Blog

ଆମେରିକାର ସିଏଟଲ ସହରରେ ଜାତିଗତ ଭେଦଭାବ ଦୂର କରିଥିବା କ୍ଷମା ସାୱନ୍ତ କିଏ ?

ନୂଆଦିଲ୍ଲୀ, ୨୩/୨ : ଜାତି ଆଧାରିତ ଭେଦଭାବ ଉପରେ ପ୍ରତିବନ୍ଧକ ଲଗାଇଥିବା ପ୍ରଥମ ସହର ହେଉଛି ଆମେରିକାର ସିଏଟଲ। ଏହି ଭେଦଭାବ ନୀତିକୁ ଦୂରୀକରଣ କରିବା ପଛରେ କ୍ଷମା ସାୱନ୍ତଙ୍କ ବଡ଼ ଯୋଗଦାନ ରହିଛି। ମୂଳ ରୂପରେ ଭାରତୀୟ କ୍ଷମା ସାୱନ୍ତ ସିଏଟଲ ସିଟି କାଉନସିଲରେ ଜାତିଗତ ଭେଦଭାବ ଦୂରୀକରଣ ପାଇଁ ପ୍ରସ୍ତାବ ରଖିଥିଲେ। ମଙ୍ଗଳବାର ଏହି ପ୍ରସ୍ତାବରେ ମୋହର ବାଜିଛି। ଜଣେ ଶିକ୍ଷୟିତ୍ରୀ, ଅର୍ଥନୀତିଜ୍ଞ ତଥା ସମାଜସେବୀ ହେଉଛନ୍ତି କ୍ଷମା ସାୱନ୍ତ। ସିଏଟଲ ନଗର ପରିଷଦରେ…

Read More

୩ ବର୍ଷ ଧରି ହୋଇଥିଲେ ଘରୋଇ ହିଂସାର ଶିକାର, ଛାଡ଼ପତ୍ର ଦେଇ କଲେ ନୂଆ ଆରମ୍ଭ, ଆଜି ପୋଲିସ ଅଫିସର…

ନୂଆଦିଲ୍ଲୀ, ୨୦/୦୨ : ଦିନେ ସ୍ଵାମୀ ଠାରୁ ହେଉଥିଲେ ଅତ୍ୟାଚାରିତ, ଅପମାନିତ। ବିବାହିତ ଜୀବନ ପ୍ରତି ଆସିଯାଇଥିଲା ବିତୃଷ୍ଣା ଭାବ। ଆତ୍ମହତ୍ୟା କରିବାକୁ ମଧ୍ୟ କରିଥିଲେ ଉଦ୍ୟମ। ହେଲେ ବିଚାର ବଦଳାଇଦେଲା ଦୃଢ ମନୋବଳ। ଏ ହେଉଛି କେରଳର କୋଝିକୋଡରେ ରହୁଥିବା ନୌଜିଶାଙ୍କ କାହାଣୀ। ଆଜି ନିଜ ଗୋଡ଼ରେ ଠିଆ ହେବ ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ୩୨ ବର୍ଷୀୟା ନୌଜିଶା। କମ୍ପ୍ୟୁଟର ଆପ୍ଲିକେସନରେ ଏମ.ଏ କରିଥିବା ନୌଜିଶା ଜଣେ ଗେଷ୍ଟ ଲେକଚରର ଭାବେ ଚାକିରୀ…

Read More

ରୋଷେଇ ଶାଳରୁ ହଜି ଗଲାଣି ପାରମ୍ପରିକ ପାତ୍ର ଓ ସାମଗ୍ରୀ, ଘର କୋଣରେ ପଡି ରହୁଛି ଶିଳ-ପୁଆ… ଲୋକେ ଭୁଲିଗଲେଣି କୁଲା ପାଛୁଡ଼ା

ଭୁବନେଶ୍ଵର, ୧୭/୦୨ : ରୋଷେଇ ଶାଳରୁ ହଜି ଗଲାଣି ପାରମ୍ପରିକ ପାତ୍ର ଓ ସାମଗ୍ରୀ। ଆଉ ନାହିଁ ବୋଉ ହାତ ରନ୍ଧା ସେହି ଚୁଲି ରନ୍ଧା ତିଅଣର ମହକ। ଅତ୍ୟାଧୁନିକ ଜୀବନଶୈଳୀରେ ଆଉ କାମରେ ଆସୁନି ଏହି ପାରମ୍ପରିକ ଜିନିଷ। କଂସା ପାତ୍ର ବଦଳରେ ଏବେ ବ୍ୟବହାର ହେଉଛି ଷ୍ଟିଲ ବାସନ। କାଠ ଚୁଟି ବଦଳରେ ବ୍ୟବହାର ହେଉଛି ଅତ୍ୟାଧୁନିକ ଗ୍ୟାସ୍। ଶିଳପୁଆ- ସେହିପରି ଘରର ଏକ କୋଣରେ ଅବହେଳିତ ହୋଇ ପଡ଼ି ରହୁଛି ଶିଳପୁଆ। ତାର…

