ମା’ କ୍ଷୀର ଶିଶୁପାଇଁ ପ୍ରଥମ ଟୀକା, ଜାଣନ୍ତୁ କେଉଁ ରୋଗ ଥିଲେ କରାଇ ପାରିବେ ନାହିଁ ସ୍ତନ୍ୟପାନ…
ମା’ କ୍ଷୀର ଶିଶୁପାଇଁ ପ୍ରଥମ ଟୀକା, ଜାଣନ୍ତୁ କେଉଁ ରୋଗ ଥିଲେ କରାଇ ପାରିବେ ନାହିଁ ସ୍ତନ୍ୟପାନ… ଭୁବନେଶ୍ଵର, ୧୦/୦୨ : ମା’ କ୍ଷୀର ଶିଶୁପାଇଁ ପ୍ରଥମ ଟୀକା ଏବଂ ପ୍ରତିରୋଧକ ଶକ୍ତିର ଭଣ୍ଡାର, ଯାହା ଶିଶୁକୁ ଭିଟାମିନ୍ ଏ’ ଓ ଡି’ ସହ ସମସ୍ତ ପ୍ରକାର ଭିଟାମିନ ଯୋଗାଇଥାଏ । ଏହା ଶିଶୁ ପାଇଁ ଖୁବ୍ ଜରୁରୀ । ଚାଲନ୍ତୁ ଜାଣିବା କେଉଁ ରୋଗ ଥିଲେ ମା’ ଶିଶୁକୁ ସ୍ତନ୍ୟପାନ କରାଇପାରିବେ ନାହିଁ । ଯକ୍ଷ୍ମାରୋଗ…
