Admin

ଏଯାଏଁ ୫୦୦ରୁ ଉର୍ଦ୍ଧ୍ଵ ଅନାଥ ଶବ ଗୁଡ଼ିକର ଅନ୍ତିମ ସଂସ୍କାର କରିଛନ୍ତି ସାଲୁ ସୈନୀ, ସମାଜ ସେବାରେ ନିଜକୁ କରିଛନ୍ତି ବ୍ରତୀ

ନୂଆଦିଲ୍ଲୀ, ୧୬/୧୨ : ଅନାଥ ଶବ ଗୁଡ଼ିକର ଅନ୍ତିମ ସଂସ୍କାର କରୁଛନ୍ତି ଉତ୍ତର ପ୍ରଦେଶ ମୁଜାଫରନଗରର ସାଲୁ ସୈନୀ। ଦୀର୍ଘ ୧୫ ବର୍ଷ ଧରି ସମାଜ ସେବାରେ ନିଜକୁ ବ୍ରତୀ କରିଥିବା ସାଲୁ ଏଯାବତ୍ କରିଛନ୍ତି ୫୦୦ରୁ ଉର୍ଦ୍ଧ୍ଵ ଅନାଥ ଶବଙ୍କ ଅନ୍ତିମ ସଂସ୍କାର। କରୋନା ସମୟରେ ଆରମ୍ଭ କରିଥିବା ଏହି କାମ ଏବେ ସାଲୁଙ୍କ ଜୀବନର ମୂଳ ଲକ୍ଷ୍ୟ ପାଲଟିଛି। ସେ ମହିଳାଙ୍କୁ ଆତ୍ମନିର୍ଭର ଏବଂ ଆତ୍ମରକ୍ଷା ପାଇଁ ବିଭିନ୍ନ କ୍ୟାମ୍ପ କରୁଛନ୍ତି। ସେ ସାକ୍ଷୀ…

Read More

ମାନସିକ ଅବସାଦର ଶୀକାର ହୋଇପାରନ୍ତି ଆପଣଙ୍କ ପିଲା, ଜାଣନ୍ତୁ ଏହାର ଲକ୍ଷଣ…

ନୂଆଦିଲ୍ଲୀ, ୧୩।୧୨ : ଭାରତରେ ପ୍ରାୟ ୧୦ ପ୍ରତିଶତ ଲୋକ ମାନସିକ ଅବସାଦରେ ପୀଡ଼ିତ। ଏମାନଙ୍କ ମଧ୍ୟରେ ପିଲାମାନେ ମଧ୍ୟ ଅଛନ୍ତି ସାମିଲ। ପିଲାମାନଙ୍କର ଅବସାଦର ମୂଳ ଲକ୍ଷଣ ହେଉଛି ସେମାନେ ମନଖୋଲି କଥା ହୋଇପାରନ୍ତି ନାହିଁ। ଏମିତିରେ ମାତା-ପିତାଙ୍କୁ ସେମାନଙ୍କର ଧ୍ୟାନ ରଖିବାକୁ ପଡ଼ିବ। ତେବେ ପ୍ରାୟତଃ ପିଲାମାନଙ୍କର ବ୍ୟବହାର ଭିନ୍ନଭିନ୍ନ ପ୍ରକାରର ହୋଇଥାଏ। କେହି କେହି ଅଧିକ ରାଗୀ ହୋଇଥାନ୍ତି ତ ଆଉ କେତେ ଜଣ ଉଦାସ ରହିଥାନ୍ତି। ସେହିପରି ଆଉ କିଛି ଚିଡଚିଡା…

Read More

ଏହିଠାରେ ଦେଖନ୍ତୁ ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧ

ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧ ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ଫିଲ୍ମଟି ଆପଣଙ୍କୁ ବର୍ତ୍ତମାନ ଯୁଗର ଚଳନ୍ତି କଥା କହୁଛି …ସି ଓଡ଼ିଶା ବ୍ୟାନରରେ ଶ୍ରୁତିରେଖା ମିଶ୍ରଙ୍କ ପ୍ରଯୋଜିତ ଲାଫିଙ୍ଗ ବୁଦ୍ଧ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ପ୍ରୀତିରାଜ ଶତପଥୀ, ଚିତ୍ତରଞ୍ଜନ ବିଶ୍ବାଳ, ସୁଶ୍ରୀ, ଧୋବେଇ ପ୍ରଧାନ, ଦେବଦତ୍ତ ପ୍ରଧାନ ଏବଂ ମାଧୁର୍ଯ୍ୟା। ଲାଫିଙ୍ଗ ବୁଦ୍ଧ ଗୋଲ୍ଡେନ ଲିଫ୍ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ହୋଇଥିଲା।  ଫିଲ୍ମଟି ଦେଖିବା ପାଇଁ କ୍ଲିକ କରନ୍ତୁ ତଳେ ଦିଆଯାଇଥିବା…

