କଳା ପଡ଼ୁଛି କି ଆଖିତଳ, ଜାଣନ୍ତୁ ଏହାର ନିରାକରଣ…

ଭୁବନେଶ୍ଵର, ୦୪/୧୦ : କମ୍ପ୍ୟୁଟର ଏବଂ ସ୍ମାର୍ଟ ଫୋନରେ ଅଧିକ ସମୟ ବ୍ୟସ୍ତ ରହୁଛନ୍ତି ଆଜିର ଯୁବ ପିଢ଼ି। ଫେସବୁକ, ହ୍ୱାଟ୍ସଆପ୍ ଓ ଟ୍ୱିଟରରେ ବିତିଯାଉଛି ରାତି । ଅଫିସରେ କମ୍ପ୍ୟୁଟର କିମ୍ବା ମୋବାଇଲ୍‌ ସ୍କ୍ରିନ୍ ସାମ୍ନାରେ ସବୁବେଳେ ବସିବାକୁ ପଡ଼ୁଛି। ଯାହା ଫଳରେ ଅଧିକାଂଶ ଲୋକଙ୍କର ଆଖି ତଳ କଳା ପଡ଼ୁଥିବା ଦେଖାଯାଉଛି। ଏସବୁର କାରଣ ହେଉଛି ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟରୁ ବାହାରୁଥିବା ନୀଳ ରଶ୍ମୀ। ଯାହା ଆଖିକୁ କ୍ଷତି ପହଞ୍ଚାଉଛି। ତେବେ ଜାଣନ୍ତୁ କାହିଁକି କଳାପଡ଼େ…

Read More

ସକାଳୁ ପିଅନ୍ତୁ ଏହି ଡ୍ରିଙ୍କ୍‌ସ, ଚମକିବ ଆପଣଙ୍କର ତ୍ଵଚା

ଭୁବନେଶ୍ଵର, ୨୨/୦୯ : ରାତିସାରା ପେଟ ଖାଲି ଥିବା କାରଣରୁ ସକାଳୁ ଆମେ କଣ ଖାଉଛେ ତାହା ଖୁବ୍ ଗୁରୁତ୍ଵପୂର୍ଣ୍ଣ। କାରଣ ସକାଳୁ ଉଠିବା ସମୟରେ ପେଟରେ ପିଏଚ୍ ଏସିଡିକ୍ ଥାଏ। ମେଟାବଲିଜିମ୍ ମଧ୍ୟ ଧୀର ଥାଏ। ତେଣୁ ସକାଳୁ ଆମେ ଯେଉଁ ଖାଦ୍ୟ ଖାଉ ତାହାର ନ୍ୟୁଟ୍ରିଆଣ୍ଟ ଖୁବ୍ ଶୀଘ୍ର ଅବଜର୍ଭ ହୁଏ। ଏଥିପାଇଁ ସକାଳର ଭୋଜନ କିଛି ସ୍ଵାସ୍ଥ୍ୟକର ହେବା ଉଚିତ୍। ଏଭଳି କଲେ ଆପଣଙ୍କ କେଶ ଏବଂ ତ୍ଵଚା ପାଇଁ ଖୁବ୍ ଲାଭଦାୟକ…

Read More

ମାଆଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କଲେ ୨ ବର୍ଷର ନତାଲି, ଭିଡିଓ ଦେଖି ଫ୍ୟାନ ହୋଇଗଲେ ୟୁଜର…

ଭୁବନେଶ୍ଵର, ୨୦/୦୯ : ଏକ ଦୁଇ ବର୍ଷର କୁନି ଝିଅ ତାର ମାଆ ପାଇଁ ଖାଦ୍ୟ ତିଆରି କରିବା ବେଳର ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ୍ ହେବାରେ ଲାଗିଛି। ତେବେ କୁନି ଝିଅଟିର ଏହି ଭିଡିଓ ତାଙ୍କ ମାଆ ବ୍ରୁନା ଫାବା ଅଗଷ୍ଟ ୨୯ରେ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସୋସିଆଲ ମିଡିଆ ୟୁଜରମାନେ ଭିଡିଓଟିକୁ ଖୁବ୍ ପସନ୍ଦ କରିବା ସହିତ କୁନି ଝିଅକୁ ବେସ୍ ପ୍ରଶଂସା…