Read More

କୃଷକ ପରିବାରରେ ୫ ଝିଅ ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ, ୧୬/୦୨ : ମହିଳା ଗର୍ଭପାତ ଓ ଶିଶୁ ବିବାହ ପାଇଁ ପରିଚିତ ରାଜ୍ୟରେ ଜଣେ କୃଷକ ପରିବାରରେ ୫ ଝିଅ ହାକିମ ହେବା ଆଦୌ ସାଧାରଣ କଥା ନୁହେଁ । ଏହା ଦେଖିବାକୁ ମିଳିଛି ରାଜସ୍ଥାନରେ । ଗୋଟିଏ ପରିବାରର ୫ ଝିଅ ହୋଇଛନ୍ତି ରାଜସ୍ଥାନ ପ୍ରଶାସନିକ ଅଫିସର୍‌ । ସେମାନଙ୍କ ମତରେ ‘ଆମ ସଫଳତାର ରହସ୍ୟ ହେଉଛି ବାପାଙ୍କ ପ୍ରଗତିଶୀଳ ଚିନ୍ତାଧାରା’ । ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାର ଭେରୁସାରିରରେ ରୁହନ୍ତି ସହଦେବ ସାହାରା ।…

Read More

ଚର୍ଚ୍ଚାରେ ଜାପାନର ବିନ୍‌ ବ୍ୟାଗ୍‌ ପୋଷାକ

ନୁଆଦିଲ୍ଲୀ, ୧୬/୦୨ : ଅଜବ ଗଜବ ଉଦ୍ଭାବନର ପେଣ୍ଠସ୍ଥଳୀ ହେଉଛି ଜାପାନ । ଏବେ ଏଠାରେ ଏଭଳି ଏକ ପୋଷାକ ପ୍ରସ୍ତୁତ ହୋଇଛି, ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି । ଏହା ହେଉଛି ପିନ୍ଧିବାଯୋଗ୍ୟ ବିନ୍‌ ବ୍ୟାଗ୍‌ । ବିନ୍‌ ବ୍ୟାଗ୍‌ ପିନ୍ଧିବାର ଆବଶ୍ୟକତା କ’ଣ ବୋଲି ଆପଣ ଭାବୁଥିବେ । ତୁଳାପରି ନରମ ବିନ୍‌ ବ୍ୟାଗ୍‌ ଚେୟାରରେ ବସିବା ବେଶ ଆରାମଦାୟକ । କାର୍ଯ୍ୟସ୍ଥଳୀରେ ଚାପ ଦୂର କରିବା ପାଇଁ ଲୋକେ ଏଥିରେ କିଛି…

Read More

ନାଇଟ୍‌ଆଙ୍ଗେଲ ଅଫ୍‌ ଇଣ୍ଡିଆ’ ସରୋଜିନୀ ନାଇଡୁଙ୍କ ଆଜି ଜନ୍ମ ଜୟନ୍ତୀ

ଭୁବନେଶ୍ଵର, ୧୩/୦୨ : ‘ନାଇଟ୍‌ଆଙ୍ଗେଲ ଅଫ୍‌ ଇଣ୍ଡିଆ’ ନାମରେ ପ୍ରସିଦ୍ଧ ସରୋଜିନୀ ନାଇଡୁଙ୍କ ଆଜି ଜନ୍ମ ଜୟନ୍ତୀ । ରାଜନୈତିକ କାର୍ଯ୍ୟକର୍ତ୍ତା, ମହିଳା ଅଧିକାରର ସମର୍ଥକ, ସ୍ୱାଧୀନତା ସଂଗ୍ରାମୀ ତଥା ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଭାରତୀୟ ମହିଳା ଅଧ୍ୟକ୍ଷା ସରୋଜିନୀ ନାଇଡୁଙ୍କ ଜନ୍ମ ହାଇଦ୍ରାବାଦରେ ୧୮୭୯ ମସିହାରେ ହୋଇଥିଲା । ତାଙ୍କ ପିତା ଅଘୋରେନାଥ ଚଟ୍ଟୋପାଧ୍ୟାୟ ହାଇଦ୍ରାବାଦର ନିଜାମ କଲେଜରେ ପ୍ରିନ୍ସିପାଲ ଥିଲେ । ସରୋଜିନୀ ମାଡ୍ରାସ ଏବଂ ଲଣ୍ଡନର କିଙ୍ଗ୍‌ସ କଲେଜରୁ ଶିକ୍ଷା ଲାଭ…

Read More

ମା’ କ୍ଷୀର ଶିଶୁପାଇଁ ପ୍ରଥମ ଟୀକା, ଜାଣନ୍ତୁ କେଉଁ ରୋଗ ଥିଲେ କରାଇ ପାରିବେ ନାହିଁ ସ୍ତନ୍ୟପାନ…

