ଭାରତୀୟ ମହିଳା କ୍ରିକେଟ ଦଳର ପ୍ରଥମ ଅଧିନାୟିକା ଶାନ୍ତା ରଙ୍ଗାସ୍ୱାମୀ, ଜାଣନ୍ତୁ ତାଙ୍କ ଜୀବନୀ ଓ କ୍ୟାରିୟର ବିଷୟରେ…

ନୂଆଦିଲ୍ଲୀ, ୩୦/୧୦ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ମିତାଲି ରାଜଙ୍କ ବାୟୋପିକ୍ ସାବାସ ମିଠୁର ଟ୍ରେଲର ରିଲିଜ୍ ହେବା ପରେ ସେ ଏବେ ଖବରର ଶିରୋନାମା ପାଲଟିଛନ୍ତି। ମିତାଲି ରାଜ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଦଳର ଅଧିନାୟିକତ୍ୱ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। କେବଳ ମିତାଲି ରାଜ ନୁହଁନ୍ତି, ଭାରତୀୟ କ୍ରିକେଟ୍ ଦଳର ଅନେକ ମହିଳା ଖେଳାଳି ଗତ କିଛି ବର୍ଷ ମଧ୍ୟରେ ମହିଳା କ୍ରିକେଟ୍ କୁ ଏକ ଭିନ୍ନ ପରିଚୟ ଏବଂ…

Read More

ପିଲାଙ୍କୁ ଚାପଗ୍ରସ୍ତ କରେ ମା’ ବାପାଙ୍କର କଠୋର ବ୍ୟବହାର, ପ୍ରଭାବିତ ହୁଏ ପିଲାଙ୍କ ଡିଏନଏ

ନୂଆଦିଲ୍ଲୀ, ୨୮/୧୦ : ପିଲାଙ୍କୁ ଚାପଗ୍ରସ୍ତ କରେ ମା’ ବାପାଙ୍କର କଠୋର ବ୍ୟବହାର । ଏଭଳି ବ୍ୟବହାର କଲେ ସେମାନେ ଅବସାଦର ଶିକାର ହୁଅନ୍ତି । ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପଡ଼େ । ସଦାସର୍ବଦା ପାଇଁ ସେମାନେ ମାନସିକ ରୂପେ ରୋଗଗ୍ରସ୍ତ ହୋଇପାରନ୍ତି । କଠୋର ଅନୁଶାସନ ଯୋଗୁ ପିଲା ଆତ୍ମବିଶ୍ୱାସ ହରାଇ ଦିଅନ୍ତି । ବଡ଼ ହେବା ପରେ ମଧ୍ୟ ସେମାନେ ଏଥିରୁ ବାହାରି ପାରନ୍ତି ନାହିଁ ବୋଲି ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି । ଦୁଷ୍ଟାମି…

Read More

ମହିଳାଙ୍କୁ ଭିନ୍ନ ଲୁକ୍ ଦେଉଛି ରଫଲ୍

ଭୁବନେଶ୍ଵର, ୨୭/୧୦ : ଫ୍ୟାସନ୍ ଟ୍ରେଣ୍ଡରେ ଏବେ ରଫଲ୍। ଯାହା ଆଗରୁ ବି ଥିଲା, କିନ୍ତୁ ତାହା ଅଳ୍ପ କିଛି ପୋଷାକରେ ସୀମତି ଥିଲା। ମାତ୍ର ଏବେ ଏହି ଟ୍ରେଣ୍ଡ ପ୍ରାୟ ସବୁ ଧରଣର ପୋଷାକରେ ଦେଖିବାକୁ ମିଳୁଛି। ଫାଶନିଷ୍ଟମାନେ ଏହି ଟ୍ରେଣ୍ଡକୁ ବେଶ୍ ଆରାମରେ କ୍ୟାରି ପରିପାରୁଛନ୍ତି। ଯଦି ଆପଣ ଏହି ଟ୍ରେଣ୍ଡ ଆପଣେଇବାକୁ ଚାହାନ୍ତି ତା ହେଲେ ଦେଖିନିଅନ୍ତୁ ରଫଲ୍‌ରେ କଣ ସବୁ ଅପସନ୍ ରହିଛି। ରଫଲ୍ ଶାଢ଼ି: ରଫଲ୍ ସାଧାରଣତଃ କୁଞ୍ଚକୁ ବୁଝାଇଥାଏ।…

