ଆପଣଙ୍କ ହୃଦୟକୁ ସୁସ୍ଥ ରଖେ ଏହି ସବୁ ଖାଦ୍ୟ, ଜାଣନ୍ତୁ…

ଭୁବନେଶ୍ୱର, ୨୧/୦୧ : ହୃଦଘାତ ଏବେ ଏକ ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ହୃଦଘାତରେ ଶିକାର ହୋଇ ଅକାଳରେ ବହୁ ଜୀବନ ଚାଲିଯାଉଛି। ସବୁବେଳେ ଫିଟନେସ୍‌କୁ ଗୁରୁତ୍ୱ ଦେଉଥିବା ସେଲିବ୍ରିଟି ବି ଏଥିରୁ ବାଦ ପଡ଼ୁ ନାହାନ୍ତି। ନିକଟ ଅତୀତରେ ପୁନୀତ ରାଜକୁମାର, କେକେ, ସିଦ୍ଧାର୍ଥ ଶୁକ୍ଳାଙ୍କ ପରି ସେଲିବ୍ରିଟି ହୃଦଘାତର ଶିକାର ହୋଇ ପ୍ରାଣ ହରାଇ ସାରିଛନ୍ତି। ଏବେ ପ୍ରସିଙ୍ଗ କମେଡିଆନ ରାଜୁ ଶ୍ରୀବାସ୍ତବ ହୃଦଘାତର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ…

Read More

ଓଡ଼ିଶା ବାହାରେ ଓଡ଼ିଶାର ପରିଚୟ ବହନ କରୁଥିବା ଖାଦ୍ୟ

 ଆପଣ ଯଦି ଓଡ଼ିଶା ବାହାରକୁ ଯାଇଥିବେ ତେବେ ଏମିତି କିଛି ଖାଦ୍ୟ ବଜାରରେ କିମ୍ବା ହୋଟେଲରେ କିମ୍ବା ସ୍ବିଟ ଷ୍ଟଲରେ ଦେଖିଥିବେ, ଯାହା ଆପଣଙ୍କର ଅତି ପରିଚିତ ଓ ଅତି ଚିହ୍ନା ହୋଇଥିବ । କୌତୁହଳ ବଶତଃ ଆପଣ ସେହି ମିଠା କିମ୍ବା ଖାଦ୍ୟ ବିଷୟରେ ପଚାରିଥିବେ କିନ୍ତୁ ଦୋକାନି କହିପାରିନଥିବ ଯେ ସେହି ମିଠା ଓଡ଼ିଶାର ଲୋକପ୍ରିୟ ମିଠା ବୋଲି। ଏହା ଏମିତି ହୋଇଛି କାରଣ ଆମର ମିଠା ତ ଖୁବ ସୁସ୍ବାଦୁ ଏବଂ ଅନ୍ୟସ୍ଥାନରେ…

Read More

ଗୋଲାପ ଜଳ ପରି ଖୁବ୍ ଲାଭଦାୟକ ହୋଇଥାଏ ଗୋଲାପ ତେଲ, ଜାଣନ୍ତୁ ଏହାର ବ୍ୟବହାର…

ଭୁବନେଶ୍ଵର, ୦୭/୦୧ : ତ୍ଵଚା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ଗୋଲାପ ଜଳ। ଏହାକୁ ଆପଣ ବିଭିନ୍ନ ଉପାୟରେ ବ୍ୟବହାର କରୁଥିବେ। ଏହାକୁ ଲୋକମାନେ ରୋଷେଇରେ ମଧ୍ୟ ବ୍ୟବହାର କରନ୍ତି। ତେବେ କଣ ଆପଣ ଜାଣିଛନ୍ତି କି ଗୋଲାପ ଜଳ ଭଳି ଗୋଲାପ ତଲ ଆମ ସ୍ଵାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହାକୁ ଏସେନସିଆଲ୍ ଅଏଲ କାଟେଗୋରୀରେ ରଖାଯାଇଛି। ଏହି ତେଲରେ ଆଣ୍ଟିସେପ୍ଟିକ, ଆଣ୍ଟିସ୍ପାସ୍ମୋଡିକ, ଆଣ୍ଟିଡିପ୍ରେସେଣ୍ଟ, ଆଣ୍ଟିଫ୍ଲଷ୍ଟିକ ଏବଂ ଆଣ୍ଟିଭାଇରାଲ୍ ଗୁଣ ରହିଛି। ତେବେ ଜାଣନ୍ତୁ…

Read More

ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରେ ଲମ୍ବା ଏବଂ ମୋଟା କେଶ, ବ୍ୟବହାର କରନ୍ତୁ ବିଟ୍ ଟନିକ୍

