ପ୍ରକାଶ ପାଇଲା ଯୁକ୍ତ ୨ କଟ୍ଅଫ୍, କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ

କଟକ, ୦୬/୦୭ : ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ କଟ୍ଅଫ୍ ମାର୍କ। କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ। ପ୍ରଥମ କଟଅଫ୍‌ରେ ୪ ଲକ୍ଷ ୧୨ ହଜାର ୩୬୮ ଜଣ ମନୋନୀତ ହୋଇଛନ୍ତି। ୧୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ । ଅଗଷ୍ଟ ୧ରୁ ଆରମ୍ଭ ହେବ ପାଠପଢ଼ା। ରେଭେନ୍ସାରେ ବିଜ୍ଞାନରେ ୯୧.୬୭% କଟ୍ଅଫ୍ ମାର୍କ ଥିବା ବେଳେ, ୨ୟରେ ବାଲେଶ୍ଵର ଏଫ୍‌ଏମ୍ କଲେଜ-୯୦%। ୩ୟରେ…

Read More

ଜାଣନ୍ତୁ ଗର୍ଭବତୀ ମହିଳାଙ୍କ ଓଜନ କମାଇବା ଉପାୟ

ଭୁବନେଶ୍ଵର, ୦୫/୦୭ : ପ୍ରତି ମହିଳାଙ୍କ ସ୍ଵପ୍ନ ଥାଏ ମାଆ ହେବା। ମାତ୍ର ଏହି ଖୁସି ଆସିବା ସହିତ କିଛି ଦାୟିତ୍ଵ ଏବଂ ଅସୁବିଧା ମଧ୍ୟ ଆଣିକି ଆସିଥାଏ। ଏହି ଅସୁବିଧା ଭିତରେ ସବୁଠୁ ବଡ଼ ଚିନ୍ତା ହେଉଛି କି ମହିଳାଙ୍କ ଓଜନ ବଢ଼ିବା। ଗର୍ଭବତୀ ହେବା ପରେ ଓଜନ ବଢ଼ିବା ଏକ ସାଧାରଣ କଥା। ମା ହେବା ପରେ ଭାରୀ କାମ କରିବା ସହିତ ଚାଲିବା ଟିକେ କ​‌ଷ୍ଟ ହୋଇପଡ଼େ। ଏହିସବୁ ଅସୁବିଧାରୁ ମୁକ୍ତି ପାଇବାକୁ…

Read More

ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ବାଘ ବଜାରୀ Dance of Tigers

ଭୁବନେଶ୍ଵର, ୦୩/୦୭ : ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ବାଘ ବଜାରୀ Dance of Tigers। କଟକ ଏବଂ ଭୁବନେଶ୍ଵରର ଆଇନକ୍ସରେ ଏହି ଫିଲ୍ମଟି ପ୍ରସାରଣ ହେଉଛି। ନିଚ୍ଛକ କାହାଣୀ ଏବଂ ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ସମସ୍ତଙ୍କ ମନକୁ ଛୁଇଁବ ବୋଲି ଚଳଚ୍ଚିତ୍ର ନିର୍ମାତାଙ୍କର ଆଶା ରହିଛି। ଏହି ଚଳଚ୍ଚିତ୍ରର କାହାଣୀ ୪ ବନ୍ଧୁ ସେମାନଙ୍କର ବାଲ୍ୟକାଳର ଶିକ୍ଷକଙ୍କୁ ମନେ ପକାଇ ତାଙ୍କୁ ଦେଖା କରିବା ଲାଗି ବାହାରିଛନ୍ତି। ଘଟଣାଚକ୍ରରେ ଏମାନେ ବାଘ…

