାରିବେ । ଆବେଦନ ପାଇଁ କୌଣସି ଫି’ ଦେବାକୁ ପଡିବ ନାହିଁ । ଚଳିତଥର ମୋଟ ୨୭୧୨ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲାଇଭଷ୍ଟକ୍‌ ଇନ୍ସପେକ୍ଟର ପାଇଁ ୭୧୯, ଫରେଷ୍ଟର ପାଇଁ ୩୧୬…

Read More

ଆପଣଙ୍କର ଅଛି କି ରୁପି ସମସ୍ୟା, ଜାଣନ୍ତୁ କେମିତି କରିବେ ଦୂର…

ଭୁବନେଶ୍ୱର, ୨୪/୧୦: ଅନେକଙ୍କ କ୍ଷେତ୍ରରେ ଡ୍ୟାଡରଫ୍ ବା ରୁପି ସମସ୍ୟା ଦେଖାଦେଇଥାଏ । କେତେକଙ୍କ କ୍ଷେତ୍ରରେ ବର୍ଷସାରା ରୁପି ସମସ୍ୟା ଲାଗି ରହିଥାଏ । ବିଶେଷକରି ଶୀତଦିନରେ ଏହା ଅତ୍ୟଧିକ ପରିମାଣରେ ହୋଇଥାଏ । ହେଲେ ଏହା ପଛର କାରଣ କ’ଣ ଓ ଏହାକୁ କିପରି ନିୟନ୍ତ୍ରଣରେ ରଖିହେବ, ଜାଣି ରଖିବା ଜରୁରୀ । • ରୁପି ହେବାର ବିଭିନ୍ନ କାରଣ ରହିଛି • ରୁପି ହେବା ଜେନେଟିକ୍ କାରଣରୁ ହୋଇପାରେ • ଏହାସହ କେଉଁ ପରିବେଶରେ…

Read More

ଆପଣଙ୍କ ପିଲା ଅଧିକ ରାଗୁଛନ୍ତି କି ? ଦିଅନ୍ତୁ ତୁଳସୀ, କମିବ କ୍ରୋଧ

ଭୁବନେଶ୍ୱର, ୨୩/୧୦ : ପିଲା ଯଦି କଥାକେ କଥାକେ ଅତିରିକ୍ତ ରାଗିଯାଉଥାଏ ତେବେ ବାପା, ମା’ ତଥା ପରିବାରର ଅନ୍ୟ ଗୁରୁଜନମାନେ ଚିନ୍ତିତ ହେବା ସ୍ୱାଭାବିକ । ତେବେ ପିଲାର ଏହି କ୍ରୋଧଭାବ କମାଇବା ଲାଗି ନିଜର ଆଚରଣ ପ୍ରତି ବାପା, ମା’ ସର୍ବଦା ଜାଗ୍ରତ ରହିବା ଜରୁରି । ପିଲାକୁ ସର୍ବଦା ଶାନ୍ତ ତଥା ଧୈର୍ଯ୍ୟର ସହ ବୁଝାଇବା ଦରକାର । ଗ୍ରହ ପ୍ରଭାବରୁ ମଧ୍ୟ ପିଲା ରାଗି ହୋଇଥାଏ । ଏଣୁ ନିଜ ଆଚରଣ…