ଭୁବନେଶ୍ଵର, ୨୮/୧୨ : ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରେ ଲମ୍ବା ଏବଂ ମୋଟା କେଶ । କିନ୍ତୁ ଆଜିର ଜୀବନଶୈଳୀ, ଖାଇବା ଅଭ୍ୟାସ ଏବଂ ପ୍ରଦୂଷଣ ବୃଦ୍ଧି ହେତୁ କେଶ ଅକାଳ ଧୂସର ହେବା ସହ କେଶ ଝଡ଼ିବା ସମସ୍ୟା ସୃଷ୍ଟି ହେଉଛି। ଯେଉଁଥିପାଇଁ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ତେଣୁ କେଶର ଯତ୍ନ ନେବା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଏହି ରାମବାଣ ଉପାୟ। ଭିଟାମିନ୍-ଏରେ ଭରପୂର ହୋଇଥାଏ ବିଟ୍। ଯାହାକି ଆପଣଙ୍କ କେଶକୁ ଶକ୍ତି ଏବଂ ଚମକ…

Read More

ମାନସିକ ଅବସାଦର ଶୀକାର ହୋଇପାରନ୍ତି ଆପଣଙ୍କ ପିଲା, ଜାଣନ୍ତୁ ଏହାର ଲକ୍ଷଣ…

ନୂଆଦିଲ୍ଲୀ, ୧୩।୧୨ : ଭାରତରେ ପ୍ରାୟ ୧୦ ପ୍ରତିଶତ ଲୋକ ମାନସିକ ଅବସାଦରେ ପୀଡ଼ିତ। ଏମାନଙ୍କ ମଧ୍ୟରେ ପିଲାମାନେ ମଧ୍ୟ ଅଛନ୍ତି ସାମିଲ। ପିଲାମାନଙ୍କର ଅବସାଦର ମୂଳ ଲକ୍ଷଣ ହେଉଛି ସେମାନେ ମନଖୋଲି କଥା ହୋଇପାରନ୍ତି ନାହିଁ। ଏମିତିରେ ମାତା-ପିତାଙ୍କୁ ସେମାନଙ୍କର ଧ୍ୟାନ ରଖିବାକୁ ପଡ଼ିବ। ତେବେ ପ୍ରାୟତଃ ପିଲାମାନଙ୍କର ବ୍ୟବହାର ଭିନ୍ନଭିନ୍ନ ପ୍ରକାରର ହୋଇଥାଏ। କେହି କେହି ଅଧିକ ରାଗୀ ହୋଇଥାନ୍ତି ତ ଆଉ କେତେ ଜଣ ଉଦାସ ରହିଥାନ୍ତି। ସେହିପରି ଆଉ କିଛି ଚିଡଚିଡା…

Read More

ଶୀତ ଦିନେ ଖାଆନ୍ତୁ କନ୍ଦମୂଳ, ଶରୀର ପାଇଁ ବେଶ୍ ସ୍ବାସ୍ଥ୍ୟକର

ଭୁବନେଶ୍ୱର ୧୨/୧୨: କନ୍ଦମୂଳ ପୋଷକ ତତ୍ତ୍ୱରେ ଭରା । ଶୀତଦିନେ ଏହା ବଜାରରେ ବହୁ ମାତ୍ରାରେ ମିଳିଥାଏ । ଏଥିରେ ବହୁ ମାତ୍ରାରେ ଫାଇବର, ପ୍ରୋଟିନ୍‌, ପୋଟାସିୟମ୍‌, ଆଇରନ୍‌ ଓ ଭିଟାମିନ୍‌ ସି ମିଳିଥାଏ । କନ୍ଦମୂଳ କେବଳ ଖାଇବାକୁ ବେଶ୍‌ ସ୍ୱାଦିଷ୍ଟ ନୁହେଁ, ଶରୀର ପାଇଁ ମଧ୍ୟ ସ୍ୱାସ୍ଥ୍ୟକର । ଶୀତରେ ଶରୀରକୁ ହାଲ୍‌କା ଉଷୁମର ଆବଶ୍ୟକତା ରହିଥାଏ । କନ୍ଦମୂଳ ଶରୀରକୁ ଉଷୁମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାକୁ…

Read More

ଶୀତଦିନେ ମୁହଁରେ ଲଗାନ୍ତୁ ଗ୍ଲିସେରିନ୍, ଚିକ୍କଣ ହେବ ତ୍ବଚା

ଭୁବନେଶ୍ୱର, ୦୮/୧୨ : ମହିଳାମାନେ ସବୁବେଳେ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାନ୍ତି । ବହୁ ଘରୋଇ ନୁସ୍କା ମଧ୍ୟ କରନ୍ତି। ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ବ୍ୟବହାର କରିବା ସହ ବିଭିନ୍ନ ଉପଚାର କରିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ? ଶରୀରକୁ ସୁନ୍ଦର କରିବାରେ ଗ୍ଲିସେରିନର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର? ଧ୍ୟାନ ଦିଅନ୍ତୁ ଗ୍ଲିସେରିନକୁ କେବେ ସିଧାସଳଖ ବ୍ୟବହାର କରନ୍ତୁ ନାହିଁ ।…

