ରୋଷେଇ ଶାଳରୁ ହଜି ଗଲାଣି ପାରମ୍ପରିକ ପାତ୍ର ଓ ସାମଗ୍ରୀ, ଘର କୋଣରେ ପଡି ରହୁଛି ଶିଳ-ପୁଆ… ଲୋକେ ଭୁଲିଗଲେଣି କୁଲା ପାଛୁଡ଼ା

ଭୁବନେଶ୍ଵର, ୧୭/୦୨ : ରୋଷେଇ ଶାଳରୁ ହଜି ଗଲାଣି ପାରମ୍ପରିକ ପାତ୍ର ଓ ସାମଗ୍ରୀ। ଆଉ ନାହିଁ ବୋଉ ହାତ ରନ୍ଧା ସେହି ଚୁଲି ରନ୍ଧା ତିଅଣର ମହକ। ଅତ୍ୟାଧୁନିକ ଜୀବନଶୈଳୀରେ ଆଉ କାମରେ ଆସୁନି ଏହି ପାରମ୍ପରିକ ଜିନିଷ। କଂସା ପାତ୍ର ବଦଳରେ ଏବେ ବ୍ୟବହାର ହେଉଛି ଷ୍ଟିଲ ବାସନ। କାଠ ଚୁଟି ବଦଳରେ ବ୍ୟବହାର ହେଉଛି ଅତ୍ୟାଧୁନିକ ଗ୍ୟାସ୍। ଶିଳପୁଆ- ସେହିପରି ଘରର ଏକ କୋଣରେ ଅବହେଳିତ ହୋଇ ପଡ଼ି ରହୁଛି ଶିଳପୁଆ। ତାର…

Read More

ମା’ କ୍ଷୀର ଶିଶୁପାଇଁ ପ୍ରଥମ ଟୀକା, ଜାଣନ୍ତୁ କେଉଁ ରୋଗ ଥିଲେ କରାଇ ପାରିବେ ନାହିଁ ସ୍ତନ୍ୟପାନ…

ମା’ କ୍ଷୀର ଶିଶୁପାଇଁ ପ୍ରଥମ ଟୀକା, ଜାଣନ୍ତୁ କେଉଁ ରୋଗ ଥିଲେ କରାଇ ପାରିବେ ନାହିଁ ସ୍ତନ୍ୟପାନ… ଭୁବନେଶ୍ଵର, ୧୦/୦୨ : ମା’ କ୍ଷୀର ଶିଶୁପାଇଁ ପ୍ରଥମ ଟୀକା ଏବଂ ପ୍ରତିରୋଧକ ଶକ୍ତିର ଭଣ୍ଡାର, ଯାହା ଶିଶୁକୁ ଭିଟାମିନ୍‌ ଏ’ ଓ ଡି’ ସହ ସମସ୍ତ ପ୍ରକାର ଭିଟାମିନ ଯୋଗାଇଥାଏ । ଏହା ଶିଶୁ ପାଇଁ ଖୁବ୍‌ ଜରୁରୀ । ଚାଲନ୍ତୁ ଜାଣିବା କେଉଁ ରୋଗ ଥିଲେ ମା’ ଶିଶୁକୁ ସ୍ତନ୍ୟପାନ କରାଇପାରିବେ ନାହିଁ । ଯକ୍ଷ୍ମାରୋଗ…

Read More

ଆବଶ୍ୟକତା ଠାରୁ ଅଧିକ ଡାର୍କ ଚକୋଲେଟ୍‌ ଖାଇବା ସ୍ବାସ୍ଥ୍ୟ ପାଇଁ ଘାତକ, ଜାଣନ୍ତୁ…

ଭୁବନେଶ୍ୱର, ୦୯/୦୨ : ଡାର୍କ ଚକୋଲେଟ୍‌ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ। ଏହାର ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ। ଅଧିକାଂଶ ଲୋକେ ଏହାର ସ୍ୱାଦ ଚାଖିବା ପାଇଁ ପସନ୍ଦ କରନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ସୁସ୍ଥକର ବୋଲି ମଧ୍ୟ ବିଶ୍ୱାସ। ଡାର୍କ ଚାକୋଲେଟ୍‌ ଖାଇବା ଦ୍ୱାରା ଅନେକ ଯନ୍ତ୍ରଣାରୁ ଆରମ ମିଳିଥାଏ। ବିଶେଷ କରି ମହିଳାମାନେ ଏଥିରେ ଅନେକ ଲାଭ ପାଇଥାନ୍ତି। କିନ୍ତୁ ଏହି ଡାର୍କ ଚକୋଲେଟ୍‌ ଯେତିକି ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ସେତିକି…