Read More

ପିଲାଙ୍କୁ କରାନ୍ତୁ ଏହି ଅଭ୍ୟାସ, ହେବେ ଆତ୍ମନିର୍ଭରଶୀଳ

ନୂଆଦିଲ୍ଲୀ, ୨୨/୧୦ : ପିଲାଙ୍କୁ ସ୍ମାର୍ଟ, ଏକ୍ସପର୍ଟ ଓ ଚତୁର ବୁଦ୍ଧି ସଂପନ୍ନ କରିବାରେ କୌଣସି ଫର୍ମୂଲା ନାହିଁ। କିନ୍ତୁ ଯଦି ଆପଣ ଚାହାଁନ୍ତି କି ପିଲାଙ୍କ ଠାରେ ଅତି କମ୍‌ ବୟରେ ଏସବୁ ଗୁଣ ବିକଶିତ ହେଉ ଏବଂ ସେ ଜଣେ ଭଲ ମଣିଷ ହେବା ସହ ଆତ୍ମନିର୍ଭର ହେଉ , ତାହାଲେ କମ୍‌ ବୟସରୁ ହିଁ ତାଙ୍କୁ କିଛି କାମ ଶିଖାଇବା ଜରୁରୀ। ଯେଉଁଥିରେ ସେ ନିଜର ମସ୍ତିସ୍କକୁ ସଂପୂର୍ଣ୍ଣ ଭାବେ ଏବଂ ସଠିକ୍…

Read More

ଭାରତୀୟ ଛାତ୍ରୀଙ୍କ ଉପଲବ୍ଧି, ପ୍ରସ୍ତୁତ କଲେ ଦୁର୍ଘଟଣା ପ୍ରତିରୋଧୀ ଚଷମା, ନିଦ ଲାଗିଲେ, ବାଜିବ ଆଲାର୍ମ

ଭୁବନେଶ୍ଵର, ୨୧/୧୦ : ଗାଡ଼ି ଚାଳନା କିମ୍ବା ଅଧ୍ୟୟନ ସମୟରେ ଆପଣଙ୍କୁ ସଜାଗ ରଖିବ ଚଷମା । ଅଧ୍ୟୟନ ସମୟରେ ଏହା ବିଦ୍ୟାର୍ଥୀଙ୍କୁ ଜାଗ୍ରତ ରଖିବ । ରାତି ଶିଫ୍ଟରେ କାମ କରୁଥିବା କର୍ମଚାରୀଙ୍କୁ ମଧ୍ୟ ସଜାଗ ରଖିବ । ଯଦି କାମ, ଅଧ୍ୟୟନ କିମ୍ବା ଗାଡ଼ି ଚଳାଇବା ବେଳେ ଆପଣଙ୍କ ଆଖି ବନ୍ଦ ହୋଇଯିବ, ଏଥିରୁ ନିର୍ଗତ ଶବ୍ଦ ଆପଣଙ୍କୁ ଚେତାଇ ଦେବ । ଏହା ଏକ ନିଦ୍ରା- ନିବାରଣକାରୀ ଉପକରଣ । କର୍ଣ୍ଣାଟକର ହୁବଲି…

Read More

ସୌନ୍ଦର୍ଯ୍ୟ ବଢାଏ ସିଲ୍କ ଶାଢି

ଭୁବନେଶ୍ଵର, ୧୯/୧୦ : ସିଲ୍କ ଏକ ପ୍ରାକୃତିକ ଓ ଦାମିକିଆ ଫାବ୍ରିକ୍‌ । ତେଣୁ ଏହାକୁ ‘କ୍ୱିନ୍‌ ଅଫ୍‌ ଫାବ୍ରିକ୍ସ’ ବା ‘ଫାବ୍ରିକ୍‌ ରାଣୀ’ ମଧ୍ୟ କୁହାଯାଏ । ମହିଳାମାନେ ଏହାକୁ ପସନ୍ଦ ନ କରିବେ ଏହା କଣ ସମ୍ଭବ? ଭାରତୀୟ ସିଲ୍‌କର ଗୌରବମୟ ଇତିହାସ : ଭାରତୀୟ ସିଲ୍‌କ କେବଳ ଗୌରବମୟ ଇତିହାସର ପ୍ରମାଣ ଦିଏନା ବରଂ ସାଂସ୍କୃତିକ ବିବିଧତାକୁ ମଧ୍ୟ ଦର୍ଶାଇଥାଏ । ଭାରତୀୟ ସିଲ୍‌କର ବୁଣା ଷ୍ଟାଇଲ୍‌, ପାର୍ଟନ୍‌, ରଙ୍ଗ ଓ ଡିଜାଇନ୍‌ର…

