Admin

ଗର୍ଭାବସ୍ଥା ବେଳେ ପିଲାଙ୍କ ମେଦ ବୃଦ୍ଧି କରେ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ

ଭୁବନେଶ୍ଵର, ୦୨/୧୧ : ଗର୍ଭାବସ୍ଥା ବେଳେ ପିଲାଙ୍କ ମେଦ ବୃଦ୍ଧି କରେ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ। ଗର୍ଭାବସ୍ଥା ସମୟରେ ବଜାରରେ ପ୍ୟାକେଟ୍‌ରେ ମିଳୁଥିବା ଚିପ୍ସ, ନମ୍‌କିନ୍‌, ଚକ୍‌ଲେଟ୍‌, ମିଠା, ସୋଡ଼ା ଓ ପାନୀୟ ଖାଇବା ଦ୍ଵାରା ମା’ ସହିତ ସନ୍ତାନ ଜନ୍ମ ପରେ ତା’ର ଓଜନ ଆବଶ୍ୟକତାଠୁ ଅଧିକ ବଢ଼ିପାରେ। ଏନେଇ ବିଏମ୍‌ଜେ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି। ଗବେଷକମାନେ ଆମେରିକାର ନର୍ସେଜ ହେଲ୍‌ଥ ଷ୍ଟଡି-୨ ଓ ଗ୍ରୋଇଙ୍ଗ ଅପ୍‌ ଟୁଡେ ଷ୍ଟଡିର ତଥ୍ୟ ବିଶ୍ଳେଷଣ…

Read More

ଆଜି ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ, ଜାଣନ୍ତୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ବିଷୟରେ…

ନୂଆଦିଲ୍ଲୀ, ୩୧/୧୦ : ଭାରତରେ ଅନେକ ଶକ୍ତିଶାଳୀ ମହିଳା ଅଛନ୍ତି, ଯେଉଁମାନଙ୍କର ଅଦ୍ଭୁତପୂର୍ବ ଅବଦାନ ଏବଂ କାର୍ଯ୍ୟ ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଛି। ଏପରି ଜଣେ ମହିଳା ହେଉଛନ୍ତି ଇନ୍ଦିରା ଗାନ୍ଧୀ। ଦେଶର ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ହେଉଛନ୍ତି ଇନ୍ଦିରା ଗାନ୍ଧୀ। ତଙ୍କ ପରଠାରୁ ଦେଶରେ କୌଣସି ମହିଳା ପ୍ରଧାନମନ୍ତ୍ରୀ ହୋଇନାହାଁନ୍ତି। ଇନ୍ଦିରା ମହିଳା ସଶକ୍ତିକରଣର ଏକ ଅପୂର୍ବ ପ୍ରତୀକ। ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଦୂର ଦୃଷ୍ଟି ନିଷ୍ପତ୍ତି ସମଗ୍ର ଦେଶରେ ବିପ୍ଳବ କରିଥିଲା।…

Read More

ଭାରତୀୟ ମହିଳା କ୍ରିକେଟ ଦଳର ପ୍ରଥମ ଅଧିନାୟିକା ଶାନ୍ତା ରଙ୍ଗାସ୍ୱାମୀ, ଜାଣନ୍ତୁ ତାଙ୍କ ଜୀବନୀ ଓ କ୍ୟାରିୟର ବିଷୟରେ…

ନୂଆଦିଲ୍ଲୀ, ୩୦/୧୦ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ମିତାଲି ରାଜଙ୍କ ବାୟୋପିକ୍ ସାବାସ ମିଠୁର ଟ୍ରେଲର ରିଲିଜ୍ ହେବା ପରେ ସେ ଏବେ ଖବରର ଶିରୋନାମା ପାଲଟିଛନ୍ତି। ମିତାଲି ରାଜ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଦଳର ଅଧିନାୟିକତ୍ୱ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। କେବଳ ମିତାଲି ରାଜ ନୁହଁନ୍ତି, ଭାରତୀୟ କ୍ରିକେଟ୍ ଦଳର ଅନେକ ମହିଳା ଖେଳାଳି ଗତ କିଛି ବର୍ଷ ମଧ୍ୟରେ ମହିଳା କ୍ରିକେଟ୍ କୁ ଏକ ଭିନ୍ନ ପରିଚୟ ଏବଂ…

Read More

ପିଲାଙ୍କୁ ଚାପଗ୍ରସ୍ତ କରେ ମା’ ବାପାଙ୍କର କଠୋର ବ୍ୟବହାର, ପ୍ରଭାବିତ ହୁଏ ପିଲାଙ୍କ ଡିଏନଏ

ନୂଆଦିଲ୍ଲୀ, ୨୮/୧୦ : ପିଲାଙ୍କୁ ଚାପଗ୍ରସ୍ତ କରେ ମା’ ବାପାଙ୍କର କଠୋର ବ୍ୟବହାର । ଏଭଳି ବ୍ୟବହାର କଲେ ସେମାନେ ଅବସାଦର ଶିକାର ହୁଅନ୍ତି । ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପଡ଼େ । ସଦାସର୍ବଦା ପାଇଁ ସେମାନେ ମାନସିକ ରୂପେ ରୋଗଗ୍ରସ୍ତ ହୋଇପାରନ୍ତି । କଠୋର ଅନୁଶାସନ ଯୋଗୁ ପିଲା ଆତ୍ମବିଶ୍ୱାସ ହରାଇ ଦିଅନ୍ତି । ବଡ଼ ହେବା ପରେ ମଧ୍ୟ ସେମାନେ ଏଥିରୁ ବାହାରି ପାରନ୍ତି ନାହିଁ ବୋଲି ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି । ଦୁଷ୍ଟାମି…

