୨୦୨୨ରେ ମହିଳାଙ୍କ ହକ୍ରେ ଆସିଛି ବହୁ ବଡ଼ ନିଷ୍ପତ୍ତି, ନାରୀ ଶକ୍ତିର ବର୍ଷ ଥିଲା ୨୦୨୨
ନୂଆଦିଲ୍ଲୀ, ୩୧/୧୨ : ମହିଳା ସଶକ୍ତିକରଣ ପାଇଁ ଭାରତ ସରକାର, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଲଗାତର ପ୍ରୟାସରତ ଅଛନ୍ତି। ଏତଦ୍ ସତ୍ତ୍ଵେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଆଜି ବି ମହିଳା ଉପେକ୍ଷିତ। ଲିଙ୍ଗଗତ ଭେଦଭାବ ଏବଂ ଅସମାନତାର ଶିକାର ହେଉଛନ୍ତି ମହିଳା। କେତେବେଳେ ମହିଳାଙ୍କୁ କେଉଁ ମନ୍ଦିରକୁ ପ୍ରବେଶ ଅନୁମତି ମିଳୁନି ତ ଆଉ କେତେବେଳେ ସମାନ କାମ ପାଇଁ ପୁରୁଷଙ୍କ ସମାନ ବେତନ ମିଳୁନି। ତେବେ ୨୦୨୨ରେ ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ…
