ଜାଣନ୍ତୁ ଧର୍ମେନ୍ଦ୍ରଙ୍କ ବାବଦରେ କିଛି ଅଜଣା କଥା

ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ରଙ୍କର ଗତକାଲି ପରଲୋକ ହୋଇଯାଇଛି। ଧର୍ମେନ୍ଦ୍ର ଏମିତି ଏକ ଜଣେ ଷ୍ଟାର ଥିଲେ ଯିଏ 6 ଦଶକ ଯାଏଁ ନିଜର ଅଭିନୟର ଯାଦୁ ଜାରି ରଖିଥିବା ବେଳେ ଲଗାତର ହିଟ୍ ଫିଲ୍ମ ଦେବାର ରେକର୍ଡ ତାଙ୍କ ନାଁରେ ରହିଛି । ଆପଣ ଧର୍ମେନ୍ଦ୍ରଙ୍କ ଫିଲ୍ମ ବାଦରେ ଅନେକ କଥା ଜାଣିଥିବେ କିନ୍ତୁ ଏମିତି ବି କଥା ଅଛି ଯାହା ଆପଣ ହୁଏତ ଜାଣିନଥିବେ। ଆସନ୍ତୁ ନଜର ପକାଇବା ଏମିତି କିଛି ଅଜଣା କଥା ଉପରେ…

Read More

ସନ୍ୟାସୀ ହୋଇଯାଇଥିବା ଜଣେ ଅଭିନେତ୍ରୀଙ୍କ ଅକୁହା କଥା

ଜଣେ ଅଭିନେତ୍ରୀଙ୍କ କାହାଣୀ, ଯାହାଙ୍କୁ ଆପଣ ନିଜ ଟିଭିରେ ନିଶ୍ଚୟ ଦେଖିଥିବେ, ଯାହାଙ୍କ ହସ, ଅଭିନୟ ଏବଂ ପ୍ରତ୍ୟେକ ଚରିତ୍ର ଲୋକଙ୍କ ହୃଦୟରେ ଘର କରି ରହିଛି । 27 ବର୍ଷ ଧରି ସେ ପ୍ରତିଟି ଘରର ପରିଚୟ ହୋଇ ରହିଥିଲେ। କେବେ ବୋହୂ ଭାବରେ, ତ କେବେ ଭଉଣୀ, ପୁଣି କେବେ ସିନେମାର ପରଦାରେ ତାଙ୍କୁ ଦେଖିଥିବେ | ତାଙ୍କ ଚମକୁଥିବା ହସ ପଛରେ ଏକ ଗଭୀର ଅକୁହା ସତ ଲୁଚି ରହିଥିଲା, ଯାହା ଖୁବ୍…

Read More

ବଲିଉଡ଼କୁ ଏବେ କଣ ଅକାଳ ପଡ଼ିଛି ?

  () ଦୁଇ ଦିନ ଯାଇନି, ଆଉ ଜଣେ ହାସ୍ୟ ଅଭିନେତାଙ୍କର ଦେହାନ୍ତ। ବଲିଉଡ଼ରେ ଏବେ ଯେମିତି ଅକାଳ ପଡ଼ିଛି। ଯେଉଁସବୁ ଅଭିନେତାମାନଙ୍କ ସହିତ ଦର୍ଶକମାନେ ନିଜକୁ ଯୋଡ଼ି ନେଉଥିଲେ, ଯେଉଁମାନଙ୍କୁ ଭୁଲିଯାଇଥିଲେ ମଧ୍ୟ ଅତି ଆପଣର ଭାବି ଆସୁଥିଲେ ସେମିତି କିଛି ଅଭିନେତା ଜଣଙ୍କ ପରେ ଜଣେ ବାଟ କାଟୁଛନ୍ତି। ଅତି କୋହଭରା କଣ୍ଠରେ କିଛି ଅଭିନେତା ଏଭଳି ଦୁଃଖ ବ୍ୟକ୍ତ କରିଛନ୍ତି । ବଲିଉଡ଼ ଯେମିତି କିଛି ଦିନ ଧରି ଶୋକ ପାଳନ ହିଁ…

