ଖାଇବା ପରେ ଶୋଇଯାଉଛନ୍ତି କି ? ସାବଧାନ ! ଶରୀରରେ ହେବ ମେଦବୃଦ୍ଧି
ଭୁବନେଶ୍ଵର, ୦୯/୦୮: ଖାଇବା ପରେ ଶୋଇଯାଉଛନ୍ତି କି ସାବଧାନ! ଶୋଇବା ଦ୍ଵାରା ଆପଣଙ୍କ ଶରୀରରେ ହେବ ମେଦବୃଦ୍ଧି। ଖାଇବା ପରେ ଶୋଇବା ଦ୍ଵାରା ପାଚନ ପ୍ରକ୍ରିୟା ଉପରେ ପଡ଼େ ଏହାର ସିଧାସଳଖ ପ୍ରଭାବ। ତେଣୁ ପ୍ରତ୍ୟେକ ଥର ଖାଇବା ପରେ ୨ ମିନିଟ୍ ଚାଲନ୍ତୁ। ଏହାଦ୍ଵାରା ଟାଇପ୍-୨ ମଧୁମେହ ଆଶଙ୍କା ହ୍ରାସ ହେବ। ଶରୀରରେ ରକ୍ତ ଶର୍କରା ସ୍ତର ମଧ୍ୟ ହ୍ରାସ ପାଏ । ସ୍ପୋର୍ଟସ ମେଡିସିନ୍ ପତ୍ରିକାରେ ପ୍ରକାଶିତ ମେଟା ବିଶ୍ଳେଷଣର ୭ ଅଧ୍ୟୟନରୁ ଏହା…