Read More

ହେୟାର ଷ୍ଟ୍ରେଟ୍ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍, ଡ୍ୟାମେଜ୍ ହୋଇଯିବ ଆପଣଙ୍କ କେଶ

ଭୁବନେଶ୍ୱର, ୦୧/୧୨ : ବହୁତ କମ୍ ଝିଅ ହେୟାର ଷ୍ଟ୍ରେଟ୍ କରିବା ପାଇଁ ପାର୍ଲରକୁ ଯାଆନ୍ତି। କିନ୍ତୁ, ଝିଅମାନେ ଘରେ ହେୟାର ଷ୍ଟ୍ରେଟ୍ କରିବା ସମୟରେ ଅନେକ ଭୁଲ କରନ୍ତି। ସମସ୍ତେ ଭାବନ୍ତି ଘରେ ହେୟାର ଷ୍ଟ୍ରେଟ୍ କରିବା ଅତ୍ୟନ୍ତ ସହଜ। କିନ୍ତୁ କେଶକୁ ଷ୍ଟ୍ରେଟ୍ କରିବାବେଳେ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟ। ନଚେତ୍ ଏହା ଆପଣଙ୍କୁ ମହଙ୍ଗା ପଡିପାରେ। ଏହା ଦ୍ୱାରା ହେୟାର ଡ୍ୟାମେଜ୍ ହୁଏ ଏବଂ ପୂର୍ବ ଅପେକ୍ଷା ଅଧିକ…

Read More

ଛୋଟ ପିଲାଙ୍କର ଅଛି କି କୃମି ସମସ୍ୟା ? ଜାଣନ୍ତୁ ଲକ୍ଷଣ…

ଭୁବନେଶ୍ଵର, ୨୩/୧୧ : ଛୋଟ ପିଲାଙ୍କ ଶରୀରରେ ବିଭିନ୍ନ ସମୟରେ କୃମି ସମସ୍ୟା ଦେଖା ଦେଇଥାଏ। ଏହାକୁ ପିନ୍ ୱର୍ମ ବା ଥ୍ରେଡ୍ ୱର୍ମ କୁହାଯାଏ। ପେଟରେ କୃମି ହେଲେ ପିଲାମାନଙ୍କ ଶରୀର ବିକାଶ ଉପରେ ପଡ଼ିଥାଏ। ଯଦି ଆପଣ କୃମି ହେବାର ଲକ୍ଷଣ ବିଷୟରେ ଜାଣିପାରିବେ ତେବେ ଖୁବ୍ ଶୀଘ୍ର ଏହାର ଉପଚାର କରିପାରିବେ। ପିଲାମାନେ ପ୍ରାୟତଃ ପାଟିରେ ହାତ ମାରନ୍ତି। ଏହି କାରଣରୁ ସେମାନଙ୍କ ପେଟରେ କୃମି ହୋଇଥାଏ। ବହୁ ସମୟରେ ପିଲାମାନେ ଖେଳିବା…

Read More

ଚାପ ହ୍ରାସ କରିବାର ଗୁପ୍ତ ଫର୍ମୁଲା : ପରିବାର ସହ କରନ୍ତୁ ରାତ୍ରି ଭୋଜନ

ନୂଆଦିଲ୍ଲୀ, ୨୧/୧୧ : ସର୍ବଦା ଖୁସି ଓ ସୁସ୍ଥ ରହିବା ପାଇଁ ଆମେରିକା ସମେତ ଅନେକ ଦେଶରେ ଡିନର୍‌ ବା ରାତ୍ରିଭୋଜନ ଥେରାପିର ଚଳଣି ଦ୍ରୁତ ବଢ଼ିବାରେ ଲାଗିଛି । ଏହାକୁ ପାରିବାରିକ ଚାପ ହ୍ରାସ କରିବାର ଗୁପ୍ତ ଫର୍ମୁଲା ବୋଲି କୁହାଯାଉଛି । ଆମେରିକାନ୍‌ ହାର୍ଟ ଆସୋସିଏସନ୍‌ ଅନୁସାରେ, ୯୧ ପ୍ରତିଶତ ଅଭିଭାବକ ମାନନ୍ତି ଯେ ପରିବାର ସହ ବସି ଏକାଠି ଖାଇବା ଦ୍ୱାରା ମାନସିକ ଚାପ ହ୍ରାସ ପାଏ । ୱେକ୍‌ଫିଲ୍ଡ ରିସର୍ଚ୍ଚ ୧…

Read More