ମା’ କ୍ଷୀର ଶିଶୁପାଇଁ ପ୍ରଥମ ଟୀକା, ଜାଣନ୍ତୁ କେଉଁ ରୋଗ ଥିଲେ କରାଇ ପାରିବେ ନାହିଁ ସ୍ତନ୍ୟପାନ… ଭୁବନେଶ୍ଵର, ୧୦/୦୨ : ମା’ କ୍ଷୀର ଶିଶୁପାଇଁ ପ୍ରଥମ ଟୀକା ଏବଂ ପ୍ରତିରୋଧକ ଶକ୍ତିର ଭଣ୍ଡାର, ଯାହା ଶିଶୁକୁ ଭିଟାମିନ୍‌ ଏ’ ଓ ଡି’ ସହ ସମସ୍ତ ପ୍ରକାର ଭିଟାମିନ ଯୋଗାଇଥାଏ । ଏହା ଶିଶୁ ପାଇଁ ଖୁବ୍‌ ଜରୁରୀ । ଚାଲନ୍ତୁ ଜାଣିବା କେଉଁ ରୋଗ ଥିଲେ ମା’ ଶିଶୁକୁ ସ୍ତନ୍ୟପାନ କରାଇପାରିବେ ନାହିଁ । ଯକ୍ଷ୍ମାରୋଗ…

Read More

ଆବଶ୍ୟକତା ଠାରୁ ଅଧିକ ଡାର୍କ ଚକୋଲେଟ୍‌ ଖାଇବା ସ୍ବାସ୍ଥ୍ୟ ପାଇଁ ଘାତକ, ଜାଣନ୍ତୁ…

ଭୁବନେଶ୍ୱର, ୦୯/୦୨ : ଡାର୍କ ଚକୋଲେଟ୍‌ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଏହାର ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ। ଅଧିକାଂଶ ଲୋକେ ଏହାର ସ୍ୱାଦ ଚାଖିବା ପାଇଁ ପସନ୍ଦ କରନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ସୁସ୍ଥକର ବୋଲି ମଧ୍ୟ ବିଶ୍ୱାସ। ଡାର୍କ ଚାକୋଲେଟ୍‌ ଖାଇବା ଦ୍ୱାରା ଅନେକ ଯନ୍ତ୍ରଣାରୁ ଆରମ ମିଳିଥାଏ। ବିଶେଷ କରି ମହିଳାମାନେ ଏଥିରେ ଅନେକ ଲାଭ ପାଇଥାନ୍ତି। କିନ୍ତୁ ଏହି ଡାର୍କ ଚକୋଲେଟ୍‌ ଯେତିକି ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ସେତିକି…

Read More

ବାଘ ବଜାରୀ Dance of Tigers ଫିଲ୍ମର ପୋଷ୍ଟର ଓ ଟ୍ରେଲର ରିଲିଜ୍, ଦର୍ଶକ ପରଦାରେ ଦେଖିବେ ବାଘ ଭଳି ମଣିଷର ହିଂସ୍ର ଆଚରଣ

ଭୁବନେଶ୍ଵର, ୦୮/୦୨ : ବାଘ ବଜାରୀ Dance of Tigers ଫିଲ୍ମର ପୋଷ୍ଟର ଓ ଟ୍ରେଲର ରିଲିଜ। ଭୁବନେଶ୍ଵରର ଗୀତ ଗୋବିନ୍ଦ ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରମେୟ ଓ ନ୍ୟୁଜ-୭ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ପ୍ରତିଷ୍ଠିତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ପ୍ରଣବ ଦାସ ଓ ନାଟ୍ୟକାର ବିଜୟ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବାଘ ବଜାରୀ…

Read More

ତୁମେ କଣ କଲେକ୍ଟର ? କଟାକ୍ଷ ବଦଳାଇଦେଲା ଜୀବନର ଗତିପଥ, ଡାକ୍ତରାଣୀରୁ ହେଲେ କଲେକ୍ଟର

ନୂଆଦିଲ୍ଲୀ, ୦୭/୦୨ : କଟାକ୍ଷ ବଦଳାଇଦେଲା ଜୀବନର ଗତିପଥ। କଠିନ ପରିଶ୍ରମ କରି ଡାକ୍ତରାଣୀରୁ ହେଲେ କଲେକ୍ଟର। ଆମେ କହୁଛୁ ଆଇଏଏସ୍ ଅଫିସର ପ୍ରିୟଙ୍କା ଶୁକ୍ଳାଙ୍କ କଥା। ଦିନେ ରୋଗୀଙ୍କୁ ଚିକିତ୍ସା କରିବା ସମୟରେ ତାଙ୍କୁ ଜଣେ ମହିଳା କହିଥିଲେ ଯେ, ତୁମେ କଣ କଲେକ୍ଟର। ମହିଳାଙ୍କ ଏହି ଉକ୍ତି ପ୍ରିୟଙ୍କାଙ୍କୁ ବ୍ୟଥିତ କରିଥିଲା ଏବଂ ସେ ଆଇଏଏସ୍ ଅଧିକାରୀ ହେବା ପାଇଁ ମନସ୍ଥ କରିଥିଲେ। ଏଥିପାଇଁ ତାଙ୍କ ପରିବାର ତାଙ୍କୁ ଖୁବ୍ ସହଯୋଗ କରିଛନ୍ତି। ପିଲାଦିନରୁ…

Read More