ପହିଲି ଦିନରେ ମୀରାବାଈ ଚାନୁଙ୍କ କମାଲ- ମଣିପୁରରୁ ରୁପା ମେଡାଲ

ଜାପାନରେ ଅଲିମ୍ପିକ୍ସ ଆରମ୍ଭ ହେବାର ପ୍ରଥମ ଦିନରେ ଭାରତକୁ ପ୍ରଥମ ସଫଳତା ଦେଇଛନ୍ତି ମଣିପୁର ଲାଡଲି ମୀରାବାଈ ଚାନୁ । ଭାରତ୍ତୋଳନରେ ଭାରତ ପାଇଁ ରୌପ୍ୟ ପଦକ ଜିତି ପୂରା ଦେଶ ପାଇଁ ଉତ୍ସାହ ଭରି ଦେଇଛନ୍ତି ଚାନୁ । ୪୯ କେଜି ବର୍ଗରେ ସେ ସ୍ନାଚ୍‌ରେ ୮୭ ଓ କ୍ଳିନ୍ ଆଣ୍ଡ ଜର୍କରେ ୧୧୫ କେଜି ଏଜନ ଉଠାଇଥିଲେ। ଅଲିମ୍ପିକ୍ସର ପ୍ରଥମ ଦିନରେ ପଦକ ହାସଲ କରିବା ଏବଂ ଭାରୋତ୍ତୋଳନକାରୀ ଭାବେ ରୌପ୍ୟ ପଦକ ଜିତିବାରେ…

Read More

କ୍ରିକେଟ ମୈଦାନରୁ ୱିମ୍ବଲଡନ ଚାମ୍ପିୟନ

ଅଷ୍ଟ୍ରେଲିଆର ଆସଲେ ବାର୍ଟି ଏଥରର ୱିମ୍ବଲଡନ ଚାମ୍ପିୟନ ହୋଇଛନ୍ତି । ଚେକ ଗଣରାଜ୍ୟର କ୍ୟାରୋଲିନା ପ୍ଲିସ୍କୋଭାଙ୍କୁ ପରାସ୍ତ କରି ବାର୍ଟି ତାଙ୍କର ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ ଜିତିଛନ୍ତି । କ୍ୟାରୋଲିନାଙ୍କୁ ସେ 6-3, 6-7, 6-3 ସେଟରେ ପରାସ୍ତ କରି 41 ବର୍ଷ ପରେ ଅଷ୍ଟ୍ରେଲୀୟ ଖେଳାଳି ଭାବେ ଟାଇଟଲ ହାସଲ କରିଛନ୍ତି । 1980 ମସିହାରେ ଏଭୋନ ଗୁଲାଗଙ୍ଗ କ୍ୟାଲେ ଶେଷ ଅଷ୍ଟ୍ରେଲିୟ ଖେଳାଳି ଭାବେ ୱିମ୍ବଲଡନ ଜିତିଥିଲେ । କ୍ୟାଲେ ଏବଂ ମାର୍ଗାରେଟ କୋର୍ଟଙ୍କ…

Read More

ହାର୍ଲିନ ଦେଓଲଙ୍କୁ ବାଜିଗର କୁହାଯାଏ – Watch Video

ବେଳେ ବେଳେ ଟିମ୍ ହାରିଯାଇଥିଲେ ବି ଜଣେ କେହି ବାଜିଗର ହୋଇଯାଏ । ଯେମିତି ହୋଇଛି ହାର୍ଲିନ ଦେଓଲଙ୍କ କ୍ଷେତ୍ରରେ ଇଲଂଣ୍ଡରେ ସେନେଇଥିବା ସୁପରକ୍ୟାଚ ଏବେ ଇଲେକ୍ଟ୍ରି ଭଳି ଭାଇରାଲ ହେବାରେ ଲାଗିଛି। ଇଂଲଣ୍ଡ ଗସ୍ତରେ ଯ଼ାଇଥିବା ଭାରତୀୟ ମହିଳା କ୍ରିକେଟ ଟିମ୍ ପ୍ରଥମ ଟିଟ୍ବେଣ୍ଟି ମ୍ୟାଚରେ ପରାଜିତ ହୋଇଛି। ଡିଏଲଏସ ମେଥଡ଼ରେ ଭାରତ ଆଗରେ ଇଂଲଣ୍ଡ  178 ରନର ଟାର୍ଗେଟ ଦେଇଥିବା ବେଳେ ଭ୍ରମଣକାରୀ ଦଳ 18 ରନରେ ପଛରେ ରହିଯାଇଥିଲା। ହେଲେ ମ୍ୟାଚରେ ହର୍ଲିନ…

Read More

ଦେଖନ୍ତୁ – କାହିଁକି ଏହି ମହିଳାଙ୍କୁ ୱିମ୍ବେଲଡନରେ ସମସ୍ତେ ତାଳି ମାରି ଧନ୍ୟବାଦ ଦେଉଥିଲେ-ଆପଣ ବି ଦେବେ

ବର୍ଷା ଖରା ଲୁଚକାଳି ଭିତରେ ଆରମ୍ଭ ହୋଇଛି ୱିମ୍ବେଲଡନ ଟେନିସ ମୁକାବିଲା। ପ୍ରଥମ ଦିନରେ ଡିଫେଣ୍ଡିଙ୍ଗ ଚାମ୍ପିୟନ ନୋଭାକ ଜୋକୋଭିକ ଏବଂ ଆଣ୍ଡି ମୁରେଙ୍କ ମଧ୍ୟରେ ହୋଇଥିଲା ଦମଦାର ମୁକାବିଲା। ଗ୍ୟାଲେରିରେ ବି ଦର୍ଶକ ଖଚାଖଚ ଥିଲେ। ତେବେ ପ୍ରଥମ ଦିନରେ ଦର୍ଶକମାନେ ତାଳିମାରି ଯ଼ାହାଙ୍କୁ ସବୁଠାରୁ ଅଧିକ ଉତ୍ସାହିତ କରିଥିଲେ ସେ କୋର୍ଟରେ ଖେଳୁନଥିଲେ ବରଂ କୋର୍ଟ ବାହାରେ ଥିଲେ । ସେ ବି ଥିଲେ ଜଣେ ମହିଳା। ଗ୍ୟାଲେରିରେ ସମସ୍ତେ ଠିଆ ହୋଇ ଏହି…

Read More