Blog

ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧରେ ରହିଛି ସୁଖର ସନ୍ଧାନ

sheodisha.com ଆପଣମାନଙ୍କ ପାଇଁ ଆଣୁଛି ଏକ କ୍ଷୁଦ୍ର ଚଳଚ୍ଚିତ୍ର ଲାଫିଙ୍ଗ ବୁଦ୍ଧ (Laughing Buddha)। ଲାଫିଙ୍ଗ ବୁଦ୍ଧ କ୍ଷୁଦ୍ର ଚଳଚ୍ଚିତ୍ରରେ ରହିଛି ଏକାଧିକ ମେସେଜ। ବର୍ତ୍ତମାନ ସମାଜର ଘଟଣାବଳୀ ମଧ୍ୟରୁ ଏଥିରେ ରହିଛି ଏମିତି ଏକ ଘଟଣା, ଯ଼ାହାକି ଆପଣ ଦେଖୁଛନ୍ତି,ଜାଣୁଛନ୍ତି କିନ୍ତୁ ନଜର ଆନ୍ଦାଜ କରିଦିଅନ୍ତି । ଖୁସିର ସନ୍ଧାନରେ ମଣିଷ କେମିତି ବାଟବଣା ହୋଇଯ଼ାଏ ଏବଂ ପୁଣି ଲାଫିଙ୍ଗବୁଦ୍ଧ ନିକଟରେ ଖୁସିର ସତ୍ତା ତାକୁ ମିଳିଛି, ଏମିତି କିଛି ନିଆରା କାହାଣୀକୁ ନେଇ ଏହି…

Read More

ଏବେ ମହିଳାମାନଙ୍କର କଣ ହେବ? ଚିନ୍ତା ଆଫଗାନିସ୍ତାକୁ ନେଇ

ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବାକୁ ନେଇ ବିଶ୍ବବ୍ୟାପୀ ପ୍ରତିକ୍ରିୟାମାନ ପ୍ରକାଶ ପାଇବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡନ ସ୍ପଷ୍ଟ କରିଦେଇଛନ୍ତି ଆଫଗାନିସ୍ତାନରେ ରାଷ୍ଟ୍ର ନିର୍ମାଣ ଆମେରିକାର କେବେ ଅଭିପ୍ରାୟ ନଥିଲା ବରଂ ଅଲକାଏଦାକୁ ମୂଳୋତ୍ପାଟନ କରିବା ଲାଗି ଆମେରିକା ସେଠାକୁ ଯ଼ାଇଥିଲା । ଆମେରିକା ଯେଉଁ ଟାର୍ଗେଟ ନେଇଥିଲା ତାହା ସଫଳ ହୋଇଛି। ବିନ୍ ଲାଡେନକୁ ଖୋଜି ତାର ଅନ୍ତ ଘଟାଇଛି ଆମେରିକା, । 20 ବର୍ଷରେ ଆମେରିକା ଅନେକ କିଛି କରିବା…

Read More

ଶ୍ରେଣୀରେ ଭଲ ସାଙ୍ଗ ସିଏ- ପାଖରେ ବସିଛି ଯିଏ

କୁହାଯାଏ ଗୋଟିଏ କ୍ଲାସରେ ପଢୁଥିବା ଛାତ୍ରଛାତ୍ରୀ ଯେତେବେଳେ ସେମାନଙ୍କର ସାଙ୍ଗ ବାଛିବା ଆରମ୍ଭ କରନ୍ତି ସେଥିରେ ସେମାନେ ସମାନତାକୁ ବେଶୀ ଗୁରୁତ୍ବ ଦେଇଥାନ୍ତି । ଯେମିତିକି ଭଲ ପାଠ ପଢୁଥିବା ପିଲାଟି ସମାନ ଭାବେ ପଢୁଥିବା ପିଲାଟି ସହିତ ସାଙ୍ଗ ହୋଇଥାଏ, ସେମିତି ଯେଉଁ ଛାତ୍ରଛାତ୍ରୀଙ୍କ ପାରିବାରିକ କିମ୍ବା ଜାତିଗତ ସାମଞ୍ଜସ୍ୟ ରହିଛି ସେମାନେ କୁଆଡ଼େ ସାଙ୍ଗ ହେବାଲାଗି ପସନ୍ଦ କରିଥାନ୍ତି । ଏହା ବର୍ଷ ବର୍ଷ ଧରି ବିଶ୍ବାସ କରାଯାଇଛି । ହେଲେ ଏହାକୁ  କିଛି…