Read More

ଶୀତ ଦିନେ ଖାଆନ୍ତୁ କନ୍ଦମୂଳ, ଶରୀର ପାଇଁ ବେଶ୍ ସ୍ବାସ୍ଥ୍ୟକର

ଭୁବନେଶ୍ୱର ୧୨/୧୨: କନ୍ଦମୂଳ ପୋଷକ ତତ୍ତ୍ୱରେ ଭରା । ଶୀତଦିନେ ଏହା ବଜାରରେ ବହୁ ମାତ୍ରାରେ ମିଳିଥାଏ । ଏଥିରେ ବହୁ ମାତ୍ରାରେ ଫାଇବର, ପ୍ରୋଟିନ୍‌, ପୋଟାସିୟମ୍‌, ଆଇରନ୍‌ ଓ ଭିଟାମିନ୍‌ ସି ମିଳିଥାଏ । କନ୍ଦମୂଳ କେବଳ ଖାଇବାକୁ ବେଶ୍‌ ସ୍ୱାଦିଷ୍ଟ ନୁହେଁ, ଶରୀର ପାଇଁ ମଧ୍ୟ ସ୍ୱାସ୍ଥ୍ୟକର । ଶୀତରେ ଶରୀରକୁ ହାଲ୍‌କା ଉଷୁମର ଆବଶ୍ୟକତା ରହିଥାଏ । କନ୍ଦମୂଳ ଶରୀରକୁ ଉଷୁମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାକୁ…

Read More

ଦେଶରେ ମହିଳା ଭୋଟରଙ୍କ ସଂଖ୍ୟା ୪୮ ପ୍ରତିଶତରୁ ଅଧିକ, ରାଜନୀତିରେ ସେମାନଙ୍କ ଯୋଗଦାନ ଯଥେଷ୍ଟ କମ୍‌

ନୂଆଦିଲ୍ଲୀ, ୧୨/୧୨ : ଦେଶରେ ମହିଳା ଭୋଟରଙ୍କ ସଂଖ୍ୟା ୪୮ ପ୍ରତିଶତରୁ ଅଧିକ । କିନ୍ତୁ ରାଜନୀତି କ୍ଷେତ୍ରରେ ସେମାନଙ୍କ ଯୋଗଦାନ ଯଥେଷ୍ଟ କମ୍‌ । ସଦ୍ୟ ସମାପ୍ତ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ମୋଟ ୬୮ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି । ହେଲେ ସେମାନଙ୍କ ଭିତରେ ମାତ୍ର ଜଣେ ମହିଳା ବିଧାୟକ ଅଛନ୍ତି । ଏଥର ନିର୍ବାଚନରେ ୨୪ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ସେହିଭଳି ଗୁଜରାଟରେ ୧୮୨ ଆସନ ବିଶିଷ୍ଟ ବିଧାନସଭା…

Read More

ମୁସଲିମ ମହିଳାଙ୍କ ଶିକ୍ଷା ପାଇଁ ଲଢେଇ କରିଥିଲେ ଏହି ମହିଳା, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ, ୯/୧୨ : ଭାରତରେ ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର। ତଥାପି ମଧ୍ୟ ଶିକ୍ଷା ସମସ୍ତଙ୍କୁ ମିଳିପାରୁ ନାହିଁ। ସ୍ଵାଧିନତା ପୂର୍ବରୁ ବହୁ ଲୋକ ବିଦେଶକୁ ଶିକ୍ଷା ଗ୍ରହଣ କରିବାକୁ ଯାଇଥିବା ବେଳେ ଏବେବି ବହୁ ଲୋକଙ୍କ ନିକଟରେ ଅପହଞ୍ଚ ରହିଛି ଶିକ୍ଷା। ଏବେବି ମହିଳାଙ୍କ ଶିକ୍ଷାକୁ ଅଦରକାରୀ ମନେ କରୁଛି ସମାଜ। ବିଶେଷ କରି ମୁସଲିମ ମହିଳାଙ୍କୁ ମିଳୁନି ଶିକ୍ଷାଗତ ଅଧିକାର। ତେବେ ମୁସଲିମ ମହିଳାମାନଙ୍କୁ ଅଜ୍ଞାନତାର ଅନ୍ଧକାରର ଶିକ୍ଷାର ଆଲୋକ ଆଡ଼କୁ ବାଟ କଢେଇଥିଲେ…

