ଚଳିତ ବର୍ଷର ଚର୍ଚ୍ଚିତ ଭାରତୀୟ ମହିଳା, ଜାଣନ୍ତୁ ତାଙ୍କ ବିଷୟରେ…

ଭୁବନେଶ୍ଵର, ୨୫/୧୨ : କିଛି ଭଲ ଏବଂ ଖରାପ ସ୍ମୃତି ଛାଡ଼ି ବିଦାୟ ନେବ ୨୦୨୨। ବର୍ଷର ଆରମ୍ଭ କରୋନା ଭାଇରସ୍ ଡରରେ ଆରମ୍ଭ ହୋଇଥିଲା ଏବଂ ବର୍ଷର ପ୍ରଥମ ଦିନରେ ବୈଷ୍ଣୌଦେବୀ ମନ୍ଦିରରେ ଦଲାଚକଟା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଥିଲା। ଏହି କ୍ରମରେ କିଛି ଭଲ ଏବଂ ଖରାପ ଘଟଣାକୁ ନେଇ ୨୦୨୨ କଟିଗଲା। ରାଜନୈତିକ କ୍ଷେତ୍ର ଠାରୁ ନେଇ ଅର୍ଥନୈତିକ କ୍ଷେତ୍ର ପର୍ଯ୍ୟନ୍ତ ଏବଂ ମନୋରଞ୍ଜନ ଜଗତ ଠାରୁ ନେଇ କ୍ରୀଡ଼ା ଜଗତ ପର୍ଯ୍ୟନ୍ତ…

Read More

ଗାଁର ରୂପରେଖ ବଦଳାଇଦେଲେ ମହିଳା ସରପଞ୍ଚ, ୭୦ ରୁ ୭୫ ପ୍ରତିଶତ ପ୍ଲାଷ୍ଟିକ ମୁକ୍ତ ଗାଁ 

ନୂଆଦିଲ୍ଲୀ, ୨୩/୧୨ : ଗାଁର ରୂପରେଖ ବଦଳାଇଦେଲେ ମହିଳା ସରପଞ୍ଚ। ପ୍ଲାଷ୍ଟିକ ମୁକ୍ତ ହେଲା ଗାଁ। ଏବେ ସବୁଠି ପରିଷ୍କାର ପରିଚ୍ଛନ୍ନତା। କଚରା ଉଠାଇବା ପାଇଁ ଗାଁରେ ତିଆରି ହୋଇଛି ପ୍ଲାଷ୍ଟିକ ବ୍ୟାଙ୍କ। ଉତ୍ତର ପ୍ରଦେଶର ରାଜପୁରରେ ଦେଖିବାକୁ ମିଳିଛି ଏଭଳି ଚିତ୍ର। ରାଜସ୍ଥାନର ଜନ୍ମିତ ପ୍ରିୟଙ୍କା ତିୱାରୀଙ୍କ ବିବାହ ୨୦୧୯ରେ ହୋଇଥିଲା। ବିବାହ ପରେ ସେ ଉତ୍ତର ପ୍ରଦେଶର ଏକ ଗ୍ରାମ ରାଜପୁରରେ ରହୁଥିଲେ। ଏହି ସମୟରେ ସେ ଗାଁରେ ଥିବା ବିଭିନ୍ନ ସମସ୍ୟାକୁ ନେଇ…

