ଗୁଡ଼ଚଣା ଖାଆନ୍ତୁ, ଏଥିରେ ଅଛି ଅଦ୍ଭୁତ ଶକ୍ତି
ସନ୍ତୋଷୀ ମାଙ୍କ ବ୍ରତ କରୁଥିବା ଭକ୍ତମାନେ ମାଙ୍କ ନିକଟରେ ଗୁଡ଼ଭଜାବୁଟ ଭୋଗ କରିଥାନ୍ତି| ଏମିତି ଅନେକ ପୂଜାରେ ଭୋଗ ହୋଇଥାଏ ଗୁଡ଼- ଚଣା କିମ୍ବା ଗୁଡ଼-ବୁଟ | ଆପଣ ଜାଣିଛନ୍ତି ଏହି ଭୋଗର ରହିଛି ଚମତ୍କାରୀ କ୍ଷମତା| ଏହା ବିଜ୍ଞାନ ମଧ୍ୟ ପ୍ରମାଣିତ କରିଛି| ଗୁଡ଼ ଚଣା ମିଶ୍ରଣ ପାନ କଲେ ଅନେକ କିଛି ଫାଇଦା ମିଳିଥାଏ, ଯାହା ଆପଣ ଜାଣିବା ଜରୁରୀ| ଏପରିକି ଦିନକୁ ମୁଠାଏ ଭଜା ବୁଟ ପାଟିରେ ପକାଇବା ବି ନିହାତି ଆବଶ୍ୟକ|…
