ଗର୍ଭାବସ୍ଥା ବେଳେ ପିଲାଙ୍କ ମେଦ ବୃଦ୍ଧି କରେ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ

ଭୁବନେଶ୍ଵର, ୦୨/୧୧ : ଗର୍ଭାବସ୍ଥା ବେଳେ ପିଲାଙ୍କ ମେଦ ବୃଦ୍ଧି କରେ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ। ଗର୍ଭାବସ୍ଥା ସମୟରେ ବଜାରରେ ପ୍ୟାକେଟ୍‌ରେ ମିଳୁଥିବା ଚିପ୍ସ, ନମ୍‌କିନ୍‌, ଚକ୍‌ଲେଟ୍‌, ମିଠା, ସୋଡ଼ା ଓ ପାନୀୟ ଖାଇବା ଦ୍ଵାରା ମା’ ସହିତ ସନ୍ତାନ ଜନ୍ମ ପରେ ତା’ର ଓଜନ ଆବଶ୍ୟକତାଠୁ ଅଧିକ ବଢ଼ିପାରେ। ଏନେଇ ବିଏମ୍‌ଜେ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି। ଗବେଷକମାନେ ଆମେରିକାର ନର୍ସେଜ ହେଲ୍‌ଥ ଷ୍ଟଡି-୨ ଓ ଗ୍ରୋଇଙ୍ଗ ଅପ୍‌ ଟୁଡେ ଷ୍ଟଡିର ତଥ୍ୟ ବିଶ୍ଳେଷଣ…

Read More

ପିଲାଙ୍କୁ ଚାପଗ୍ରସ୍ତ କରେ ମା’ ବାପାଙ୍କର କଠୋର ବ୍ୟବହାର, ପ୍ରଭାବିତ ହୁଏ ପିଲାଙ୍କ ଡିଏନଏ

ନୂଆଦିଲ୍ଲୀ, ୨୮/୧୦ : ପିଲାଙ୍କୁ ଚାପଗ୍ରସ୍ତ କରେ ମା’ ବାପାଙ୍କର କଠୋର ବ୍ୟବହାର । ଏଭଳି ବ୍ୟବହାର କଲେ ସେମାନେ ଅବସାଦର ଶିକାର ହୁଅନ୍ତି । ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପଡ଼େ । ସଦାସର୍ବଦା ପାଇଁ ସେମାନେ ମାନସିକ ରୂପେ ରୋଗଗ୍ରସ୍ତ ହୋଇପାରନ୍ତି । କଠୋର ଅନୁଶାସନ ଯୋଗୁ ପିଲା ଆତ୍ମବିଶ୍ୱାସ ହରାଇ ଦିଅନ୍ତି । ବଡ଼ ହେବା ପରେ ମଧ୍ୟ ସେମାନେ ଏଥିରୁ ବାହାରି ପାରନ୍ତି ନାହିଁ ବୋଲି ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି । ଦୁଷ୍ଟାମି…

Read More

ମହିଳାଙ୍କୁ ଭିନ୍ନ ଲୁକ୍ ଦେଉଛି ରଫଲ୍

ଭୁବନେଶ୍ଵର, ୨୭/୧୦ : ଫ୍ୟାସନ୍ ଟ୍ରେଣ୍ଡରେ ଏବେ ରଫଲ୍। ଯାହା ଆଗରୁ ବି ଥିଲା, କିନ୍ତୁ ତାହା ଅଳ୍ପ କିଛି ପୋଷାକରେ ସୀମତି ଥିଲା। ମାତ୍ର ଏବେ ଏହି ଟ୍ରେଣ୍ଡ ପ୍ରାୟ ସବୁ ଧରଣର ପୋଷାକରେ ଦେଖିବାକୁ ମିଳୁଛି। ଫାଶନିଷ୍ଟମାନେ ଏହି ଟ୍ରେଣ୍ଡକୁ ବେଶ୍ ଆରାମରେ କ୍ୟାରି ପରିପାରୁଛନ୍ତି। ଯଦି ଆପଣ ଏହି ଟ୍ରେଣ୍ଡ ଆପଣେଇବାକୁ ଚାହାନ୍ତି ତା ହେଲେ ଦେଖିନିଅନ୍ତୁ ରଫଲ୍‌ରେ କଣ ସବୁ ଅପସନ୍ ରହିଛି। ରଫଲ୍ ଶାଢ଼ି: ରଫଲ୍ ସାଧାରଣତଃ କୁଞ୍ଚକୁ ବୁଝାଇଥାଏ।…

