
ସବୁ କରୋନାକୁ କୋଭାକ୍ସିନ ଭାରି ପଡ଼ିବ
କରୋନାର ଦ୍ୱିତୀୟ ଲହର ସାରା ଭାରତ ପାଇଁ ଚିନ୍ତାଜନକ। ଏହି ସମୟରେ ଭାରତରେ ବିକଶିତ ହୋଇଥିବା କରୋନାର ନୂଆ ଷ୍ଚ୍ରେନ୍ B.1.1.7 ୪୪ଟି ଦେଶକୁ ବିସ୍ତାର କରିଛି। ଆଉ ଏହା ବହୁତ ଶୀଘ୍ର ବ୍ୟାପୁଛି ଯାହାକି ଚିନ୍ତାଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା। ଆଉ ଏହି ନୂଆ ଭେରିଆଣ୍ଟ ବିରୋଧରେ ଦେଶର ସ୍ୱଦେଶୀ ଟିକା କୋଭାକ୍ସିନ କେତେ ପ୍ରଭାବୀ ସାଧାରଣରେ ପ୍ରଶ୍ନ ଉଠିଥିଲା। ରହିବାର ଏହାର ଉତ୍ତର ରଖିଛି କୋଭାକ୍ସିନ ଟିକାର ନିର୍ମାତା ଭାରତ ବାୟୋଟେକ୍।…