VIRAL VIDEO : କାରକୁ ଧକ୍କା ଦେଲା ବିମାନ

ଆମେରିକାର ଫ୍ଲୋରିଡାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହା ରାଜପଥରେ ଏକ କାରକୁ ଧକ୍କା ଦେଇଛି । ମେରିଟ୍ ଦ୍ୱୀପ ନିକଟରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ଏକ ଛୋଟ ବିମାନ ରାଜପଥରେ ଜରୁରୀ ଅବତରଣ କରିବାକୁ ଚେଷ୍ଟା କରିଥିଲାଏବଂ ସିଧାସଳଖ ଏକ କାର ସହିତ ଧକ୍କା ହୋଇଥିଲା। ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି। A small plane struck a car during an emergency landing on I-95 in Florida,…

Read More

ଖୁବ ଶୀଘ୍ର ଆସୁଛି ଉଡ଼ନ୍ତା ବାଇକ, ଘଣ୍ଟାକୁ 200 କିମି ଉଡ଼ିବ

() ପୋଲାଣ୍ଡର କମ୍ପାନୀ Volonaut ଏକ ନୂତନ ଏୟାରବାଇକ୍ ତିଆରି କରିଛି। ଏହା 200 କିଲୋମିଟର ପ୍ରତି ଘଣ୍ଟା ବେଗରେ ଆକାଶରେ ଉଡ଼ିପାରିବ। ବିଶେଷ କଥା ହେଉଛି ଏହାକୁ 4 ପ୍ରକାରର ଇନ୍ଧନ ସହିତ ଉଡ଼ାଯାଇପାରିବ। ଏଥିରେ ଡିଜେଲ, ବାୟୋଡିଜେଲ୍, ଜେଟ୍-ଏ1 ଏବଂ କିରୋସିନ୍ ଦ୍ବାରା ଆପଣ ଉଡ଼ାଇ ପାରିବେ। କମ୍ପାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହାର ଭିଡିଓ ସେୟାର କରିଛି, ଯେଉଁଥିରେ ଉଡ଼ାଣ ଏବଂ ଅବତରଣର ଭିଜୁଆଲ ଦେଖାଯାଉଛି। ଏହି ଏୟାରବାଇକ୍ ଟୋମାସ୍ଜ୍ ପାଟନ୍…

Read More

କେରଳରେ ପତାକା ଉତ୍ତୋଳନ କଲା ଚଢ଼େଇ !

ଏକ ଭାଇରାଲ ଭିଡିଓ ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଭିଜୁଆଲଟି ଏମିତି ଯେ ଆପଣ ବି ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଭିଡିଓଟିକୁ ଶତାଧିକ ଲୋକ ସେୟାର କରିଥିବା ବେଳେ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି।  ତଳେ ଭିଡିଓ ଟି ସେୟାର କରିଥିବା ଜଣେ ନେଟିଜେନଙ୍କ ପୋଷ୍ଟ ଲିଙ୍କ ଦିଆଯାଇଛି। ତେବେ ତାହା ପୂର୍ବରୁ ଜାଣନ୍ତୁ କଣ ରହିଛି ଏହି ଭିଡିଓରେ। କେରଳର ଏକ ଅଜଣା ସ୍ଥାନରେ ପତାକା ଉତ୍ତୋଳନ କରାଯାଉଛି। ସ୍କୁଲ ପିଲାମାନେ…

Read More

କ୍ୟାଟ୍ରିନାଙ୍କ ଗୀତରେ ନାଚିଲେ ଜାପାନୀ ଝିଅ, ଡ୍ୟାନ୍ସ ଷ୍ଟେପ୍ ଦେଖି ୟୁଜର କହିଲେ- ଏମାନେ ପୁଅ ନା ଝିଅ ?

ନୂଆଦିଲ୍ଲୀ, ୦୬/୧୦ : ସାରା ଦୁନିଆରେ ହିଟ୍ ହୋଇଛି ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଗୀତ କାଲା ଚଷମା। ଏହି ଗୀତକୁ ନେଇ ସୋସିଆଲ ମିଡିଆ ୟୁଜରମାନେ ବହୁ ରିଲ୍ ତିଆରି କରିଛନ୍ତି। ଏହି ଗୀତରେ ଟିମ୍ ଇଣ୍ଡିଆ ବିଜୟ ଉତ୍ସବ ପାଳନ କରିବା ପରେ ଇଣ୍ଟରନେଟ୍‌ରେ ପୁଣି ଥରେ ଏହି ଗୀତ ଭାଇରାଲ୍ ହେବାକୁ ଲାଗିଛି। ଏହି କ୍ରମରେ କାଲା ଚଷମା ଗୀତରେ କିଛି ଜାପାନୀ ଝିଅମାନେ ଏକ ରିଲ୍ କରିଛନ୍ତି। ଏହି ରିଲ୍ ପ୍ରାୟ ସମସ୍ତଙ୍କୁ…