Read More

ମୁହଁରେ ଲଗାନ୍ତୁ କଫି ଆଇସ୍ କ୍ୟୁବ୍, ଚମକିବ ତ୍ବଚା

ଭୁବନେଶ୍ୱର, ୨୩/୧୦ : ଚେହେରା ପାଇଁ ଅତ୍ୟନ୍ତ ଲାଭଦାୟକ କଫି। ଏହା ତ୍ୱଚାକୁ ସୁନ୍ଦର ରଖିବା ସହିତ ତ୍ୱଚାର ପିଗମେଣ୍ଟେସନକୁ ମଧ୍ୟ ଦୂର କରିଥାଏ । କଫିକୁ ଆପଣ ତ୍ୱଚାରେ ସ୍କ୍ରବ୍ ଏବଂ ଫେସ୍ ପ୍ୟାକ୍ ଭାବରେ ବ୍ୟବହାର କରିପାରିବେ । କଫିରେ ବ୍ଲିଚିଂ ପ୍ରପର୍ଟି ଯୁକ୍ତ ଆଣ୍ଟି-ଏଜିଙ୍ଗ୍ ପ୍ରପର୍ଟି ରହିଥାଏ, ଯାହା ବୟସ ପୂର୍ବରୁ ଚେହେରାରେ କୁଞ୍ଚନ, କଳା ରଙ୍ଗର ପ୍ୟାଚ୍ ଭଳି ସମସ୍ୟା ଦୂର କରିଥାଏ । ଏହା ବ୍ୟତୀତ ଏହା ଡେଡ୍ ସ୍କିନ୍ ବାହାର…

Read More

ଓଆରଏସ ଅତି ଅତ୍ୟାବଶ୍ୟକ ଘରେ ରଖିବା, ଜାଣନ୍ତୁ ଏହାର ଜନକଙ୍କ ବିଷୟରେ

 ଓଆରଏସ ସହିତ ଆପଣ ଅଳ୍ପ ବହୁତେ ପରିଚିତ । ସାମାନ୍ୟ ଝାଡ଼ବାନ୍ତି ଥକାପଣ ଲାଗିଲେ ଆପଣ ଘରେ ଏହାକୁ ରଖି ପିଇ ଦେଇଥାନ୍ତି। ଏହା ଏମିତି ଏକ ଦ୍ରବଣ ଯ଼ାହାକି ମଣିଷର ଜୀବନ ବଞ୍ଚାଇଥାଏ । ଏହି ଓଆରଏସ ଘରେ ଘରେ ପରିଚିତ ଆଉ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇଥିବା ସାଧାରଣ ଦ୍ରବଣ ।ଜାଣିଛନ୍ତି କି ଓଆରଏସକୁ ବାହାର କରିଥିଲେ ଡକ୍ଟର ଦିଲ୍ଲୀପ ମହାଲନାବିସ । ଯ଼ାହାଙ୍କର ନିକଟରେ ଦେହାନ୍ତ ହୋଇଯ଼ାଇଛି।  କୁହାଯ଼ାଏ ମହାଲନାବିସଙ୍କ ଏହି ଆବିଷ୍କାର…

Read More

ଜାଣନ୍ତୁ ମେକଅପ୍ ବ୍ରସ୍ ରେ କେମିତି କରିବେ ମେକଅପ୍

ମେକ୍ଅପ ତ ସବୁ ମହିଳା କରିଦିଅନ୍ତି । ମାତ୍ର ମେକ୍ଅପ୍ କରିବା ସମୟରେ ଅନେକ ମହିଳା ଅଛନ୍ତି ଅଜାଣତରେ ହେଉ ଅବା ଜାଣିକି ହେଉ ବହୁତ କିଛି ଭୁଲ୍ କରିଦିଅନ୍ତି । ଫଳରେ ଚେହେରା ସୁନ୍ଦର ଦେଖାଯିବା ପରିବର୍ତେ ବହୁତ ଅଜବ ଦେଖାଯାଇଥାଏ । ମେକ୍ଅପ୍ ନେବାବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ମେକ୍ଅପ୍ ବ୍ରଶ୍ର । କାରଣ ବ୍ରଶ୍ ବିନା ମେକଅପ୍ ନେବା ଅସମ୍ଭବ ହୋଇଥାଏ । ଆଜି ଆମେ ଜାଣିବା ଅଧିକାଂଶ ବ୍ୟବହାର ହେଉଥିବା…

Read More

ଓଜନ କମ୍ କରିବାରେ ସହାୟକ ହୁଏ ପୋଦିନା ଚା’

ଭୁବନେଶ୍ୱର ୧୪/୧୦ :  ପୋଦିନା ପତ୍ର ସ୍ୱାସ୍ଥ୍ୟ ପାଇଁ ହିତକର । ଆୟୁର୍ବେଦରେ ପୋଦିନାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ପୋଦିନାକୁ ଆପଣ ଯେକୌଣସି ଉପାୟରେ ବ୍ୟବହାର କରିପାରିବେ। ଏହାର ସୁଗନ୍ଧ ସମସ୍ତଙ୍କୁ ପସନ୍ଦ। ସେଥିପାଇଁ ଅନେକ ବ୍ୟଞ୍ଜନରେ ଏହାକୁ ବ୍ୟବହାର କରାଯାଏ। ପୋଦିନା ବ୍ୟଞ୍ଜନର ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ। ପୋଦିନାରେ କ୍ୟାଲୋରୀ ଏବଂ ପ୍ରୋଟିନ୍ କମ୍ ମାତ୍ରାରେ ରହିଥାଏ। ଯେଉଁଥିପାଇଁ ଏହା ମେଦ କମ କରିବାରେ ସାହାଯ୍ୟ କରିଥାଏ। ପୋଦିନା ଚା’ ଦ୍ୱାରା ଓଜନ…