Read More

ଦେଶ ମୋର ରଙ୍ଗୀଲ ରଙ୍ଗୀଲା- ଏ ଚିତ୍ର ଦେଖିଲେ ଛାତି ଫୁଲି ଉଠିବ

କୁହାଯାଏ ଉତ୍ସବ ଅପେକ୍ଷା ଉତ୍ସବର ପୂର୍ବରାତିଟି ହିଁ ବେଶେ ଉତ୍ସାହପ୍ରଦ ହୋଇଥାଏ। ସାରାଦେଶରେ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଦେଶ ବିଦେଶରେ ଯେଉଁଭଳି ଭାବେ ତ୍ରିରଙ୍ଗାର ଛାଇଆଲୁଅ ଚିତ୍ର ମାନ ସାମ୍ନାକୁ ଆସୁଛି ତାହା ଦେଖିଲେ ଜଣେ ଭାରତୀୟ ଭାବେ ଛାତି ଉଲ୍ଲାସରେ କୁଣ୍ଢେମୋଟ ହୋଇଯିବ। ସ୍ବାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ ଏବଂ ଦେଶ କିପରି ବିଭାଜନ ବିଭୀଷିକା ଦିବସ ପାଳନ କରିଛି ଏସବୁ ଉପରେ ଆପଣଙ୍କ ନଜର ନିଶ୍ଚୟ ଥିବ କିନ୍ତୁ କାଶ୍ମୀରରେ କିପରି…

Read More

ନୀରଜଙ୍କ ସୁନାର ମେଡାଲ: କିଛି ଅଭୁଲା ଭିଜୁଆଲ Watch IT

 ଶହେ ବର୍ଷରେ ଭାରତକୁ ମିଳିଛି ଏମିତି ସଫଳତା ଯ଼ାହାକୁ ନେଇ ସାରା ଭାରତ ଗର୍ବରେ ଛାତି ଫୁଲାଇ ପାରୁଛି। ଅଲିମ୍ପିକ୍ସରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ଜିତିବାକୁ ପୂରା ଦେଶ ସେଲେବ୍ରେଟ କରୁଛି। ସୋସିଆଲ ମିଡିଆରେ ଏବେ କେବଳ ନୀରଜଙ୍କ ଖବର ଏବଂ ଭିଜୁଆଲ ହିଁ ଛାଇ ଯ଼ାଇଛି। ଏ ସଂପର୍କିତ ପୂରା ଖବର ଆମେ ଏହି ଠାରେ ଆପଣଙ୍କୁ ଦେବାକୁ ଚେଷ୍ଟା କରୁଛୁ।   ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ନୀରଜ ଚୋପ୍ରା…

Read More

ସମ ଅଲ୍ଟିମେଟ ମେଡିକେୟାରର ନର୍ସମାନଙ୍କୁ ସମ୍ମାନିତ କଲା ସିଆଇଆଇ

କୋଭିଡ ମହାମାରୀ ସମୟରେ ଉଲ୍ଲେଖନୀୟ ସ୍ବାସ୍ଥ୍ୟ ସେବା ପାଇଁ ସାରା ଦେଶରେ ଦୃଷ୍ଟି ଆକର୍ଷଣ କରିଥିବା ସମ ହସ୍ପିଟାଲ ଗ୍ରୁପ ଏବେ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମଣ କରିଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ କରିଥିବାରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ସମ୍ ଅଲ୍ଟିମେଟ ମେଡ଼ିକେୟାର ନର୍ସିଂ ଟିମକୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା ମହାମାରୀ ଯୁଦ୍ଧରେ ନିଷ୍ପାପର ସେବା ଯୋଗାଇଥିବାରୁ ନର୍ସିଂ ଟିମକୁ ସମ୍ମାନିତ କରାଯାଇଛି । ୨୪ ଘଣ୍ଟା ନିଷ୍ଠା…