Read More

ଶୀତ ଦିନେ ବଗିଚାରେ ଲଗାନ୍ତୁ ଏହି ସବୁ ଫୁଲ ଗଛ, ବୃଦ୍ଧି ହେବ ଆପଣଙ୍କ ଘରର ସୌନ୍ଦର୍ଯ୍ୟ 

ଭୁବନେଶ୍ଵର, ୨୪/୦୧ : ଘରକୁ ସୁନ୍ଦର କରିବାକୁ ତିଆରି କରନ୍ତୁ ବଗିଚା। ଏହା ଦ୍ଵାରା ଘରର ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ଆପଣଙ୍କୁ ମିଳିବ ସକାରାତ୍ମକ ଉର୍ଜା। ଏବେ ଶୀତ ଦିନ ହୋଇଥିବାରୁ ଆପଣ ଆପଣଙ୍କ ଘରେ ବିଭିନ୍ନ ଶୀତ ଦିନିଆ ଫୁଲ ଗଛ ଲଗାଇ ପାରିବେ। ଏହି ସବୁ ଫୁଲ ଗଛ ଚାରା ଆପଣଙ୍କୁ ଯେକୌଣସି ନର୍ସରୀରୁ ମଧ୍ୟ ମିଳିବ। ଆଷ୍ଟର- ଏହି ଫୁଲ ଗଛକୁ ଖୁବ୍ କମ୍ ଯତ୍ନ ନେବାକୁ ପଡ଼େ। ଏହି…

Read More

ଚର୍ମ ଓ କେଶ ପାଇଁ ଲାଭଦାୟକ ଚାଉଳ ପାଣି

ନୂଆଦିଲ୍ଲୀ ୨୨/୦୧ : ଆମ ରୋଷେଇ ଘରେ ଥିବା ଅନେକ ଜିନିଷ ଖାଦ୍ୟ ପ୍ରସ୍ତୁତ ବ୍ୟତୀତ ବିଭିନ୍ନ ଉପାୟରେ ବ୍ୟବହୃତ ହୁଏ। ଅନେକ ଥର, ସୂଚନା ଅଭାବରୁ, ଆମେ ଉପକାରୀ ଜିନିଷ ମଧ୍ୟ ଫିଙ୍ଗି ଦେଇଥାଉ। ଏଥି ମଧ୍ୟରୁ ଗୋଟିଏ ହେଉଛି ଚାଉଳ ପାଣି। ଅନେକ ଥର ଲୋକମାନେ ଏହାକୁ ଫୋପାଡି ଦିଅନ୍ତି କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଦୀର୍ଘ ଦିନ ଧରି ଜାପାନରେ ଚାଉଳ ପାଣି ଅନେକ ଉପାୟରେ ବ୍ୟବହୃତ ହୋଇଆସୁଛି। ସ୍ୱାସ୍ଥ୍ୟ…

Read More

ଆପଣଙ୍କ ହୃଦୟକୁ ସୁସ୍ଥ ରଖେ ଏହି ସବୁ ଖାଦ୍ୟ, ଜାଣନ୍ତୁ…

ଭୁବନେଶ୍ୱର, ୨୧/୦୧ : ହୃଦଘାତ ଏବେ ଏକ ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ହୃଦଘାତରେ ଶିକାର ହୋଇ ଅକାଳରେ ବହୁ ଜୀବନ ଚାଲିଯାଉଛି। ସବୁବେଳେ ଫିଟନେସ୍‌କୁ ଗୁରୁତ୍ୱ ଦେଉଥିବା ସେଲିବ୍ରିଟି ବି ଏଥିରୁ ବାଦ ପଡ଼ୁ ନାହାନ୍ତି। ନିକଟ ଅତୀତରେ ପୁନୀତ ରାଜକୁମାର, କେକେ, ସିଦ୍ଧାର୍ଥ ଶୁକ୍ଳାଙ୍କ ପରି ସେଲିବ୍ରିଟି ହୃଦଘାତର ଶିକାର ହୋଇ ପ୍ରାଣ ହରାଇ ସାରିଛନ୍ତି। ଏବେ ପ୍ରସିଙ୍ଗ କମେଡିଆନ ରାଜୁ ଶ୍ରୀବାସ୍ତବ ହୃଦଘାତର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ…

Read More

ଓଡ଼ିଶା ବାହାରେ ଓଡ଼ିଶାର ପରିଚୟ ବହନ କରୁଥିବା ଖାଦ୍ୟ

 ଆପଣ ଯଦି ଓଡ଼ିଶା ବାହାରକୁ ଯାଇଥିବେ ତେବେ ଏମିତି କିଛି ଖାଦ୍ୟ ବଜାରରେ କିମ୍ବା ହୋଟେଲରେ କିମ୍ବା ସ୍ବିଟ ଷ୍ଟଲରେ ଦେଖିଥିବେ, ଯାହା ଆପଣଙ୍କର ଅତି ପରିଚିତ ଓ ଅତି ଚିହ୍ନା ହୋଇଥିବ । କୌତୁହଳ ବଶତଃ ଆପଣ ସେହି ମିଠା କିମ୍ବା ଖାଦ୍ୟ ବିଷୟରେ ପଚାରିଥିବେ କିନ୍ତୁ ଦୋକାନି କହିପାରିନଥିବ ଯେ ସେହି ମିଠା ଓଡ଼ିଶାର ଲୋକପ୍ରିୟ ମିଠା ବୋଲି। ଏହା ଏମିତି ହୋଇଛି କାରଣ ଆମର ମିଠା ତ ଖୁବ ସୁସ୍ବାଦୁ ଏବଂ ଅନ୍ୟସ୍ଥାନରେ…

