ପ୍ରାକୃତିକ ଫ୍ରିଜ୍ ତିଆରି କରି ଚର୍ଚ୍ଚାରେ ୧୯ ବର୍ଷୀୟା ମେହେକ, ବିନା ବିଜୁଳିରେ ସତେଜ ରହିବ ପନିପରିବା

ନୂଆଦିଲ୍ଲୀ, ୧୪/୦୭ : ଆମ ଦେଶରେ ଫସଲ ବହୁ ପରିମାଣରେ ଉତ୍ପାଦିତ ହୁଏ। କିନ୍ତୁ ଅମଳ ପରେ ସେମାନଙ୍କୁ ସୁରକ୍ଷିତ ରଖିବା ଏକ ବଡ ସମସ୍ୟା। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଙ୍ଗଠନ (FAO) ଅନୁଯାୟୀ, ଭାରତରେ ପ୍ରତିବର୍ଷ ପ୍ରାୟ ୧୪ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଫସଲ ନଷ୍ଟ ହେଉଛି। ଏପରି ପରିସ୍ଥିତିରେ, ନଷ୍ଟ ହୋଇଥିବା ଫସଲକୁ ସଂରକ୍ଷଣ କରିବାର ସହଜ ଉପାୟ ହେଉଛି ଭଲ ଶୀତଳ ଭଣ୍ଡାର। କିନ୍ତୁ ବଡ଼ ଏବଂ ଆଧୁନିକ…

Read More

ଆପଣଙ୍କ ପିଲାର ମନେ ରହୁନି କି ପାଠ ? ଜାଣନ୍ତୁ କେମିତି ବୃଦ୍ଧି କରାଇବେ ସ୍ମରଣ ଶକ୍ତି

ଭୁବନେଶ୍ଵର, ୧୨/୦୭ : ପିଲାଙ୍କ ପାଠପଢ଼ାକୁ ନେଇ ଅଭିଭାବକମାନେ ଚିନ୍ତାରେ ରହିଥାଆନ୍ତି। ସାଧାରଣତଃ ପିଲାମାନେ ପାଠ ପଢ଼ାରେ ମନଧ୍ୟାନ ଦେଉ ନଥିବା ବେଳେ ପାଠ ମନ ରଖିପାରନ୍ତି ନାହିଁ। ପିଲାଙ୍କ ପାଠ ମନେ ନ ରହିବାର କାରଣ ଜଣା ପଡୁନଥିବା ବେଳେ ଅଭିଭାବକମାନେ ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଚିନ୍ତିତ ରହିଥାଆନ୍ତି। ପିଲାମାନେ ପଢ଼ିଥିବା ପାଠକୁ ମନ ରଖିବା ପାଇଁ ସ୍ମରଣ ଶକ୍ତି ବୃଦ୍ଧିପାଇଁ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ…

Read More

ଜାଣନ୍ତୁ ଗର୍ଭବତୀ ମହିଳାଙ୍କ ଓଜନ କମାଇବା ଉପାୟ

ଭୁବନେଶ୍ଵର, ୦୫/୦୭ : ପ୍ରତି ମହିଳାଙ୍କ ସ୍ଵପ୍ନ ଥାଏ ମାଆ ହେବା। ମାତ୍ର ଏହି ଖୁସି ଆସିବା ସହିତ କିଛି ଦାୟିତ୍ଵ ଏବଂ ଅସୁବିଧା ମଧ୍ୟ ଆଣିକି ଆସିଥାଏ। ଏହି ଅସୁବିଧା ଭିତରେ ସବୁଠୁ ବଡ଼ ଚିନ୍ତା ହେଉଛି କି ମହିଳାଙ୍କ ଓଜନ ବଢ଼ିବା। ଗର୍ଭବତୀ ହେବା ପରେ ଓଜନ ବଢ଼ିବା ଏକ ସାଧାରଣ କଥା। ମା ହେବା ପରେ ଭାରୀ କାମ କରିବା ସହିତ ଚାଲିବା ଟିକେ କ​‌ଷ୍ଟ ହୋଇପଡ଼େ। ଏହିସବୁ ଅସୁବିଧାରୁ ମୁକ୍ତି ପାଇବାକୁ…