Read More

ମହିଳାଙ୍କୁ ଭିନ୍ନ ଲୁକ୍ ଦେଉଛି ରଫଲ୍

ଭୁବନେଶ୍ଵର, ୨୭/୧୦ : ଫ୍ୟାସନ୍ ଟ୍ରେଣ୍ଡରେ ଏବେ ରଫଲ୍। ଯାହା ଆଗରୁ ବି ଥିଲା, କିନ୍ତୁ ତାହା ଅଳ୍ପ କିଛି ପୋଷାକରେ ସୀମତି ଥିଲା। ମାତ୍ର ଏବେ ଏହି ଟ୍ରେଣ୍ଡ ପ୍ରାୟ ସବୁ ଧରଣର ପୋଷାକରେ ଦେଖିବାକୁ ମିଳୁଛି। ଫାଶନିଷ୍ଟମାନେ ଏହି ଟ୍ରେଣ୍ଡକୁ ବେଶ୍ ଆରାମରେ କ୍ୟାରି ପରିପାରୁଛନ୍ତି। ଯଦି ଆପଣ ଏହି ଟ୍ରେଣ୍ଡ ଆପଣେଇବାକୁ ଚାହାନ୍ତି ତା ହେଲେ ଦେଖିନିଅନ୍ତୁ ରଫଲ୍‌ରେ କଣ ସବୁ ଅପସନ୍ ରହିଛି। ରଫଲ୍ ଶାଢ଼ି: ରଫଲ୍ ସାଧାରଣତଃ କୁଞ୍ଚକୁ ବୁଝାଇଥାଏ।…

Read More

ପକେଟ୍ ଖର୍ଚ୍ଚରେ ପରିବେଶ ଅନୁକୂଳ ଟଏଲେଟ୍ କରୁଛନ୍ତି ମୋନ୍ଦ୍ରିତା, ସମାଜରେ ବାଣ୍ଟୁଛନ୍ତି ସ୍ଵଚ୍ଛତାର ବାର୍ତ୍ତା

ଜାମସେଦପୁର, ୨୬/୧୦ : ମନୋବଳ ଦୃଢ ଥିଲେ କୌଣସି କାମ ବଡ଼ ହୋଇନଥାଏ। ପକେଟ୍ ଖର୍ଚ୍ଚରେ ପରିବେଶ ଅନୁକୂଳ ଟଏଲେଟ୍ ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ ମୋନ୍ଦ୍ରିତା ଚାଟାର୍ଜୀ। ୨୦୧୬ରେ ଟେଲେକୋ ଅଞ୍ଚଳ ଉପକଣ୍ଠରେ ଥିବା କେନ୍ଦ୍ରିଡିହ ପଞ୍ଚାୟତରେ ସେ ନିଜ ପକେଟ୍‌ ଖର୍ଚ୍ଚ ବାବଦକୁ ମିଳୁଥିବା ଟଙ୍କା ସାହାଯ୍ୟରେ ପ୍ରଥମେ ଏକ ଟଏଲେଟ୍‌ ତିଆରି କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା । ଅଦ୍ୟାବଧି ସେ ବିଭିନ୍ନ ସ୍ଥାନରେ ୧୦ଟି…

Read More

ମୁହଁରେ ଲଗାନ୍ତୁ କଫି ଆଇସ୍ କ୍ୟୁବ୍, ଚମକିବ ତ୍ବଚା

ଭୁବନେଶ୍ୱର, ୨୩/୧୦ : ଚେହେରା ପାଇଁ ଅତ୍ୟନ୍ତ ଲାଭଦାୟକ କଫି। ଏହା ତ୍ୱଚାକୁ ସୁନ୍ଦର ରଖିବା ସହିତ ତ୍ୱଚାର ପିଗମେଣ୍ଟେସନକୁ ମଧ୍ୟ ଦୂର କରିଥାଏ । କଫିକୁ ଆପଣ ତ୍ୱଚାରେ ସ୍କ୍ରବ୍ ଏବଂ ଫେସ୍ ପ୍ୟାକ୍ ଭାବରେ ବ୍ୟବହାର କରିପାରିବେ । କଫିରେ ବ୍ଲିଚିଂ ପ୍ରପର୍ଟି ଯୁକ୍ତ ଆଣ୍ଟି-ଏଜିଙ୍ଗ୍ ପ୍ରପର୍ଟି ରହିଥାଏ, ଯାହା ବୟସ ପୂର୍ବରୁ ଚେହେରାରେ କୁଞ୍ଚନ, କଳା ରଙ୍ଗର ପ୍ୟାଚ୍ ଭଳି ସମସ୍ୟା ଦୂର କରିଥାଏ । ଏହା ବ୍ୟତୀତ ଏହା ଡେଡ୍ ସ୍କିନ୍ ବାହାର…