Read More

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ କରନ୍ତୁ ଏହି ସବୁ ଉପାୟ, ଧନଧାନ୍ୟରେ ପରିପୂର୍ଣ୍ଣ ହେବ ଆପଣଙ୍କ ଘର

ଭୁବନେଶ୍ୱର, ୧୦/୧୦: ସମସ୍ତେ ଚାହାଁନ୍ତି ତାଙ୍କ ଘର ଧନରେ ପରିପୂର୍ଣ୍ଣ ହେଉ। ପରିବାରରେ ସୁଖ-ଶାନ୍ତି‌ ପୂରିରହୁ। କିନ୍ତୁ ସମସ୍ତଙ୍କ ଏହି ଇଚ୍ଛା ପ୍ରାୟତଃ ପୂରଣ ହୁଏ ନାହିଁ । ଯଦି ଆପଣ ଚାହାଁନ୍ତି ମା’ ଲକ୍ଷ୍ମୀ ଆପଣଙ୍କ ଉପରେ କୃପା କରନ୍ତୁ, ତେବେ ତାଙ୍କୁ ପ୍ରସନ୍ନ କରିବା ପାଇଁ ଏକ ସହଜ ଉପାୟ ଅଛି। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଘର ହସ ଖୁସିରେ ଭରିଯିବ। ଘରର ମୁଖ୍ୟ ଦ୍ୱାରରେ କରନ୍ତୁ ମା’  ଲକ୍ଷ୍ମୀଙ୍କ ଶୁଭ…

Read More

କ୍ୟାଟ୍ରିନାଙ୍କ ଗୀତରେ ନାଚିଲେ ଜାପାନୀ ଝିଅ, ଡ୍ୟାନ୍ସ ଷ୍ଟେପ୍ ଦେଖି ୟୁଜର କହିଲେ- ଏମାନେ ପୁଅ ନା ଝିଅ ?

ନୂଆଦିଲ୍ଲୀ, ୦୬/୧୦ : ସାରା ଦୁନିଆରେ ହିଟ୍ ହୋଇଛି ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଗୀତ କାଲା ଚଷମା। ଏହି ଗୀତକୁ ନେଇ ସୋସିଆଲ ମିଡିଆ ୟୁଜରମାନେ ବହୁ ରିଲ୍ ତିଆରି କରିଛନ୍ତି। ଏହି ଗୀତରେ ଟିମ୍ ଇଣ୍ଡିଆ ବିଜୟ ଉତ୍ସବ ପାଳନ କରିବା ପରେ ଇଣ୍ଟରନେଟ୍‌ରେ ପୁଣି ଥରେ ଏହି ଗୀତ ଭାଇରାଲ୍ ହେବାକୁ ଲାଗିଛି। ଏହି କ୍ରମରେ କାଲା ଚଷମା ଗୀତରେ କିଛି ଜାପାନୀ ଝିଅମାନେ ଏକ ରିଲ୍ କରିଛନ୍ତି। ଏହି ରିଲ୍ ପ୍ରାୟ ସମସ୍ତଙ୍କୁ…

Read More

ଭାରତର 4 କଫ ସିରଫ ପାଇଁ ଗାମ୍ବିଆରେ 66 ଶିଶୁଙ୍କ ମୃତ୍ୟୁ ସନ୍ଦେହ

() ଭାରତରେ ପ୍ରସ୍ତୁତ ହୋଇଥିବା 4ଟି କଫ ସିରପ ଉପରେ ଆଲର୍ଟ ଜାରି କରିଛି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ଡବ୍ଲୁଏଚଓ । ମେଡେନ ଫାର୍ମାସ୍ଯୁଟିକାଲସ ଦ୍ବାରା ପ୍ରସ୍ତୁତ ଏହି 4ଟି କଫ ସିରଫ ଓ ଥଣ୍ଡା ଔଷଧର ଭୟଙ୍କର ପାର୍ଶ୍ବ ପ୍ରତିକ୍ରିୟା ଥିବାର ସନ୍ଦେହ ଉପୁଜିଛି ।ଏହି  ଔଷଧ ବ୍ୟବହାର ଯୋଗୁଁ ଗାମ୍ବିଆରେ 66 ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହେବା ପରେ ଡବ୍ଲୁଏଚଓ ଏହାର ତର୍ଜମା ଆରମ୍ଭ କରିଛି । ଏ ବାବଦରେ…

Read More