ସୁନା ଝିଅ ଦୀପିକା କୁମାରୀ – ସ୍ବାମୀଙ୍କ ସହ ଧନୁତୀର ଖେଳି, ମାରିଲେ ବାଜି

ସୁପରଷ୍ଟାର ଭାରତୀୟ ଆଥଲେଟ ଦୀପିକା କୁମାରୀ ହ୍ୟଟ୍ରିକ ଗୋଲ୍ଡ ଜିଣି ଭାରତକୁ ଗୌରବାନ୍ବିତ କରିଛନ୍ତି । ପ୍ୟାରିସରେ ଚାଲିଥିବା ବିଶ୍ବକପ ଆର୍ଚେରୀ (ଧନୁଚାଳନା) ଷ୍ଟେଜ 3 ବିଶ୍ବକପରେ ଦୀପିକା ତିନି ତିନି ଥର ସଫଳତା ଅର୍ଜନ କରିଛନ୍ତି। ପ୍ରଥମେ ମହିଳା ଏକକ ରିକର୍ଭ ଇଭେଣ୍ଟରେ ଦୀପିକା ସ୍ବର୍ଣ୍ଣ ଜିଣିଥିଲେ । ଏହାପରେ ମିକ୍ସଡ ଇଭେଣ୍ଟରେ ପତି ଅତନୁ ଦାସଙ୍କ ସହିତ ମିଶି ମଧ୍ୟ ସେ ସ୍ବର୍ଣ୍ଣ ଜିଣିଥିଲେ। ଉଭୟ ନେଦରଲ୍ୟାଣ୍ଡସର ଜେଫ ଭ୍ୟାନ ଡେନ ବର୍ଗ ଏବଂ…

Read More

ସିଂହକୁ କରୋନା , ଡେଲଟା ଭାଇରସରେ ଆକ୍ରାନ୍ତ

କୋଭିଡ ଭୂତାଣୁ ପାଇଁ ମଣିଷ କଲବଲ ହେଉଥିବା ବେଳେ ପଶୁମାନେ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି। ତାମିଲନାଡୁର ବାନ୍ଦାଲୁରର ଆରିଗନାର ଆନ୍ନା ଚିଡ଼ିଆ ଖାନାର 4 ସିଂହ ଡେଲଟା ଭାଇରସ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହି 4 ସିଂହଙ୍କ ଜେନୋମ ସିକ୍ବେନ୍ସିଂ କରାଯ଼ିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଏମାନେ B.1.617.2 ବା ଡେଲଟା ଭାଇରସ ଦ୍ବାରା ସଂକ୍ରମିତ ହୋଇଛନ୍ତି। ଆରିଗନାର ଆନ୍ନା ଚିଡ଼ିଆ ଖାନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ପୂର୍ବରୁ…

Read More

ଗଲୱାନ ଦିବସରେ ସେନାର ଏହି ଭିଡିଓ ଦେଖିଲେ ଗର୍ବରେ ଛାତି ଫୁଲି ଉଠିବ

ଗଲୱାନରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷକୁ ଏକ ବର୍ଷ ପୂରିଯାଇଛି । ଏହି ଉଦ୍ଦେଶ୍ୟରେ ଭାରତୀୟ ସେନା ଏକ ଭିଡିଓ ଜାରି କରିଛି । ଏହି ଭିଡିଓ ‘ଗାଲୱାନ୍ କେ ବୀର୍’ ନାମରେ ପ୍ରକାଶିତ ହୋଇଛି । ଏଥିରେ ଭାରତୀୟ ସୈନିକମାନଙ୍କର ବୀରତ୍ୱର ଚିତ୍ର ରହିଛି । ୪ ମିନିଟ୍, ୫୯ ସେକେଣ୍ଡର ଏହି ଭିଡିଓରେ ଭାରତୀୟ ସେନାର ପରାକ୍ରମ ପ୍ରଦର୍ଶନ କରାଯାଇଛି। ଏହି ଭିଡିଓରେ ପ୍ରସିଦ୍ଧ ଗାୟକ ହରିହରନ୍ ନିଜର ସ୍ୱର…

