ଏହି ହସ କରିଛି ମତୁଆଲା ନେଟ ଦୁନିଆରେ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହୋଇଯିବା ପରେ ଅନେକ ରାତାରାତି ଷ୍ଟାର ହୋଇଯ଼ିବାର ନଜିର କିଛି କମ ନାହିଁ  । ସେ ମୋନାଲିସା ଭଦ୍ରା ହୁଅନ୍ତୁ କି ରାନୁ ମଣ୍ଡଳ ହୁଅନ୍ତୁ । ଗୋଟିଏ ଗୋଟିଏ ଭିଡିଓ ଏମାନଙ୍କୁ ଷ୍ଟାର କରିଦେଇଛି । ଏବଂ ଏମାନଙ୍କ ଷ୍ଟାଇଲ ଚର୍ଚ୍ଚାର ବିଷୟ ହୋଇଛି । ନେଟ ଦୁନିଆରେ ଏବେ ଏମିତି ଏକ ଝିଅର ପୋଷ୍ଟ ଖୁବ ଭାଇରାଲ ହେଉଛି । ଭିଓଟି ଆନୋନିମ ଉଇମେନ ପୋଷ୍ଟରେ ସେୟାର କରାଯାଇଥିବା ବେଳେ ଝିଅଟିର ସୌନ୍ଦର୍ଯ୍ୟ ଅନେକକୁ ଆକର୍ଷିତ କରିଛି । ଯେଉଁ ଲିଙ୍କରେ ଭିଡିଓ ଭାଇରାଲ ହୋଇଛି ନିମ୍ନରେ ଦିଆଯାଇଛି

https://www.instagram.com/p/CPqd_0UFMo9/

କିମ୍ବା ୟୁ ଟ୍ୟୁବରେ ବି ଭିଡିଓଟି କିଛି ଏମିତି ସ୍ଥାନରେ ଦେଖାଦେଇଛି

ଏହି ଭିଡିଓଟିକୁ ଏବେ ସୁଦ୍ଧା 20 ଲକ୍ଷ ଲୋକ ଦେଖିସାରିଲେଣି। କିନ୍ତୁ ଝିଅଟିରି ପରିଚୟ ଏପର୍ଯ଼୍ୟନ୍ତ ଜଣା ପଡ଼ିନାହିଁ। କେବଳ ଭିଡିଓରୁ ଦେଖାଯାଉଛି ଯେ ଝିଅଟି ଏକ ଅଜଣା ସ୍ଥାନରେ ରୁଟି ତିଆରି କରୁଛି । କିନ୍ତୁ ସେ ଅବଗତ ନାହିଁ ଯେ ତାର କେହି ଭିଡିଓ ସୁଟିଂ କରୁଛି ।ପରେ  ଯେତେବେଳେ ସେ ଜାଣୁଛି ତାର କେହି ଫଟୋ ଉଠାଉଛି ସେ ଖୁବ ସରଳ ହସଟିଏ ଦେଉଛି । ଆଉ ସେହି ହସର ହିଁ ଏବେ ଦିବାନା ହୋଇ ଯାଇଛନ୍ତି ଅନେକ ।

 

Leave a Reply

Your email address will not be published. Required fields are marked *