ନନ୍ଦନକାନନରେ ରହିବନି ପାର୍କିଂ ସମସ୍ୟା

ନନ୍ଦନକାନନ ଯ଼ାଇଥିବା ଲୋକଟି ଜାଣିଥିବ ଗାଡ଼ି ପାର୍କିଂ କରିବାକୁ କେତେ ଅସୁବିଧା ହୁଏ। ଅନେକ ତ କିଛି ଦୂରରେ ହେଉ ବରଂ ରାସ୍ତାରେ ପାର୍କିଂ କରିବାର ଦେଖାଯ଼ାଇଥାଏ। ହେଲେ ଏବେ ସେମିତି ହେବ ନାହିଁ। ନନ୍ଦନକାନନରେ ଆରମ୍ଭ ହେଲା ବହୁତଳ ପାର୍କିଂ ବ୍ୟବସ୍ଥା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନଠାରେ ନିର୍ମିତ ତିନି ମହଲା ବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍‌ଘାଟନ କରିଛନ୍ତି।  ପ୍ରତ୍ୟେକ ମହଲା ୫୬୦୦ ବର୍ଗମିଟରର ଏବଂ ଏଥିରେ ୫୮୩ଟି ଚାରିଚକିଆ ଯାନ…

Read More

80 ବର୍ଷ ବୟସରେ ପ୍ରଫୁଲ୍ଲଙ୍କ ପାଇଁ ସାଇକେଲ ଭରସା

ଭୁବନେଶ୍ବର ଜାଗମରା ଜଗନ୍ନାଥ ମନ୍ଦିର ନିକଟରେ ଏକ ଭଙ୍ସାଗା ଦଦରା ସାଇକେଲ ଦୋକାନରେ ଜଣେ ବୃଦ୍ଧ ଅନବରତ ତଳକୁ ମୁଣ୍ଡ ପୋତି ସାଇକେଲ ସଜାଡୁଥିବାର ଦୃଶ୍ୟ ଆପଣ କେବେ ଗଲେ ଦେଖିପାରନ୍ତି . ଦୋକାନଟି ଦେଖିଲେ ସେ ବି ମାଲିକଙ୍କ ଭଳି ସମୟ ଗଣିବାର ଆରମ୍ଭ କରିଛି ଆଉ ଏହାରି ଭିତରେ କିଛି ଭଙ୍ଗା ସାଇକେଲ ନୂଆ ଜୀବନ ପାଉଥାନ୍ତି .  ହଁ ଏହି ସାଇକେଲ ସଜାଡୁଥିବା ବୃଦ୍ଧଙ୍କୁ ଦେଖିଲେ ଆପଣ ଘଡ଼ିଏ ନିଶ୍ଚୟ ଅଟକିଯିବେ. ଏ…

Read More

ଏବେ ଦୋଷ କାହାକୁ ଦିଆଯ଼ିବ ଓ ସମାଧାନ କଣ ?

ଏବେ ରାଜଧାନୀ ଉଠୁଛି ପଡୁଛି । ହାଟବଜାର ଟିଭି ସୋସିଆଲ ମିଡିଆ ଯ଼ୋଉଠି ଦେଖିବ ଏବେ ସେହି ଚର୍ଚ୍ଚା। ବାହପର ଦିନ ବରକୁ ଛାଡ଼ ପଳେଇଲେ ଜଣେ ଯ଼ୁବତୀ।  ଖାଲି ଛାଡ଼ିକି ଯ଼ାଇନାହାନ୍ତି ମାଡ଼ ମାରିକି ଯ଼ାଇଛନ୍ତି, ଟଙ୍କା ସୁନା ନେଇ ପଳେଇଛନ୍ତି।  ଏବେ ବାଧ୍ୟ ହୋଇ ବର ଭୁବନେଶ୍ବର ଭରତପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି। କଥା ଅଧିକ ଲେଖିବାର ନାହିଁ। କାରଣ ଏବିଷୟରେ ଆପଣ ଅଳ୍ପ ବହୁତେ ଜାଣି ସାରିବେଣି। କିନ୍ତୁ ଏଠାରେ କଥା ଆପଣଙ୍କ…

