ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା

ପଶ୍ଚିମ ଓଡ଼ିଶାର ପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି । ଏଥିସହିତ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି । ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ୟୁଜିସି ଅଧିନିୟମ 1956, ଧାରା 2(ଏଫ୍) ଅନୁଯାୟୀ ବଲାଙ୍ଗିର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ମିଳିଛି । । ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ମିଳିବା ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ…

Read More

ଗୋଟିଏ ଦେଶ ଗୋଟିଏ ରାସନ ଓଡ଼ିଶାରେ ଆରମ୍ଭ

ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିଠାରୁ ଓଡ଼ିଶାର ସବୁ ଜିଲ୍ଲାରେ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାଦ୍ବାରା ରାଜ୍ୟ ବାହାରର ଲୋକ ଓଡ଼ିଶାରେ ଓ ଓଡ଼ିଶାର ଲୋକ ରାଜ୍ୟ ବାହାରେ ତାଙ୍କ ପସନ୍ଦର ଦୋକାନରୁ ରାସନ ପାଇପାରିବେ । ରାଜ୍ୟର ୧୦ ହଜାର ୫୭୮ ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନେ ଏହି ସୁବିଧା ପାଇବେ । ଏହାସହିତ…

Read More

ହୀରାକୁଦରେ ଅଛି ପର୍ଯ୍ୟଟନ ଶକ୍ତି- ଖର୍ଚ୍ଚ ହେବ 130 କୋଟି

ହୀରାକୁଦକୁ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନର ହବ କରାଯ଼ିବ ଏବଂ ଏଥିପାଇଁ 130 କୋଟି ଟଙ୍କା ଖର୍ଚ୍ଚ କରାଯ଼ିବ । ହୀରାକୁଦକୁ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ଏକ ପ୍ରବେଶ ପଥରେ ବିକଶିତ କରାଯିବ । ସମ୍ବଲପୁର ଗସ୍ତ ଅବସରରେ ଏଭଳି ସୂଚନା ଦେଇଛନ୍ତି ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଆଜି ହୀରାକୁଦ ସ୍ଥିତ ବୋଟିଂ କ୍ଲବ, ଦେବ୍ରିଗଡ ଅଭୟାରଣ୍ୟ, ବାଦୁଡ଼ି ଦ୍ବୀପ ଆଦି ସ୍ଥାନ ପରିଦର୍ଶନ କରିଥିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର…

Read More

ପୁରୀରେ ଦେଶର ପ୍ରଥମ ପ୍ରକଳ୍ପ ଆରମ୍ଭ ହେଲା

ଦେଶରେ ପୁରୀ  ପ୍ରଥମ ସହର । ଖାଲି ସେତିକି ନୁହେଁ ଲଣ୍ଡନ ସିଙ୍ଗାପୁର ଭଳି ସହରରେ ଯ଼େଉଁଭଳି ସୁବିଧା ମିଳୁଛି ସେହିଭଳି ସୁବିଧା ପୁରୀ ବାସୀଙ୍କୁ ମିଳୁଛି । ପାଇପ ପାଣିତ ସବୁ ସହରରେ ମିଳୁଛି କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀରେ ଏବେ ପାଇପରୁ ସିଧା ପାଣି ନେଇ ପିଇ ହେବ । ଏମିତି ପ୍ରକଳ୍ପ ଆଜି ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ଯୋଗୁ ପିଇବା ପାଣି ଗଚ୍ଛିତ ତଥା ଫିଲଟର୍‌ କରିବା ମଧ୍ୟ…

Read More

କଟକ ରୁପା ତାରକସିକୁ ଜିଆଇ ଟ୍ୟାଗ ପାଇଁ ଅଣ୍ଟା ଭିଡ଼ିଲେ ରାଜ୍ୟ ସରକାର

ବାରବାଟି ଷ୍ଟାଡିୟମ, ଓଡ଼ିଶା ହାଇକୋର୍ଟ, କଟକ ତାରକସି କାମ, ରାଜ୍ୟ ବାହାରେ କଟକ ସହର ବିଷୟରେ ଅଧିକାଂଶ ଲୋକ ଏହି ତିନିଟି ବିଷୟରେ ବେଶୀ ଚର୍ଚ୍ଚା କରିଥାନ୍ତି । ବଂଶାନୁକ୍ରମିକ ଭାବେ ତାରକସି କାମକୁ ଆଦରି ନେଇଥିବା ଶହ ଶହ କାରିଗର ଏବଂ ବହୁ ଲୋକଙ୍କର ଦାବି ଥିଲା ରୁପା ତାରକସି ବା ଫିଲିଗ୍ରିକୁ ଜିଆଇ ଟ୍ୟାଗ ମିଳୁ   । ରାଜ୍ୟ ସରକାର ଏନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ ଏବେ କଟକ ତାରକସି କାମକୁ ଜିଆଇ ଟ୍ୟାଗ…

Read More

ରାଜ୍ୟ ସରକାରଙ୍କ ବଡ଼ ପ୍ୟାକେଜ ଉପକୃତ ହେବେ ଲକ୍ଷ ଲକ୍ଷ

ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ରାଜ୍ୟ ସରକାର ବଡ଼ ପ୍ୟାକେଜ ଘୋଷଣା କରିଛନ୍ତି । କରୋନା କଟକଣା ଯ଼ୋଗୁଁ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ସ୍ଥିତି ଦୋହଲି ଯାଇଥିବାରୁ ଏଥିରେ ସୁଧାର ଆଣିବା ଲାଗି ଏହି ପ୍ୟାକେଜ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳ ଗରିବ, ଆଦିମ ଜନଜାତି,…