Read More

ନବରାତ୍ରୀରେ କରନ୍ତୁ କନ୍ୟା ପୂଜନ, ମହିଳାଙ୍କୁ ଦିଅନ୍ତୁ ସମ୍ମାନ

ଭୁବନେଶ୍ଵର, ୧୮/୧୦ : ଶାରଦୀୟ ନବରାତ୍ରୀ ଅବସରରେ କନ୍ୟାପୂଜାର ବିଶେଷ ମହତ୍ତ୍ଵ ରହିଛି। କନ୍ୟାମାନଙ୍କୁ ମା ଦୁର୍ଗାଙ୍କ ଭଳି ସଜ୍ଜିତ କରାଯାଇ ପୂଜା କରାଯାଇଥାଏ। ସେମାନଙ୍କୁ ଭୋଜନ ଦିଆଯାଏ ଏବଂ ଉପହାର ଦିଆଯାଏ। ନବରାତ୍ରୀର ପର୍ବ ହେଉଛି ନାରୀଙ୍କ ପ୍ରତୀକ। ଏହି ନଅ ଦିନରେ ମାଆଙ୍କ ନଅଟି ସ୍ଵରୂପକୁ ପୂଜା କରାଯାଏ। କୁହନ୍ତି ଯେଉଁ ଘରେ ମାଆଙ୍କ ପୂଜା ହୁଏ ସେହି ଘରେ ସୁଖ-ସମୃଦ୍ଧି ରୁହେ। ଏହି ପର୍ବ ସମାଜର ପ୍ରତି ନାରୀଙ୍କ ସମ୍ମାନର ପର୍ବ। ଜଗତ…

Read More

୬୯ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ, ଆଲିୟା ଓ କ୍ରିତି ଶ୍ରେଷ୍ଠ ଅଭିନେତ୍ରୀ,

ନୂଆଦିଲ୍ଲୀ, ୧୮/୧୦ : ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଛି ୬୯ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ ଉତ୍ସବ । ଭାରତୀୟ ସିନେମା ଜଗତକୁ ଶ୍ରେଷ୍ଠ ଯୋଗଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ଗତ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି । ଗତ ଅଗଷ୍ଟ ମାସରେ ଜାତୀୟ ଚଳଚ୍ଚିତ୍ର ସମ୍ମାନ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । କରୋନା ମହାମାରୀ ଯୋଗୁ ଏହି ସମ୍ମାନ ବର୍ଷେ ପଛୁଆ ଅନୁଷ୍ଠିତ ହେଉଛି । ଚଳିତ ଥରର ସମସ୍ତ ବିଜେତାଙ୍କୁ ରାଷ୍ଟ୍ରପତି…

Read More

ସିଲଭର ସିଟି ଫିଲ୍ମ ଫେଷ୍ଟିଭାଲରେ ଫିଚର ଫିଲ୍ମ କ୍ୟାଟେଗୋରୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ ହେଲା ଫିଲ୍ମ ବାଘ ବଜାରୀ

ଭୁବନେଶ୍ୱର, ୧୫/୧୦ : ସିଲଭର ସିଟି ଫିଲ୍ମ ଫେଷ୍ଟିଭାଲ୍ କଟକରେ ଫିଚର ଫିଲ୍ମ କ୍ୟାଟାଗୋରୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଶ୍ରେଷ୍ଠ ନିର୍ଦ୍ଦେଶନା ଭାବରେ ଫିଲ୍ମ ବାଘ ବଜାରୀ ଡ୍ୟାନ୍ସ ଅଫ ଟାଇଗର୍ସ ସମ୍ମାନିତ ହୋଇଛି। ନିଚ୍ଛକ କାହାଣୀ ଏବଂ ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ସମସ୍ତଙ୍କ ମନକୁ ଛୁଇଁଛି। ଏହି ଚଳଚ୍ଚିତ୍ରର କାହାଣୀ ୪ ବନ୍ଧୁ ସେମାନଙ୍କର ବାଲ୍ୟକାଳର ଶିକ୍ଷକଙ୍କୁ ମନେ ପକାଇ ତାଙ୍କୁ ଦେଖା କରିବା ଲାଗି ବାହାରିଛନ୍ତି। ଘଟଣାଚକ୍ରରେ ଏମାନେ ବାଘ…

Read More