ତୁମେ କଣ କଲେକ୍ଟର ? କଟାକ୍ଷ ବଦଳାଇଦେଲା ଜୀବନର ଗତିପଥ, ଡାକ୍ତରାଣୀରୁ ହେଲେ କଲେକ୍ଟର
ନୂଆଦିଲ୍ଲୀ, ୦୭/୦୨ : କଟାକ୍ଷ ବଦଳାଇଦେଲା ଜୀବନର ଗତିପଥ। କଠିନ ପରିଶ୍ରମ କରି ଡାକ୍ତରାଣୀରୁ ହେଲେ କଲେକ୍ଟର। ଆମେ କହୁଛୁ ଆଇଏଏସ୍ ଅଫିସର ପ୍ରିୟଙ୍କା ଶୁକ୍ଳାଙ୍କ କଥା। ଦିନେ ରୋଗୀଙ୍କୁ ଚିକିତ୍ସା କରିବା ସମୟରେ ତାଙ୍କୁ ଜଣେ ମହିଳା କହିଥିଲେ ଯେ, ତୁମେ କଣ କଲେକ୍ଟର। ମହିଳାଙ୍କ ଏହି ଉକ୍ତି ପ୍ରିୟଙ୍କାଙ୍କୁ ବ୍ୟଥିତ କରିଥିଲା ଏବଂ ସେ ଆଇଏଏସ୍ ଅଧିକାରୀ ହେବା ପାଇଁ ମନସ୍ଥ କରିଥିଲେ। ଏଥିପାଇଁ ତାଙ୍କ ପରିବାର ତାଙ୍କୁ ଖୁବ୍ ସହଯୋଗ କରିଛନ୍ତି। ପିଲାଦିନରୁ…
