Blog

ମହିଳା ଡ୍ରୋନ ପାଇଲଟ୍ ନିଶା ସୋଲାଙ୍କି, ଜାଣନ୍ତୁ ତାଙ୍କ ବିଶୟରେ

ଭୁବନେଶ୍ଵର, ୨୦/୦୩ : ଘର ରୋଷେଇଠାରୁ ଆରମ୍ଭ କରି ପିଲାମାନଙ୍କର ଶିକ୍ଷା ପର୍ଯ୍ୟନ୍ତ ସବୁକିଛି ଆଧୁନିକ ହୋଇଗଲାଣି। ଏଭଳି ପରିସ୍ଥିତିରେ କୃଷି କ୍ଷେତ୍ର ପଛୁଆ ରହିବା ଉଚିତ୍ ନୁହେଁ। ତେଣୁ ଏକରୁ ଅଧିକ ଟେକ୍ନୋଲୋଜି ବିକଶିତ ହେଉଛି। ଏଥିମଧ୍ୟରୁ କେବଳ ଅଳ୍ପ କିଛି କୌଶଳ ଅଛି ଯାହା କୃଷକମାନଙ୍କ ନିକଟରେ ପହଞ୍ଚୁଛି। ତେବେ ହରିୟାଣାର ମହିଳା ଡ୍ରୋନ୍ ପାଇଲଟ୍ ନିଶା ସୋଲାଙ୍କି କୃଷକମାନଙ୍କୁ ଟେକ୍ନୋଲୋଜି ଆଧାରରେ ଅଗ୍ରଗତି କରିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ସେ ପ୍ରଚେଷ୍ଟା ମଧ୍ୟ…

Read More

୮୮ ବର୍ଷରେ ବ୍ୟବସାୟ କରୁଛନ୍ତି ପଦ୍ମା ପାରିଖ, ଦେଶ ବିଦେଶରେ ବିକ୍ରି ହେଉଛି ପ୍ରଡକ୍ଟ

ଭୁବନେଶ୍ଵର, ୨୦/୦୩ : ଅହମ୍ମଦାବାଦର ୮୮ ବର୍ଷୀୟା ପଦ୍ମା ପାରିଖ। ବୟସର ଅପରାହ୍ଣରେ ବି ଥକି ଯାଇ ନାହାଁନ୍ତି। ସେ ଦିନକୁ ୪ ରୁ ୫ ଘଣ୍ଟା ପରିଶ୍ରମ କରି ହସ୍ତକଳା ବ୍ୟବସାୟ କରୁଛନ୍ତି। ପିଲାଦିନରୁ ତାଙ୍କର ହସ୍ତକଳା ପ୍ରତି ରୁଚି ରହିଛି। ତାଙ୍କ ହାତ ତିଆରି ଜିନିଷର ଚାହିଦା ଦେଶ ବିଦେଶରେ ରହିଛି। କାନାଡ଼ା, ଆମେରିକା, ଜାପାନ ସମେତ ୧୦ଟି ଦେଶରେ ତାଙ୍କର ଜିନିଷ ବିକ୍ରି ହେଉଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ଗୋଟିଏ…

Read More

ମାତ୍ର ୧୫ ଦିନରେ ରୋଜଗାର କରିଥିଲେ ଏକ ହଜାର କୋଟି, ଜାଣନ୍ତୁ କିଏ ଏହି ମହିଳା ?

ନୂଆଦିଲ୍ଲୀ, ୧୭/୦୩ : ଅନେକ ଭାରତୀୟ ଭେଟେରାନ ବ୍ୟବସାୟୀ ସାରା ବିଶ୍ୱରେ ବ୍ୟବସାୟ ବିସ୍ତାର କରୁଛନ୍ତି ଏବଂ ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ଭାରତର ଭେଟେରାନ୍ ବ୍ୟବସାୟୀ ରାକେଶ ଝୁନଝୁନୱାଲାଙ୍କ ନାମ କିଏ ବା ନଜାଣେ। ସେ ଜଣେ ନିବେଶକ ଏବଂ ଷ୍ଟକ୍ ବ୍ୟବସାୟୀ ଥିଲେ। କିନ୍ତୁ ତାଙ୍କ ପତ୍ନୀ ରେଖା ଝୁନଝୁନୱାଲା ମଧ୍ୟ କମ୍ ନୁହଁନ୍ତି। ନିକଟରେ ସେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଏକ ହଜାର କୋଟି ଟଙ୍କା…