Read More

ଅକ୍ଷମରୁ ସକ୍ଷମ ହୋଇଛନ୍ତି ରାଧିକା, ଆତ୍ମନିର୍ଭର କଲା କାଗଜ କଣ୍ଢେଇ

ନୂଆଦିଲ୍ଲୀ, ୨୨/୧୨ : ଆତ୍ମନିର୍ଭର କଲା କାଗଜ ଗୁଡିୟା। ତାମିଲନାଡୁ କୋୟମ୍ଵଟୁରର ୨୩ ବର୍ଷୀୟା ରାଧିକା ଜେଏ କାଗଜରେ କଣ୍ଢେଇ ତିଆରି କରି ଆତ୍ମନିର୍ଭର ହୋଇପାରିଛନ୍ତି। ସେ ଅକ୍ଷମ ହୋଇଥିଲେ ମଧ୍ୟ ସକ୍ଷମ ହୋଇପାରିଛନ୍ତି। ତାଙ୍କୁ ୫ ବର୍ଷ ବୟସ ହୋଇଥିବା ବେଳେ ସେ ଏକ ଗମ୍ଭୀର ରୋଗରେ ପୀଡିତ ହୋଇଥିଲେ। ଯାହାଫଳରେ ପାଠପଢା ଶେଷ କରିପାରି ନଥିଲେ। ହେଲେ ତାଙ୍କର ଅନ୍ତଃନିହିତ କଳା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି। ସେ ଏବେ ଘରେ ବସି…

Read More

ଚାଷୀଙ୍କ ପାଇଁ ମଞ୍ଜି ବୁଣିବା ଯନ୍ତ୍ର ତିଆରି କରି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲଶକ୍ତି ପୁରସ୍କାର ପାଇଛନ୍ତି ଏହି ବାଳକ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ, ୨୦/୧୨ : କୁହନ୍ତି ଚାଷ କାମ ଯାହାର କେଡ଼େ ସୁଖ ତାହାର। ହେଲେ ଆପଣ ଜାଣନ୍ତି କି ଏହି କୃଷି କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଚାଷୀମାନେ ପ୍ରତି ବର୍ଷ ବନ୍ୟା, ବାତ୍ୟା ଏବଂ ମରୁଡ଼ି ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏଥିପାଇଁ ଚାଷ କାର୍ଯ୍ୟ ପାଇଁ ଉପଯୋଗୀ ବିଭିନ୍ନ ପ୍ରକାରର ମେସିନ୍ ଚାଷୀମାନେ କିଣିପାରନ୍ତି ନାହିଁ। ତେବେ ଚାଷୀମାନଙ୍କର ଏହି ସମସ୍ୟା ଦୂର କରିବା ପାଇଁ ଜଣେ ୧୬…

Read More

ଗୌରୀ ସାୱନ୍ତ କିଏ ? ଜଣେ କିନ୍ନରଙ୍କ ଜୀବନୀକୁ ନେଇ ପ୍ରେରିତ ସୁସ୍ମିତା ସେନଙ୍କ ସିରିଜ୍ ‘ତାଲି’

ନୂଆଦିଲ୍ଲୀ, ୨୦/୧୨ : ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଗୌରୀ ସାୱନ୍ତଙ୍କ ଜୀବନୀ ଉପରେ ଆଧାରିତ ସୁସ୍ମିତା ସେନଙ୍କ ସିରିଜ୍ ‘ତାଲି’। ମରାଠୀ ଫିଲ୍ମ ନିର୍ମାତା ରବି ଜାଧବଙ୍କ ଦ୍ବାରା ନିର୍ମିତ ତାଲିରେ ସୁସ୍ମିତା ସେନ ଜଣେ କିନ୍ନରଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରାନ୍ସ ଅଧିକାର ଏବଂ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଅଧିକାରକୁ ନେଇ ଗୌରୀ କରିଥିବା ଲଢେଇକୁ ଏହି ଫିଲ୍ମରେ ଚିତ୍ରିତ କରାଯାଇଛି। ସବୁବେଳେ ଝିଅ ପିଲାମାନଙ୍କ ପୋଷାକ ପିନ୍ଧିବା ପାଇଁ ଇଛୁକ ଥିବା ଏବଂ ମାଆ…

Read More

ପିଲାମାନଙ୍କୁ ପାଠ ପଢାଇବାକୁ ପ୍ରତିଦିନ ୨୫କି.ମି ପଦଯାତ୍ରା କରୁଛନ୍ତି କେରଳର ୬୫ ବର୍ଷୀୟା ନାରାୟଣୀ

ନୂଆଦିଲ୍ଲୀ : ଜୀବନରେ ଶିକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏକଥା କେରଳର କାସରାଗୋଡରେ ରହୁଥିବା ନାରାୟଣୀ ନାମକ ଜଣେ ଶିକ୍ଷୟିତ୍ରୀଙ୍କ ଜୀବନୀରୁ ଜାଣିବାକୁ ମିଳେ। ଗତ ୫୦ ବର୍ଷ ଧରି ସେ ପିଲାମାନଙ୍କୁ ପାଠ ପଢାଇବାକୁ ପ୍ରତିଦିନ ୨୫ କିଲୋମିଟର ପଦଯାତ୍ରା କରୁଛନ୍ତି। ତାଙ୍କର ଏହି ଯାତ୍ରା ସକାଳ ସାଢେ଼ ୪ଟାରୁ ଆରମ୍ଭ ହୁଏ ଏବଂ ସକାଳ ସାଢେ଼ ୬ଟାରେ ସେ ପିଲାମାନଙ୍କ ଘରେ ପହଞ୍ଚି ଯାଆନ୍ତି। ସେ ପିଲାମାନଙ୍କୁ ପାଠ ପଢାଇବା ପରେ ରାତିରେ ଘରକୁ ଫେରନ୍ତି।…

Read More

କାନପୁର ସହରର ଅନନ୍ୟ ବିଦ୍ୟାଳୟ ‘ଗୁରୁକୁଲମ୍’, ମାଗଣାରେ ଅଧ୍ୟୟନ କରୁଛନ୍ତି ୧୫୦ ଗରିବ ଶିଶୁ

କାନପୁର, ୧୬/୧୨ : କାନପୁର ସହରର ଏକ ଅନନ୍ୟ ବିଦ୍ୟାଳୟ ‘ଗୁରୁକୁଲମ୍’। ଏଠାରେ ମନ ଖୁସିରେ ପାଠ ପଢ଼ୁଛନ୍ତି ପିଲାମାନେ। କାରଣ ଏଠାରେ ଅଧିକ ମାର୍କ ପାଇବା ପାଇଁ କାହା ଉପରେ ନାହିଁ କୌଣସି ପ୍ରକାର ଚାପ। ପରିବାର ଉପରେ ନାହିଁ ସ୍କୁଲ ଫି ଦେବାର ବୋଝ। ଏହି ବିଦ୍ୟାଳୟରେ ଗରିବ ପିଲାମାନଙ୍କୁ ମାଗଣାରେ ଦିଆଯାଏ ଶିକ୍ଷା। ସେଥିପାଇଁ ଏହା ‘ଖୁସିୟୋଁ କି ପାଠଶାଲା’ ନାମରେ ମଧ୍ୟ ପରିଚିତ। ସୂଚନାଯୋଗ୍ୟ, ୩୧ ବର୍ଷୀୟ କାନପୁର ବାସୀନ୍ଦା ଉଦ୍ଦେଶ୍ୟ…

Read More

ଏଯାଏଁ ୫୦୦ରୁ ଉର୍ଦ୍ଧ୍ଵ ଅନାଥ ଶବ ଗୁଡ଼ିକର ଅନ୍ତିମ ସଂସ୍କାର କରିଛନ୍ତି ସାଲୁ ସୈନୀ, ସମାଜ ସେବାରେ ନିଜକୁ କରିଛନ୍ତି ବ୍ରତୀ

ନୂଆଦିଲ୍ଲୀ, ୧୬/୧୨ : ଅନାଥ ଶବ ଗୁଡ଼ିକର ଅନ୍ତିମ ସଂସ୍କାର କରୁଛନ୍ତି ଉତ୍ତର ପ୍ରଦେଶ ମୁଜାଫରନଗରର ସାଲୁ ସୈନୀ। ଦୀର୍ଘ ୧୫ ବର୍ଷ ଧରି ସମାଜ ସେବାରେ ନିଜକୁ ବ୍ରତୀ କରିଥିବା ସାଲୁ ଏଯାବତ୍ କରିଛନ୍ତି ୫୦୦ରୁ ଉର୍ଦ୍ଧ୍ଵ ଅନାଥ ଶବଙ୍କ ଅନ୍ତିମ ସଂସ୍କାର। କରୋନା ସମୟରେ ଆରମ୍ଭ କରିଥିବା ଏହି କାମ ଏବେ ସାଲୁଙ୍କ ଜୀବନର ମୂଳ ଲକ୍ଷ୍ୟ ପାଲଟିଛି। ସେ ମହିଳାଙ୍କୁ ଆତ୍ମନିର୍ଭର ଏବଂ ଆତ୍ମରକ୍ଷା ପାଇଁ ବିଭିନ୍ନ କ୍ୟାମ୍ପ କରୁଛନ୍ତି। ସେ ସାକ୍ଷୀ…

Read More

ମାନସିକ ଅବସାଦର ଶୀକାର ହୋଇପାରନ୍ତି ଆପଣଙ୍କ ପିଲା, ଜାଣନ୍ତୁ ଏହାର ଲକ୍ଷଣ…

ନୂଆଦିଲ୍ଲୀ, ୧୩।୧୨ : ଭାରତରେ ପ୍ରାୟ ୧୦ ପ୍ରତିଶତ ଲୋକ ମାନସିକ ଅବସାଦରେ ପୀଡ଼ିତ। ଏମାନଙ୍କ ମଧ୍ୟରେ ପିଲାମାନେ ମଧ୍ୟ ଅଛନ୍ତି ସାମିଲ। ପିଲାମାନଙ୍କର ଅବସାଦର ମୂଳ ଲକ୍ଷଣ ହେଉଛି ସେମାନେ ମନଖୋଲି କଥା ହୋଇପାରନ୍ତି ନାହିଁ। ଏମିତିରେ ମାତା-ପିତାଙ୍କୁ ସେମାନଙ୍କର ଧ୍ୟାନ ରଖିବାକୁ ପଡ଼ିବ। ତେବେ ପ୍ରାୟତଃ ପିଲାମାନଙ୍କର ବ୍ୟବହାର ଭିନ୍ନଭିନ୍ନ ପ୍ରକାରର ହୋଇଥାଏ। କେହି କେହି ଅଧିକ ରାଗୀ ହୋଇଥାନ୍ତି ତ ଆଉ କେତେ ଜଣ ଉଦାସ ରହିଥାନ୍ତି। ସେହିପରି ଆଉ କିଛି ଚିଡଚିଡା…

Read More

ଦେଶରେ ମହିଳା ଭୋଟରଙ୍କ ସଂଖ୍ୟା ୪୮ ପ୍ରତିଶତରୁ ଅଧିକ, ରାଜନୀତିରେ ସେମାନଙ୍କ ଯୋଗଦାନ ଯଥେଷ୍ଟ କମ୍‌

ନୂଆଦିଲ୍ଲୀ, ୧୨/୧୨ : ଦେଶରେ ମହିଳା ଭୋଟରଙ୍କ ସଂଖ୍ୟା ୪୮ ପ୍ରତିଶତରୁ ଅଧିକ । କିନ୍ତୁ ରାଜନୀତି କ୍ଷେତ୍ରରେ ସେମାନଙ୍କ ଯୋଗଦାନ ଯଥେଷ୍ଟ କମ୍‌ । ସଦ୍ୟ ସମାପ୍ତ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ମୋଟ ୬୮ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି । ହେଲେ ସେମାନଙ୍କ ଭିତରେ ମାତ୍ର ଜଣେ ମହିଳା ବିଧାୟକ ଅଛନ୍ତି । ଏଥର ନିର୍ବାଚନରେ ୨୪ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ସେହିଭଳି ଗୁଜରାଟରେ ୧୮୨ ଆସନ ବିଶିଷ୍ଟ ବିଧାନସଭା…

Read More