Read More

କାହିଁକି ଭୁବନେଶ୍ବରକୁ ଭୁଲିପାରିବନି ଆର୍ଜେଣ୍ଟିନା-ଜାଣନ୍ତୁ

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର ବିଶ୍ବକପ ହକି ଶେଷ ହୋଇଛି । ଫାଇନାଲରେ ଜର୍ମାନୀକୁ ହରାଇ ଟାଇଟଲ ହାତେଇଛି ଆର୍ଜେଣ୍ଟିନା ।  ଫାଇନାଲ ମ୍ୟାଚ ଖୁବ ରୋମାଞ୍ଚକର ହୋଇଥିଲା। ଏମିତିକି ବେଳେ ବେଳେ ଲାଗୁଥିଲା ଜର୍ମାନୀ ଜିତିଯ଼ିବ ଆଉ ବେଳେ ବେଳେ ଲାଗୁଥିଲା ଆର୍ଜେଣ୍ଟିନା।  ଫାଇନାଲ ମ୍ୟାଚରେ ଜର୍ମାନୀକୁ ୪-୨ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଛି ଆର୍ଜେଣ୍ଟିନା । ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେଇଥିଲା ଏହି ହକି ମହାକୁମ୍ଭ।  ଆଜି ଶେଷ ଦିନରେ…

Read More

ଗଣେଶ ପୂଜା ପାଇଁ ନିୟମାବଳୀ-ଦେଖନ୍ତୁ କଣ କରିବେ କଣ ନାହିଁ

ଭୁବନେଶ୍ବର ଏବଂ ଏହାର ଆଖପାଖ ଅଞ୍ଚଳରେ ଶ୍ରୀଗଣେଶ ପୂଜା କେମିତି ପାଳନ କରାଯ଼ିବ ସେନେଇ ଭୁବନେଶ୍ବର ମୁନିସିପାଲ କର୍ପୋରେସନ BMC ଗାଇଡଲାଇନ୍ ଜାରି କରିଛି । COVID-19 ପ୍ରୋଟୋକଲ ଅନୁସାରେ ଭୁବନେଶ୍ବରବାସୀ ଗଣେଶପୂଜାର ଆୟୋଜନ କରିବେ । ମଣ୍ଡପ ଓ ପେଣ୍ଡାଲରେ ଗଣେଶ ପୂଜା ପରିଚାଳନା ପାଇଁ ଅନୁମତି ମିଳିଛି କିନ୍ତୁ ଏଥିରେ କିଛି ସର୍ତ୍ତ ରଖାଯାଇଛି। ଏହି ସର୍ତ୍ତସବୁ ପାଳନ କରିବା ଲାଗି କଡ଼ା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। 1 ମଣ୍ଡପରେ ପୂଜା କରିବା ପାଇଁ…

Read More

ସମ ଅଲ୍ଟିମେଟ ମେଡିକେୟାରର ନର୍ସମାନଙ୍କୁ ସମ୍ମାନିତ କଲା ସିଆଇଆଇ

କୋଭିଡ ମହାମାରୀ ସମୟରେ ଉଲ୍ଲେଖନୀୟ ସ୍ବାସ୍ଥ୍ୟ ସେବା ପାଇଁ ସାରା ଦେଶରେ ଦୃଷ୍ଟି ଆକର୍ଷଣ କରିଥିବା ସମ ହସ୍ପିଟାଲ ଗ୍ରୁପ ଏବେ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମଣ କରିଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ କରିଥିବାରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ସମ୍ ଅଲ୍ଟିମେଟ ମେଡ଼ିକେୟାର ନର୍ସିଂ ଟିମକୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା ମହାମାରୀ ଯୁଦ୍ଧରେ ନିଷ୍ପାପର ସେବା ଯୋଗାଇଥିବାରୁ ନର୍ସିଂ ଟିମକୁ ସମ୍ମାନିତ କରାଯାଇଛି । ୨୪ ଘଣ୍ଟା ନିଷ୍ଠା…

Read More

ସ୍ମାର୍ଟ ସିଟି ପୁରସ୍କାର ତାଲିକାରେ ବାଜି ମାରିଲା ସୁରଟ, ଭୁବନେଶ୍ବର କେଉଁଠି ରହିଲା?

    ସ୍ମାର୍ଟସିଟିର 6 ବର୍ଷ ପୂର୍ତ୍ତି ଅବସରରେ ଆଜି କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦେଶର ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର ଘୋଷଣା କରିଛି । ଏଥିରେ ଓଡ଼ିଶାକୁ କେବଳ ଦୁଇଟି କାଟାଗୋରିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସ୍ମାର୍ଟ ସିଟି ଭୁବନେଶ୍ବର ଶହେ ସ୍ମାର୍ଟ ସିଟି ମଧ୍ୟରେ ବିଭିନ୍ନ କାଟାଗୋରିରେ ବିଚାରକୁ ନିଆଯାଇଥିଲା । ମାତ୍ର ଦୁଇଟି କାଟାଗୋରିରେ ପୁରସ୍କୃତ ହୋଇଛି ଭୁବନେଶ୍ବର, ସେ ପୁଣି ଅଲଗା ଅଲଗା କାଟାଗୋରିରେ ଦ୍ବିତୀୟ…

Read More