Read More

ଗରମ ଯୋଗୁଁ ତ୍ଵଚା ହରାଉଛି କି ଉଜ୍ଜ୍ଵଳତା, ପାଣିକୁ ଏମିତି କରନ୍ତୁ ବ୍ୟବହାର…

ଭୁବନେଶ୍ଵର, ୧୭/୦୩ : ଗ୍ରୀଷ୍ମ ଆସିବା ମାତ୍ରେ ଚର୍ମ ସହିତ ଜଡିତ ବିଭିନ୍ନ ସମସ୍ୟା ସାମ୍ନାକୁ ଆସିବା ଆରମ୍ଭ କରେ। ଏଥିପାଇଁ ଚର୍ମ ରୋଗ ବିଶେଷଜ୍ଞମାନେ ଲୋକଙ୍କୁ ଅଧିକରୁ ଅଧିକ ପାଣି ପିଇବାକୁ ପରାମର୍ଶ ଦିଅନ୍ତି। ଜଳ ଶରୀରକୁ ହାଇଡ୍ରେଟ୍ ରଖେ। ଯେଉଁଥି ପାଇଁ ଶରୀରରେ ଚମକ ଅକ୍ଷୁର୍ଣ୍ଣ ରହିଥାଏ। ଯଦି ଆପଣଙ୍କ ଶରୀରରେ ଜଳର ଅଭାବ ଥାଏ, ତେବେ ଏହା ଆପଣଙ୍କ ତ୍ୱଚାକୁ ସିଧାସଳଖ ପ୍ରଭାବିତ କରିବ। ଜଳର ଅଭାବ ଶରୀରରେ ଅନମନୀୟତା ଆଣିଥାଏ। ଏହା…

Read More

ପୁଅ ବେଶରେ ଇଂରେଜମାନଙ୍କ ବିରୋଧରେ ଲଢେଇ କରିଥିବା ମହିଳା ସ୍ଵାଧିନତା ସଂଗ୍ରାମୀ କଳ୍ପନା ଦତ୍ତ, ଜାଣନ୍ତୁ ତାଙ୍କ ବିଷୟରେ

କଟକ, ୧୬/୦୩ : ଦେଶ ପାଇଁ ନିଜ ଜିବନକୁ ଉତ୍ସର୍ଗ କରିଥିବା ବହୁ ସ୍ଵତନ୍ତ୍ରତା ସେନାନୀ ଏବେବି ଅପରିଚିତ। ବିଶେଷ କରି ମହିଳା ସ୍ଵାଧିନତା ସଂଗ୍ରାମୀ। ଇତିହାସର ଫର୍ଦ୍ଦରୁ ହଜିଯାଇଥିବା ଜଣେ ମହିଳା ସ୍ଵାଧିନତା ସଂଗ୍ରାମୀ ହେଉଛନ୍ତି କଳ୍ପନା ଦତ୍ତ। ୧୯୧୩ ମସିହା ଜୁଲାଇ ୧୩ ତାରିଖରେ ଚଟଗାଁଓର ଶ୍ରୀପୁର ଗ୍ରାମରେ ଏକ ମଧ୍ୟମ ବର୍ଗୀୟ ପରିବାରରେ ଜନ୍ମଗ୍ରହଣ କରିଥିବା କଳ୍ପନା ସ୍ଵାଧିନତା ସଂଗ୍ରାମରେ ଯୋଗ ଦେଇଥିଲେ। ୧୯୨୯ ମସିହାରେ ସେ ପାଠ ପଢିବା ପାଇଁ କଲିକତା…