Read More

କାର ବୁଡ଼ିଗଲା କୂଅ ଭିତରେ, କେମିତି ବାହାରିଲା ଦେଖନ୍ତୁ

ଭାଗ୍ୟଭଲ କେହି ଲୋକ ନଥିଲେ। ନ ହେଲେ କଣ ହୋଇଥାନ୍ତା କହିଲେ। ହଠାତ କାର ତଳୁ ଭୂମି ଧସିଗଲା ଆଉ କାରଟି ତଳକୁ ତଳକୁ ଚାଲିଗଲା, ଯେମିତି ପାତାଳପୁରୀ ଯିବା ପାଇଁ ହଠାତ ଅଟୋ ମୋଡକୁ ଆସିଯାଇଥିଲା ଏହି କାର୍ । କାର ତଳେ ହଠାକ ମାଟି ଧସିଲା, ଏକ ଗର୍ତ୍ତ ସୃଷ୍ଟି ହୋଇଗଲା। ଏହାପରେ ବ୍ଲୁ ରଙ୍ଗର ନୂଆ ଦିଶୁଥିବା କାରଟି ତଳକୁ ତଳକୁ ଚାଲିଥିଲା ଏବଂ ବୁଡ଼ିଯାଇଥିଲା କେହି ନିକଟରେ ଭିଜୁଆଲ ନେଇଥିଲେ ବୋଲି…

Read More

ହାତୀ ଖାଇଦେଲା ହେଲମେଟ

  ହଁ ହଁ ଆପଣ ଠିକ୍ ପଢ଼ିଛନ୍ତି ହେଡଲାଇନରେ ହାତୀଟିଏ ହେଲମେଟ ଖାଇଦେଲା । କେମିତି ଖାଇଲା ଖାଇକି କଣ ହେଲା ତାହା ଜାଣିବା ପାଇଁ ଆପଣଙ୍କର ଉତ୍କଣ୍ଠା ନିଶ୍ଚଯ ବଢ଼ିବଣି । ଦେଖୁଥିବା ଚିତ୍ରରେ ତ ଏମିତି ଦେଖାଯାଉଛି । ହାତୀଟି ବାଇକ ପାଖରେ ଠିଆ ହୋଇଛି । ପରେ ବାଇକରେ ଲାଗିଥିବା ହେଲମେଟକୁ ଖାଇଦେଉଛି । ହାତୀକୁ ଘଉଡ଼ାଇବା ଲାଗି ଲୋକେ ଚେଷ୍ଟା କରିଥିଲେ । କିନ୍ତୁ ହାତୀ ଥିଲା ବେଫିକର। ତାର ଜିଦି…

Read More

ଜାଣନ୍ତୁ କେଉଁ ଟିକା ଦାମ କେତେ ? ଆପଣ ପାଉଛନ୍ତି କେତେରେ…

ସମସ୍ତଙ୍କୁ ମାଗଣାରେ ଟିକା ଦିଆଯ଼ିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିସହିତ ଘରୋଇ ହସ୍ପିଟାଲରେ ଟିକା ମଧ୍ୟ କିଣିବା ପାଇଁ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ପର ଦିନ କେନ୍ଦ୍ରସରକାର ଟିକା ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଟିକା କେମିତି ଉତ୍ପାଦନକାରୀ କମ୍ପାନିଙ୍କଠାରୁ ଆସିବ ଏବଂ ରାଜ୍ୟଗୁଡ଼ିକୁ ବିତରଣ କରାଯିବ ଏସବୁ ବ୍ୟବସ୍ଥା କରିଛନ୍ତି। ତେବେ ଦେଶରେ ଘରୋଇ ହସ୍ପିଟାଲରେ ଟିକା ମିଳିବା ଆରମ୍ଭ ହେବା ପର ଠାରୁ କିଛି…

