ଉପବାସର ଉପକାରିତା ଜାଣିବା ଜରୁରୀ

ଭଲ ସୁସ୍ବାଦୁ ଓ ସୁଷମ ଖାଦ୍ୟ ଖାଇବା ଦ୍ବାରା ଶରୀର ଉପଯ଼ୁକ୍ତ ଶକ୍ତି ପାଇଥାଏ ଏବଂ ଏହା ଶରୀର ଗଠନରେ ସାହାଯ଼୍ୟ କରିଥାଏ। ତେଣୁ ସବୁ ବେଳେ ଭଲ ଖାଦ୍ୟ ପାଇଁ ସମସ୍ତେ ପରାମର୍ଶ ଦେଇଥାନ୍ତି। ତେବେ ଅନେକ ସମୟରେ ଉପବାସକୁ ମଧ୍ୟ ପ୍ରୋତ୍ସାହନ ଦିଆଯ଼ାଇଥାଏ। କାରଣ ଉପବାସର ରହିଥାଏ ସ୍ବାସ୍ଥ୍ୟ ଉପରେ ଅନେକ ସକାରାତ୍ମକ ପ୍ରଭାବ। ସେଥିପାଇଁ ପ୍ରତ୍ୟେକ ଧର୍ମରେ ଉପବାସର ଏକ ସ୍ବତନ୍ତ୍ର ଗୁରୁତ୍ବ ରହିଛି । ଉପବାସ ରହିବା ଅର୍ଥ ନୁହେଁ ଖାଦ୍ୟାଭାବ,…

Read More

ପରିବାରେ କେମିକାଲ ମିଶିଥିଲେ କେମିତି ଜାଣିବେ?

ଆଜି କାଲି ପ୍ରତିଟି ଖାଦ୍ୟ ପଦାର୍ଥ ଭେଜାଲ ହେଉଥିବାର ଆଶଙ୍କା ସବୁବେଳେ ରହୁଛି. ଏମିତିକି ସଜ ଦିଶୁଥିବା ଗ୍ରୀନ ଗ୍ରୀନ ପରିବା ଯେ ଭେଜାଲ ଓ ଏଥିରେ କେମିକାଲ ମିଶୁଛି ଏହା ଆଉ ଅଛପା ନାହଁ. ପରିବାରେ ଟେକ୍ସଟଇଲ କଲର ବା ମାଲାସାଇଟ ଗ୍ରୀନ ମିଶାଯାଉଥିବାର ଜଣାପଡିଲାଣି. ଏହି କଲର ମାଛ ଚାଷରେ ବି ବ୍ୟବହାର କରାଯାଇଥଏ. ସେଠାରେ ଏହା ଇନଫେକ୍ସନ ରୋକିଥାଏ. କିନ୍ତୁ ଏହି କେମିକାଲ ସିଧା ଶରୀରକୁ ଗଲେ କ୍ଷତିକାରକ. କେତେ ପରିମାଣରେ ଓ…

Read More

ଶ୍ରେଣୀରେ ଭଲ ସାଙ୍ଗ ସିଏ- ପାଖରେ ବସିଛି ଯିଏ

କୁହାଯାଏ ଗୋଟିଏ କ୍ଲାସରେ ପଢୁଥିବା ଛାତ୍ରଛାତ୍ରୀ ଯେତେବେଳେ ସେମାନଙ୍କର ସାଙ୍ଗ ବାଛିବା ଆରମ୍ଭ କରନ୍ତି ସେଥିରେ ସେମାନେ ସମାନତାକୁ ବେଶୀ ଗୁରୁତ୍ବ ଦେଇଥାନ୍ତି । ଯେମିତିକି ଭଲ ପାଠ ପଢୁଥିବା ପିଲାଟି ସମାନ ଭାବେ ପଢୁଥିବା ପିଲାଟି ସହିତ ସାଙ୍ଗ ହୋଇଥାଏ, ସେମିତି ଯେଉଁ ଛାତ୍ରଛାତ୍ରୀଙ୍କ ପାରିବାରିକ କିମ୍ବା ଜାତିଗତ ସାମଞ୍ଜସ୍ୟ ରହିଛି ସେମାନେ କୁଆଡ଼େ ସାଙ୍ଗ ହେବାଲାଗି ପସନ୍ଦ କରିଥାନ୍ତି । ଏହା ବର୍ଷ ବର୍ଷ ଧରି ବିଶ୍ବାସ କରାଯାଇଛି । ହେଲେ ଏହାକୁ  କିଛି…

