ମାନସିକ ସ୍ତରରେ କିଭଳି ଶକ୍ତିଶାଳୀ ହେବ ଆପଣଙ୍କ ପିଲା, ଜାଣନ୍ତୁ ଟିପ୍ସ…
ଭୁବନେଶ୍ଵର, ୧୨/୦୧ : ଅଭିଭାବକମାନେ ପିଲାମାନଙ୍କ ଶାରିରୀକ ଅଭିବୃଦ୍ଧି ସହ ମାନସିକ ବିକାଶ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍। ଯାହାଦ୍ଵାରା ସେମାନଙ୍କ ମନୋବଳ ଦୃଢ ହେବ ଏବଂ ଯେକୌଣସି କଠିନରୁ କଠିନ ପରିସ୍ଥିତିରୁ ସେମାନେ ସହଜରେ ବାହାରି ଆସିବେ। ଏବେ ଇଣ୍ଟରନେଟ୍ର ବହୁଳ ବ୍ୟବହାର ଯୋଗୁଁ ସମଗ୍ର ବିଶ୍ୱରେ ଲୋକମାନେ ନିଜକୁ ସାମାଜିକ ଜୀବନଶୈଳୀ ଠାରୁ ଦୂରେଇ ରଖୁଛନ୍ତି। ଘଣ୍ଟା ଘଣ୍ଟା ଫୋନରେ ବ୍ୟସ୍ତ ରହୁଛନ୍ତି। ବିଶେଷକରି ମୋବାଇଲ୍ ଏବଂ ଅନ୍ୟାନ୍ୟ ଗ୍ୟାଜେଟ୍ ଯୋଗୁଁ ପିଲାମାନେ…