Read More

ଓଡ଼ିଶାର ସୋନମ ୱାଙ୍ଗଚୁକ୍, ଗାଁରେ ଚଳାଉଛନ୍ତି ଥ୍ରି ଇଡିଅଟ୍ ଭଳି ଇନୋଭେସନ ସ୍କୁଲ୍

କଟକ, ୧୧/୦୩ : ଓଡ଼ିଶାର ସୋନମ ୱାଙ୍ଗଚୁକ୍। ଗାଁରେ ଚଳାଉଛନ୍ତି ଥ୍ରି ଇଡିଅଟ୍ ଭଳି ଇନୋଭେସନ ସ୍କୁଲ୍। କଟକ ୪୨ ମୌଜାର ବରାଳ ଗାଁର ଅନିଲ ପ୍ରଧାନ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ ଫର ରୁରାଲ୍ ଇନୋଭେସନ ନାମକ ଏକ ସ୍କୁଲ ଖୋଲିଛନ୍ତି। ଏହି ସ୍କୁଲରେ ପିଲାମାନେ ଇନୋଭେସନ ଏବଂ ଟେକନିକ୍ ପାଠ ପଢୁଛନ୍ତି। ଗାଁରେ ପିଲାଦିନରୁ ପାଠ ପଢାରେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ ଅନିଲ୍। ତାଙ୍କର ପିତା ଜଣେ ସିଆରପିଏଫ୍ ଅପିସର ଥିଲେ। ସେ ପ୍ରତିଦିନ…

Read More

ସମାଜର ବେଡ଼ି ଭାଙ୍ଗି ଏମାନେ ହୋଇପାରିଛନ୍ତି ଭାରତୀୟ ସିନେମା ଜଗତର ପ୍ରଥମ ମହିଳା, ଜାଣନ୍ତୁ ସେମାନଙ୍କ ବିଷୟରେ…

ଭୁବନେଶ୍ଵର, ୧୧/୦୩ : ସମାଜର ବେଡ଼ି ଭାଙ୍ଗି ଏମାନେ ହୋଇପାରିଛନ୍ତି ଭାରତୀୟ ସିନେମା ଜଗତର ପ୍ରଥମ ମହିଳା। ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ସେମାନେ ହେଲେ ସିନେମା ଜଗତର ପ୍ରଥମ ମହିଳା ସିନେମେଟୋଗ୍ରାଫର ହେଉଛନ୍ତି ବି. ଆର ବିଜୟଲକ୍ଷ୍ମୀ, ପ୍ରଥମ ଅଭିନେତ୍ରୀ ଦୁର୍ଗାବାଈ କାମତ, ପ୍ରଥମ ମହିଳା ମ୍ୟୁଜିକ ନିର୍ଦ୍ଦେଶକ ଜଦ୍ଦନ ବାଈ, ପ୍ରଥମ ମହିଳା ନିର୍ଦ୍ଦେଶକ ଫାତିମା ବେଗମ, ପ୍ରଥମ ମହିଳା କମେଡିଆନ ଉମାଦେବୀ ଖତ୍ରୀ ଓରଫ ଟୁନଟୁନ। ବି. ଆର ବିଜୟଲକ୍ଷ୍ମୀ- ଭେଟେରାନ୍ ଫିଲ୍ମ…

Read More

ବିଦେଶରେ ପ୍ରସିଦ୍ଧି ଲାଭ କରୁଛି ଭାରତର ତୋରଣ, ବ୍ୟବସାୟର ମାଧ୍ୟମ କରି ଆତ୍ମନିର୍ଭର ହୋଇପାରିବେ ଘରୋଇ ମହିଳା