Read More

କାହିଁକି ଆମେ ଫୁଟଣରେ ସୋରିଷ ପକାଇଥାଉ

ଏମିତି କିଛି ଜିନିଷ ଆମ ଜୀବନ ଶୈଳୀ ସହିତ ରହିଛି ଯ଼ାହାକୁ ଆମେ ଆମ ପୂର୍ବ ପୁରୁଷଙ୍କ ଠାରୁ ସାଧାରଣରେ ଶିଖିଥାଉ କିନ୍ତୁ କେବେବି ପ୍ରଶ୍ନ କରିନଥାଉ। ଯେମିତିକି ଡାଲି ଶିଝେଇ ସାରିବା ପରେ ଛୁଙ୍କ କରିବା ଛୁଙ୍କରେ ସୋରିଷ ଲଙ୍କା ଜିରା ଆଦି ପକାଇବା । ପ୍ରାଚୀନ କାଳରୁ ବହୁ ଗବେଷଣା କରି ଏସବୁ ଜିନିଷକୁ ଆମ ରୋଷେଇରେ ଏସବୁ ଅଳ୍ପ ମାତ୍ରାରେ ପ୍ରତିଦିନ ରଖିବା ଲାଗି ଏଭଳି ବ୍ୟବସ୍ଥା କରାଯାଇଛି। ଆଉ ଏସବୁ ଜିନିଷ…

Read More

ମାଲାଇକାଙ୍କ ଫିଟନେସ ମନ୍ତ୍ର କେମିତି ବଢ଼ାଇବେ ଅଭ୍ୟାସ

47 ବର୍ଷ ବୟସରେ ଅଭିନେତ୍ରୀ ମାଲାଇକା ଆରୋରା କେମିତି ଏତେ ଫିଟ୍ ଆଣ୍ଡ ଫାଇନ ରହୁଛନ୍ତି ତାହା ସବୁବେଳେ ତାଙ୍କୁ ପ୍ରଶ୍ନ ହୁଏ । ଏବେ କିନ୍ତୁ ଆପଣଙ୍କ ପାଇଁ ମାଲାଇକା ତାଙ୍କ ଫିଟନେସର ମନ୍ତ୍ର ବତେଇଛନ୍ତି । ତାଙ୍କ କହିବା ଅନୁସାରେ ଆଦୌ କଷ୍ଟକର ବ୍ୟୟାମ ଘରେ କରନ୍ତୁ ନାହିଁ। ଏହାଦ୍ବାରା ଆପଣ ଥକିପଡ଼ିବେ ଏବଂ ଆଗ୍ରହ ବି କମି ଯିବ। ତେଣୁ ଅତି ସରଳ ଏକସରସାଇଜ କରିବା ଲାଗି ଟିପସ ଦେଇଛନ୍ତି ମାଲାଇକା। ନିଜର…

Read More

ଶାଢ଼ୀ ଫେସନ ବିଦ୍ୟା ବିଦ୍ୟା ବାଲାନଙ୍କୁ ଜଣା-ଜାଣନ୍ତୁ ଦାମ୍

ଶାଢ଼ୀକୁ ନେଇ ନାନା ଏକ୍ସପେରିମେଣ୍ଟ କରିବାର ବିଦ୍ୟା ବିଦ୍ୟା ବାଲାନଙ୍କୁ ହିଁ ଜଣା। ଏବେ ପୁଣି ଥରେ ସେ ଏକ ଶାଢ଼ୀ ଲୁକ୍ ରେ ପୋଷ୍ଟ ସେୟାର କରିଛନ୍ତି ।  ଖାଲି ସେତିକି ନୁହେଁ ସେ ଇକତ ପ୍ରିଣ୍ଟକୁ କେତେ ଭଲ ପାଆନ୍ତି ଏବଂ ଏହି ପ୍ରିଣ୍ଟର ଶାଢୀ ମହିଳାମାନଙ୍କୁ କେମିତି ନୂଆ ଲୁକ୍ ଦିଏ ତାହା ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ବିଦ୍ୟା ବାଲାନ ଶାଢ଼ୀ ପୋଜରେ ଠିଆ ହୋଇଛନ୍ତି। ଏହି ଶାଢ଼ୀର…

Read More

କରୋନାରୁ ସୁସ୍ଥ ହେଲା ବେଳକୁ ବାଳ ଝଡ଼ି ଗଲାଣି

କରୋନାରୁ ସୁସ୍ଥ ହେବା ପରେ ଅଧିକାଂଶ ଲୋକଙ୍କ ନିକଟରେ ଦେଖାଯାଉଛି ସେମାନଙ୍କର ବାଳ ଝଡ଼ି ପଡୁଛି । ଜଣେ ଦୁଇ ଜଣଙ୍କ ପାଖରେ ନୁହେଁ ଅଧିକାଂଶଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହେଉଛି। ଯ଼ାହାକୁ  ଅଳ୍ପେ ଅଧିକେ ଚିନ୍ତିତ ବି ହେଉଛନ୍ତି । କିଛି ଲୋକଙ୍କ କ୍ଷେତ୍ରରେ ବାଳ ଝଡ଼ିବା ମାତ୍ରାଧିକ ମଧ୍ୟ ଦେଖାଯାଉଛି, ଯ଼ାହା ସେମାନଙ୍କୁ ଚିନ୍ତିତ କରିବା ସ୍ବାଭାବିକ।   ତେବେ କରୋନାରୁ ସୁସ୍ଥ ହେବା ପରେ ବାଳ ଝଡ଼ିବା ସାଧାରଣ କଥା ବୋଲି ଡାକ୍ତରମାନେ…

