ହାର୍ଲିନ ଦେଓଲଙ୍କୁ ବାଜିଗର କୁହାଯାଏ – Watch Video

ବେଳେ ବେଳେ ଟିମ୍ ହାରିଯାଇଥିଲେ ବି ଜଣେ କେହି ବାଜିଗର ହୋଇଯାଏ । ଯେମିତି ହୋଇଛି ହାର୍ଲିନ ଦେଓଲଙ୍କ କ୍ଷେତ୍ରରେ ଇଲଂଣ୍ଡରେ ସେନେଇଥିବା ସୁପରକ୍ୟାଚ ଏବେ ଇଲେକ୍ଟ୍ରି ଭଳି ଭାଇରାଲ ହେବାରେ ଲାଗିଛି। ଇଂଲଣ୍ଡ ଗସ୍ତରେ ଯ଼ାଇଥିବା ଭାରତୀୟ ମହିଳା କ୍ରିକେଟ ଟିମ୍ ପ୍ରଥମ ଟିଟ୍ବେଣ୍ଟି ମ୍ୟାଚରେ ପରାଜିତ ହୋଇଛି। ଡିଏଲଏସ ମେଥଡ଼ରେ ଭାରତ ଆଗରେ ଇଂଲଣ୍ଡ  178 ରନର ଟାର୍ଗେଟ ଦେଇଥିବା ବେଳେ ଭ୍ରମଣକାରୀ ଦଳ 18 ରନରେ ପଛରେ ରହିଯାଇଥିଲା। ହେଲେ ମ୍ୟାଚରେ ହର୍ଲିନ ଦେଓଲ ନେଇଥିବା କ୍ୟାଚ ଏବେ ସବୁଠାରୁ ଚର୍ଚ୍ଚିତ ହୋଇଛି ।

 

https://www.youtube.com/watch?v=-COrXIa1ixc

ଏହିମ୍ୟାଚରେ ହର୍ଲିନ ଦେଓଲଙ୍କ ସୁପର କ୍ୟାଚ ଏବେ ଦୃଷ୍ଟି ଆକର୍ଷଣକାରୀ ହୋଇଛି। ଆପଣ ଯଦି ଦେଖିନାହାନ୍ତି ତେବେ ଦେଖିନିଅନ୍ତୁ ଏବଂ ନିଶ୍ଚୟ ଆପଣ ପ୍ରଶଂସାରେ ଶତମୁଖ ହେବେ। 19 ତମ ଓଭରରେ ଆମି ଜୋନସଙ୍କ କ୍ୟଚକୁ ବାଉଣ୍ଡାରୀରେ ହାର୍ଲିନ ଯେମିତି ଧରିଥିଲେ ତାହା ଏବେ ନେଟ ଦୁନିଆର ହଟ ଟପିକ ହୋଇଛି। ଭାରତୀୟ ମହିଳା ଦଳର ଫିଲ୍ଡିଂ ପାୱାରକୁ ସମସ୍ତେ ପ୍ରଶଂସା କରୁଛନ୍ତି। ସଚିନ ତେନ୍ଦୁଲକର ଟ୍ବିଟ କରି ହାର୍ଲିନଙ୍କୁ ପ୍ରଶଂସା କରିଛନ୍ତି ।

ଆପଣ ହାର୍ଲିନଙ୍କ ଫିଲ୍ଡିଂକୁ କାହା ସହିତ ତୁଳନା କରିବେ  ?  କମେଣ୍ଟ ବକ୍ସରେ ଲେଖନ୍ତୁ ଲେଖାଟି ଭଲ ଲାଗିଥିଲେ ନିଶ୍ଚୟ ସେୟାର କିମ୍ବା ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *