80 ବର୍ଷ ବୟସରେ ପ୍ରଫୁଲ୍ଲଙ୍କ ପାଇଁ ସାଇକେଲ ଭରସା

ଭୁବନେଶ୍ବର ଜାଗମରା ଜଗନ୍ନାଥ ମନ୍ଦିର ନିକଟରେ ଏକ ଭଙ୍ସାଗା ଦଦରା ସାଇକେଲ ଦୋକାନରେ ଜଣେ ବୃଦ୍ଧ ଅନବରତ ତଳକୁ ମୁଣ୍ଡ ପୋତି ସାଇକେଲ ସଜାଡୁଥିବାର ଦୃଶ୍ୟ ଆପଣ କେବେ ଗଲେ ଦେଖିପାରନ୍ତି . ଦୋକାନଟି ଦେଖିଲେ ସେ ବି ମାଲିକଙ୍କ ଭଳି ସମୟ ଗଣିବାର ଆରମ୍ଭ କରିଛି ଆଉ ଏହାରି ଭିତରେ କିଛି ଭଙ୍ଗା ସାଇକେଲ ନୂଆ ଜୀବନ ପାଉଥାନ୍ତି .  ହଁ ଏହି ସାଇକେଲ ସଜାଡୁଥିବା ବୃଦ୍ଧଙ୍କୁ ଦେଖିଲେ ଆପଣ ଘଡ଼ିଏ ନିଶ୍ଚୟ ଅଟକିଯିବେ. ଏ…

Read More

ଲଘୁଚାପ ବର୍ଷାରେ ଦୁଇଦିନ 20 ଜିଲ୍ଲା ହନ୍ତସନ୍ତ

ଦୁଇ ଦିନର ଲଘୁଚାପଜନିତ ବର୍ଷାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାର ପ୍ରଭାବରେ ୨୦ଟି ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଲଗାଣ ବର୍ଷା ଯୋଗୁ ରାଜ୍ୟର ୨୦ଟି ଜିଲ୍ଲାକୁ ବିଶେଷ ଭାବେ ପ୍ରଭାବିତ ହୋଇଛି । ୨୦ଟି ଜିଲ୍ଲାର ୨୦.୪୬ଲକ୍ଷ ଲୋକ ବର୍ଷା ବା ତତସଂଲଗ୍ନ ବିଭିନ୍ନ କାରଣ ପାଇଁ ପ୍ରଭାବିତ ହୋଇଛନ୍ତି  । ୧୩ ହଜାର ୫୩୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବିଭିନ୍ନ ସ୍ଥାନରେ ୨ ହଜାର୮୭୦ଟି ଘର ଭାଙ୍ଗିଯାଇଥିବା ବେଳେ ୪ଜଣଙ୍କ…

Read More

ସମ ଅଲ୍ଟିମେଟ ମେଡିକେୟାରର ନର୍ସମାନଙ୍କୁ ସମ୍ମାନିତ କଲା ସିଆଇଆଇ

କୋଭିଡ ମହାମାରୀ ସମୟରେ ଉଲ୍ଲେଖନୀୟ ସ୍ବାସ୍ଥ୍ୟ ସେବା ପାଇଁ ସାରା ଦେଶରେ ଦୃଷ୍ଟି ଆକର୍ଷଣ କରିଥିବା ସମ ହସ୍ପିଟାଲ ଗ୍ରୁପ ଏବେ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମଣ କରିଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ କରିଥିବାରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ସମ୍ ଅଲ୍ଟିମେଟ ମେଡ଼ିକେୟାର ନର୍ସିଂ ଟିମକୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା ମହାମାରୀ ଯୁଦ୍ଧରେ ନିଷ୍ପାପର ସେବା ଯୋଗାଇଥିବାରୁ ନର୍ସିଂ ଟିମକୁ ସମ୍ମାନିତ କରାଯାଇଛି । ୨୪ ଘଣ୍ଟା ନିଷ୍ଠା…

Read More

ରୀନା ଭୂୟାଁଙ୍କ କାହାଣୀ ବି ଏକ ଉଦାହରଣ

ସକାଳ ହେଲେ ସୂର୍ଯ୍ୟ ଉଦୟ ହେଉ ହେଉ ରୀନା ଭୂୟାଁ ତାଙ୍କ ସାଇକେଲ ଧରି ବାହାରି ପଡ଼ନ୍ତି । ପୋଲିଓରେ ଗୋଡ଼ ବଙ୍କା ଏହା ସତ୍ତ୍ବେ ବି ସେ ପ୍ରତିଦିନ 30 କିଲୋମିଟର ସାଇକଲିଂ କରି ଘରକୁ ଫେରନ୍ତି। ତେବେ ଏହି 30 କିଲୋମିଟର ସାଇକଲିଂ ପଛରେ ତାଙ୍କର ରହିଥିଲା ମଜବୁରି । କି କୁହୁଡ଼ି କି ବର୍ଷା ତାଙ୍କୁ ଘରୁ ବାହାରିବାକୁ ପଡୁଥିଲା ଏବଂ ନିର୍ଦ୍ଧାରିତ ସମୟ ଭିତରେ 30 କିଲୋମିଟର ସାଇକେଲରେସାରିବାକୁ ପଡୁଥିଲା। ଘରେ…

Read More

ଗୋଟିଏ ଦେଶ ଗୋଟିଏ ରାସନ ଓଡ଼ିଶାରେ ଆରମ୍ଭ

ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିଠାରୁ ଓଡ଼ିଶାର ସବୁ ଜିଲ୍ଲାରେ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାଦ୍ବାରା ରାଜ୍ୟ ବାହାରର ଲୋକ ଓଡ଼ିଶାରେ ଓ ଓଡ଼ିଶାର ଲୋକ ରାଜ୍ୟ ବାହାରେ ତାଙ୍କ ପସନ୍ଦର ଦୋକାନରୁ ରାସନ ପାଇପାରିବେ । ରାଜ୍ୟର ୧୦ ହଜାର ୫୭୮ ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନେ ଏହି ସୁବିଧା ପାଇବେ । ଏହାସହିତ…

Read More

ହୀରାକୁଦରେ ଅଛି ପର୍ଯ୍ୟଟନ ଶକ୍ତି- ଖର୍ଚ୍ଚ ହେବ 130 କୋଟି

ହୀରାକୁଦକୁ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନର ହବ କରାଯ଼ିବ ଏବଂ ଏଥିପାଇଁ 130 କୋଟି ଟଙ୍କା ଖର୍ଚ୍ଚ କରାଯ଼ିବ । ହୀରାକୁଦକୁ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ଏକ ପ୍ରବେଶ ପଥରେ ବିକଶିତ କରାଯିବ । ସମ୍ବଲପୁର ଗସ୍ତ ଅବସରରେ ଏଭଳି ସୂଚନା ଦେଇଛନ୍ତି ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଆଜି ହୀରାକୁଦ ସ୍ଥିତ ବୋଟିଂ କ୍ଲବ, ଦେବ୍ରିଗଡ ଅଭୟାରଣ୍ୟ, ବାଦୁଡ଼ି ଦ୍ବୀପ ଆଦି ସ୍ଥାନ ପରିଦର୍ଶନ କରିଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର…

Read More