Read More

କରୋନା ସମୟ, ଏବେ ମିଶ୍ରି ଖାଆନ୍ତୁ, ଅଛି ବହୁତ ଫାଇଦା

ଖାଦ୍ୟ ଖାଇବା ପରେ ଆପଣ ନିଶ୍ଚିତ ଭାବରେ ମିଶ୍ରି ଏବଂ ପାନମହୁରୀ ଖାଇଥିବେ । ଏହି ଦୁଇଟି ଜିନିଷକୁ ମାଉଥ୍‌ ଫ୍ରେସନର୍‌ ଭାବରେ ଖିଆଯାଏ । କିନ୍ତୁ ଆପଣ ଜାଣନ୍ତି କି ମିଶ୍ରି ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ମିଶ୍ରିର ଉପକାରିତା ବିଷୟରେ କାଶ ଏବଂ ଥଣ୍ଡାରେ ଲାଭଦାୟକ ହୋଇଥାଏ: ଶୀତ ଋତୁରେ ବ୍ୟକ୍ତି ଅନେକ ରୋଗର ଶିକାର ହୁଅନ୍ତି, ଯେଉଁଥିରେ କାଶ, ଥଣ୍ଡା ଅଧିକ ଦେଖାଯାଏ ।…

Read More

ବାର୍ବି କହିବ ନୂଆ କାହାଣୀ : ପିଲାଏ ବୁଝିବେ ସମୁଦ୍ରର ଦୁଃଖ

ଖେଳନା ଦୁନିଆରେ ସବୁବେଳେ ପସନ୍ଦରେ ରହି ଆସିଛି ବାର୍ବି ଡଲ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି କିଶୋରୀମାନଙ୍କ ପର୍ଯ଼୍ୟନ୍ତ ସଭିଏଁ କାହିଁକି କେଜାଣି ବାର୍ବି ଡଲ ପସନ୍ଦ କରିଥାନ୍ତି। ଆମେରିକାର ଟଏ କମ୍ପାନି ମ୍ୟାଟେଲ ଘୋଷଣା କରିଛି ଯେ ଏବେ କମ୍ପାନି ବାର୍ବି ଡଲ ତିଆରି କରୁଛି ରିସାଇକେଲ୍ଡ ପ୍ଲାଷ୍ଟିକରୁ । ସେ ପୁଣି ସମୁଦ୍ର କୂଳରୁ କିମ୍ବା ସମୁଦ୍ରରୁ ମିଳୁଥିବା ପ୍ଲାଷ୍ଟିକକୁ ଉପଯ଼ୋଗ କରି । ସୁନ୍ଦର ସୁନ୍ଦର ବାର୍ବି ଖେଳନା ପ୍ରସ୍ତୁତ କରିବାରେ…

Read More

ପାଠ ପଛ, ଏବେ ପରିବାର ବଞ୍ଚିବା ଦରକାର

ଲକଡାଉନରେ ମଣିଷକୁ କେତେକଣ କଷ୍ଟ ସହିବାକୁ ପଡୁଛି ଏବେ ଗୋଟିଏ ପରେ ଗୋଟିଏ ଉଦାହରଣ ସାମ୍ନାକୁ ଆସୁଛି । ସ୍ଥିତି ଏମିତି ହୋଇଛି ଯେ ଦୁଇ ଓଳି ଖାଇବା ପାଇଁ ଘରେ ଆଉ ଦି ଅଣା ନାହିଁ ବାଧ୍ୟ ହୋଇ ବିଷ୍ଣୁପ୍ରିୟା ଭଳି ଜଣେ ମେଧାବୀ ଛାତ୍ରୀ ଜମାଟୋରେ ଫୁଡ ଡେଲିଭରି କରୁଛନ୍ତି। ଉପରେ ଦେଖୁଥିବା ଫଟୋ କଟକର ଶୈଳବାଳା ମହିଳା ମହାବିଦ୍ୟାଳୟର ଛାତ୍ରୀ ବିଷ୍ଣୁପ୍ରିୟାଙ୍କର । ବିଷ୍ଣୁପ୍ରିୟା ଯୁକ୍ତ ଦୁଇରେ ପଢ଼ନ୍ତି। ଇଚ୍ଛା ଡାକ୍ତର ହେବା…

Read More