Read More

ଗୋଲାପ ଜଳ ପରି ଖୁବ୍ ଲାଭଦାୟକ ହୋଇଥାଏ ଗୋଲାପ ତେଲ, ଜାଣନ୍ତୁ ଏହାର ବ୍ୟବହାର…

ଭୁବନେଶ୍ଵର, ୦୭/୦୧ : ତ୍ଵଚା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ଗୋଲାପ ଜଳ। ଏହାକୁ ଆପଣ ବିଭିନ୍ନ ଉପାୟରେ ବ୍ୟବହାର କରୁଥିବେ। ଏହାକୁ ଲୋକମାନେ ରୋଷେଇରେ ମଧ୍ୟ ବ୍ୟବହାର କରନ୍ତି। ତେବେ କଣ ଆପଣ ଜାଣିଛନ୍ତି କି ଗୋଲାପ ଜଳ ଭଳି ଗୋଲାପ ତଲ ଆମ ସ୍ଵାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହାକୁ ଏସେନସିଆଲ୍ ଅଏଲ କାଟେଗୋରୀରେ ରଖାଯାଇଛି। ଏହି ତେଲରେ ଆଣ୍ଟିସେପ୍ଟିକ, ଆଣ୍ଟିସ୍ପାସ୍ମୋଡିକ, ଆଣ୍ଟିଡିପ୍ରେସେଣ୍ଟ, ଆଣ୍ଟିଫ୍ଲଷ୍ଟିକ ଏବଂ ଆଣ୍ଟିଭାଇରାଲ୍ ଗୁଣ ରହିଛି। ତେବେ ଜାଣନ୍ତୁ…

Read More

ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରେ ଲମ୍ବା ଏବଂ ମୋଟା କେଶ, ବ୍ୟବହାର କରନ୍ତୁ ବିଟ୍ ଟନିକ୍

ଭୁବନେଶ୍ଵର, ୨୮/୧୨ : ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରେ ଲମ୍ବା ଏବଂ ମୋଟା କେଶ । କିନ୍ତୁ ଆଜିର ଜୀବନଶୈଳୀ, ଖାଇବା ଅଭ୍ୟାସ ଏବଂ ପ୍ରଦୂଷଣ ବୃଦ୍ଧି ହେତୁ କେଶ ଅକାଳ ଧୂସର ହେବା ସହ କେଶ ଝଡ଼ିବା ସମସ୍ୟା ସୃଷ୍ଟି ହେଉଛି। ଯେଉଁଥିପାଇଁ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ତେଣୁ କେଶର ଯତ୍ନ ନେବା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଏହି ରାମବାଣ ଉପାୟ। ଭିଟାମିନ୍-ଏରେ ଭରପୂର ହୋଇଥାଏ ବିଟ୍। ଯାହାକି ଆପଣଙ୍କ କେଶକୁ ଶକ୍ତି ଏବଂ ଚମକ…

Read More

ମାନସିକ ଅବସାଦର ଶୀକାର ହୋଇପାରନ୍ତି ଆପଣଙ୍କ ପିଲା, ଜାଣନ୍ତୁ ଏହାର ଲକ୍ଷଣ…

ନୂଆଦିଲ୍ଲୀ, ୧୩।୧୨ : ଭାରତରେ ପ୍ରାୟ ୧୦ ପ୍ରତିଶତ ଲୋକ ମାନସିକ ଅବସାଦରେ ପୀଡ଼ିତ। ଏମାନଙ୍କ ମଧ୍ୟରେ ପିଲାମାନେ ମଧ୍ୟ ଅଛନ୍ତି ସାମିଲ। ପିଲାମାନଙ୍କର ଅବସାଦର ମୂଳ ଲକ୍ଷଣ ହେଉଛି ସେମାନେ ମନଖୋଲି କଥା ହୋଇପାରନ୍ତି ନାହିଁ। ଏମିତିରେ ମାତା-ପିତାଙ୍କୁ ସେମାନଙ୍କର ଧ୍ୟାନ ରଖିବାକୁ ପଡ଼ିବ। ତେବେ ପ୍ରାୟତଃ ପିଲାମାନଙ୍କର ବ୍ୟବହାର ଭିନ୍ନଭିନ୍ନ ପ୍ରକାରର ହୋଇଥାଏ। କେହି କେହି ଅଧିକ ରାଗୀ ହୋଇଥାନ୍ତି ତ ଆଉ କେତେ ଜଣ ଉଦାସ ରହିଥାନ୍ତି। ସେହିପରି ଆଉ କିଛି ଚିଡଚିଡା…

Read More