Read More

ଗର୍ଭବତୀ ଥିବା ସମୟରେ ହିମୋଗ୍ଲୋବିନ୍ କମିଲେ କଣ ସମସ୍ୟା ହୁଏ, ଜାଣନ୍ତୁ କେତେ ରହିବା ଉଚିତ୍ HB

ଭୁବନେଶ୍ଵର, ୧୯/୦୯ : ଗର୍ଭଧାରଣ ସମୟରେ ମହିଳାଙ୍କୁ ନିଜ ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ତେବେ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ନିହାତି ଜରୁରୀ। ଯଦି ମହିଳାମାନେ ଗର୍ଭଧାରଣ କରିବା ପରେ ଡାଇଟ୍‌କୁ ଠିକ୍ ଭାବରେ ଧ୍ୟାନ ନଦେବେ ତେବେ ଶରୀରରେ ରକ୍ତହୀନତା ସୃଷ୍ଟି ହେବ। ଏହି ସମୟରେ ମହିଳାଙ୍କ ଶରୀରରେ ରକ୍ତହୀନତା ସୃଷ୍ଟି ହେବାରୁ ଉଭୟ ମାଆ ଓ ଛୁଆ ଦୁହିଁଙ୍କ ଉପରେ ଗଭୀର ପ୍ରଭାବ ପଡ଼ିବ। ସାଧାରଣତଃ ଗର୍ଭଧାରଣ କରିବା ପରେ…

Read More

ବରଯାତ୍ରୀରେ ବିନ୍ଦାସ ଡ୍ୟାନ୍ସ କଲେ ଦୁହ୍ଲନ, ଭାଙ୍ଗଡା ଦେଖି ଫ୍ୟାନ୍ ହୋଇଗଲେ ସୋସିଆଲ ମିଡିଆ ୟୁଜର

ନୂଆଦିଲ୍ଲୀ, ୧୮/୯ : ନାଚ ବିନା ଅଧୁରା ଭାରତୀୟ ବିବାହ। ଯେପର୍ଯ୍ୟନ୍ତ ବରଯାତ୍ରୀରେ ଜମିନି ନାଗିନ ଡ୍ୟାନ୍ସ ସେପର୍ଯ୍ୟନ୍ତ ବରଯାତ୍ରୀରେ ଆସିବନି ମଜା। ପ୍ରାୟତଃ ସୋସିଆଲ ମିଡିଆରେ ବରଯାତ୍ରୀଙ୍କ ଅତରଙ୍ଗୀ ଡ୍ୟାନ୍ସ ଭିଡିଓ ପ୍ରାୟତଃ ଦେଖିବାକୁ ମିଳେ। ହେଲେ କଣ ଆପଣ ନିଜ ବରଯାତ୍ରୀ ଏକଦମ୍ ପଞ୍ଜାବୀ ଷ୍ଟାଇଲ୍‌ରେ ଭାଙ୍ଗଡ଼ା କରୁଥିବା ଦୁହ୍ଲନ ଦେଖିଛନ୍ତି ? ଅମେ ଆଜି ଜଣେ ଏଭଳି ଯୁବତୀଙ୍କ ବିନ୍ଦାସ ଡ୍ୟାନ୍ସ ବିଷୟରେ କହିବାକୁ ଯାଉଛି। ଯିଏ ନିଜର ବରଯାତ୍ରୀରେ ଭାଙ୍ଗଡ଼ା କରି…

Read More

ଏହି ଦୁଇ ଭିଟାମିନ୍ ଅଭାବରୁ ହୋଇଥାଏ ନିଦ୍ରାହୀନତା, ଜାଣନ୍ତୁ କିଭଳି କରିବେ ଏହି ସମସ୍ୟାକୁ ଦୂର…