Read More

ମହିଳାଙ୍କ ପାଇଁ ବରଦାନ ଅଶ୍ବଗନ୍ଧା, ବଢାଏ ପ୍ରଜନନ କ୍ଷମତା

ଭୁବନେଶ୍ୱର, ୧/୦୬ : ଅଶ୍ୱଗନ୍ଧା ଏକ ବହୁତ ଉପକାରୀ ଆୟୁର୍ବେଦିକ ଔଷଧ । ଶହ ଶହ ବର୍ଷ ଧରି ଏହାକୁ ଅନେକ ରୋଗରୁ ଉପସମ ପାଇଁ ବ୍ୟବହାର କରାଯାଉଛି । ଏହାକୁ ଇଣ୍ଡିଆନ ୱିଣ୍ଟର ଚେରୀ ବା ଇଣ୍ଡିଆନ ଜିନସେଙ୍ଗ ବୋଲି କୁହାଯାଇଥାଏ । ଅଶ୍ୱଗନ୍ଧା ସମସ୍ତଙ୍କ ପାଇଁ କାମରେ ଆସିଥାଏ । ହେଲେ ବିଶେଷ ଭାବେ ଏହା ମହିଳାଙ୍କର କିଛି ସ୍ୱତନ୍ତ୍ର ସମସ୍ୟା ଦୂର କରିବାରେ ଉପଯୋଗୀ ହୋଇଥାଏ । ଅଶ୍ୱଗନ୍ଧା ଏକ ଔଷଧୀୟ ବୃକ୍ଷ…

Read More

ସୌନ୍ଦର୍ଯ୍ୟ ବୃଦ୍ଧିରେ ଗ୍ଲିସେରିନ୍, ଜାଣନ୍ତୁ କିପରି କରିବେ ବ୍ୟବହାର…

ଭୁବନେଶ୍ୱର, ୩୦/୦୬ : ମହିଳାମାନେ ସବୁବେଳେ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାନ୍ତି । ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ବ୍ୟବହାର କରିବା ସହ ବିଭିନ୍ନ ଉପଚାର କରିଥାନ୍ତି । ଶରୀରକୁ ସୁନ୍ଦର କରିବାରେ ଗ୍ଲିସେରିନର ଭୂମିକା ଅନେକ ରହିଛି । ଜାଣନ୍ତୁ ସୌନ୍ଦର୍ଯ୍ୟକୁ ଏହାକୁ ବ୍ୟବହାର କରିବେ କିପରି? ଗ୍ଲିସେରିନକୁ କେବେ ସିଧାସଳଖ ବ୍ୟବହାର କରନ୍ତୁ ନାହିଁ । ବରଂ ଏହାକୁ ଗୋଲାପ ଜଳ କିମ୍ବା ମିନେରାଲ ୱାଟରରେ ମିଶାଇ ବ୍ୟବହାର କରନ୍ତୁ । ଗ୍ଲିସେରିନକୁ…

Read More

ପିଲାଙ୍କ ଶାରିରୀକ ବିକାଶ ସହ ସୁସ୍ଥା ରହିବା ଜରୁରୀ, ଆପଣଙ୍କ ପିଲାଙ୍କୁ ଦିଅନ୍ତୁ ଏହି ସୁପର ଫୁଡସ୍

ଭୁବନେଶ୍ଵର, ୨୯/୦୬ : ପ୍ରତ୍ୟେକ ମା’ ନିଜ ପିଲାକୁ ଦୁନିଆର ସବୁଠାରୁ ଭଲ ଓ ପୋଷଣଯୁକ୍ତ ଖାଦ୍ୟ ଦେବାକୁ ଚାହାଁନ୍ତି। ଯାହାଦ୍ୱାରା ସେମାନଙ୍କ ପିଲା ଶାରିରୀକ ବିକାଶ ସହ ସୁସ୍ଥ ରହିବ। ଏଥିପାଇଁ ପ୍ରଥମେ ପିଲାର ଖାଦ୍ୟରେ କ’ଣ କ’ଣ ସାମିଲ୍ କରିବା ଉଚିତ୍‌ ତାହା ଜାଣିବା ଦରକାର। ଅନେକ ସମୟରେ ଛୋଟ ପିଲାଙ୍କ ଜିଦି ଆଗରେ ଅଭିଭାବକ ବାଧ୍ୟ ହୋଇ ସ୍ୱାଦିଷ୍ଟ ନାଁରେ ଏଣୁତେଣୁ ଖାଦ୍ୟ ଦେଇଥାନ୍ତି । ଏହାବ୍ୟତୀତ କେବେ କେବେ ବହୁ ବିକଳ୍ପ…