Read More

ମୁହଁରେ ଲଗାନ୍ତୁ କଫି ଆଇସ୍ କ୍ୟୁବ୍, ଚମକିବ ତ୍ବଚା

ଭୁବନେଶ୍ୱର, ୨୩/୧୦ : ଚେହେରା ପାଇଁ ଅତ୍ୟନ୍ତ ଲାଭଦାୟକ କଫି। ଏହା ତ୍ୱଚାକୁ ସୁନ୍ଦର ରଖିବା ସହିତ ତ୍ୱଚାର ପିଗମେଣ୍ଟେସନକୁ ମଧ୍ୟ ଦୂର କରିଥାଏ । କଫିକୁ ଆପଣ ତ୍ୱଚାରେ ସ୍କ୍ରବ୍ ଏବଂ ଫେସ୍ ପ୍ୟାକ୍ ଭାବରେ ବ୍ୟବହାର କରିପାରିବେ । କଫିରେ ବ୍ଲିଚିଂ ପ୍ରପର୍ଟି ଯୁକ୍ତ ଆଣ୍ଟି-ଏଜିଙ୍ଗ୍ ପ୍ରପର୍ଟି ରହିଥାଏ, ଯାହା ବୟସ ପୂର୍ବରୁ ଚେହେରାରେ କୁଞ୍ଚନ, କଳା ରଙ୍ଗର ପ୍ୟାଚ୍ ଭଳି ସମସ୍ୟା ଦୂର କରିଥାଏ । ଏହା ବ୍ୟତୀତ ଏହା ଡେଡ୍ ସ୍କିନ୍ ବାହାର…

Read More

ଜାଣନ୍ତୁ ମେକଅପ୍ ବ୍ରସ୍ ରେ କେମିତି କରିବେ ମେକଅପ୍

ମେକ୍ଅପ ତ ସବୁ ମହିଳା କରିଦିଅନ୍ତି । ମାତ୍ର ମେକ୍ଅପ୍ କରିବା ସମୟରେ ଅନେକ ମହିଳା ଅଛନ୍ତି ଅଜାଣତରେ ହେଉ ଅବା ଜାଣିକି ହେଉ ବହୁତ କିଛି ଭୁଲ୍ କରିଦିଅନ୍ତି । ଫଳରେ ଚେହେରା ସୁନ୍ଦର ଦେଖାଯିବା ପରିବର୍ତେ ବହୁତ ଅଜବ ଦେଖାଯାଇଥାଏ । ମେକ୍ଅପ୍ ନେବାବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ମେକ୍ଅପ୍ ବ୍ରଶ୍ର । କାରଣ ବ୍ରଶ୍ ବିନା ମେକଅପ୍ ନେବା ଅସମ୍ଭବ ହୋଇଥାଏ । ଆଜି ଆମେ ଜାଣିବା ଅଧିକାଂଶ ବ୍ୟବହାର ହେଉଥିବା…

Read More

ଓଜନ କମ୍ କରିବାରେ ସହାୟକ ହୁଏ ପୋଦିନା ଚା’

ଭୁବନେଶ୍ୱର ୧୪/୧୦ :  ପୋଦିନା ପତ୍ର ସ୍ୱାସ୍ଥ୍ୟ ପାଇଁ ହିତକର । ଆୟୁର୍ବେଦରେ ପୋଦିନାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ପୋଦିନାକୁ ଆପଣ ଯେକୌଣସି ଉପାୟରେ ବ୍ୟବହାର କରିପାରିବେ। ଏହାର ସୁଗନ୍ଧ ସମସ୍ତଙ୍କୁ ପସନ୍ଦ। ସେଥିପାଇଁ ଅନେକ ବ୍ୟଞ୍ଜନରେ ଏହାକୁ ବ୍ୟବହାର କରାଯାଏ। ପୋଦିନା ବ୍ୟଞ୍ଜନର ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ। ପୋଦିନାରେ କ୍ୟାଲୋରୀ ଏବଂ ପ୍ରୋଟିନ୍ କମ୍ ମାତ୍ରାରେ ରହିଥାଏ। ଯେଉଁଥିପାଇଁ ଏହା ମେଦ କମ କରିବାରେ ସାହାଯ୍ୟ କରିଥାଏ। ପୋଦିନା ଚା’ ଦ୍ୱାରା ଓଜନ…

Read More

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ କରନ୍ତୁ ଏହି ସବୁ ଉପାୟ, ଧନଧାନ୍ୟରେ ପରିପୂର୍ଣ୍ଣ ହେବ ଆପଣଙ୍କ ଘର

ଭୁବନେଶ୍ୱର, ୧୦/୧୦: ସମସ୍ତେ ଚାହାଁନ୍ତି ତାଙ୍କ ଘର ଧନରେ ପରିପୂର୍ଣ୍ଣ ହେଉ। ପରିବାରରେ ସୁଖ-ଶାନ୍ତି‌ ପୂରିରହୁ। କିନ୍ତୁ ସମସ୍ତଙ୍କ ଏହି ଇଚ୍ଛା ପ୍ରାୟତଃ ପୂରଣ ହୁଏ ନାହିଁ । ଯଦି ଆପଣ ଚାହାଁନ୍ତି ମା’ ଲକ୍ଷ୍ମୀ ଆପଣଙ୍କ ଉପରେ କୃପା କରନ୍ତୁ, ତେବେ ତାଙ୍କୁ ପ୍ରସନ୍ନ କରିବା ପାଇଁ ଏକ ସହଜ ଉପାୟ ଅଛି। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଘର ହସ ଖୁସିରେ ଭରିଯିବ। ଘରର ମୁଖ୍ୟ ଦ୍ୱାରରେ କରନ୍ତୁ ମା’  ଲକ୍ଷ୍ମୀଙ୍କ ଶୁଭ…