Read More

ମହିଳାଙ୍କ ପାଇଁ ବରଦାନ ଅଶ୍ବଗନ୍ଧା, ବଢାଏ ପ୍ରଜନନ କ୍ଷମତା

ଭୁବନେଶ୍ୱର, ୧/୦୬ : ଅଶ୍ୱଗନ୍ଧା ଏକ ବହୁତ ଉପକାରୀ ଆୟୁର୍ବେଦିକ ଔଷଧ । ଶହ ଶହ ବର୍ଷ ଧରି ଏହାକୁ ଅନେକ ରୋଗରୁ ଉପସମ ପାଇଁ ବ୍ୟବହାର କରାଯାଉଛି । ଏହାକୁ ଇଣ୍ଡିଆନ ୱିଣ୍ଟର ଚେରୀ ବା ଇଣ୍ଡିଆନ ଜିନସେଙ୍ଗ ବୋଲି କୁହାଯାଇଥାଏ । ଅଶ୍ୱଗନ୍ଧା ସମସ୍ତଙ୍କ ପାଇଁ କାମରେ ଆସିଥାଏ । ହେଲେ ବିଶେଷ ଭାବେ ଏହା ମହିଳାଙ୍କର କିଛି ସ୍ୱତନ୍ତ୍ର ସମସ୍ୟା ଦୂର କରିବାରେ ଉପଯୋଗୀ ହୋଇଥାଏ । ଅଶ୍ୱଗନ୍ଧା ଏକ ଔଷଧୀୟ ବୃକ୍ଷ…

Read More

ସୌନ୍ଦର୍ଯ୍ୟ ବୃଦ୍ଧିରେ ଗ୍ଲିସେରିନ୍, ଜାଣନ୍ତୁ କିପରି କରିବେ ବ୍ୟବହାର…

ଭୁବନେଶ୍ୱର, ୩୦/୦୬ : ମହିଳାମାନେ ସବୁବେଳେ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାନ୍ତି । ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ବ୍ୟବହାର କରିବା ସହ ବିଭିନ୍ନ ଉପଚାର କରିଥାନ୍ତି । ଶରୀରକୁ ସୁନ୍ଦର କରିବାରେ ଗ୍ଲିସେରିନର ଭୂମିକା ଅନେକ ରହିଛି । ଜାଣନ୍ତୁ ସୌନ୍ଦର୍ଯ୍ୟକୁ ଏହାକୁ ବ୍ୟବହାର କରିବେ କିପରି? ଗ୍ଲିସେରିନକୁ କେବେ ସିଧାସଳଖ ବ୍ୟବହାର କରନ୍ତୁ ନାହିଁ । ବରଂ ଏହାକୁ ଗୋଲାପ ଜଳ କିମ୍ବା ମିନେରାଲ ୱାଟରରେ ମିଶାଇ ବ୍ୟବହାର କରନ୍ତୁ । ଗ୍ଲିସେରିନକୁ…

Read More

ପିଲାଙ୍କ ଶାରିରୀକ ବିକାଶ ସହ ସୁସ୍ଥା ରହିବା ଜରୁରୀ, ଆପଣଙ୍କ ପିଲାଙ୍କୁ ଦିଅନ୍ତୁ ଏହି ସୁପର ଫୁଡସ୍

ଭୁବନେଶ୍ଵର, ୨୯/୦୬ : ପ୍ରତ୍ୟେକ ମା’ ନିଜ ପିଲାକୁ ଦୁନିଆର ସବୁଠାରୁ ଭଲ ଓ ପୋଷଣଯୁକ୍ତ ଖାଦ୍ୟ ଦେବାକୁ ଚାହାଁନ୍ତି। ଯାହାଦ୍ୱାରା ସେମାନଙ୍କ ପିଲା ଶାରିରୀକ ବିକାଶ ସହ ସୁସ୍ଥ ରହିବ। ଏଥିପାଇଁ ପ୍ରଥମେ ପିଲାର ଖାଦ୍ୟରେ କ’ଣ କ’ଣ ସାମିଲ୍ କରିବା ଉଚିତ୍‌ ତାହା ଜାଣିବା ଦରକାର। ଅନେକ ସମୟରେ ଛୋଟ ପିଲାଙ୍କ ଜିଦି ଆଗରେ ଅଭିଭାବକ ବାଧ୍ୟ ହୋଇ ସ୍ୱାଦିଷ୍ଟ ନାଁରେ ଏଣୁତେଣୁ ଖାଦ୍ୟ ଦେଇଥାନ୍ତି । ଏହାବ୍ୟତୀତ କେବେ କେବେ ବହୁ ବିକଳ୍ପ…

Read More

ଯାଆଁଳା ଛୁଆ ଜନ୍ମ ହେବାର କାରଣ, ଜାଣନ୍ତୁ…

ଭୁବନେଶ୍ଵର, ୨୬/୦୬ : ମା’ କୋଳରେ ଛୁଆଟିଏ ଜନ୍ମ ନେବା ଅର୍ଥାତ୍ ଏହା ଭଗବାନ ସୃଷ୍ଟି। ଭଗବାନ ଚାହିଁଲେ ହିଁ ବାପା ମା’­ଙ୍କ କୋଳକୁ ସନ୍ତାନଟିଏ ଆସିଥାଏ। ପୁଣି ସେହି ଛୁଆର କୁଆଁ କୁଆଁ ରାବରେ ଘରେ ଏକ ପ୍ରକାର ଖୁସିର ଲହରି ଖେଳିଯାଏ। କିନ୍ତୁ କଥା ହେଲା କି ଆପଣଙ୍କ ମନରେ ବି ଏହି ପ୍ରଶ୍ନ ସବୁବେଳେ ଆସିଥିବ ଯେ କିଛି ମହିଳା କିଭଳି ଏକସଙ୍ଗେ ଏକରୁ ଅଧିକ ପିଲାଙ୍କୁ ଜନ୍ମ ଦିଅନ୍ତି । ଦୁଇ…