Read More

ପୁଅ ପାଇଁ ଅହିରାଜକୁ ମାଡ଼ିବସିଲେ ମୟୂରଭଞ୍ଜର ଏହି ମହିଳା …ତାପରେ …

8 ଫୁଟର ଅହିରାଜକୁ ଲାଙ୍ଗୁଡରୁ ଧରି ତାର ଫଣା ମାପୁଥିବା ଏହି ମହିଳାଙ୍କ ଫଟୋ ଏବେ ଦେଶ ସାରା ଭାଇରାଲ । ମୟୂରଭଞ୍ଜର ଏହି ମହିଳାଙ୍କ ଭିଡିଓ ଏବେ ସାରା ଦେଶର ଚର୍ଚ୍ଚାର ବିଷୟ ହୋଇଛି। ନ୍ୟୁଜ ଏଜେନ୍ସି ଏଏନଆଇ ତାଙ୍କର ଏହି ସାପଧରା ଫଟୋ ଓ ଭିଡିଓ ଛାଡ଼ିବା ପରେ ବିଭିନ୍ନ ଜାତୀୟ ଗଣ ମାଧ୍ୟମରେ ତାଙ୍କ ଫଟୋ ପ୍ରକାଶ ପାଇଛି। ତେବେ ଫଟୋରୁ ଯାହା ଦେଖାଯାଉଛି ଏହି ବିରାଟ ଅହିରାଜ, ଯାହାକୁ କିଙ୍ଗ କୋବ୍ରା…

Read More

କାଶ୍ମୀରର କୁନି ଝିଅ ପଚାରିଲା ମୋଦିଙ୍କୁ ପ୍ରଶ୍ନ.. ତାପରେ….

ଏକ କୁନିଝିଅର କଥା ପୂରା ଦେଶକୁ ଆନ୍ଦୋଳିତ କରିଦେଲା । ଏମିତି ହେଲା କି ଶେଷରେ ଜାମ୍ମୁ ଓ କାଶ୍ମରର ଉପ ରାଜ୍ୟପାଳ ହସ୍ତକ୍ଷେପ କଲେ ଏବଂ କୁନି ଝିଅର ଦାବିକୁ ଶୁଣିବାକୁ ବାଧ୍ୟ ହେଲେ ସରକାର ।  କାଶ୍ମୀରର ବାଟମାଲୁର ଏହି କୁନି ଝିଅ ମାଇରୂ ଇର୍ଫାନର ଏକ ଭିଡିଓ ଟ୍ବିଟରରେ ଖୁବ ଭାଇରାଲ ହୋଇଥିଲା। Modi saab ko is baat par zaroor gaur farmana chahiye😂 pic.twitter.com/uFjvFGUisI — SrinagarGirl (@SrinagarGirl)…

Read More

ରେଜିୟା ସୁଲତାନାକୁ ପାରାଦୀପରେ ଗୁଡ ବାଏ

    ଭାରତୀୟ ତଟରକ୍ଷୀ ବାହିନୀର ସେ ଥିଲା ଗର୍ବ ଓ ଗୌରବ । ଦେଶର ବହୁ ଗୁରୁତ୍ବପୂର୍ଣ୍ଣ ମିଶନରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲା । ତେବେ ତାକୁ ସସମ୍ମାନେ ଦିଆଯାଇଛି ବିଦାୟ। ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ରେଜିୟା ସୁଲତାନାକୁ ଆଜି ପାରାଦୀପଠାରେ କାର୍ଯ୍ୟାନ୍ତର କରାଯାଇଛି । ଏହି ଜାହାଜକୁ ପାରମ୍ପରିକ ପରେଡ ମାଧ୍ୟମରେ ବିଦାଯ ଦିଆଯାଇଛି। After 21 years of service, Indian Coast Guard Ship Raziya Sultana was…

Read More

ପିଲାଙ୍କ କଥା ରହିଲା ପରୀକ୍ଷା ବାତିଲ

  ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ରଦ୍ଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀଯ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଚାପ ନ ପକାଇବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ଜଣାଇଛନ୍ତି । Government of India has decided to cancel the Class XII CBSE Board Exams. After…

Read More