Read More
Monalisa

କିଏ ସେ ନୀଳ ନୟନା, ଯାହାଙ୍କ ପାଇଁ ନେଟିଜେନ ଦିୱାନା

ତାରକା ସଦୃଶ ଆଖି ଥିବା ଜଣେ ସୁନ୍ଦରୀ ମହିଳା ସୋସିଆଲ ମିଡିଆର ନୂଆ ସେନସେସନ ହୋଇଛି । ସେ କୌଣସି ହଲିଉଡ଼ କିମ୍ବା ବଲିଉଡ ବ୍ୟୁଟି ନୁହନ୍ତି କିନ୍ତୁ ଏବେ ନେଟିଜେନ ସେହି ସୁନ୍ଦରୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଏହି ଡସ୍କି ବ୍ୟୁଟି ଏବେ ରାତାରାତି ସୋସିଆଲ ମିଡିଆ କ୍ବିନ ହୋଇଯାଇଛନ୍ତି। ଏହି ଯୁବତୀ ହେଉଛନ୍ତି ମୋନାଲିସ ଭୋନସଲେ। ମୋନାଲିସାଙ୍କୁ କୁମ୍ଭ ମେଳାରେ ଠାବ କରାଯିବା ପରେ ତାଙ୍କ ସୌନ୍ଦର୍ଯ୍ୟର ଅନେକ ଦିୱାନା ହୋଇଯାଇଛନ୍ତି ।…

Read More

“କରୀନା କପୁର ଖାନ୍ ପୁଣି ସୀତା: କଭି ନେହିଁ”

କରୀନା କପୁର ଖାନ ଏବେ ପୁଣି ବିବାଦରେ । ବିବାଦ ତାଙ୍କର ନୂଆ ଫିଲ୍ମକୁ ନେଇ । ମିଡିଆ ରିପୋର୍ଟ ଅନୁସାରେ କରୀନା କପୁର ସୀତା ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯ଼ାଉଛନ୍ତି । ଏହି ଖବର ପ୍ରଚାର ହେବା ମାତ୍ରେ ନାନା ଦି ଚର୍ଚ୍ଚା ଲାଗି ରହିଛି ।ଏପରିକି ନେଟ ଦୁନିଆରେ ଏବେ #BoycottKareenaKhan ଟ୍ରେଣ୍ଡିଂ କରିବା ଆରମ୍ଭ କରିଦେଇଛି। ଟ୍ବିଟରରେ ତାଙ୍କୁ ବିରୋଧ କରି ପୋଷ୍ଟ ମାନ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ…

Read More

ତାପସୀ ପନ୍ନୁଙ୍କ ବିରୋଧରେ ହତ୍ୟା ମାମଲା … କେମିତି ଏ କାହାଣୀ

ଅଭିନେତ୍ରୀ ତାପସୀ ପନ୍ନୁ ଏବେ ଚର୍ଚ୍ଚାରେ । ଚର୍ଚ୍ଚା ଏୟାଯେ ତାଙ୍କ ବିରୋଧରେ ଆସିଛି ହତ୍ୟା ଅଭିଯୋଗ, ସେ ପୁଣି ତାଙ୍କ ସ୍ବାମୀଙ୍କ ହତ୍ୟା ମାମଲାରେ ପୋଲିସ ତାଙ୍କୁ ଜେରା କରୁଛି। କଥା ଟା ବେଶୀ ବୁଲେଇବା ଠିକ ନୁହେଁ। କାରଣ ଅବିଭାହିତା ତାପସୀ ପନ୍ନୁଙ୍କ ବିରୋଧରେ ପୁଣି ସ୍ବାମୀଙ୍କୁ ହତ୍ୟା କରିବାର ଅଭିଯୋଗ ଆସିଛି। କଥା ହେଉଛି ତାପସୀଙ୍କର ନୂଆ ଫିଲ୍ମ ହସିନା ଦିଲରୁବା ର ଟ୍ରେଲର ଆସିଛି। ଫିଲ୍ମରେ ତାପସୀ ପନ୍ନୁ ରାନି ଭୂମିକାରେ…

Read More