Read More

ମାଆଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କଲେ ୨ ବର୍ଷର ନତାଲି, ଭିଡିଓ ଦେଖି ଫ୍ୟାନ ହୋଇଗଲେ ୟୁଜର…

ଭୁବନେଶ୍ଵର, ୨୦/୦୯ : ଏକ ଦୁଇ ବର୍ଷର କୁନି ଝିଅ ତାର ମାଆ ପାଇଁ ଖାଦ୍ୟ ତିଆରି କରିବା ବେଳର ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ୍ ହେବାରେ ଲାଗିଛି। ତେବେ କୁନି ଝିଅଟିର ଏହି ଭିଡିଓ ତାଙ୍କ ମାଆ ବ୍ରୁନା ଫାବା ଅଗଷ୍ଟ ୨୯ରେ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସୋସିଆଲ ମିଡିଆ ୟୁଜରମାନେ ଭିଡିଓଟିକୁ ଖୁବ୍ ପସନ୍ଦ କରିବା ସହିତ କୁନି ଝିଅକୁ ବେସ୍ ପ୍ରଶଂସା…

Read More

ବରଯାତ୍ରୀରେ ବିନ୍ଦାସ ଡ୍ୟାନ୍ସ କଲେ ଦୁହ୍ଲନ, ଭାଙ୍ଗଡା ଦେଖି ଫ୍ୟାନ୍ ହୋଇଗଲେ ସୋସିଆଲ ମିଡିଆ ୟୁଜର

ନୂଆଦିଲ୍ଲୀ, ୧୮/୯ : ନାଚ ବିନା ଅଧୁରା ଭାରତୀୟ ବିବାହ। ଯେପର୍ଯ୍ୟନ୍ତ ବରଯାତ୍ରୀରେ ଜମିନି ନାଗିନ ଡ୍ୟାନ୍ସ ସେପର୍ଯ୍ୟନ୍ତ ବରଯାତ୍ରୀରେ ଆସିବନି ମଜା। ପ୍ରାୟତଃ ସୋସିଆଲ ମିଡିଆରେ ବରଯାତ୍ରୀଙ୍କ ଅତରଙ୍ଗୀ ଡ୍ୟାନ୍ସ ଭିଡିଓ ପ୍ରାୟତଃ ଦେଖିବାକୁ ମିଳେ। ହେଲେ କଣ ଆପଣ ନିଜ ବରଯାତ୍ରୀ ଏକଦମ୍ ପଞ୍ଜାବୀ ଷ୍ଟାଇଲ୍‌ରେ ଭାଙ୍ଗଡ଼ା କରୁଥିବା ଦୁହ୍ଲନ ଦେଖିଛନ୍ତି ? ଅମେ ଆଜି ଜଣେ ଏଭଳି ଯୁବତୀଙ୍କ ବିନ୍ଦାସ ଡ୍ୟାନ୍ସ ବିଷୟରେ କହିବାକୁ ଯାଉଛି। ଯିଏ ନିଜର ବରଯାତ୍ରୀରେ ଭାଙ୍ଗଡ଼ା କରି…

Read More

ଶିକ୍ଷୟିତ୍ରୀଙ୍କ ଭିଜୁଆଲ ଭାଇରାଲ ହେଲା

ଜଣେ ଶିକ୍ଷକ କେମିତି ହେବା ଉଚିତ । ଆପଣଙ୍କ ସ୍କୁଲ ସମୟକୁ ମନେ ପକାଇଲେ, ଏମିତି ସ୍ମୃତି ନିଶ୍ଚୟ ଆସୁଥିବ, କିଛି ଶିକ୍ଷକ ଏମିତି ଥାନ୍ତି ଯ଼ାହାଙ୍କୁ ଦେଳେଦେଲେ ପିଲାଏ ଦୌଡ଼ି ଯ଼ାଇ ପାଠ ପାଖରେ ବସି ପଡ଼ନ୍ତି । ଆଉ କିଛି ଶିକ୍ଷକ କଥାରେ କଥାରେ ପାଠଗୁଳି ଖୁଆଇ ଦେଇଥାନ୍ତି ତାହା ଜଣା ପଡ଼ିନଥାଏ। ଏବେ ନେଟ ଦୁନିଆରେ ଏକ ଭିଜୁଆଲ ଭାଇରାଲ ହେଉଛି। ଭିଜୁଆଲଟିରେ ଦେଖାଯ଼ାଉଛି ଶିକ୍ଷୟିତ୍ରୀ ପିଲାମାନଙ୍କ ସହିତ ନାଚୁଛନ୍ତି। ସେ ପୁଣି ବଲିଉଡ଼…