ଭୁବନେଶ୍ଵର, ୧୫/୦୯ : ଶାରିରୀକ ଏବଂ ମାନସିକ ରୂପରେ ସୁସ୍ଥ ରହିବା ପାଇଁ ରାତିରେ ୭ ରୁ ୮ ଘଣ୍ଟା ନିଦ୍ରା ଜରୁରୀ। ଯେଉଁ ଲୋକମାନଙ୍କୁ ରାତିରେ ଭଲ ନିଦ ହୋଇନଥାଏ ସେମାନେ ଦିନରେ ଖୁବ୍ ଶୀଘ୍ର ଥକି ଯାଆନ୍ତି ଏଵଂ ସବୁ କିଛି ଚିଡଚିଡା ଲାଗେ। ତେବେ ରାତିରେ ଗାଢ ନିଦ ନଆସିବାର ବହୁ କାରଣ ରହିଛି। ଯେପରିକି ମୋବାଇଲ୍‌ର ବ୍ୟବହାର, ଅଧିକ ସମୟ ଟିଭି ଦେଖିବା, ଚିନ୍ତାରେ ରହିବା, ଅଧିକ ଚା କିମ୍ଵା କଫି…

Read More

୫ ରୁ ୧୮ ବର୍ଷ ଶିଶୁଙ୍କ ପାଇଁ ଖୁବ୍ ଶୀଘ୍ର ଆସିବ ନାଜାଲ୍ କୋଭିଡ୍ ଭ୍ୟାକ୍ସିନ, ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ୍

ନୂଆଦିଲ୍ଲୀ, ୧୧/୦୯ : ୫ ରୁ ୧୮ ବର୍ଷ ଶିଶୁଙ୍କ ପାଇଁ ଖୁବ୍ ଶୀଘ୍ର ଆସିବ ନାଜାଲ୍ କୋଭିଡ୍ ଭ୍ୟାକ୍ସିନ। ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଡ୍ରଗ କଣ୍ଟ୍ରୋଲର ଠାରୁ ଅନୁମତି ମାଗିଲା ଭାରତ ବାୟୋଟେକ୍। ତେବେ ଏହା ପୂର୍ବରୁ ସେପ୍ଟେମ୍ଵର ୬ରେ ଡିସିଜିଆଇ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କୁ ଇଣ୍ଟ୍ରାନାଜାଲ୍ କୋଭିଡ୍ ଭ୍ୟାକ୍ସିନ ଦିଆଯିବା ପାଇଁ ମଞ୍ଜୁରି ଦେଇଥିଲା। ଭାରତ ବାୟୋଟେକ୍‌ର ସୂଚନା ଅନୁଯାୟୀ, ଏହି ନାଜାଲ୍ ଭ୍ୟାକ୍ସିନ୍ ଅନ୍ୟ ଭ୍ୟାକ୍ସିନ ତୁଳନାରେ ଭିନ୍ନ ଏବଂ…