ଭୁବନେଶ୍ଵର, ୧୦/୦୩ : ଭାରତର ପ୍ରତି ପ୍ରାନ୍ତର ନିଜର ପରିଚୟ ରହିଛି। ବିଶେଷ କରି ଯେତେବେଳେ ହସ୍ତକଳା ଏବଂ କାରିଗରୀ କଥା ଉଠେ ଭାରତର ପ୍ରତି ପ୍ରାନ୍ତର ଲୋକମାନେ ସେମାନଙ୍କର ହସ୍ତକଳା ପାଇଁ ବିଦେଶରେ ପ୍ରସିଦ୍ଧି ଲାଭ କରିଛନ୍ତି। ଯେପରି ଘରର ଦ୍ଵାର ବନ୍ଧରେ ଲାଗୁଥିବା ତୋରଣ। ଦକ୍ଷିଣ ଭାରତରେ ଆମ୍ଵ ତୋରଣ ପ୍ରସିଦ୍ଧ ଥିବା ବେଳେ ଉତ୍ତର ଭାରତରେ ଗେଣ୍ଡୁ ଫୁଲ ତୋରଣ ଖୁବ୍ ପ୍ରସିଦ୍ଧ। ସେହିଭଳି ଓଡ଼ିଶାରେ ଧାନରେ ତିଆରି ବେଣ୍ଟି ଖୁବ୍ ପ୍ରସିଦ୍ଧ।…

Read More

ପୁରୁଷ ଏବଂ ମହିଳାମାନଙ୍କଠାରେ ହୃଦଘାତର ଲକ୍ଷଣ ଭିନ୍ନ, ଜାଣନ୍ତୁ ମହିଳାମାନଙ୍କ ଠାରେ ଦେଖା ଯାଉଥିବା ହୃଦଘାତର ଲକ୍ଷଣ

ଭୁବନେଶ୍ଵର, ୧୦/୦୩ : ଖରାପ ଜୀବନଶୈଳୀ ଏବଂ ଅନ୍ୟାନ୍ୟ କାରଣରୁ ଆଜିକାଲି ହୃଦଘାତ ଏକ ଗୁରୁତର ସମସ୍ୟା ପାଲଟିଛି । ଅନ୍ୟାନ୍ୟ ରୋଗ ପରି ହୃଦଘାତର ମଧ୍ୟ ଲକ୍ଷଣ ରହିଥାଏ। କେବଳ ସେଗୁଡିକୁ ଚିହ୍ନିବା ଆବଶ୍ୟକ। ଆପଣ ଜାଣନ୍ତି କି ପୁରୁଷ ଏବଂ ମହିଳାମାନଙ୍କଠାରେ ହୃଦଘାତର ଲକ୍ଷଣ ଭିନ୍ନ ହୋଇଥାଏ? ଯଦି ଉଚିତ୍ ସମୟରେ ସେଗୁଡିକ ଉପରେ ଧ୍ୟାନ ଦିଆଯାଏ, ତେବେ ଗମ୍ଭୀର ସମସ୍ୟାକୁ ଏଡ଼େଇ ଦିଆଯାଇପାରେ। ତେବେ ଆସନ୍ତୁ ଜାଣିବା ମହିଳାଙ୍କଠାରେ ହୃଦଘାତର ଲକ୍ଷଣ କଣ……

Read More

ସେ ଅବଳା ନୁହେଁ କି ଦୁର୍ବଳା ନୁହେଁ, ସେ ସର୍ବ ଶକ୍ତିମାନ୍ : ନାରୀ ଶକ୍ତିକୁ ସଲାମ…

ନାରୀ, ଜଣେ ମାଆ… ତାକୁ ପୂଜା କର। ନାରୀ ଜଣେ ଭଉଣୀ… ତାକୁ ଆଦର କର। ନାରୀ ଜଣେ ପତ୍ନୀ… ତାକୁ ପ୍ରେମ କର। ନାରୀ ଜଣେ ମହିଳା… ତାକୁ ସମ୍ମାନ ଦିଅ। ଭୁବନେଶ୍ଵର, ୦୮/୦୩ : ସେ ଅବଳା ନୁହେଁ କି ଦୁର୍ବଳା ନୁହେଁ। ସେ ସର୍ବଶକ୍ତିମାନ୍, ନାରୀ। ମହିଳା ହେଉଛି ସମାଜର ଅସଲି ଶିଳ୍ପୀ। ନାରୀ ବିନା ଏ ସୃଷ୍ଟି ଅସମ୍ଭବ। ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନାରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଦିନଟିଏ।…

Read More