ମହିଳା ଡ୍ରୋନ ପାଇଲଟ୍ ନିଶା ସୋଲାଙ୍କି, ଜାଣନ୍ତୁ ତାଙ୍କ ବିଶୟରେ
ଭୁବନେଶ୍ଵର, ୨୦/୦୩ : ଘର ରୋଷେଇଠାରୁ ଆରମ୍ଭ କରି ପିଲାମାନଙ୍କର ଶିକ୍ଷା ପର୍ଯ୍ୟନ୍ତ ସବୁକିଛି ଆଧୁନିକ ହୋଇଗଲାଣି। ଏଭଳି ପରିସ୍ଥିତିରେ କୃଷି କ୍ଷେତ୍ର ପଛୁଆ ରହିବା ଉଚିତ୍ ନୁହେଁ। ତେଣୁ ଏକରୁ ଅଧିକ ଟେକ୍ନୋଲୋଜି ବିକଶିତ ହେଉଛି। ଏଥିମଧ୍ୟରୁ କେବଳ ଅଳ୍ପ କିଛି କୌଶଳ ଅଛି ଯାହା କୃଷକମାନଙ୍କ ନିକଟରେ ପହଞ୍ଚୁଛି। ତେବେ ହରିୟାଣାର ମହିଳା ଡ୍ରୋନ୍ ପାଇଲଟ୍ ନିଶା ସୋଲାଙ୍କି କୃଷକମାନଙ୍କୁ ଟେକ୍ନୋଲୋଜି ଆଧାରରେ ଅଗ୍ରଗତି କରିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ସେ ପ୍ରଚେଷ୍ଟା ମଧ୍ୟ…