Read More

ପଟିଆଲା ସୁଟ୍‌ ସହିତ ପିନ୍ଧନ୍ତୁ ଷ୍ଟାଇଲିସ୍ ମୋଜରି, ଦେଖାଯିବ ସୁନ୍ଦର

ଭୁବନେଶ୍ଵର, ୨୩/୦୬ : ଝିଅମାନେ ସାଧାରଣତଃ ସୁନ୍ଦର ଦେଖାଯିବାକୁ ଅନେକ ଡିଜାଇନ୍‌ର ଫୁଟ୍‌ୱିୟର୍‌ ପିନ୍ଧନ୍ତି। ଅନେକ ଡିଜାଇନ୍‌ ର ଫୁଟୱିୟର ବଜାରରେ ମଧ୍ୟ ଉପଲବ୍ଧ ହେଉଛି। କିଛି ମହିଳା ଥାଆନ୍ତି ଯିଏ ଆରାମ ଅନୁଯାୟୀ ଫୁଟୱିୟର୍‌ ପିନ୍ଧନ୍ତି । ଆଉ କିଛି ଷ୍ଟାଇଲ୍‌ ଏବଂ ଡିଜାଇନର୍‌ ଫୁଟୱିୟର୍‌ ପିନ୍ଧିବାକୁ ପସନ୍ଦ କରନ୍ତି । ଯଦି ଆପଣ ବି ଡିଜାଇନର୍‌ ଏବଂ ଆରାମଦାୟକ ଫୁଟୱିୟର୍‌ ପିନ୍ଧିବାକୁ ଚାହୁଁଥିବେ ତେବେ ମୋଜରି ପିନ୍ଧିପାରିବେ । ପଟିଆଲା ସୁଟ୍‌ ସହିତ ଏହା…

Read More

ବାଲ୍ୟ ବିବାହ ମୁକ୍ତ ହେବ କଟକ ଜିଲ୍ଲା, ୫୦ ଗାଁ ହେବ ଶିଶୁଶ୍ରମିକ ମୁକ୍ତ ଗାଁ

କଟକ, ୧୯/୦୬ : ବାଲ୍ୟ ବିବାହ ମୁକ୍ତ ହେବ କଟକ ଜିଲ୍ଲା। ବାଲ୍ୟ ବିବାହକୁ ରୋକିବା ପାଇଁ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ନୋବେଲ ପୁରସ୍କାର ବିଜେତା ‘କୈଳାସ ସତ୍ୟାର୍ଥୀ’ଙ୍କ ଚିଲ୍‌ଡ୍ରେନ୍‌ ଫାଉଣ୍ଡେସନ ଓ କଟକର ଉତ୍କଳ ସେବକ ସମାଜର ମିଳିତ ସହଯୋଗରେ ମେ’ ପହିଲାରୁ କାମ ଆରମ୍ଭ ହୋଇଛି । ‘ବଚପନ୍‌ ବଚାଓ ଆନ୍ଦୋଳନ’ର ଏକ ଅଂଶବିଶେଷ କୁହାଯାଉଥିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବାଲ୍ୟ ବିବାହ ମୁକ୍ତ କଟକ । କେବଳ…

Read More

ପିଲାଙ୍କୁ ଶିଖାନ୍ତୁ ସଞ୍ଚୟର ଗୁରୁତ୍ୱ, ସେମାନେ ବୁଝିପାରିବେ ଅର୍ଥର ଗୁରୁତ୍ଵ

ଭୁବନେଶ୍ଵର, ୧୮/୬ : ମହଙ୍ଗା ଦୁନିଆରେ ଛୋଟବେଳୁ ପିଲାଙ୍କୁ ଶିଖାନ୍ତୁ ସଞ୍ଚୟର ଗୁରୁତ୍ୱ। ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିବା ଅଭିଭାବକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି । ତେଣୁ ଏହି ପରିସ୍ଥିତିରେ ପିଲାଙ୍କୁ ଟଙ୍କାର ପ୍ରକୃତ ମୂଲ୍ୟ ବୁଝାଇବା ଖୁବ୍‌ ଜରୁରି । ପିଲାଟିଏ ଟଙ୍କାର ପ୍ରକୃତ ମୂଲ୍ୟ ବୁଝିବା ଦ୍ୱାରା ହିଁ ତା’ ଖର୍ଚ୍ଚରେ ପରିବର୍ତ୍ତନ ଆସିଥାଏ । ତେଣୁ ଛୋଟ ବେଳୁ ହିଁ ପିଲାକୁ ଅର୍ଥର ମୂଲ୍ୟ ବୁଝାଇବାକୁ ପ୍ରୟାସ କରନ୍ତୁ । ଫଳରେ…

Read More