Read More

6 ବର୍ଷ ବର୍ଷ ବୟସରେ କରୋନା ଲଦିଦେଲା ସଂସାର ବୋଝ

ଏହି କୁନି ପିଲାଟିର ଫଟୋ ଦେଖିଲା ପରେ ତା ମୁହଁରେ ଥିବା ସେହି ବାଲ୍ୟ ଚପଳତାକୁ ତ ଆପଣ ନିଶ୍ଚୟ ବାରି ପାରୁଥିବେ । ସେ କାଖ କରିଛି ତାର କୁନି ଭାଇକୁ । ବୟସ ମାତ୍ର 45 ଦିନ। ଯେଉଁ ବୟସରେ ଦୁନିଆ କଣ ଦେଖିବା ପାଇଁ ଏମାନଙ୍କର ଭଲ ଭାବେ ଆଖି ଫିଟି ନାହିଁ।  ଚାଲିବା ପାଇଁ କୁନି କୁନି ପାଦରେ ଏତେ ଶକ୍ତି ବି ଆସିନାହିଁ।  ନିଜେ ଦି ଗଣ୍ଡା ଖାଇବା ପାଇଁ…

Read More

କେନ୍ଦ୍ରାପଡ଼ା ରଥ ଓ ବାବା ବଳିଆଙ୍କ ପାଠ

ପୁରୀରେ ଯେଉଁଭଳି ଭାବେ ବିନା ଭକ୍ତରେ ରଥଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ସେହିଭଳି ଭାବେ ଓଡ଼ିଶାର ଆଉ କିଛି ପ୍ରମୁଖ ସ୍ଥାନରେ ରଥଯାତ୍ରା ଆୟୋଜନ କରିବାକୁ ଦାବି ହେଉଛି. ଆଧ୍ୟାତ୍ମିକ ଗୁରୁ ବାବା ବଳିଆ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ରାପଡ଼ାରେ ବଳଦେବଜୀଉଙ୍କ ରଥଯାତ୍ରା କରିବାଲାଗି ପ୍ରସ୍ତାବ ଦେଇଛନ୍ତି. ବିନା ଭକ୍ତରେ କେବଳ ସେବାୟତଙ୍କ ଦ୍ୱାରା ରଥ ଟାଣିବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି.

Read More

ନୂଆପଡ଼ା କଳାହାଣ୍ଡି ପାଇଁ ବିଜୁ ଏକ୍ସପ୍ରେସ ପ୍ରକଳ୍ପକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ପଶ୍ଚିମ ଓଡ଼ିଶାରେ ବିଜୁ ଏକ୍ସପ୍ରେସର ସଂପ୍ରସାରଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ପଶ୍ଚିମ ଓଡ଼ିଶାରେ ୧୭୪.୫କିମି ଲମ୍ବ ବିଶିଷ୍ଟ ୪୪୮କୋଟି ଟଙ୍କାର ବିଜୁ ଏକ୍ସପ୍ରେସ୍ ୱେକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହା ସହିତ ମୋଟ ୧୧ଟି ପ୍ରସ୍ତାବ ଆଜି ରାଜ୍ୟ କ୍ୟାବିନେଟର ମଞ୍ଜୁର ଲାଭ କରିଛି। 448.02 କୋଟି ଟଙ୍କାର ଏହି ପ୍ରକଳ୍ପରେ ନୂଆପଡ଼ା କଳାହାଣ୍ଡି ଜିଲ୍ଲାରେ 4 ଲେନ ରାସ୍ତା ନିର୍ମାଣ କରାଯିବ।…

Read More

ପୁଅ ପାଇଁ ଅହିରାଜକୁ ମାଡ଼ିବସିଲେ ମୟୂରଭଞ୍ଜର ଏହି ମହିଳା …ତାପରେ …

8 ଫୁଟର ଅହିରାଜକୁ ଲାଙ୍ଗୁଡରୁ ଧରି ତାର ଫଣା ମାପୁଥିବା ଏହି ମହିଳାଙ୍କ ଫଟୋ ଏବେ ଦେଶ ସାରା ଭାଇରାଲ । ମୟୂରଭଞ୍ଜର ଏହି ମହିଳାଙ୍କ ଭିଡିଓ ଏବେ ସାରା ଦେଶର ଚର୍ଚ୍ଚାର ବିଷୟ ହୋଇଛି। ନ୍ୟୁଜ ଏଜେନ୍ସି ଏଏନଆଇ ତାଙ୍କର ଏହି ସାପଧରା ଫଟୋ ଓ ଭିଡିଓ ଛାଡ଼ିବା ପରେ ବିଭିନ୍ନ ଜାତୀୟ ଗଣ ମାଧ୍ୟମରେ ତାଙ୍କ ଫଟୋ ପ୍ରକାଶ ପାଇଛି। ତେବେ ଫଟୋରୁ ଯାହା ଦେଖାଯାଉଛି ଏହି ବିରାଟ ଅହିରାଜ, ଯାହାକୁ କିଙ୍ଗ କୋବ୍ରା…

Read More