Read More

ଯାଆଁଳା ଛୁଆ ଜନ୍ମ ହେବାର କାରଣ, ଜାଣନ୍ତୁ…

ଭୁବନେଶ୍ଵର, ୨୬/୦୬ : ମା’ କୋଳରେ ଛୁଆଟିଏ ଜନ୍ମ ନେବା ଅର୍ଥାତ୍ ଏହା ଭଗବାନ ସୃଷ୍ଟି। ଭଗବାନ ଚାହିଁଲେ ହିଁ ବାପା ମା’­ଙ୍କ କୋଳକୁ ସନ୍ତାନଟିଏ ଆସିଥାଏ। ପୁଣି ସେହି ଛୁଆର କୁଆଁ କୁଆଁ ରାବରେ ଘରେ ଏକ ପ୍ରକାର ଖୁସିର ଲହରି ଖେଳିଯାଏ। କିନ୍ତୁ କଥା ହେଲା କି ଆପଣଙ୍କ ମନରେ ବି ଏହି ପ୍ରଶ୍ନ ସବୁବେଳେ ଆସିଥିବ ଯେ କିଛି ମହିଳା କିଭଳି ଏକସଙ୍ଗେ ଏକରୁ ଅଧିକ ପିଲାଙ୍କୁ ଜନ୍ମ ଦିଅନ୍ତି । ଦୁଇ…

Read More

ପଟିଆଲା ସୁଟ୍‌ ସହିତ ପିନ୍ଧନ୍ତୁ ଷ୍ଟାଇଲିସ୍ ମୋଜରି, ଦେଖାଯିବ ସୁନ୍ଦର

ଭୁବନେଶ୍ଵର, ୨୩/୦୬ : ଝିଅମାନେ ସାଧାରଣତଃ ସୁନ୍ଦର ଦେଖାଯିବାକୁ ଅନେକ ଡିଜାଇନ୍‌ର ଫୁଟ୍‌ୱିୟର୍‌ ପିନ୍ଧନ୍ତି। ଅନେକ ଡିଜାଇନ୍‌ ର ଫୁଟୱିୟର ବଜାରରେ ମଧ୍ୟ ଉପଲବ୍ଧ ହେଉଛି। କିଛି ମହିଳା ଥାଆନ୍ତି ଯିଏ ଆରାମ ଅନୁଯାୟୀ ଫୁଟୱିୟର୍‌ ପିନ୍ଧନ୍ତି । ଆଉ କିଛି ଷ୍ଟାଇଲ୍‌ ଏବଂ ଡିଜାଇନର୍‌ ଫୁଟୱିୟର୍‌ ପିନ୍ଧିବାକୁ ପସନ୍ଦ କରନ୍ତି । ଯଦି ଆପଣ ବି ଡିଜାଇନର୍‌ ଏବଂ ଆରାମଦାୟକ ଫୁଟୱିୟର୍‌ ପିନ୍ଧିବାକୁ ଚାହୁଁଥିବେ ତେବେ ମୋଜରି ପିନ୍ଧିପାରିବେ । ପଟିଆଲା ସୁଟ୍‌ ସହିତ ଏହା…

Read More

ଯୋଗ ଦିବସ

ଭୁବନେଶ୍ଵର, ୨୧।୬ : ଯୋଗାଭ୍ୟାସର ଅସଂଖ୍ୟ ସୁଫଳର ପ୍ରୋତ୍ସାହନ ନିମନ୍ତେ ପ୍ରତି ବର୍ଷ ଜୁନ୍‌ ୨୧ ତାରିଖରେ ପାଳିତ ହୁଏ ବିଶ୍ୱ ଯୋଗ ଦିବସ । ଦ୍ରୁତ ଓ ଆଧୁନିକ ଜୀବନରେ ସନ୍ତୁଳନ ରକ୍ଷାର ଗୁରୁତ୍ୱ ଉପରେ ଏହା ଆଲୋକପାତ କରେ । ଏଥିସହିତ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସଦ୍‌ଭାବକୁ ପ୍ରୋତ୍ସାହିତ କରେ । ଯୋଗ ଏକାଗ୍ରତା ବଢ଼ାଏ, ଚାପ ହ୍ରାସ କରେ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଫୋକସ୍‌ କରେ । ଚଳିତ ବର୍ଷ…

Read More