Read More

ଭାରତର ପ୍ରଥମ ମହିଳା ମାଜିଷ୍ଟ୍ରେଟ୍ ଓମାନା କୁଞ୍ଜମ୍ମା, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ, ୨୨/୧୦ : ଭାରତ ଇତିହାସରେ ମହିଳାଙ୍କ ଯୋଗଦାନ ଖୁବ୍ ଗୁରୁତ୍ଵପୂର୍ଣ୍ଣ। ସେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ସ୍ଵର ଉତ୍ତୋଳନ କରିବା ହେଉ କିମ୍ଵା ଇଂରେଜମାନଙ୍କ ଗୋଲାମୀ ଜଞ୍ଜିର ଭାଙ୍ଗିବାକୁ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେବା… ସବୁ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଖୁବ୍ ଗୁରୁତ୍ଵପୂର୍ଣ୍ଣ ରହିଛି। ଦେଶ ସ୍ଵାଧୀନ ହେବା ପରେ ଭାରତର ବିକାଶ କ୍ଷେତ୍ରରେ ମହିଳାମାନେ ନିରନ୍ତର ପ୍ରୟାସ କରିଛନ୍ତି। ରାଜନୀତି ଠାରୁ ନେଇ ରକ୍ଷାନୀତି ଯାଏଁ ସବୁ କ୍ଷେତ୍ରରେ ନାରୀ ଆଗରେ। ଆଉ…

Read More

ସବୁଠୁ ଅଧିକ ବୟସ୍କା ମହିଳା ଭାରତୀୟ ପର୍ବତାରୋହୀ ଜ୍ୟୋତି ରାତ୍ରେ, ଅନ୍ୟମାନଙ୍କ ପାଇଁ ପାଲଟିଲେ ପ୍ରେରଣା…

ନୂଆଦିଲ୍ଲୀ, ୨୧/୧୦ : ସବୁଠୁ ଅଧିକ ବୟସ୍କା ମହିଳା ଭାରତୀୟ ପର୍ବତାରୋହୀ ଜ୍ୟୋତି ରାତ୍ରେ। ଯେଉଁ ବୟସରେ ଆଣ୍ଠୁଗଣ୍ଠି ବାତ ଯୋଗୁଁ ମଣିଷ ଆରାମ କରିବାକୁ ଇଚ୍ଛା କରେ ସେହି ବୟସରେ ପର୍ବତ ଚଢି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ ଜ୍ୟୋତି। ଭୋପାଳରେ ରହୁଥିବା ଜ୍ୟୋତି ତାଙ୍କ ସ୍କୁଲ ସମୟରେ ଏଭରେଷ୍ଟ ଶୃଙ୍ଗ ବିଷୟରେ ପଢିଥିଲେ। ଏଭରେଷ୍ଟ ଚଢିବା ଖୁବ୍ କଷ୍ଟ ବୋଲି ସେ ବହିରେ ପଢିଥିଲେ। ଏହା ପରେ ସେ ପାହାଡ଼ ଚଢିବା ପାଇଁ ସ୍ଵପ୍ନ…

Read More

ଓଡ଼ିଶୀ ଏବଂ ଭାରତନାଟ୍ୟମର ମହାଗୁରୁ ସୋନାଲ ମାନସିଂହ, ଜାଣନ୍ତୁ କିଏ ଏହି ମହିଳା…

ଭୁବନେଶ୍ଵର, ୧୯/୧୦ : ସେ ନୃତ୍ୟର ଜଣେ ଅନୁଭବୀ ଗୁରୁ। ତାଙ୍କ ଜୀବନରେ ସେ କଳାକୁ ଜିଇଁଛନ୍ତି। ତାଙ୍କର ଆଖି ଏବଂ ମୁଦ୍ରା କୁହେ ଅନେକ କାହାଣୀ। ଦୁନିଆ ସାରା ଅଛନ୍ତି ତାଙ୍କ ନୃତ୍ୟର ପ୍ରଶଂସକ ଏବଂ ଦେଶ ବିଦେଶରେ ଶିଷ୍ୟ। ଆମେ କହୁଛୁ ଭାରତନାଟ୍ୟମ୍ ଏବଂ ଓଡ଼ିଶୀ ନୃତ୍ୟରେ ପାରଦର୍ଶିତା ଲାଭ କରିଥିବା ସୋନଲ ମାନସିଂହଙ୍କ ବିଷୟରେ। ନୃତ୍ୟକୁ ତାଙ୍କ ଜୀବନରେ ଏକ ଅଭିନ୍ନ ଅଙ୍ଗ ବୋଲି ଭାବନ୍ତି ସୋନଲ। ସୋନଲଙ୍କ କହିବା ଅନୁଯାୟୀ, ନୃତ୍ୟ…

Read More