Read More

ଗୋଟିଏ ଗୋଡ଼ ନାହିଁ , ସୀମା କିନ୍ତୁ ଡେଇଁ ଡେଇଁ ଯାଏ ସ୍କୁଲ

10 ବର୍ଷର ଝିଅ ସୀମା । ଏବେ ସାରା ଇଣ୍ଟରନେଟରେ ତାହାରି ଚର୍ଚ୍ଚା। କାହିଁକି ସୀମା ବିଷୟରେ ଚର୍ଚ୍ଚା ତାହା ସୀମାର ଭିଡିଓ ଦେଖିଲେ ଜାଣିପାରିବେ। ହଁ ଆଜ୍ଞା ସୀମା ଗୋଟିଏ ଗୋଡ଼ରେ ଏମିତି ଡେଇଁ ଡେଇଁ ସ୍କୁଲ ଯ଼ାଏ। ବିହାରର ଜାମୁଇ ଜିଲ୍ଲାର ଏହି କୁନି ଝିଅଟି ଏବେ ନେଟିଜେନଙ୍କ ଦିଲ ଜିତିନେଇଛି । 2 ବର୍ଷ ତଳେ ଏକ ଦୁର୍ଘଟଣା ହୋଇଥିଲା । ଏଥିପାଇଁ ସୀମାର ଗୋଟିଏ ଗୋଡ଼ କାଟିବାକୁ ପଡ଼ିଥିଲା। Bihar: जमुई…

Read More

ପଇସା ଦେଲା ଗଣି, ବାଇକ ଆଣିଲା ଛାଣି

ତାମିଲନାଡୁର ଜଣେ ଯୁବକ ବାଇକ କିଣିବା ପାଇଁ 2 ଲକ୍ଷ 60 ହଜାର ଟଙ୍କାର କଏନ ଦେଲେ ଏକ ବାଇକ କିଣିବା ପାଇଁ । ଫଳ ହୋଇଥିଲା ସମସ୍ତେ ବସି କଏନ ଗଣିଲେ। ସବୁତକ ଟଙ୍କିକିଆ କଏନ ଥିଲା ଏସବୁକୁ ଗଣିବା ଲାଗି ରାତି 9ଟା ବାଜିଗଲା । ଗଣା ସରିବା ପରେ ଯୁବକ ଜଣଙ୍କ ବାଇକ ଧରି ଯାଇଥିଲେ। ଘଟଣା ଥିଲା କିଛି ଏମିତି ତାମିଲନାଡୁ ସଲେମର ଗାନ୍ଧି ମୈଦାନ ଅଞ୍ଚଳର ବାସିନ୍ଦା ଏମ ଭୂପତି…

Read More

Watch- ଦେଖନ୍ତୁ କେମିତି ମହିଳାଙ୍କ ପାଖରେ ପହଞ୍ଚିଲେ ଉଦ୍ଧାରକାରୀ, କିନ୍ତୁ…

ତାମିଲନାଡୁ ସାଲେମର ଏକ ଘଟଣାର ଛାତିଥରା ଭିଜୁଆଲ ଏବେ ନେଟରେ ଖୁବ ଭାଇରାଲ ହେବାରେ ଲାଗିଛି।  ଭିଜୁଆଲଟି ଏତେ ରୋମାଞ୍ଚକର ଯେ ଆପଣ କିଛି ସମୟ ପାଇଁ ହତବାକ ହୋଇଯିବେ।  ତେବେ ଏହି ଭିଜୁଆଲ ମୋବାଇଲରୁ ମୋବାଇଲ ଡେଇଁ ଆପଣଙ୍କ ପାଖକୁ ଆସିବା ପୂର୍ବରୁ ଆମେ ଆପଣଙ୍କ ନିକଟକୁ ଆଣିଛୁ।  ଭିଜୁଆଲଟିକୁ ଦେଖିବା ପୂର୍ବରୁ ଏହା ସଂପର୍କରେ ଆମେ ସମ୍ୟକ ସୂଚନା ଦେଇଦେଉଛୁ।  ତାମିଲନାଡୁର ସାଲେମ ଅଞ୍ଚଳର, ଆଣାଇବାରି ପ୍ରପାତରେ ପାଣି ସ୍ରୋତ ହଠାତ ବଢ଼ିବାରେ ଲାଗିଥିଲା।…

Read More