Read More

କଳା ପଡ଼ୁଛି କି ଆଖିତଳ, ଜାଣନ୍ତୁ ଏହାର ନିରାକରଣ…

ଭୁବନେଶ୍ଵର, ୦୪/୧୦ : କମ୍ପ୍ୟୁଟର ଏବଂ ସ୍ମାର୍ଟ ଫୋନରେ ଅଧିକ ସମୟ ବ୍ୟସ୍ତ ରହୁଛନ୍ତି ଆଜିର ଯୁବ ପିଢ଼ି। ଫେସବୁକ, ହ୍ୱାଟ୍ସଆପ୍ ଓ ଟ୍ୱିଟରରେ ବିତିଯାଉଛି ରାତି । ଅଫିସରେ କମ୍ପ୍ୟୁଟର କିମ୍ବା ମୋବାଇଲ୍‌ ସ୍କ୍ରିନ୍ ସାମ୍ନାରେ ସବୁବେଳେ ବସିବାକୁ ପଡ଼ୁଛି। ଯାହା ଫଳରେ ଅଧିକାଂଶ ଲୋକଙ୍କର ଆଖି ତଳ କଳା ପଡ଼ୁଥିବା ଦେଖାଯାଉଛି। ଏସବୁର କାରଣ ହେଉଛି ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟରୁ ବାହାରୁଥିବା ନୀଳ ରଶ୍ମୀ। ଯାହା ଆଖିକୁ କ୍ଷତି ପହଞ୍ଚାଉଛି। ତେବେ ଜାଣନ୍ତୁ କାହିଁକି କଳାପଡ଼େ…

Read More

ଗର୍ଭବତୀ ଥିବା ସମୟରେ ହିମୋଗ୍ଲୋବିନ୍ କମିଲେ କଣ ସମସ୍ୟା ହୁଏ, ଜାଣନ୍ତୁ କେତେ ରହିବା ଉଚିତ୍ HB

ଭୁବନେଶ୍ଵର, ୧୯/୦୯ : ଗର୍ଭଧାରଣ ସମୟରେ ମହିଳାଙ୍କୁ ନିଜ ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ତେବେ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ନିହାତି ଜରୁରୀ। ଯଦି ମହିଳାମାନେ ଗର୍ଭଧାରଣ କରିବା ପରେ ଡାଇଟ୍‌କୁ ଠିକ୍ ଭାବରେ ଧ୍ୟାନ ନଦେବେ ତେବେ ଶରୀରରେ ରକ୍ତହୀନତା ସୃଷ୍ଟି ହେବ। ଏହି ସମୟରେ ମହିଳାଙ୍କ ଶରୀରରେ ରକ୍ତହୀନତା ସୃଷ୍ଟି ହେବାରୁ ଉଭୟ ମାଆ ଓ ଛୁଆ ଦୁହିଁଙ୍କ ଉପରେ ଗଭୀର ପ୍ରଭାବ ପଡ଼ିବ। ସାଧାରଣତଃ ଗର୍ଭଧାରଣ କରିବା ପରେ…

Read More

ମାଇଗ୍ରେନ୍ ସମସ୍ୟା ଅଛି କି ? କରନ୍ତୁ ଏହି ଉପଚାର, ଦୂର ହୋଇଯିବ ଆପଣଙ୍କ କଷ୍ଟ…

ଭୁବନେଶ୍ବର, ୨୮/୦୮ : ମାଇଗ୍ରେନ୍ ଯନ୍ତ୍ରଣାଦାୟକ ହୋଇଥାଏ। ଏହା ଦ୍ବାରା ବାନ୍ତି ହେବାର ଲକ୍ଷଣ ଅତି ସାଧାରଣ। ରିପୋର୍ଟ ଅନୁଯାୟୀ, ମାଇଗ୍ରେନର ଯନ୍ତ୍ରଣା ୪ ଘଣ୍ଟାରୁ କିଛି ଦିନ ପର୍ଯ୍ୟନ୍ତ ରହିପାରେ । ତଥାପି, ଔଷଧ ଏବଂ କିଛି ଖାଦ୍ୟ ସହିତ ଲକ୍ଷଣଗୁଡ଼ିକରେ ସୁଧାର ହୋଇପାରେ । ଆୟୁର୍ବେଦ ବିଶେଷଜ୍ଞ ଡ. ଦିକ୍ଷା ଭାବସର ତାଙ୍କର ଇନଷ୍ଟାଗ୍ରାମ ପୋଷ୍ଟରେ ୩ଟି ଖାଦ୍ୟ ସାମଗ୍ରୀ ବିଷୟରେ କହିଛନ୍ତି। ଯାହା ମାଇଗ୍ରେନ୍ ଲକ୍ଷଣରୁ ମୁକ୍ତି ଦେବାରେ ସହାୟକ ହେବ। ତେବେ…

Read More