Read More

ମାଇଗ୍ରେନ୍ ସମସ୍ୟା ଅଛି କି ? କରନ୍ତୁ ଏହି ଉପଚାର, ଦୂର ହୋଇଯିବ ଆପଣଙ୍କ କଷ୍ଟ…

ଭୁବନେଶ୍ବର, ୨୮/୦୮ : ମାଇଗ୍ରେନ୍ ଯନ୍ତ୍ରଣାଦାୟକ ହୋଇଥାଏ। ଏହା ଦ୍ବାରା ବାନ୍ତି ହେବାର ଲକ୍ଷଣ ଅତି ସାଧାରଣ। ରିପୋର୍ଟ ଅନୁଯାୟୀ, ମାଇଗ୍ରେନର ଯନ୍ତ୍ରଣା ୪ ଘଣ୍ଟାରୁ କିଛି ଦିନ ପର୍ଯ୍ୟନ୍ତ ରହିପାରେ । ତଥାପି, ଔଷଧ ଏବଂ କିଛି ଖାଦ୍ୟ ସହିତ ଲକ୍ଷଣଗୁଡ଼ିକରେ ସୁଧାର ହୋଇପାରେ । ଆୟୁର୍ବେଦ ବିଶେଷଜ୍ଞ ଡ. ଦିକ୍ଷା ଭାବସର ତାଙ୍କର ଇନଷ୍ଟାଗ୍ରାମ ପୋଷ୍ଟରେ ୩ଟି ଖାଦ୍ୟ ସାମଗ୍ରୀ ବିଷୟରେ କହିଛନ୍ତି। ଯାହା ମାଇଗ୍ରେନ୍ ଲକ୍ଷଣରୁ ମୁକ୍ତି ଦେବାରେ ସହାୟକ ହେବ। ତେବେ…

Read More

ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଯୋଗ, ଘରେ କରନ୍ତୁ ଏହି ସବୁ ମୁଦ୍ରା… ତ୍ଵଚାରେ ଆସିବ ଚମକ

ଭୁବନେଶ୍ଵର, 21/08 : ସୁନ୍ଦର ତ୍ୱଚା ପ୍ରତି ମହିଳାଙ୍କର ରହିଛି ଦୁର୍ବଳତା । ବୟସ ବଢିବା ସହ ତ୍ୱଚାର ଚମକ ଆପେ ଆପେ କମିବାରେ ଲାଗେ । ଏଥିପାଇଁ ସୂର୍ଯ୍ୟକିରଣ ଓ ପ୍ରଦୂଷଣ ମୁଖ୍ୟତଃ ଦାୟୀ । ଯେତେ କସ୍‌ମେଟିକ୍‌ ବ୍ୟବହାର କଲେ ମଧ୍ୟ କିଛି ଲାଭ ହୋଇ ନଥାଏ । କାରଣ କସ୍‌ମେଟିକ୍‌ କେବଳ ବାହ୍ୟ ଆବରଣ । ତ୍ୱଚାରେ ଚମ୍‌କ ପାଇଁ ଭିତରୁ ସୁସ୍ଥ ହେବା ଜରୁରି । ଏଥିପାଇଁ ଯୋଗରେ କେତେକ ମୁଦ୍ରା…

Read More

ରାତି ଅନିଦ୍ରା ହେଉଛନ୍ତି କି ଆପଣଙ୍କ ପିଲା ? ସାବଧାନ… କମିଯିବ ସ୍ମରଣଶକ୍ତି

ଭୁବନେଶ୍ଵର, ୧୩।୮ : ରାତି ଅନିଦ୍ରା ହେଉଛନ୍ତି କି ? ସାବଧାନ !!! କମିଯିବ ସ୍ମରଣଶକ୍ତି। ପ୍ରତ୍ୟେକ ରାତିରେ ୯ ଘଣ୍ଟାରୁ କମ୍‌ ସମୟ ଶୋଉଥିବା ପ୍ରାଥମିକ ସ୍କୁଲରେ ଅଧ୍ୟୟନ କରୁଥିବା ପିଲା ୯-୧୨ ଘଣ୍ଟା ଶୋଉଥିବା ପିଲାଙ୍କ ତୁଳନାରେ ସେମାନଙ୍କ ସ୍ମରଣଶକ୍ତି, ବୁଦ୍ଧିମତା ଓ ସାମଗ୍ରୀକ ସ୍ୱାସ୍ଥ୍ୟ ପାଇଁ ଦାୟୀ ମସ୍ତିଷ୍କର ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅନ୍ତର ଦେଖାଯାଏ। ଦ ଲାନ୍‌ସେଟ୍‌ ଚାଇଲ୍ଡ ଆଣ୍ଡ ଆଡୋଲସେଣ୍ଟ ହେଲ୍‌ଥ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି ।…

Read More