Read More

ଭିଜୁଆଲ ଦେଖି କୁହନ୍ତୁ କାହାର ଭୁଲ-ଏଠି କଣ କରାଯିବା କଥା

() ନେଟ ଦୁନିଆରେ ଏବେ ଟ୍ରେଣ୍ଡ କରୁଛି ବା ଭାଇରାଲ ହେଉଛି #Arrestlucknowgirl ବା ଲକ୍ଷ୍ନୌର ଏହି ଝିଅକୁ ଗିରଫ କର। କାହିଁକ ସମସ୍ତେ ଏକ ସ୍ବରରେ ଏମିତି ଏହି ଝିଅର ଗିରଫଦାରି ଦାବି କରୁଛନ୍ତି ଏହି ପ୍ରଶ୍ନ ଉଠିବା ସ୍ବାଭାବିକ । ଏ ଝିଅ ଏମିତି କଣ କଲା ଯେ ସମସ୍ତେ ତାର ଗିରଫ ଦାବି କରୁଛନ୍ତି । ତା ସହିତ ଅନ୍ୟ କିଛି ଲୋକ ତାକୁ ଇନୋସେଣ୍ଟ ବା ନିର୍ଦ୍ଦୋଷ ମଧ୍ୟ କହିବା ଆରମ୍ଭ…

Read More

ସିନ୍ଧୁ ଜିତିଲେ ବ୍ରୋଞ୍ଜ ଦେଖନ୍ତୁ କେତେ କଷ୍ଟ ସାଧ୍ୟ ଥିଲା ସେହି ସମୟ

ପିଭି ସିନ୍ଧୁ ପ୍ରଥମ ଭାରତୀୟ ମହିଳା ଭାବେ ଦୁଇଟି ଅଲିମ୍ପିକ୍ସ ମେଡାଲ ଜିଣି ଇତିହାସ ରଚିଛନ୍ତି । ବ୍ୟାଡମିଣ୍ଟନ ସିଙ୍ଗଲସ ତୃତୀୟ ସ୍ଥାନ ପାଇଁ ସିନ୍ଧୁ ତାଙ୍କର ଚୀନ ପ୍ରତିପକ୍ଷ ବିଙ୍ଗ ଜିଆଓଙ୍କୁ ହରାଇ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେମିଫାଇନାଲରେ ବିଶ୍ବର ନମ୍ବର ୱାନ ଟାଇ ଜୁ ୟିଙ୍ଗଙ୍କଠାରୁ ହାରିଯାଇଥିବା ପିଭି ସିନ୍ଧୁ ଘାଇଲା ବାଘ ପରି ଖେଳିଥିଲେ। ପ୍ରଥମରୁ ହିଁ ତାଙ୍କର ଚୀନ ପ୍ରତିପକ୍ଷଙ୍କ ଉପରେ ପ୍ରଭାବ ବିସ୍ତାର କରି ରଖିଥିଲେ। ତଥାପିବି ମ୍ୟାଚ ରୋଚକ…

Read More

ନେତାଙ୍କ ଛତା ଓ କୁର୍ତ୍ତା -ଆପଣ ହସିବେ କିନ୍ତୁ ଆମକୁ ଶିକ୍ଷା(WATCH)

ନେତାମାନେ ଯେ ଗୁରୁ ଗମ୍ଭୀର ରହିବେ, ସାଧାରଣ ସ୍ଥାନରେ ଏମାନେ ଥଟ୍ଟା ମଜା କରିପାରିବେନି, ଏମାନଙ୍କ ସହିତ କିଛି ଅସାମାନ୍ୟ ଘଟିଗଲେ ଏମାନଙ୍କୁ ଅସହଜ କରିଦିଏ, ଏମିତି ଧାରଣାର ଯୁଗ ଗଲାଣି। ଏବେ ତ ଦିନକୁ ଦିନ ନେତାମାନଙ୍କ ସାଧାରଣ ଜୀବନର ଭିଜୁଆଲ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେମାନେ କେତେ ଅତି ସାଧାରଣ ମଣିଷ, ବିଲକୁଲ ଅନ୍ୟମାନଙ୍କ ଭଳି, ତାହା ସାମ୍ନାକୁ ଆସୁଛି। ଆମେ ଆପଣଙ୍କ ସାମ୍ନାରେ ଦୁଇ ରାଷ୍ଟ୍ରନେତାଙ୍କ ଭିଜୁଆଲ ଆଣିଛୁ ଯ଼ାହାକି…

Read More