Read More

ଶୀତଦିନେ ମୁହଁରେ ଲଗାନ୍ତୁ ଗ୍ଲିସେରିନ୍, ଚିକ୍କଣ ହେବ ତ୍ବଚା

ଭୁବନେଶ୍ୱର, ୦୮/୧୨ : ମହିଳାମାନେ ସବୁବେଳେ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାନ୍ତି । ବହୁ ଘରୋଇ ନୁସ୍କା ମଧ୍ୟ କରନ୍ତି। ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ବ୍ୟବହାର କରିବା ସହ ବିଭିନ୍ନ ଉପଚାର କରିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ? ଶରୀରକୁ ସୁନ୍ଦର କରିବାରେ ଗ୍ଲିସେରିନର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର? ଧ୍ୟାନ ଦିଅନ୍ତୁ ଗ୍ଲିସେରିନକୁ କେବେ ସିଧାସଳଖ ବ୍ୟବହାର କରନ୍ତୁ ନାହିଁ ।…

Read More

ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟକୁ ଦେଶ ବିଦେଶରେ ପହଞ୍ଚାଇଥିବା ଗୁରୁ କେଳୁଚରଣଙ୍କ ପୁତ୍ରବଧୂ ସୁଜାତା ମହାପାତ୍ର, ଜାଣନ୍ତୁ ତାଙ୍କ ବିଷୟରେ…

ଭୁବନେଶ୍ଵର, ୦୬/୧୨ : ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି ଗୁରୁ ସୁଜାତା ମାହପାତ୍ର। କଳା ପାଇଁ ସେ ତାଙ୍କର ସାରା ଜୀବନ ସାଧନା କରିଛନ୍ତି। ସୁଜାତାଙ୍କ ଏହି ସାଧନା ଆଗାମୀ ପୀଢି ପାଇଁ ପ୍ରେରଣା ପାଲଟିବ। ମାତ୍ର ୪ ବର୍ଷ ବୟସରେ କଳାପ୍ରତି ତାଙ୍କର ଥିବା ଆଗ୍ରହ ପ୍ରସ୍ଫୁଟିତ ହୋଇଥିଲା। ସୁଜାତାଙ୍କ ମା ନିଜେ ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା। ଓଡ଼ିଶୀ ପାଇଁ ସୁଜାତା ପିଲାଟି ଦିନରୁ ତାଙ୍କ ମାଆଙ୍କ…

Read More

ଗୀତରେ ଗୀତରେ ପିଲାମାନେ ଶିଖିଲେ ବ୍ୟାକରଣ, ଭାଇରାଲ୍ ହେଉଛି ଭିଡିଓ

ଭୁବନେଶ୍ଵର, ୦୪/୧୨ : ଶିକ୍ଷଣ ଏକ ମଜାଦାର ପ୍ରକ୍ରିୟାରେ ପରିଣତ ହୁଏ ଯେତେବେଳେ ଆପଣ ଏହାକୁ ଅଭିନବ ପ୍ରଣାଳୀ ବ୍ୟବହାର କରି ଶିକ୍ଷାଦାନ କରିଥାନ୍ତି। ନିକଟରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କବିତା ଏବଂ ନାଟକ ମାଧ୍ୟମରେ ହିନ୍ଦୀ ବ୍ୟାକରଣ ଶିକ୍ଷା କରୁଥିବା ଏକ ଭିଡିଓ ଜଣେ ଆଇଏଏସ୍ ଅଧିକାରୀଙ୍କ ଦ୍ୱାରା ସେୟାର କରାଯାଇଛି। ଯାହାକି ସମସ୍ତଙ୍କ ହୃଦୟକୁ ଛୁଇଁଛି। ୨୦୧୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅର୍ପିତ ବର୍ମା ଏକ ଭିଡିଓ ସେୟାର କରିଛନ୍ତି ଏବଂ ଏହାକୁ ୧.୫୬…

Read More

ସାନ ସିନା ଦାନ ତା ମହାନ, ପେଣ୍ଟିଂ ବିକ୍ରି କରି ଅସହାୟ ଲୋକଙ୍କୁ କରୁଛନ୍ତି ସାହାଯ୍ୟ

ନୂଆଦିଲ୍ଲୀ, ୨/୧୨ : ସାନ ସିନା ଦାନ ତା ମହାନ। ପେଣ୍ଟିଂ ବିକ୍ରି କରି ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ୧୨ ବର୍ଷର ବାଳକ ଅର୍ଶ ପାଲ। ଅଷ୍ଟମ ଜନ୍ମଦିନରୁ ଅର୍ଶ ଏହି ନିଆରା ପ୍ରୟାସ ଆରମ୍ଭ କରିଥିଲେ। ଏଯାବତ୍ ସେ ୧୩ ଲକ୍ଷ ଟଙ୍କା ଦାନ କରିସାରିଛନ୍ତି। ଏହି କାମ ପାଇଁ ଅର୍ଶଙ୍କ ପିତା-ମାତା ତାଙ୍କୁ ପିଲାଟି ଦିନରୁ ପ୍ରୋତ୍ସାହିତ କରିଛନ୍ତି। ପାଠ ପଢିବା ବ୍ୟତୀତ ଖାଲି ସମୟରେ ଅର୍ଶ ପେଣ୍ଟିଂ ତିଆରି କରି ବିକ୍ରି…

Read More