ଭିଟାମିନ୍ B 12 ଅଭାବରୁ ହୋଇଥାଏ ଏହି ସବୁ ସମସ୍ୟା, ଜାଣନ୍ତୁ…
ନୂଆଦିଲ୍ଲୀ, ୦୪/୧୧ : ଆମ ଶରୀର ପାଇଁ ନିହାତି ଆବଶ୍ୟକ ଭିଟାମିନ୍ B12। କାରଣ ଏହା ଶରୀରରେ DN ତିଆରି କରିବା ସହ ଫୋଲିକ୍ ଏସିଡ୍ ଅବଶୋଷଣ କରିଥାଏ। ତେଣୁ ଆମେ ଏହାକୁ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ, ନଚେତ୍ ଆମେ ଅନେକ ବିପଜ୍ଜନକ ରୋଗର ଶିକାର ହୋଇପାରିବା। ଆସନ୍ତୁ ଜାଣିବା ଭିଟାମିନ୍ B12 ଅଭାବରେ କେଉଁ ସବୁ ସମସ୍ୟା ହୋଇଥାଏ। ଆମ୍ନେସିଆ : ଯେଉଁମାନେ ଭିଟାମିନ୍ B12 ରେ ଭରପୂର ଖାଦ୍ୟ ଖାଆନ୍ତି ନାହିଁ,…
